Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ମୋସନ ସିକନେସକୁ ଏଡେଇବା ପାଇଁ ଆପଣାନ୍ତୁ ଏହି ଉପାୟ..

ଭୁବନେଶ୍ବର:କାର୍‌,ବସ୍, ଟ୍ରେନ ଆପଣଙ୍କୁ ବାନ୍ତି ଲାଗୁଛି କି? ଏହା ଫଳରେ ଭ୍ରମଣର ଖୁସି ଫିକା ପଡୁଛି । ଯେଉଁଥିପାଇଁ ଇଚ୍ଛା ଥାଇ ମଧ୍ୟ ବିଭିନ୍ନ ସ୍ଥାନ ବୁଲିବାକୁ ଯାଇପାରନ୍ତୁ ନାହିଁ । ଚିନ୍ତା କରନ୍ତୁନି, ଏମିତି କିଛି ଘରୋଇ ଟିପ୍ସ ଆପଣାଇ ଏହି ବାନ୍ତି ସମସ୍ୟା ଦୂର କରିପାରିବେ ।…

ଏହି ବାସ୍ତୁ ନିୟମ ଅନୁସାରେ ଘରେ ରଖନ୍ତୁ ଆକ୍ୱାରିୟମ୍‌..

ଭୁବନେଶ୍ବର: ଘରେ ଆକ୍ୱାରିୟମ୍‌ ରଖିଲେ ଘରର ପରିବେଶରେ ସକାରାତ୍ମକ ଭାବ ଆସିଥାଏ । କିନ୍ତୁ ଜାଣି ରଖନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଆକ୍ୱାରିୟମ୍‌ ରଖିବା ଉଚିତ୍ । ନହେଲେ ଅଶୁଭ ଫଳ ମିଳିବ । -ଆକ୍ୱାରିୟମ୍‌ରେ ୯ଟି ମାଛ ରଖିବେ । କାରଣ ଏହା ଅତ୍ୟନ୍ତ ଶୁଭ । ୯ଟି ମାଛ ମଧ୍ୟରେ ୮ଟି ଗୋଲ୍ଡ…

ଆଜିଠୁ ଭାଲେଣ୍ଟାଇନ୍‌ ସପ୍ତାହ: ବିଭିନ୍ନ ରଙ୍ଗର ଗୋଲାପ ଭିତରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ଲାଲ୍ ଗୋଲାପ

ଭୁବନେଶ୍ଵର: ପ୍ରେମ ଏକ ଭାବନା, ଏକ ସମର୍ପଣ ଜୀବନରେ ଯେତେ ଦୁଃଖ କଷ୍ଟ ଆସୁ ନା କାହିଁକି ପ୍ରେମ ଦ୍ବାରା ସମସ୍ତ ବାଧା ବିଘ୍ନକୁ ଦୂରେଇ ହୁଏ । ପ୍ରେମକୁ ପରିପ୍ରକାଶ କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରେମ ସପ୍ତାହ ପାଳନ କରାଯାଏ। ଭାଲେଣ୍ଟାଇନ୍‌ସ ଡେ’ ବା…

ଲାଭଦାୟକ ‘ବ୍ଲୁ ଟି’

ଭୁବନେଶ୍ବର: ଗ୍ରୀନ୍ ଟି ଜାଣିଥିବେ ଓ ପିଇଥିବେ ମଧ୍ୟ । କିନ୍ତୁ ବ୍ଲୁ ଟି କେବେ ପିଇଛନ୍ତି । ଏହା ଗ୍ରୀନ୍ ଟି ଠାରୁ ଅଧିକ ଲାଭଦାୟକ। ଅପରାଜିତା ଫୁଲର ଚାହା କୁ ବ୍ଲୁ ଟି କୁହାଯାଏ । ଏହା ଆଣ୍ଟି-ଅକ୍ସିଡ଼େଣ୍ଟରେ ଭରପୁର ଅଟେ । ଏଥିରେ ଅନେକ ଔଷଧିୟ ଗୁଣ ରହିଛି। କିପରି ବନେଇବେ ଏହି 'ବ୍ଲୁ…

କୁମ୍ଭ ରାଶିରେ ପ୍ରବେଶ କରିବେ ବୁଧ; ଏହି ୫ରାଶିର ହେବ ଭାଗ୍ୟ ଉଦୟ

ଭୁବନେଶ୍ବର:ବୁଧ କୌଣସି ରାଶିରେ ପ୍ରବେଶ କଲେ କିଛି ନା କିଛି ପ୍ରଭାବ ପକାଇଥାଏ । ବୁଧଙ୍କ କୃପା ଥିଲେ ବୁଦ୍ଧିମତା ଏବଂ ତର୍କ କ୍ଷମତା ବଳରେ ସଫଳତା ହାସଲ କରି ହେବ । ୧୧ ଫେବୃଆରୀ ୨୦୨୫ ଦିନ ୧୨:୪୧ ସମୟରେ କୁମ୍ଭ ରାଶିରେ ପ୍ରବେଶ କରିବେ ବୁଧ । କୁମ୍ଭ ରାଶିରେ ବୁଧଙ୍କ ପ୍ରବେଶ ଫଳରେ ୫ଟି…

ଏପରି କରନ୍ତୁ ଘୋଷ୍ଟ କଲ୍ ର ସଠିକ୍ ବ୍ୟବହାର..

ଭୁବନେଶ୍ବର: ଆପଣଙ୍କୁ କେବେ ଏପରି ଏକ କଲ ଆସିଛି କି, ଆପଣ ଉଠାଇବାପରେ କୌଣସି ଉତ୍ତର ସେପଟୁ ଆସେ ନାହିଁ । ଏହାକୁ ଘୋଷ୍ଟ କଲ୍ କୁହାଯାଏ । ଅନେକଥର ଟେଲି ମାର୍କେଟିଂ କମ୍ପାନୀ ଏବଂ ସ୍କାମରମାନେ ଯାଞ୍ଚ କରିବା ପାଇଁ ଏପରି କଲ କରନ୍ତି ଉକ୍ତ ନଂ ସକ୍ରିୟ ଅଛି କି ନାହିଁ ଜାଣିବାକୁ । କିନ୍ତୁ…

ଟାଟା ପଞ୍ଚ କାରରେ ୨୫ହଜାର ଟଙ୍କାର ରିହାତି; ସେଫ୍ଟି ରେଟିଂ ସହିତ ରହିଛି ଏହି ଫିଚର୍ସ..

ନୂଆଦିଲ୍ଲୀ: ଭାରତର ସବୁଠାରୁ ଅଧିକ ବିକ୍ରି ହେଉଥିବା ଏସୟୁଭି ଟାଟା ପଞ୍ଚ ଉପରେ ଟାଟା ମୋଟର୍ସ ବଡ଼ ରିହାତି ଘୋଷଣା କରିଛି। ଟାଟା ମୋଟର୍ସ ଏହାର ସର୍ବୋତ୍ତମ ବିକ୍ରି ହେଉଥିବା କମ୍ପାକ୍ଟ ଏସୟୁଭି ପଞ୍ଚର ପେଟ୍ରୋଲ ଏବଂ ସିଏନଜି ଭେରିଆଣ୍ଟ ଉପରେ ୨୫,୦୦୦ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ…

ସିଗାରେଟ ଟାଣୁ ନଥିବା ବ୍ୟକ୍ତିଙ୍କ ଠାରେ ଫୁସଫୁସ କର୍କଟ ଦ୍ରୁତ ଗତିରେ ବଢିବାରେ ଲାଗିଛି :ରିପୋର୍ଟ

ନୂଆଦିଲ୍ଲୀ: ଆପଣ ସିଗାରେଟ୍,ହୁକା କିମ୍ବା ବିଡି ଧୂମପାନ କରନ୍ତି ନାହିଁ, ହେଲେ ବି ଆପଣ ଫୁସଫୁସ କର୍କଟର ଶିକାର ହୋଇପାରନ୍ତି । ଧୂମପାନ କରୁଥିବା ଲୋକଙ୍କଠାରେ ସାଧାରଣତଃ ଫୁସଫୁସ କର୍କଟ ରୋଗ ଅଧିକ ଦେଖାଯାଏ। କିନ୍ତୁ ଏବେ ବାୟୁ ପ୍ରଦୂଷଣ ଫୁସଫୁସ କର୍କଟର ଆଉ ଏକ କାରଣ ପାଲଟିଲାଣି ।…

ନିଦ ହଜାଇଲାଣି ସୁନା ଦର: ଅଳ୍ପ ଦିନରେ ଦାମ୍‌ ଛୁଇଁବ ୯୦!

ଭୁବନେଶ୍ୱର: ବାହାଘର ବଜାରରେ ଦାଉ ସାଧୁଛି ବର୍ଦ୍ଧିତ ସୁନା ଦର। ଯାହା ଏବେ ସାଧାରଣ ଲୋକଙ୍କ ବିବାହ ଚିନ୍ତାକୁ ବଢାଇ ଦେଇଛି। ପୁଣି ଆକାଶଛୁଆଁ ହୋଇଛି ସୁନା ଦର। ଏବେ ସୁନା କିଣିବା ଲୋକଙ୍କ ପାଇଁ ମୁଣ୍ଡ ବିନ୍ଧାର ଏକ କାରଣ ପାଲଟିଛ । ଗତ କିଛି ଦିନ ମଧ୍ୟରେ ଦର ପ୍ରାୟ ହଜାର ହଜାର ଟଙ୍କା…

କାଜୁ ଠାରୁ ପିସ୍ତା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ

ଭୁବନେଶ୍ବର: ଆପଣ ଜାଣିଛନ୍ତି କି କାଜୁ ଠାରୁ ପିସ୍ତା ସ୍ବାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ । କାରଣ ପିସ୍ତାରେ ଅଧିକ ପ୍ରୋଟିନ୍ ଥାଏ । ଏଥିରେ ୯ ଟି ଅତ୍ୟାବଶ୍ୟକ ଆମିନୋ ଏସିଡ୍ ମଧ୍ୟ ରହିଛି । ଏହି ଡ୍ରାଏଫ୍ରୁଟରେ ପ୍ରାକୃତିକ ଆଣ୍ଟିଅକ୍ସିଡେଣ୍ଟ ଗୁଣ ସହ ଫାଇବରର ମାତ୍ରା ଅଧିକ ଥାଏ । ଯାହା ହଜମ…