Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କଟକରେ ଚିହ୍ନଟ ନୂଆ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ଜାଣନ୍ତୁ

କଟକ: କଟକ ମହାନଗର ନିଗମ ମଙ୍ଗଳବାର ଦିନ ଜଣେ ନୂଆ ଆକ୍ରାନ୍ତ ଏବଂ ଜଣେ କରୋନା ରୋଗୀ ମୃତ୍ୟୁ ବରଣ କରିଥିବା ନେଇ ସୂଚନା ପ୍ରଦାନ କରିଛନ୍ତି। ଏହି ନୂଆ ଆକ୍ରାନ୍ତ ବ୍ୟକ୍ତିଙ୍କୁ ମିଶାଇ ଏଠାରେ ମୋଟ୍ ସଂଖ୍ୟା ୩୦ରେ ପହଞ୍ଚିଛି। ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି କଟକ ମହାନଗର ନିଗମ।…

ରାଜ୍ୟର ବର୍ତ୍ତମାନ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା

ଭୁବନେଶ୍ୱର: ବର୍ତ୍ତମାନ ଓଡ଼ିଶାର କୋଭିଡ-୧୯ ସ୍ଥିତି ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଦ୍ୟତମ ସୂଚନା ପ୍ରକାଶ କରିଛନ୍ତି । ରାଜ୍ୟରେ ଜୁନ୍ ୨୨ ତାରିଖ ସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ରେ ପହଞ୍ଚିଛି । ସେଥିମଧ୍ୟରୁ ପୁରୁଷ ଆକ୍ରାନ୍ତ ୪୪୬୪ (୮୪.୨%)…

ଗୁଣ୍ଡିଚା ମନ୍ଦିରରେ ପହଂଚିଲା ବଡଠାକୁରଙ୍କ ତାଳଧ୍ୱଜ ରଥ

ପୁରୀ: ଆଜି ବଡ ଠାକୁରଙ୍କ ବଡଯାତ୍ରା । ରତ୍ନବେଦୀରୁ ଜନ୍ମବେଦୀରେ ପହଂଚିଲେ ବଡଠାକୁର ପ୍ରଭୁ ବଳଭଦ୍ର । ଗୁଣ୍ଡିଚା ମନ୍ଦିରରେ ଲାଗିଲା ବଡଠାକୁରଙ୍କ ତାଳଧ୍ୱଜ ରଥ । ଅପରାହ୍ନ ୩ଟା ୫୨ରେ ରଥ ଯାଇ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଂଚିଛି । ପଛରେ ଭଉଣୀ ସୁଭଦ୍ରା ଓ କାଳିଆ ଠାକୁର ଆସୁଛନ୍ତି ।…

ଭାବର ଠାକୁର ସେ କାଳିଆ ସାଆନ୍ତ; ଜାଣନ୍ତୁ ମହାପ୍ରଭୁଙ୍କ ଅଦ୍ଭୁତ ଲୀଳା

ଭୁବନେଶ୍ୱର: ଘୋଷଯାତ୍ରା ହେଉଛି ପୁରୀ ତଥା ଦେଶ ବିଦେଶରେ ପାଳିତ ହେଉଥିବା ଏକ ଅନନ୍ୟ ପର୍ବ । ଏହା ଆଷାଢ ଶୁକ୍ଲ ଦ୍ୱିତୀୟା ତିଥିରେ ଧୁମଧାମରେ ପାଳିତ ହୋଇଥାଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରସିଦ୍ଧ ରଥଯାତ୍ରା ବିଶ୍ବବ୍ୟାପୀ ପରିବ୍ୟାପ୍ତ, କୁହାଯାଏ ଏହି ସମୟରେ ଭାବର ଠାକୁର କିଛିଦିନ…

କରୋନା ଦୂର କରିବ ‘କୋରୋନିଲ’, ୭ ଦିନରେ ସୁସ୍ଥ ହେବେ ରୋଗୀ !

ନୂଆଦିଲ୍ଲୀ: ଏବେ କରୋନା ଦୂର କରି ‘କୋରୋନିଲ’ । କ୍ଳିନିକାଲ ଟ୍ରାଏଲ୍‌ରେ ୭ ଦିନ ଭିତରେ ୧୦୦ ପ୍ରତିଶତ ସୁସ୍ଥ ହେବେ ରୋଗୀ । ଏଭଳି ଦାବି କରିଛନ୍ତି ଯୋଗ ଗୁରୁ ରାମଦେବ ବାବା । ମହାମାରୀ କରୋନା ପାଇଁ ଏଯାଏଁ କୌଣସି ଔଷଧ ବାହାରି ନାହିଁ । ତେବେ ଏହାରି ଭିତରେ ଯୋଗଗୁରୁ ରାମଦେବ ବାବା କରୋନା…

ଭୁବନେଶ୍ୱରରୁ ଆଜି ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ତଥ୍ୟ, ଜାଣନ୍ତୁ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ଦିନ ୨ ଟି ନୂଆ କରୋନା ମାମଲା ଚିହ୍ନଟ ହେବା ସହ ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୮ ରେ ପହଞ୍ଚିଛି । ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ଦେଇଥିବା ସୁଚନା ଅନୁଯାୟୀ, ଏମାନଙ୍କ ମଧ୍ୟରୁ ଜଣେ ଜୟଦେବ ବିହାରର ୩୯ ବର୍ଷ ବୟସ୍କ ବ୍ୟକ୍ତି…

ଦାସିଆ ନଡ଼ିଆ ସିନା ତୋତେ ବଢିଆ…

ସେ ହେଉଛନ୍ତି ସାକାର ରୂପୀ ପୂର୍ଣ୍ଣବ୍ରହ୍ମ, ସେ ନିରାକାର ସେ ଶୂନ୍ୟବ୍ରହ୍ମ । ସେ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ । ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀକ୍ଷେତ୍ର ଧାମରେ ରହି ଭକ୍ତମାନଙ୍କୁ ବିଭିନ୍ନ ରୂପରେ ତଥା ପରିସ୍ଥିତିରେ ଦର୍ଶନ ଦେଇଛନ୍ତି । ଶ୍ରଦ୍ଧାଳୁଙ୍କ ଦୁଃଖ ଯାତନା ତଥା…

ଘୁ’ ଘୁ’ ଗର୍ଜନରେ ବଡ ଦାଣ୍ଡରେ ଗଡ଼ିଲା ନନ୍ଦିଘୋଷ ରଥ

ପୁରୀ: ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରାପହଁରା ନୀତିକାନ୍ତି ପରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଛି ତିନିରଥ । ଘଣ୍ଟଘଣ୍ଟା ବାଦ୍ୟରେ, ଚାମର ଆଲଟ ପତାକାରେ ଚଳିତ ଥର ବିନା ଭକ୍ତରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଡ଼ଦାଣ୍ଡରୁ ମାଉସୀ ମା’ ମନ୍ଦିର ଆଡ଼କୁ ଗଡ଼ିଛି। ଏହା…

ରଥଯାତ୍ରା ଲାଇଭ ଅପଡେଟ୍: ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ତିନି ଠାକୁର

ପୁରୀ: ପୁରୀରେ ଚାଲିଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଭାଇଭଉଣୀଙ୍କ ସହ ଶ୍ରୀଗୁଣ୍ଡିଚା ମନ୍ଦିର ଯାଉଛନ୍ତି କଳାଠାକୁର । ଚାଳିତଥର କରୋନ ମହାମାରୀକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରେ ହୋଇ ନାହିଁ ଭକ୍ତଙ୍କ ସମାଗମ । ବିନା ଭକ୍ତରେ ଗଡୁଛି ତିନିରଥ । https://youtu.be/sCImjEcl3Mo ୧.୫୫:…

୬ କରୋନା ଯୋଦ୍ଧାଙ୍କ ସମେତ ଗଞ୍ଜାମରେ ୩୦ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ୩୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ପ୍ରଶାସନ । ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୬ ଜଣ କରୋନା…