Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଜୁଲାଇ ଶେଷ ସେମିଷ୍ଟାର ପରୀକ୍ଷା ପାଇଁ ପଞ୍ଜାବ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଏସ୍‌ଓପି’ ଘୋଷଣା

ଚଣ୍ଡିଗଡ: ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ଜୁଲାଇ ମାସରେ ହେବାକୁ ଥିବା ସେମିଷ୍ଟାର ପରୀକ୍ଷା ପାଇଁ ଏକ ଷ୍ଟାଣ୍ଡାର୍ଡ ଅପେରେଟିଭ ପ୍ରସିଡ୍ୟୁର (ଏସ୍‌ଓପି) ପ୍ରସ୍ତୁତ କରାଯାଇଥିବା ପ୍ରକାଶ କରିଛନ୍ତି ପଞ୍ଜାବ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରଣ ଅଧିକାରୀ ଡଃ ପରବିନ୍ଦର୍ ସିଂହ । ଏହି…

ସ୍ନାନଯାତ୍ରା ଲାଗି ପ୍ରସ୍ତୁତି: ‘ଶୁଦ୍ଧସୁଆର ନିଯୋଗ’ର ପୁରୀରେ ପ୍ରେସମିଟ୍

ପୁରୀ: ଆସନ୍ତା ଜୁନ୍ ୫ ତାରିଖରେ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହେବାକୁଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି। କୋଭିଡ୍ ୧୯ର ନିୟମାବଳୀ ଅନୁସାରେ ସ୍ନାନଯାତ୍ରାର ପ୍ରସ୍ତୁତିକୁ ଠିକ୍ ଭାବରେ ରୂପରେଖ ଶ୍ରୀମନ୍ଦିର ପ୍ରଶାସନ ଦେଉଥିବା ବେଳେ ଆଜି…

କରୋନାରେ ଆକ୍ରାନ୍ତ ହେଲେ ରାଜ୍ୟସଭା କର୍ମଚାରୀ, ସଂସଦ ଭବନ ସିଲ୍

ନୂଆଦିଲ୍ଲୀ: ରାଜ୍ୟସଭାର ଜଣେ କର୍ମଚାରୀ ଶୁକ୍ରବାର ଦିନ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସଂସଦର ଆନେକ୍ସ ବିଲ୍ଡିଂର ଦୁଇ ମହଲାକୁ ସିଲ୍ କରାଯାଇଛି। ସଂସଦ କମ୍ପ୍ଲେକ୍ସରୁ ଏହା ଚିହ୍ନଟ ହୋଇଥିବା ଚତୁର୍ଥ କୋଭିଡ-୧୯ ମାମଲା। ସୂତ୍ରରୁ ପ୍ରକାଶ ଯେ ସଂକ୍ରମିତ ଅଧିକାରୀ ଜଣକ ଗୁରୁବାର…

ଯାତ୍ରୀବାହୀ ଯାନ ଲାଗି ୩ ମାସର ‘ରୋଡ୍ ଟ୍ୟାକ୍ସ’ ଛାଡ଼ କଲେ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର କରୋନା ମହାମାରୀ ଲାଗି ଯାତ୍ରୀବାହୀ ଯାନ ଲାଗି ୩ ମାସର ରୋଡ଼ ଟ୍ୟାକ୍ସ ଛାଡ଼ କରିଛନ୍ତି, ଏସମ୍ପର୍କରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଘୋଷଣା ହୋଇଛି । ଅଧିକ ପଢନ୍ତୁ - କ୍ୟାବିନେଟ୍ ଅନୁମୋଦନ: ସମ୍ମାନିତ ହେବେ ‘କରୋନା ଯୋଦ୍ଧା’, ଗ୍ରାମାଞ୍ଚଳ ଜୀବିକା…

ଓଡ଼ିଶାରେ ସୁସ୍ଥ ହେଲେ ଆଉ ୯୦ କରୋନା ରୋଗୀ

ଭୁବନେଶ୍ୱର: ଓଡ଼ିଶାରେ ଆଉ ୯୦ ଜଣ କୋଭିଡ-୧୯ ରୋଗୀ ସୁସ୍ଥ ହୋଇଥିବା ନେଇ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି ସରକାର। ୯୦ ସୁସ୍ଥଙ୍କ ମଧ୍ୟରୁ ୨୩ ଜଣ ଜଗତସିଂହପୁରରୁ, ୨୨ ଜଣ ଯାଜପୁରରୁ, ୨୧ ଜଣ ଭଦ୍ରକରୁ, ୧୫ ଜଣ ଗଞ୍ଜାମରୁ, ୩ ଜଣ କଟକରୁ, ୨ ଜଣ ଖୋର୍ଦ୍ଧା ଏବଂ ସମ୍ବଲପୁରରୁ ଏବଂ ଜଣେ ଲେଖାଏଁ…

ଦେଖନ୍ତୁ ଭିଡ଼ିଓ: ଶୀତଳ ଷଷ୍ଠୀ ଅବସରରେ ଶ୍ରୀକ୍ଷେତ୍ର ପଞ୍ଚମହାଦେବଙ୍କ ‘ଗୁଆଲି ଉତ୍ସବ’

ପୁରୀ: ପୁରୀରେ ପଞ୍ଚମହାଦେବଙ୍କ ପାରମ୍ପରିକ ନୀତିରେ ପାଳିତ ହୋଇଯାଇଛି ‘ଶୀତଳ ଷଷ୍ଠୀ’, ଗୁଆଲି ଉତ୍ସବ । ଜ୍ୟେଷ୍ଠ କୃଷ୍ଣ ପଞ୍ଚମୀରେ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ସମେତ ସାହିମାନଙ୍କରେ ଥିବା ସମସ୍ତ ଶୈବ ପୀଠରେ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଏହାର ତତ୍ପର ଦିନ ଅର୍ଥାତ ଜ୍ୟେଷ୍ଠ…

କ୍ୟାବିନେଟ୍ ଅନୁମୋଦନ: ସମ୍ମାନିତ ହେବେ ‘କରୋନା ଯୋଦ୍ଧା’, ଗ୍ରାମାଞ୍ଚଳ ଜୀବିକା ସୁରକ୍ଷା ଲାଗି ୧୭ ହଜାର କୋଟି ମଞ୍ଜୁର

ଭୁବନେଶ୍ୱର: ଶୁକ୍ରବାରଦିନ ନବୀନ ସରକାର ପଞ୍ଚମ ପାଳିର ପ୍ରଥମ ବର୍ଷ ପୂରଣ କରିଥିବା ବେଳେ ଏହି ଅବସରରେ ରାଜ୍ୟ ଲାଗି ୨୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମୋହର ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ: ଶିଳ୍ପ ବିବାଦ ଆଇନ ୧୯୪୭ର ଧାରା ସଂଶୋଧନକୁ…

୨୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ; ଓଡ଼ିଶା ପର୍ଯ୍ୟଟନ ନୀତି ୨୦୧୬ ସଂଶୋଧନ ପ୍ରସ୍ତାବରେ ଲାଗିଲା…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାରଦିନ ନବୀନ ସରକାର ପଞ୍ଚମ ପାଳିର ପ୍ରଥମ ବର୍ଷ ପୂରଣ କରିଥିବା ବେଳେ ଏହି ଅବସରରେ ରାଜ୍ୟ ଲାଗି ୨୨ଟି ଗୁରୁତ୍ୱପୂର୍ଣ୍ଣ…

କରୋନା ଆକ୍ରାନ୍ତ ୨ ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଭୁବନେଶ୍ୱର: ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ଓଡିଶାରେ ଦୁଇ ଜଣ କୋଭିଡ -୧୯ ରୋଗୀଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ସୂଚନା ଦିଆଯାଇଛି । ଯକୃତ ରୋଗ ଏବଂ ହେପାଟାଇଟିସ୍ ବିରେ ପୀଡିତ ଥିବା ଖୋର୍ଦ୍ଧା ଜିଲ୍ଲାର ୪୨ ବର୍ଷ ବୟସ୍କ ବ୍ୟକ୍ତି ଜଣକ ନିକଟ…

ଶ୍ରୀକ୍ଷେତ୍ର ପଞ୍ଚମହାଦେବଙ୍କ ପାରମ୍ପରିକ ନୀତିରେ ପାଳିତ ହେଲା ‘ଶୀତଳ ଷଷ୍ଠୀ’, ଗୁଆଲି ଉତ୍ସବ

ପୁରୀ: ପୁରୀରେ ପଞ୍ଚମହାଦେବଙ୍କ ପାରମ୍ପରିକ ନୀତିରେ ପାଳିତ ହୋଇଯାଇଛି ‘ଶୀତଳ ଷଷ୍ଠୀ’, ଗୁଆଲି ଉତ୍ସବ । "ଐହେହି ଦେବେଶ ପିନାକପାଣେ ଶଶାଙ୍କ ମୌଳି ବୃଷାଭାଧିରୂଢ । ଦେବାଧିଦେବେଶ ମହେଶ ନିତ୍ୟଂ ଗୃହାଣ ପୂଜା ଭଗବନ୍ ନମସ୍ତେ ।।" ଜ୍ୟେଷ୍ଠ କୃଷ୍ଣ ପଞ୍ଚମୀରେ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ…