Latest Odisha News

BREAKING NEWS

Browsing Category

କଳା ସଂସ୍କୃତି

ଓଡ଼ିଶାର ପାରମ୍ପରିକ ଟସର ବସ୍ତ୍ର…

ଭୁବନେଶ୍ୱର: ଆବହମାନ କାଳରୁ ଓଡିଶା ଏକ ପାରମ୍ପରିକ ଟସର ଉତ୍ପାଦନକାରୀ ରାଜ୍ୟ ଭାବେ ପରିଚିତ । ପ୍ରାଚୀନ କାଳରୁ ହାତ ତିଆରି ଟସର ୟୁରୋପ ମହାଦେଶର ରାଜକୀୟ ଅଳଙ୍କରଣ ଭାବେ ବବ୍ୟହୃତ ହେଉଥିଲା । ନୌବାଣିଜ୍ୟ ପା ଇଁପ୍ରସିଦ୍ଧ ଆମ ରାଜ୍ୟ ଏକଦା ଏସିଆ ଏବଂ ୟୁରୋପ ମହାବଦଶ ସହିତ ବାଣିଜ୍ୟ…

ଓଡ଼ିଶାର ତ୍ରିବେଣୀ ସଙ୍ଗମ

ଭାରତର ପ୍ରୟାଗରାଜ (ଆଲହାବାଦ୍)ଠାରେ ଗଙ୍ଗା, ଯମୁନା ଓ ସରସ୍ୱତୀ ନାମକ ୩ଟି ପ୍ରମୁଖ ନଦୀର ସଙ୍ଗମ ସ୍ଥଳକୁ ତ୍ରିବେଣୀ ସଙ୍ଗମ ବୋଲି କୁହାଯାଏ । ଯେଉଁଠାରେ ଅନୁଷ୍ଠିତ ହୋଇଥାଏ ବିଶ୍ୱପ୍ରସିଦ୍ଧ କୁମ୍ଭମେଳା । ବିଶ୍ୱାସ ରହିଛି ଏହି ସଙ୍ଗମ ସ୍ଥଳରେ ସ୍ନାନ କରୁଥିବା ବ୍ୟକ୍ତିର ମୋକ୍ଷ ପ୍ରାପ୍ତି…

ଶ୍ରାଦ୍ଧ ବାର୍ଷିକରେ ଜାଣନ୍ତୁ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ଅନନ୍ୟ ରଚନାବଳୀ ସମ୍ପର୍କରେ

ଭୁବନେଶ୍ୱର: ଆଜି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଶ୍ରାଦ୍ଧ ବାର୍ଷିକ । ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଜନ୍ମ ନେଇଥିବା ଲକ୍ଷ୍ମୀକାନ୍ତଙ୍କର୍ ଓଡ଼ିଶାର ରାଜ୍ୟ ଗାନ ବନ୍ଦେ ଉତ୍କଳ ଜନନୀ ଏକ ବିରଳ କୃତି । ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗସାହିତ୍ୟ…

ପାଲା ଆକାଶର ଉଜ୍ଜ୍ୱଳ ନକ୍ଷତ୍ର; ନିରଞ୍ଜନ ପଣ୍ଡା

ଭୁବନେଶ୍ବର: ପାଲା ଜଗତରେ ଉଚ୍ଚ ଶିକ୍ଷିତ ଗାୟକ ଭାବେ ପାଦ ଦେଇଥିଲେ ଡକ୍ଟର ନିରଞ୍ଜନ ପଣ୍ଡା । ୧୯୪୨ ମସିହା ଜାନୁଆରି ୪ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ମଲ୍ଲିକେଶ୍ୱରପୁର ଗ୍ରାମରେ ଏକ କୁଳୀନ ବ୍ରାହ୍ଣଣ ପରିବାରରେ ସେ ଜନ୍ମ ଗ୍ରହଣ କରିଥିଲେ । ବାପା ସୁନାକର ପଣ୍ଡା ଥିଲେ ଜଣେ ସଂସ୍କୃତି…

ଅନ୍ତର୍ଜାତୀୟ ମାତୃଭାଷା ଦିବସ: କେତେ ସୁରକ୍ଷିତ ଆମ ମାତୃଭାଷା…

ଭୁବନେଶ୍ୱର: ଓଡ଼ିଆରେ ଏକ ପଂକ୍ତି ରହିଛି "ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ"...। ଏହାର ଅର୍ଥ ଯିଏ ମାତୃଭାଷାକୁ ସମ୍ମାନ ଦେଇ ଜାଣି ନାହିଁ ତାଠାରୁ ମୂର୍ଖ ସାଂସରରେ ନାହିଁ । ଲୋକଙ୍କ ମନରୁ ମାତୃଭାଷା ପ୍ରତି…

ଏମିତି ଏକ ମସଜିଦ, ଯେଉଁଠି କୋରାନ ସାଙ୍ଗରେ ସ୍ଥାନ ପାଇଛି ଗୀତା ଓ ବାଇବେଲ…

ଆସାମ: ଈଶ୍ୱର ଆଲ୍ଲା ସବୁ ସମାନ । ଭଗବାନ ମଣିଷ ଜନ୍ମ କରିଛନ୍ତି ଏହି ମଣିଷ ହିଁ ଜାତି ଭେଦ ସୃଷ୍ଟି କରୁଛି । ବିଭିନ୍ନତା ମଧ୍ୟରେ ଏକତା ବଜାୟୀ ରଖୁଥିବା ଆମ ଦେଶ ଭାରତର ଆସାମର ଏକ ମସଜିଦରୁ ସାମ୍ନାକୁ ଆସିଛି ଏଭଳି ଉଦାହରଣ ମୂଳକ କାର୍ଯ୍ୟ । ଯାହା ଦେଶରେ ପାଇଁ ଉଦାହରଣ ପାଲଟିଛି ।…

ଲଣ୍ଡନ ଫ୍ୟାଶନ ୱିକରେ ଭାରତୀୟ ସଂସ୍କୃତିର ଝଲକ

ନୂଆଦିଲ୍ଲୀ: ବିଦେଶରେ ସବୁବେଳେ ଭାରତୀୟ ସଂସ୍କୃତିକୁ ବହୁତ ପସନ୍ଦ କରାଯାଏ । ଲଣ୍ଡନର ଫ୍ୟାଶନ ଶୋ’ରେ ଏମିତି କିଛି ଦେଖିବାକୁ ମିଳିଛି । ବିଦେଶୀ ମଡେଲ ର‌୍ୟାମ୍ପରେ ଭାରତୀୟ ପରିଧାନ ‘ଶାଢ଼ୀ’ ପିନ୍ଧି ଚାଲୁଥିବାର ନଜର ଆସିଛନ୍ତି । ଲଣ୍ଡନରେ ଭାରତୀୟ ଉଚ୍ଚ ଆୟୋଗ ଏକ ଫ୍ୟାଶନ ଶୋ’ର ଆୟୋଜନ…

ପାଲା ଜଗତର ଅନନ୍ୟ ପ୍ରତିଭା; ପୁରୁଷ ସରସ୍ୱତୀ କାହ୍ନୁଚରଣ ପତ୍ରୀ

ଭୁବନେଶ୍ୱର: ପୁରୁଷ ସରସ୍ୱତୀ ଏଭଳି ଏକ ଉପାଧି, ଯାହା ଶୁଣିବା ବେଳକୁ ଭିନ୍ନ ଲାଗିବା ସ୍ୱାଭାବିକ । ଏହିଭଳି ଏକ ଉପାଧି ପାଇଛନ୍ତି ଗାୟକ କାହ୍ନୁଚରଣ ପତ୍ରୀ । ଦେଶର ସମସ୍ତ ବଡବଡ ବିଦ୍ୱାନମାନଙ୍କ ଉପସ୍ଥିତିରେ ସ୍ୱୟଂ କାଞ୍ଚି ଶଙ୍କରାଚାର୍ଯ୍ୟ ତାଙ୍କୁ ଏହି ଉପାଧି ପ୍ରଦାନ କରିଥିଲେ ।…

ଓଡ଼ିଆ ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ମାରକୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ଫେବୃଆରୀ ୨୦୨୦ରେ ତାଙ୍କର ସଂସଦୀୟ କ୍ଷେତ୍ର ବାରାଣସୀକୁ ଦିନିକିଆ ଗସ୍ତରେ ଯିବେ । ଏହି ଅବସରରେ ସେ ଓଡ଼ିଆ ଶିଳ୍ପୀଙ୍କ ଦ୍ୱାରା ନିର୍ମିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଏକ ସ୍ମାରକୀ କେନ୍ଦ୍ରର ଉଦଘାଟନ କରିବେ । ସ୍ମାରକୀ କେନ୍ଦ୍ରରେ…

ଉଦ୍‌ଯାପିତ ହେଲା ଚନ୍ଦନ ଆୱାର୍ଡ଼ ଉତ୍ସବ: ସମ୍ମାନିତ ହେଲେ ୧୦୦ କଳାକାର !

ଭୁବନେଶ୍ୱର: ଆଠଦିନ ବ୍ୟାପୀ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ପ୍ରଥମଥର ପାଇଁ ଯାତ୍ରା ଜଗତର କଳାକାରମାନଙ୍କୁ ନେଇ ଆୟୋଜିତ ଜଲିଉଡ଼ ଚନ୍ଦନ ଆୱାର୍ଡ଼ ଉତ୍ସବ ଆଜି ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ୧୦୦ରୁ ଉର୍ଦ୍ଧ୍ୱ କଳାକାରମାନଙ୍କୁ ଚନ୍ଦନ ଆୱାର୍ଡ଼ ପ୍ରଦାନ କରାଯାଇଥିବା ବେଳେ…