Latest Odisha News

BREAKING NEWS

ଏନ୍-୯୫ ମାସ୍କ ବ୍ୟବହାରକାରୀକୁ ସୁରକ୍ଷା ଦିଏ, ଆଖପାଖ ଲୋକଙ୍କୁ ନୁହେଁ !

ଏନ୍-୯୫ ମାସ୍କ ବ୍ୟବହାରକାରୀକୁ ସୁରକ୍ଷା ଦେବ  । କିନ୍ତୁ ଚାରିପଟ ଲୋକଙ୍କୁ ନୁହଁ  । ଏଭଳି ଗୁରୁତର ତଥ୍ୟକୁ ସାମ୍ନାକୁ ଆଣିଛନ୍ତି ବିଶେଷଜ୍ଞ  । ସେମାନଙ୍କ କହିବା କଥା ଏହି ପ୍ରକାର ମାସ୍କରେ ଥିବା ଭାଲ୍ବ ହିଁ ଏଥିପାଇଁ ମୁଖ୍ୟ ଦାୟୀ  । ପ୍ରଦୂଷଣର ମାତ୍ରା ଅଧିକ ହେଲେ ଏନ-୯୫ ମାସ୍କ…

ବଢ଼ିଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ଓଜେଇଇ ଆବେଦନ ଅବଧି

ଭୁବନେଶ୍ୱର: କରୋନା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ଓଜେଇଇ ଲାଗି ଆବେଦନ ଅବଧିକୁ ବଢ଼ାଇ ଦିଆଯାଇଛି  । ବି.ଟେକ୍ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ଓଜେଇଇ ପାଇଁ ଆବେଦନରେ ଶେଷ ତାରିଖ ମେ ୩୧ ରହିଥିଲା  । ତାହାକୁ ଜୁନ ୧୫ ପର୍ଯ୍ୟନ୍ତ ବଢ଼ାଇ…

ଆଉ ନାହାନ୍ତି ସାଜିଦ-ଓ୍ୱାଜିଦ ଯୋଡ଼ିର ଓ୍ୱାଜିଦ, କରୋନାରେ ସଂକ୍ରମିତ ଥିଲେ

ମୁମ୍ୱାଇ: ଭାଙ୍ଗିଲା ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ତଥା ବଲିଉଡ୍ ସିଙ୍ଗର ସାଜିଦ-ଓ୍ୱାଜିଦ ଯୋଡ଼ି  । ସାଜିଦଙ୍କୁ ଏକା କରି ଆରପାରିକୁ ଚାଲିଯାଇଛନ୍ତି ଓ୍ୱାଜିଦ ଖାନ୍  । ରବିବାର ରାତିରେ କରୋନା ଭାଇରସ ସଂକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି  । ମାତ୍ର ୩୯ ବର୍ଷ ବୟସରେ…

ବଢୁଛି କୋଭିଡ-୧୯ ସଂକ୍ରମିତଙ୍କ ସୁସ୍ଥତା ହାର

ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୧୧ ହଜାର ୨୬୪ ଜଣ କୋଭିଡ-୧୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି  । ଯେଉଁଟାକି ଗୋଟିଏ ଦିନରେ ସର୍ବାଧିକ ରୋଗୀ ସୁସ୍ଥ ହେବାରେ ଏକ ରେକର୍ଡ  । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଆଧାରରେ ଶନିବାର ସୁଦ୍ଧା ଦେଶରେ ୮୨ ହଜାର ୩୬୯ ଜଣ କୋଭିଡ-୧୯ ରୋଗୀ ସୁସ୍ଥ ହୋଇ ଘରକୁ…

ଚୀନଠୁ ତିନିଗୁଣା ଶସ୍ତା ଓ ଉତ୍ତମ ମାନର ପିପିଇ କିଟ୍ ପ୍ରସ୍ତୁତ କଲା ରିଲାଏନ୍ସ

କରୋନା ସଂକ୍ରମଣ ବିରୋଧରେ ଲଢ଼େଇ ଲାଗି ମୁକେଶ ଅମ୍ବାନିଙ୍କର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବେ ଚୀନ୍‌ଠାରୁ ତିନି ଗୁଣ ଶସ୍ତା ଓ ଉତ୍ତମ ଗୁଣବତ୍ତା ବିଶିଷ୍ଟ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପୋଷାକ) ବା ପିପିଇ କିଟ୍ ପ୍ରସ୍ତୁତ କରିଛି  । ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ କମ୍ପାନୀର ସିଲଭାସାସ୍ଥିତ…

କାଲିଠୁ ଯୁକ୍ତ ଦୁଇ ମୂଲ୍ୟାୟନ, ପ୍ରଥମେ ବିଜ୍ଞାନ ବିଭାଗର ଇ-ମୂଲ୍ୟାୟନ

ଭୁବନେଶ୍ୱର: କାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ମୂଲ୍ୟାୟନ  । ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଦୁଇଟି ପର୍ଯ୍ୟାୟରେ ହେବ ମୂଲ୍ୟାୟନ ପ୍ରକ୍ରିୟା  । ପ୍ରଥମ ପର୍ଯ୍ୟାୟରେ ଅନଲାଇନ ଓ ଦ୍ୱିତୀୟ ପର୍ଯ୍ୟାୟରେ ଅଫଲାଇନରେ ହେବ ଖାତାଦେଖା । ଦୁଇଟି ସିଫ୍ଟରେ ଖାତା ଦେଖିବେ ମୂଲ୍ୟାୟନକାରୀ  । ସକାଳ ୭ଟା…

କ୍ୱାରେଣ୍ଟାଇନ ଫଣ୍ଡ ପାଇଁ ୬୨ କୋଟି 

ଭୁବନେଶ୍ୱର: ରାଜ୍ୟରେ ସଙ୍ଗରୋଧ ସାରିଥିବା ଲୋକଙ୍କ ପାଇଁ ୬୨ କୋଟି ଟଙ୍କାର କ୍ୱାରେଣ୍ଟାଇନ ଫଣ୍ଡ ପ୍ରଦାନ ନେଇ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର  । ୬୦ କୋଟି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ମଗାଯାଇଥିବା ଚିଠିରେ ଉଲ୍ଲେଖ ରହିଛି  । ଆଉ ୨ କୋଟି ଗୃହ ଏବଂ ନଗର ଉନ୍ନୟନ…

ଜୁଲାଇ ୨୧ରୁ ଆରମ୍ଭ ହେବ ଅମରନାଥ ଯାତ୍ରା

ଦେଶର ହଜାର ହଜାର ହିନ୍ଦୁ ତୀର୍ଥଯାତ୍ରୀଙ୍କ ଲାଗି ଖୁସି ଖବର  । ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଚଳିତବର୍ଷର ଅମରନାଥ ଯାତ୍ରା  । ମାତ୍ର ୧୪ ଦିନ ଲାଗି ଶ୍ରଦ୍ଧାଳୁଙ୍କୁ ଏହି ସୁବିଧା ପ୍ରଦାନ କରିବାକୁ ଯୋଜନା କରିଛନ୍ତି ଜାମ୍ମୁ-କାଶ୍ମୀର ସରକାର  । କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି…

ଜଳୁଛି ପଶ୍ଚିମ, ଭିଜୁଛି ଉପକୂଳ ଓଡ଼ିଶା

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ପାଲଟିଛି ତତଲା ପିଣ୍ଡ  । ଅସହ୍ୟ ଖରାରେ ଜନଜୀବନ ଏକରକମ ଠପ୍ ହୋଇପଡ଼ିବା ସ୍ଥିତିରେ  । ଆଜି ରାଜ୍ୟର ୭ଟି ସହରର ପାରଦ ୪୦ ଡିଗ୍ରୀ ଉପରେ ରହିଛି  । ଉଭୟ ବଲାଙ୍ଗିର ଓ ଟିଟିଲାଗଡ଼ର ତାପମାତ୍ରା ୪୨.୫ ଡିଗ୍ରୀ ରହିବା ସହ ପାଲଟିଛନ୍ତି ରାଜ୍ୟର ସବୁଠୁ ଉତ୍ତପ୍ତ ସହର…

ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତିଙ୍କ ୧୧୨ ବର୍ଷରେ ପରଲୋକ

ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତିଙ୍କ ପରଲୋକ । ଗୁରୁବାର ୧୧୨ ବର୍ଷ ବୟସରେ କ୍ୟାନ୍ସରରେ ପ୍ରାଣ ହରାଇଛନ୍ତି ଇଂଲଣ୍ଡର ବବ୍ ଓ୍ୱେଟନ୍ । ପେଶାରେ ସେ ଜଣେ ଶିକ୍ଷକ ଏବଂ ଇଞ୍ଜିନିୟର ଥିଲେ । ଗୁରୁବାର ସକାଳେ ଲଣ୍ଡନର ହ୍ୟାମସ୍ଫାୟାର ସହରରେ ତାଙ୍କର ମୃତ୍ୟୁ ହୋଇଛି । ଶୋଇଥିବାବେଳେ…