Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କରୋନା ରାଜନୀତିରେ ପ୍ରବାସୀ ଶ୍ରମିକ

ଚାଇନାର ଉହାନ ସହରରୁ ବାହାରି ଆଜି କରୋନା ସାରା ବିଶ୍ୱକୁ ବ୍ୟାପିଛି । ଏଯାବତ ୨୧୨ ଦେଶକୁ ଗ୍ରାସ କରି ଏକ ମହାବିପତ୍ତିର ରୂପ ଧାରଣ କରିଛି । ଭାରତ ମଧ୍ୟ ଏହି ମହାମାରୀ କବଳରୁ ବଞ୍ଚିପାରି ନାହିଁ । ସଂକ୍ରମଣ ରୋକିବାକୁ ଯାଇ ସରକାରଙ୍କ ଲକ୍‌ଡ଼ାଉନ ଫର୍ମୁଲା ଆଜି ଅର୍ଥନୀତି ପାଇଁ ବୁମେରାଂ…

ଅନ୍ୟ ରାଜ୍ୟ ତୁଳନାରେ କରୋନା ଭାଇରସରେ ସର୍ବନିମ୍ନ ସଂକ୍ରମିତ ହୋଇଛନ୍ତି ‘ଓଡିଶା ପୋଲିସ’

ଭୁବନେଶ୍ୱର: ଭାରତୀୟ ପୋଲିସ୍ ଫାଉଣ୍ଡେସନ୍ ଦେଇଥିବା ତଥ୍ୟ ଅନୁଯାୟୀ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ପୋଲିସ୍ କରୋନାଭାଇରସ୍ ଦ୍ୱାରା ସର୍ବନିମ୍ନ ସଂକ୍ରମତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଅଧିକାଂଶ ରାଜ୍ୟରେ ସଂକ୍ରମିତ ପୋଲିସଙ୍କ ସଂଖ୍ୟା ଦୁଇ ଅଙ୍କ ବିଶିଷ୍ଟ ରହିଥିବା ବେଳେ ଓଡିଶାରେ…

ପ୍ରତିରକ୍ଷା ସଚିବ ଅଜୟ କୁମାର କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ସଚିବ ଅଜୟ କୁମାର କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ଦିଲ୍ଲୀର ରାଇସିନା ହିଲ୍ କମ୍ପ୍ଲେକ୍ସରେ ଥିବା ଦକ୍ଷିଣ ବ୍ଲକର ଏକ ଅଂଶକୁ ସିଲ୍ କରାଯାଇଛି। ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୧୯୮୫-ବ୍ୟାଚ୍ ଓଇଝ ଅଧିକାରୀ ଶ୍ରୀ କୁମାର…

ମହାଦେବଙ୍କ ବାସସ୍ଥଳୀ କେଦାରନାଥ: ୬ ମାସ ବନ୍ଦ ରହିବା ସତ୍ତ୍ୱେ ବି ଜଳୁଥାଏ ମନ୍ଦିର ଦୀପ !

କେଦାରନାଥ: ଉତ୍ତରାଖଣ୍ଡର ପ୍ରସିଦ୍ଧ ଧର୍ମସ୍ଥଳ କେଦାରନାଥ। ସମୁଦ୍ର ପତ୍ତନ ଠାରୁ ପ୍ରାୟ ୩୫୮୧ ମିଟର ଉଚ୍ଚ କେଦାର ଉପତ୍ୟକାରେ ରହିଛି ଏହି ମନ୍ଦିର। ଚାରିଧାମ ମଧ୍ୟରୁ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଭାବେ ବିବେଚନା କରାଯାଏ। ଭଗବାନ ଶିବ ଶ୍ରୀକେଦାରନାଥ ଜ୍ୟୋତିର୍ଲିଙ୍ଗ ରୂପେ ହିମାଳୟ ଉପରେ…

କରୋନା ଅପଡ଼େଟ୍: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ଗୁରୁବାର ଦିନ ୧୧ଟା ୩୦ମି. ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୭୮ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୧୬ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…

ପ୍ରବାସୀ ଶ୍ରମିକଙ୍କ ସାହାରା ପାଲଟିଛନ୍ତି କଟକର ଅବିନାଶ ଖେମକା

କଟକ: ଦେଶରେ ଲକାଡାଉନ ପାଇଁ ପ୍ରବାସୀ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ କିଏ ବସରେ ବା ଟ୍ରକରେ ଆସୁଛନ୍ତି ତ କିଏ ଚାଲି ଚାଲି ନ ହେଲେ ସାଇକେଲରେ ଘରକୁ ଫେରୁଛନ୍ତି । ଏବେ ଏମାନଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି କଟକର ଅବିନାଶ ଖେମକା । ଅବିନାଶ ନିଜ…

ଓଡ଼ିଶାରେ ଆଉ ୯୦ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ୍ ସଂଖ୍ୟା ୨୪ ଶହ ଟପିଲା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ୯୦ଟି ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ କରାଯିବା ସହ ଗୁରୁବାର ଦିନ ଏହି ସଂଖ୍ୟା ୨୪୭୮କୁ ବୃଦ୍ଧି ଘଟିଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗର ସୂତ୍ର ଅନୁଯାୟୀ, ଏହି ନୂତନ ମାମଲାଗୁଡ଼ିକ ମଧ୍ୟରୁ ୭୯ଟି କ୍ବାରେନଣ୍ଟାଇନ ସେଣ୍ଟରର ଏବଂ…

କରୋନାକୁ ଦୂରେଇ ରଖିବାକୁ ଚାହୁଁଛନ୍ତି କି? ଯଥାଶୀଘ୍ର ଛାଡ଼ନ୍ତୁ ଏହିସବୁ ଅଭ୍ୟାସ !

ଭୁବନେଶ୍ୱର: କରୋନାକୁ ନେଇ ସବୁଠୁ ଚିନ୍ତା । ଏହାର ପ୍ରତିଷେଧକ ଔଷଧ ବହାରିନଥିବା ବେଳେ ସତର୍କତା ହିଁ ଏକମାତ୍ର ବିକଳ୍ପ । ଏଥିରୁ ବଞ୍ଚିବା ପାଇଁ ସମାଜିକ ଦୂରତା ଓ ଅନ୍ୟ ସଚେତନତା ଭଳି ଦେହରେ ରୋଗ ପ୍ରତିରୋଧକ ଶକ୍ତି ରହିବା ନିହାତି ଆବଶ୍ୟକ । ଶରୀରରେ ଏହି ରୋଗ ପ୍ରତିଶୋଧକ ଶକ୍ତିକୁ ବଢାଇବା…

କରୋନା କବଳରେ କୋଭିଡ ଯୋଦ୍ଧା: ପଜିଟିଭ ଚିହ୍ନଟ ହେଲେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟର ଷ୍ଟାଫ ନର୍ସ

ନୟାଗଡ଼: କରୋନା ସହ ଲଢୁ ଲଢୁ ଆଉ ଜଣେ କୋଭିଡ ଯୋଦ୍ଧା ଚିହ୍ନଟ ହୋଇଛନ୍ତି କରୋନା ପଜିଟିଭ। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଷ୍ଟାଫ ନର୍ସ ଚିହ୍ନଟ ହୋଇଛନ୍ତି କୋରୋନା ପଜିଟିଭ । ପଜିଟିଭ ଚିହ୍ନଟ ପରେ ଖଣ୍ଡପଡ଼ା କୋଭିଡ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି…

ଚିନ୍ତା ବଢ଼ାଉଛି ସଂକ୍ରମଣ: ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୯,୩୦୪ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…