Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଦିଲ୍ଲୀ ଓ ମହାରାଷ୍ଟ୍ରରେ ହୋଇନି ଗୋଷ୍ଠୀ ସଂକ୍ରମଣ!

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନକୁ ବୃଦ୍ଧି ପାଉଛି କରୋନା ସଂକ୍ରମିତ ସଂଖ୍ୟା । ବିଶେଷ କରି ଦୁଇ ପ୍ରମୁଖ ସହର ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ପାଖାପଖି ହୋଇଥିବା ବେଳେ ଦିଲ୍ଲୀରେ ୩୫…

କରୋନା ସଙ୍କଟ ବେଳେ କଳାକାରମାନଙ୍କ ମନୋବଳ ଦୃଢ କରୁଛି ଅନଲାଇନ ଡ୍ୟାନ୍ସ ଫେଷ୍ଟିଭାଲ ‘ହାପି ଫର୍ ହୋପ୍‌’

ଭୁବନେଶ୍ୱର: ନୃତ୍ୟାନୁଷ୍ଠାନ ଲାସ୍ୟକଳା ପକ୍ଷରୁ ପ୍ରତି ରବିବାର ଆୟୋଜିତ ହେଉଛି ଅନଲାଇନ ଡ୍ୟାନ୍ସ ଫେଷ୍ଟିଭାଲ ‘ହାପି ଫର୍ ହୋପ୍‌’ । ଲକ୍ ଡାଉନ ଯୋଗୁଁ ଘରେ ରହୁଥିବା ନୃତ୍ୟଶିଳ୍ପୀମାନଙ୍କର ଯେପରି ମନୋବଳ ଦୁର୍ବଳ ନ ହୁଏ ସେଥି ପାଇଁ ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଏପରି ଉଦ୍ୟମ…

ଭୁବନେଶ୍ୱରରେ ଆପୋଲ ହସ୍ପିଟାଲ କର୍ମଚାରୀଙ୍କ ସମେତ ୬ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି ୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ମଧ୍ୟରେ ଆପୋଲ ହସ୍ପିଟାଲର ଜଣେ କର୍ମଚାରୀ ଅଛନ୍ତି । ତାଙ୍କ ବୟସ ୩୮ ବର୍ଷ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ସୂଚନା ଦେଇଛି । ସେହିପରି ଭୁବନେଶ୍ୱର…

ଖୁସି ଖବର: ସଂକ୍ରମିତଙ୍କ ତୁଳନାରେ ବଢ଼ିଲା ସୁସ୍ଥ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ଥମିବାର ନା ଧରୁନି । ତେବେ ଏହି ସଂକ୍ରମିତଙ୍କ ତୁଳନରେ ଏବେ ବଢ଼ିଛି ସୁସ୍ଥ ହାର । ବୁଧବାର ପ୍ରଥମଥର ପାଇଁ ସୁସ୍ଥ ହୋଇଥିବା କୋଭିଡ-୧୯ ରୋଗୀଙ୍କ ସଂଖ୍ୟା ଦେଶରେ ଥିବା ମୋଟ ସକ୍ରିୟ ମାମଲାକୁ ଅତିକ୍ରମ କରିଛି ।…

ଏକାଥରକେ ସୁସ୍ଥ ହେଲେ ୧୪୯ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ଜନିତ ସୁସ୍ଥ ହାର । ସଂକ୍ରମିତଙ୍କ ତୁଳନାରେ ବଢ଼ୁଛି ସୁସ୍ଥ ସଂଖ୍ୟା । ଆଜି ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୧୪୯ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୨୮୨ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ…

ଶ୍ରୀମନ୍ଦିର ପରମ୍ପରାରେ ମହାଦୀପ: ନୀଳଚକ୍ରରେ ମହାଦୀପ ଦର୍ଶନ

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ଭାରତୀୟ ସଂସ୍କୃତି ତଥା ପରମ୍ପରାରେ ନିଜର ତଥା ନିଜ ପରିବାରବର୍ଗଙ୍କର ମଙ୍ଗଳ କାମନା କରି ପ୍ରଭୁଙ୍କ ପାଖରେ ଦୀପ ଦାନ କରାଯିବାର ବିଧି ଅତି ଜନପ୍ରିୟ ଓ ଲୋକପ୍ରଚଳିତ । କିନ୍ତୁ,…

କ୍ୱାରେଂଟିନ୍‌ରେ ଗଲେ ରାୟଗଡା ସିଡିଏମ୍‌ଓଙ୍କ ସମେତ ଅଫିସ୍ ଷ୍ଟାଫ

ରାୟଗଡା: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ବୁଧବାର ରାଜ୍ୟରେ ଆଉ ୧୧୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାୟଗଡା ଜିଲ୍ଲାରୁ ୪ ଜଣ ଚିହ୍ନଟ ହୋଇଛନ୍ତି । ରାୟଗଡାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ…

ସ୍ୱାସ୍ଥ୍ୟକର୍ମୀ ଆମ ହିରୋ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା କ୍ଷେତ୍ରରେ ହସ୍ପିଟାଲ ଓ ଜିଲ୍ଲା ସ୍ୱାସ୍ଥ୍ୟକର୍ମୀଙ୍କ କାମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି , ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଆମ ହିରୋ । ସେମାନେ ଆମର ମୂଲ୍ୟବାନ ସମ୍ପତ୍ତି । ସ୍ୱାସ୍ଥ୍ୟକର୍ମୀଙ୍କ ସେବା ଓ ତ୍ୟାଗ…

ଶ୍ରୀଜୀଉଙ୍କ ଅଣସରରେ ବେଳେ ଶ୍ରଦ୍ଧାଳୁଙ୍କ କର୍ତ୍ତବ୍ୟ

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ସ୍ନାନ ପୂର୍ଣ୍ଣିମା ରାତିରେ ଶ୍ରୀଜୀଉମାନେ ସ୍ନାନ ବେଦୀରୁ ଗଲା ପରେ ଅଣସର ପିଣ୍ଡିରେ ଦଇତା ମାନେ ତାଙ୍କ ଶ୍ରୀମୁଖରେ ଲାଗି ହୋଇଥିବା ରାହୁରେଖା ଓ ଚିତା ବାହାର କରି ଭଣ୍ଡାର…

କରୋନା କଟକଣାକୁ ଫୁ’: ରାଉରକେଲାରେ ଶବ ଶୋଭାଯାତ୍ରା, ଭିଡିଓ ଭାଇରାଲ

ରଉରକେଲା: କରୋନା କଟକଣାକୁ ଫୁ’ । ଚୁଲିକୁ ଗଲା ସାମାଜିକ ଦୂରତା । ୬ ଫୁଟ ଦୂରତା କ’ଣ ୬ ଇଂଚ ବି ରହିଲାନି । ହଜାର ହଜାର ଲୋକ ଏକାଠି ହୋଇ ବାହାରିଲେ ଶୋଭାଯାତ୍ରାରେ । ରାସ୍ତା ଉପରେ ଦେଖିବାକୁ ମିଳିଲା ଜନସମୁଦ୍ର । ରାଉରକେଲାର ଏହି ଦୃଶ୍ୟ ଏବେ ଜାତୀୟ ଗଣମାଧ୍ୟମର ହେଡ୍ ଲାଇନ ପାଲଟିଛି ।…