Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ମହାଶିବରାତ୍ରୀ ପୂର୍ବରୁ ଏହି ସ୍ବପ୍ନ ଦେଖୁଛନ୍ତି କି?

ଭୁବନେଶ୍ବର: ଯଦି ଆପଣ ମହା ଶିବରାତ୍ରୀ ପୂର୍ବରୁ ନିଜ ସ୍ୱପ୍ନରେ ଏହି ବସ୍ତୁ ଗୁଡ଼ିକ ମଧ୍ୟରୁ କୌଣସି ଏକ ବସ୍ତୁ ଦେଖୁଛନ୍ତି,ତେବେ ଜାଣି ରଖନ୍ତୁ ଆପଣଙ୍କ ଭାଗ୍ୟ ସମୂର୍ଣ୍ଣ ରୂପେ ବଦଳିବାକୁ ଯାଉଛି । ହଁ ଆଜ୍ଞା ଏନେଇ ସ୍ୱପ୍ନ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ କରାଯାଇଛି । ଯଦି ମହାଶିବରାତ୍ରୀ…

ଭାରତରେ ମହିନ୍ଦ୍ରାର ଏହି ୨ଟିଇଲେକ୍ଟ୍ରିକ ଏସୟୁଭିର ବୁକିଂ ଆରମ୍ଭ

ଭୁବନେଶ୍ବର: ମହିନ୍ଦ୍ରା ହେଉଛି ଭାରତର ସବୁଠାରୁ ଲୋକପ୍ରିୟ କାର ଉତ୍ପାଦନକାରୀ କମ୍ପାନୀ । ବର୍ତ୍ତମାନ ମହିନ୍ଦ୍ରା BE6 ଏବଂ ମହିନ୍ଦ୍ରା XEV9eର ବୁକିଂ ଭାରତରେ ଆରମ୍ଭ ହୋଇଛି । ଏହି ଦୁଇଟି ହେଉଛି ମହିନ୍ଦ୍ରାର ନୂତନ ଇଲେକ୍ଟ୍ରିକ ଏସୟୁଭି । ଗ୍ରାହକମାନେ ଏହି କାରଗୁଡ଼ିକୁ ଅନଲାଇନ୍ ଏବଂ…

ଆପଣଙ୍କର ବ୍ରେକଅପ୍ କରିପାରେ ଏହି ଅଭ୍ୟାସ, ତୁରନ୍ତ ବଦଳାନ୍ତୁ…

ନୂଆଦିଲ୍ଲୀ: ଆଜିର ସମୟରେ ଲଭ ବ୍ରେକଅପ୍ ଏକ ସାଧାରଣ କଥା ହେଇଗଲାଣି । ଛୋଟ ଛୋଟ କଥାରେ ସମ୍ପର୍କ ଭାଙ୍ଗିବା ବହୁ ସମୟରେ ନଜର ଆସୁଛି । ବର୍ତ୍ତମାନ ସମୟରେ କେହି କାହାରି କଥା ଶୁଣିବା, ସହିବାକୁ ପ୍ରସ୍ତୁତ ନାହାନ୍ତି । ପ୍ରତ୍ୟେକ କଥାରେ ମିଛ ସ୍ବାଭିମାନ ଆଗକୁ ଆସୁଛି ଯାହାଫଳରେ ସମ୍ପର୍କ ଭଲ…

ଆପଣାନ୍ତୁ ଏହି ଉପାୟ: ଘରୁ ସବୁଦିନ ପାଇଁ ପଳେଇବେ ଝିଟିପିଟି

ଭୁବନେଶ୍ଵର: ସାଧାରଣତଃ ସମସ୍ତଙ୍କ ଘରେ ଝିଟିପିଟି ଥାନ୍ତି । କିଛି ଲୋକ ଘରେ ଝିଟିପିଟି ରହିବା ସାଧାରଣ କଥା କହୁଥିବା ବେଳେ କିଛି ଲୋକ ଏଥିପାଇଁ ଚିନ୍ତାରେ ପଡିଯାଆନ୍ତି । ବିଶେଷ କରି ମହିଳା ମାନେ ଝିଟିପିଟି କୁ ଦେଖିଲେ ବହୁତ୍ ଡରିଥାନ୍ତି । ତେବେ ଝିଟିପଟି କୁ ଘରୁ ବାହାର କରିବା ପାଇଁ ଆଜି…

ଏହି ଦିଗରେ ନିର୍ମାଣ କରନ୍ତୁ ଶିଡି; ବଢିବ ସୁଖଶାନ୍ତି!

ଭୁବନେଶ୍ବର: ବାସ୍ତୁଶାସ୍ତ୍ରରେ ଶିଡି ପାଇଁ ନିୟମ ରହିଛି। ଯାହାକୁ ପାଳନ କରିବା ଦ୍ୱାରା ପରିବାରର ସୁଖ ଓ ସମୃଦ୍ଧି ବଢ଼ିଥାଏ । ଆସନ୍ତୁ ଜାଣିବା ଘରର ଶିଡି କିପରି ହେବା ଆବଶ୍ୟକ । -ଶିଡ଼ି ପାଇଁ ଦକ୍ଷିଣ ପଶ୍ଚିମ ଦିଗ ଶୁଭ । ଏହି ଦିଗରେ ଘରର ଶିଡି ଥିଲେ ଘରେ ସୁଖଶାନ୍ତି ବଢିଥାଏ। ଘରର…

ବିବାହରେ ଉପୁଜୁଛି ବାଧା? ମହାଶିବରାତ୍ରୀରେ କରନ୍ତୁ ଏହି ଉପାୟ

ଭୁବନେଶ୍ବର: ଆପଣଙ୍କ ବିବାହରେ ବିଳମ୍ବ ହେଉଛି ବା କୌଣସି ବାଧା ଉପୁଜୁଛି , ତେବେ ଏହି ମହାଶିବରାତ୍ରୀରେ ମହାଦେବଙ୍କ ଉପାସନା କରନ୍ତୁ । ବିବାହର ଯୋଗ ଫିଟିବା ସହ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ । ମହାଶିବରାତ୍ରିରେ ରାତିର ଚାରି ପ୍ରହରରେ ଭଗବାନ ଶିବଙ୍କୁ ପୂଜା କରାଯାଏ । ନିଜର…

ମହାଶିବରାତ୍ରୀରେ ଏହି ୪ରାଶିଙ୍କ ଖୋଲିବ ଭାଗ୍ୟ

ଭୁବନେଶ୍ବର: ଚଳିତବର୍ଷ ମହାଶିବରାତ୍ରୀ ୨୬ ଫେବୃଆରୀ (ବୁଧବାର) ପାଳନ କରାଯିବ। ଫାଲଗୁନ୍‌ ମାସରେ ପଡୁଥିବା ଶିବରାତ୍ରି ସବୁଠାରୁ ସ୍ବତନ୍ତ୍ର ଅଟେ। କାରଣ ଏହି ଶିବରାତ୍ରିକୁ ମହାଶିବରାତ୍ରି କୁହାଯାଏ । ଏହି ଦିନ ପ୍ରଭୁ ଶିବଙ୍କ ଆରାଧନା କରିବାର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିନ । ତେବେ…

ଫେବୃଆରୀ ୧୯ରେ ବଜାରକୁ ଆସିବ iPhone SE4 !

ନୂଆଦିଲ୍ଲୀ: ଆପଲ୍‌ ସିଇଓ ଟିମ୍‌ କୁକ୍‌ ଏକ ଟିଜର ଜାରି କରିଛନ୍ତି । ଯେଉଁଥିରେ ସେ ଆପଲ୍‌ର ଏକ ନୂଆ ପ୍ରଡକ୍ଟକୁ ଆସନ୍ତା ଫେବୃଆରୀ ୧୯ରେ ଆପଲ୍‌ ଇଭେଣ୍ଟରେ ଲଞ୍ଚ କରିବା ନେଇ ଘୋଷଣା କରିଛନ୍ତି । ଏହାପରେ ଆଇଫୋନ ଏସଇ4  ଲଞ୍ଚକୁ ନେଇ ଚର୍ଚ୍ଚା ବଢିଛି । ସୂଚନାଥାଉକି, ଆପଲ୍‌ ସିଇଓ ଜାରି…

ଏମାନଙ୍କୁ ବିଟ୍ ଖାଇବା ମନା..

ଭୁବେନେଶ୍ବର : ବିଟ୍ ଏପରି ଏକ ପରିବା, ଯେଉଁଥିରେ ଭିଟାମିନ୍ ଏ,ସି ,ଖଣିଜ ପଦାର୍ଥ ଏବଂ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ଥାଏ । ତେଣୁ ଏହି ବିଟ୍ ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳେ । କିନ୍ତୁ ଆପଣ ଜାଣିଛନ୍ତି କି, ପୋଷକତତ୍ତ୍ବରେ ଭରପୂର ଏହି ବିଟ୍ କିଛି ଲୋକଙ୍କ ପାଇଁ କ୍ଷତିକାରକ…

ଦିନକୁ ଖାଦ୍ୟରେ ଏତିକି ଟଙ୍କା ଖର୍ଚ୍ଚ କରନ୍ତି ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହାଙ୍କ ବିଷୟରେ ଜାଣିବାକୁ ପ୍ରାୟ ସମସ୍ତଙ୍କ ଇଚ୍ଛା ଥାଏ । ତାଙ୍କ ଫିଟର ରହସ୍ୟ, ତାଙ୍କ ଡାଏଟ୍ ପ୍ଲାନ, ତାଙ୍କ ବ୍ୟକ୍ତିଗତ ଜୀବନ ଆଦି ସମସ୍ତେ ଜାଣିବାକୁ ଉଚ୍ଛୁକ ଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ତାଙ୍କ ଡାଏଟ୍ ପ୍ଲାନ ବିଷୟରେ ଜଣେଇବାକୁ…