Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ନିଆରା ପରମ୍ପରା, ୩ ବର୍ଷରେ ଶବକୁ କାଢ଼ି ଉତ୍ସବ ପାଳନ କରିଥାନ୍ତି ଟୋରାଜାନ ଜାତିର ଲୋକ

ନୂଆଦିଲ୍ଲୀ: ଦୁନିଆକୁ ରହସ୍ୟ ଘେରି ରହିଛି । ଏହା ସହିତ ବିଭିନ୍ନ ସ୍ଥାନରେ ପାଳନ କରାଯାଉଥିବା କେତେକ ପରମ୍ପରା ଆମକୁ ଆଶ୍ଚର୍ଯ୍ୟଚକିତ କରିଥାଏ । ଏ ଭଳି ଏକ ପରମ୍ପରା ଇଣ୍ଡୋନେସିଆର ଟୋରାଜନ ଜାତିର ଲୋକ ପାଳନ କରିଥାନ୍ତି । ସେମାନେ ମା ନେନେ ଉତ୍ସବରେ ନିଜ ପରିଜନଙ୍କ ୩ ବର୍ଷ ତଳେ ପୋତା…

ରାଜ୍ୟ ପାଇଁ ଭଲ ଖବର; ସୁସ୍ଥ ହେେଲେ ଆଉ ୬୪୩ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୬୪୩ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସୁସ୍ଥ ହୋଇଥିବା ୬୪୩ ଜଣଙ୍କ ମଧ୍ୟରୁ ୪୦୭ ଜଣ ଗଞ୍ଜାମରୁ, ୪୪ ଜଣ ଖୋର୍ଦ୍ଧା, ବାଲେଶ୍ୱରରୁ ୩୧, ମୟୂରଭଞ୍ଜରୁ ୨୮, ୨୭ ଜଣ…

କୋଭିଡ ଯୋଦ୍ଧାଙ୍କ ମୃତ୍ୟୁରେ ଗଞ୍ଜାମ ଜିଲ୍ଲାପାଳଙ୍କ ଶୋକପ୍ରକାଶ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଜଣେ କୋଭିଡ ଯୋଦ୍ଧାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ସୂଚନାନୁଯାୟୀ, ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ରେ କାର୍ଯ୍ୟରତ ଜଣେ ସହାୟକ ଯନ୍ତ୍ରୀ କୈଳାଶ ଚନ୍ଦ୍ର ନାୟକଙ୍କ ମୃତ୍ୟୁ ହୋଇଛି । ଯିଏକି କରୋନା…

ଲକ୍‌ଡାଉନ୍ ଭିତରେ ହେବ ଯୁକ୍ତ ୨ ଖାତାଦେଖା

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣ ପାଇଁ ଲକଡାଉନ୍ ଲାଗୁ ହୋଇଛି । ତେବେ ଏହି ଲକଡାଉନ୍ ଭିତରେ ମଧ୍ୟ ଯୁକ୍ତ ୨ ଖାତାଦେଖା ଚାଲିବ । ଏନେଇ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଯୁକ୍ତ ୨ ମୂଲ୍ୟାୟନ ଦେଇ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କୁ ଗଣଶିକ୍ଷା ବିଭାଗ ଜଣାଇଛି ।…

ଆସିିଲା କରୋନାଠୁ ବି ଆଉ ଏକ ଭୟଙ୍କର ଭାଇରସ, ସୁରଟରେ ପ୍ରଥମ ସଂକ୍ରମିତ ଚିହ୍ନଟ

ସୁରଟ: ସାରା ଦେଶରେ ଏବେ କରୋନାର କୋକୁଆ ଭୟ । ସାରା ବିଶ୍ୱ ଏହି ମହାମାରୀର ମୁକାବିଲା କରୁଛି । ଏହାରି ଭିତରେ ଦେଶରେ ଆଉ ଏକ ମାରାତ୍ମକ ରୋଗ ବ୍ୟାପିବା ଆରମ୍ଭ ହୋଇଛି । ଗୁଜରାଟର ସୁରଟରେ ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁରଟର ଏକ ଶିଶୁ ଠାରେ ଏହି ନୂଆ ରୋଗର ଲକ୍ଷଣ ଦେଖିବାକୁ…

କଟକଣା ଭିତରେ ହେବ ସ୍ୱାଧୀନତା ଦିବସ ପାଳନ

ନୂଆଦିଲ୍ଲୀ: ଦୂର ହେଲା ଦ୍ୱନ୍ଦ । ଚଳିତ ବର୍ଷ ପାଳନ ହେବ ସ୍ୱାଧୀନତା ଦିବସ । କରୋନା କଟକଣା ଭିତରେ ପାଳନ କରିବାକୁ ନିର୍ଦ୍ଦେଶ ଦେଲେ ସରକାର । ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ ପାଇଁ କେନ୍ଦ୍ର ଓ ଗୃହ ବିଭାଗ ପକ୍ଷରୁ ଗାଇଡ ଲାଇନ୍ ଜାରି ହୋଇଛି । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର…

ବାରବାଟୀ ଓ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ କୋଭିଡ କେୟାର ସେଣ୍ଟର

କଟକ: ସିଲଭର ସିଟି କଟକରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି କଟକରେ ୨ଟି ନୂଆ କୋଭିଡ କେୟାର ସେଂଟର ପ୍ରସ୍ତୁତ କରାଯାଇଛି । ବାରବାଟୀ ଅଲିମ୍ପିକ ଆସୋସିଏସନ୍ ପରିସର ଓ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ କୋଭିଡ କେୟାର ସେଂଟାର ତିଆରି…

ଜୁଲାଇ ୨୮ ଯାଏଁ କନ୍ଧମାଳରେ ବଢ଼ିଲା ସଟଡାଉନ ଅବଧି

ଫୁଲବାଣୀ: କରୋନା ସଂକ୍ରମଣକୁ ରୋକିବା ପାଇଁ କନ୍ଧମାଳରେ ଜୁଲାଇ ୨୮ ଯାଏଁ ସଟଡାଉନ ଅବଧିକୁ ବୃଦ୍ଧି କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ଗୁରୁବାର ଦିନ ଟ୍ବିଟ୍ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୨୯ଟି ନୂଆ କରୋନା ମାମଲା ଚିହ୍ନଟ ହେବା ପରେ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିଲା।…

ଥମୁନି କରୋନା: ଖୋର୍ଦ୍ଧାରେ ବସ୍ତି ବାସିନ୍ଦାଙ୍କୁ ସଚେତନ କରୁଛନ୍ତି ପ୍ରଶାସନ

ଭୁବନେଶ୍ୱର: ଖୋର୍ଦ୍ଧାରେ ବସ୍ତିବାସିନ୍ଦାଙ୍କୁ କରୋନାଭାଇରସର ଗୋଷ୍ଠୀ ସଂକ୍ରମଣରୁ ଦୂରେଇବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ। ଖୋର୍ଦ୍ଧା ପୋୖରାଞ୍ଚଳର ବିଭିନ୍ନ ୱାର୍ଡରେ ଥିବା ଅନେକ ବସ୍ତି କମିଟି ପ୍ରତିନିଧିଙ୍କୁ ନେଇ ଏକ ସଚେତନତା ବୈଠକ ବିଡିଏ କଲୋନୀ କଲ୍ୟାଣ ମଣ୍ଡପରେ ଆୟୋଜିତ…

କରୋନା ସଙ୍କଟ ବେଳେ ଶବସତ୍କାର ନିୟମ ମାନ

କଟକ: ରାଜ୍ୟରେ ହୁ ହୁ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦିନକରେ ୫ଶହରୁ ଏକ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏଭଳି ମହାମାରୀ ସମୟରେ ଶକସତ୍କାର ନିୟମ ମାନନ୍ତୁ ବୋଲି କୋଭିଡ ବୈଷୟିକ କମିଟି ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା । ସେ କହିଛନ୍ତି, କୋଭିଡରେ ମୃତ ବ୍ୟକ୍ତିଙ୍କ…