Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ନିୟମ ଉଲ୍ଲଂଘନ: ବାପୁଜୀ ନଗର ମାର୍କେଟ ସିଲ୍

ଭୁବନେଶ୍ୱର: ବାପୁଜୀ ନଗର ମାର୍କେଟକୁ ସିଲ୍ କଲା ବିଏମ୍‌ସି । ସାମାଜିକ ଦୂରତ୍ୱ ନିୟମକୁ ଉଲ୍ଲଂଘନ ଅଭିଯୋଗାରେ ମାର୍କେଟ୍‌ରେ ବିଏମ୍‌ସି ତାଲା ପକାଇଛି । ଅନିର୍ଦ୍ଦିଷ୍ଟ କାଳ ପର‌୍ୟ୍ୟନ୍ତ ଏହି ମାର୍କେଟକୁ ସିଲ୍ କରାଯାଉଥିବା ନେଇ ବିଏମ୍‌ସି ଜୋନାଲ ଡେପୁଟୀ କମିଶନର ଅଂଶୁମାନ ରଥ ସୂଚନା…

ନବରଙ୍ଗପୁର ସରକାରୀ ଆଇଟିଆଇ ପକ୍ଷରୁ ଭିନ୍ନ ଧରଣର ମାସ୍କ ପ୍ରସ୍ତୁତ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣରୁ ବର୍ତିବା ପାଇଁ ନାକ, ପାଟି ଓ ମୁହଁ ଘୋଡ଼ାଇବା ନେଇ ଗୁରୁତ୍ୱ ଦିଆଯାଉଥିବା ବେଳେ ମାସ୍କ ପିନ୍ଧିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର…

ମେ ୧୪ରେ ଭୁବନେଶ୍ୱରରେ ପହଞ୍ଚିବ ଦୁବାଇରୁ ଆସୁଥିବା ସ୍ବତନ୍ତ୍ର ବିମାନ

ଭୁବନେଶ୍ୱର: ଦୁବାଇରୁ ୧୭୯ ଜଣ ଯାତ୍ରୀଙ୍କୁ ନେଇ ଆସିବାକୁଥିବା ଏକ ସ୍ୱତନ୍ତ୍ର ବିମାନ ମେ ୧୪ ରେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବ। ଯଦିଓ ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଦୁବାଇର…

ଗ୍ରୀନ ଜୋନରେ ଦ୍ଵିଗୁଣିତ ହେବ ବସ ଭଡା

ଭୁବନେଶ୍ୱର: ରାଜ୍ୟରେ ଗ୍ରୀନ ଜୋନ ଭାବେ ଘୋଷିତ ଜିଲ୍ଲାମାନଙ୍କରେ ବସ୍ ଚଳାଚଳ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମଙ୍ଗଳବାର ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, ଏଥିପାଇଁ ଏକ…

ଆଜି ସନ୍ଧ୍ୟା ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସରିବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ । ଆଜି ଲକ୍‌ଡାଉନର ୪୯ତମ ଦିବସ । ତେବେ ଆଗକୁ ଲକ୍ ଡାଉନ ବଢିବ କି ନାହିଁ ଏବଂ ଅନ୍ୟ ବିଷୟକୁ ନେଇ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ ବୋଲି ଜଣାପଡିଛି । ଦେଶବ୍ୟାପୀ ଲକ୍‌ଡାଉନ…

ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୪୬ ନୂଆ କରୋନା ମାମଲା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ପ୍ରାୟ ୪୬ଟି ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି, ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ସଂଖ୍ୟା ୪୩୭ରେ ପହଞ୍ଚିଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁଯାୟୀ, ଏହି ସଂଖ୍ୟା ସୋମବାର ସକାଳ ୯ଟା ସୁଦ୍ଧା ୩୯୧ ରହିଥିବା ବେଳେ ମଙ୍ଗଳବାର…

ବିଶାଖାପାଟଣାରୁ ବୋଟ୍ ଯୋଗେ ଚନ୍ଦ୍ରଭାଗାରେ ପହଞ୍ଚିଲେ ୧୬ ମତ୍ସ୍ୟଜୀବି

ପୁରୀ: ମଙ୍ଗଳବାର ସକାଳେ ବିଶାଖାପାଟଣାରୁ ଏକ ଛୋଟ ମୋଟର ବୋଟ ଯୋଗେ ଓଡ଼ିଶାର ୧୬ ଜଣ ମତ୍ସ୍ୟଜୀବି ପୁରୀ ଚନ୍ଦ୍ରଭଗା ବେଳାଭୂମିରେ ପହଞ୍ଚିଛନ୍ତି। ସୂଚନା ପାଇବା ପରେ ସ୍ଥାନୀୟ ତହସିଲଦାର ଏବଂ ମେରାଇନ୍ ପୋଲିସ୍ ଟିମ୍ ସମୁଦ୍ର କୂଳକୁ ଯାଇ ମତ୍ସ୍ୟଜୀବୀଙ୍କୁ କୋଣାର୍କ ଗୋଷ୍ଠୀ ସ୍ୱାସ୍ଥ୍ୟ…

କରୋନା ଅପଡେଟ୍: ଓଡିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ସଦ୍ୟତମ ସୂଚନା ଅନୁଯାୟୀ ଓଡ଼ିଶାରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୮୫ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…

ଆମେରିକାରେ ୮୦ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ୱାଶିଂଟନ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଶ୍ୱବ୍ୟାପୀ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଆମେରିକାରେ ମୃତ୍ୟୁ ସଂଖ୍ୟା ୮୧,୩୭୮ରୁ ଅଧିକ ଟପିଲାଣି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସେଠାରେ ୨ ଲକ୍ଷରୁ ଅଧିକ ରୋଗୀ ସୁସ୍ଥ ହୋଇଥିବା ବେଳେ ୧୩ ଲକ୍ଷରୁ ଅଧିକ…

କୋଭିଡ ୧୯ ଟୀକା ପରୀକ୍ଷଣ ପାଇଁ ନିଜ ଶରୀର ଦେବାକୁ ପ୍ରସ୍ତୁତ କାନପୁରର ହୋମଗାର୍ଡ

କାନପୁର: ଉତ୍ତରପ୍ରଦେଶର କାନପୁର ଜିଲ୍ଲା ସ୍ଥିତ ଜୁହି ଅଞ୍ଚଳର ବାସିନ୍ଦା ହୋମଗାର୍ଡ ଆକାଶ ଗୁପ୍ତା (୩୫) । ନିଜ ଦେହରେ କୋଭିଡ ୧୯ ଟୀକା ପରୀକ୍ଷଣ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁମତି ମାଗିଛନ୍ତି । ଜାତୀୟ…