Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଭାରତରେ ୧୮ ଶହ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

କେନ୍ଦ୍ରାପଡାରୁ ଆଜି ଚିହ୍ନଟ ସମସ୍ତ ବ୍ୟକ୍ତି ପଟ୍ଟାମୁଣ୍ଡାଇ ଅଞ୍ଚଳର: ଜିଲ୍ଲାପାଳ

କେନ୍ଦ୍ରାପଡା : ଆଜି କେନ୍ଦ୍ରାପଡାରୁ ଚିହ୍ନଟ ହୋଇଛନ୍ତି ୫ କରୋନା ପଜିଟିଭ । ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ପଟ୍ଟାମୁଣ୍ଡାଇ ଅଞ୍ଚଳର ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ କରଛନ୍ତି । ଗୋଟିଏ କ୍ଵାରେଣ୍ଟାଇନ ସେଣ୍ଟରରେ ରହୁଥିବା ଏହି ବ୍ୟକ୍ତି ମାନେ ସୁରତ ଫେରନ୍ତା । ଗତ ୩…

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଓଡିଶା ଆସିବାକୁ ଥିବା ଟ୍ରେନ ଗୁଡିକୁ ବାତିଲ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ସୁରତରୁ ଓଡ଼ିଶା ଆସିବାକୁ ଥିବା ସମସ୍ତ ଟ୍ରେନକୁ ବାତିଲ କରିଛନ୍ତି ଓଡିଶା ସରକାର । ଏନେଇ ସୁରତ ଜିଲ୍ଲାପାଳ ଧବଲ କୁମାର ପଟେଲ ସୂଚନା ଦେଇଛନ୍ତି । ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶାକୁ ପ୍ରବଶେ ପୂର୍ବରୁ ସମସ୍ତ ପ୍ରବାସୀଙ୍କ କୋଭିଡ-୧୯ ପରୀକ୍ଷା କରାଯିବ ।…

ରାଜ୍ୟ ପାଇଁ ବଢୁଛି ଚିନ୍ତା: ଚିହ୍ନଟ ହେଲେ ଆଉ ୨୬ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨୬ ଜଣ କରୋନା ପଜିଟିଭ । ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଏକକାଳୀନ ୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୫ ରେ…

ଭାରତୀୟ ମାଙ୍କଡଙ୍କ ଉପରେ ଚାଇନାର ପ୍ରଥମ କୋଭିଡ-୧୯ ଟିକା ପରୀକ୍ଷଣ ସଫଳ !

ନୂଆଦିଲ୍ଲୀ: ମାଙ୍କଡମାନଙ୍କ ଉପରେ ଏହାର ପ୍ରଥମ କୋଭିଡ-୧୯ ଟିକା ପରୀକ୍ଷଣ ସଫଳ ହୋଇଥିବା ଦାବି କରୁଛି ଚୀନ୍ । ଖବର ଅନୁଯାୟୀ, ବେଜିଂ ସ୍ଥିତ ସିନୋଭାକ୍ ବାୟୋଟେକ୍ ଦ୍ୱାରା ନିର୍ମିତ କୋଭିଡ୧୯ ଟିକା 'PiCoVacc', ଭାରତର ଏକ ପ୍ରକାର ମାଙ୍କଡ଼ଙ୍କ ଉପରେ ପରୀକ୍ଷଣ କରିଥିଲା। ତିନି…

ପର୍ଯ୍ୟଟନ ଶିଳ୍ପର ପୁନରୁଦ୍ଧାର ପାଇଁ ଘରୋଇ ପର୍ଯ୍ୟଟନ ଏବଂ ଇକୋ ରିଟ୍ରେଟ ଉପରେ ଧ୍ୟାନ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ଲକଡାଉନ୍ ୩.୦ ଶେଷ ହେବାକୁ ୦୯ ଦିନ ବାକି ଥିବାବେଳେ ଓଡିଶା ସରକାର ଅର୍ଥନୀତିକୁ ପୁନର୍ଜୀବିତ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଗୁରୁବାର ଦିନ ଲୋକସେବା ଭବନରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ।…

ଲକଡାଉନ ସମୟରେ ମଦ ନେଇ ଘରେ ପହଞ୍ଚାଇବ ଜୋମାଟୋ !

ଦିଲ୍ଲୀ: ଦେଶବ୍ୟାପୀ କରୋନାଭାଇରସ୍ ଯୋଗୁଁ ଲକଡାଉନ ସମୟରେ ମଦ ହୋମ ଡିଲିଭରି କରିବାକୁ ଇଚ୍ଛା ପ୍ରକଟ କରିଛି ଅନଲାଇନ ଫୁଡ଼ ଡେଲିଭରି ସଂସ୍ଥ ଜୋମାଟୋ । ଏନେଇ ଜୋମାଟୋର ଫୁଡ଼ ଡିଲିଭରି ସିଇଓ ମୋହିତ ଗୁପ୍ତା ଇଣ୍ଟରନ୍ୟାସନାଲ ସ୍ପିରିଟ୍ସ ଆଣ୍ଡ ୱାଇନ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ କୁ ଏକ…

ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ଆସିବ କରୋନା ଭ୍ୟାକ୍ସିନ: ୱାର୍ଲଡ଼ ହେଲଥ ଏକ୍ସପର୍ଟ

ଭୁବନେଶ୍ୱର: କରୋନାଭାଇରସ କବଳରୁ ରକ୍ଷା ପାଇବା ପାଇଁ ଭାରତ ସମେତ ଅନେକ ଦେଶ ଡାକ୍ତରୀ ଅନୁସନ୍ଧାନରେ ନିୟୋଜିତ ଅଛନ୍ତି । ତେଣୁ ଆଗାମୀ ସେପ୍ଟେମ୍ବରରୁ ଅକ୍ଟୋବର ମାସ ମଧ୍ୟରେ ଏହି ପ୍ରତିଶୋଧକ ଟୀକା ବାହାରିବା ନେଇ ଓଡିଶା ସ୍ୱାସ୍ଥ୍ୟ ବିଭାଗର ପରାମର୍ଶଦାତା ଡ. କେ ଶ୍ରୀନଥ ରେଡ୍ଡୀ ଆଶା…

ଜୁନ ସୁଦ୍ଧା ଭାରତରେ ସର୍ବୋଚ୍ଚ ଶିଖର ସ୍ପର୍ଶ କରିବ କରୋନା ଭାଇରସ: ଏମ୍ସ ନିର୍ଦ୍ଦେଶକ

ଭୁବନେଶ୍ୱର: ସାରା ବିଶ୍ୱକୁ କବଳିତ କରିସାରିଥିବା କରୋନାଭାଇରସର ଏହି ଧାରା ବର୍ତ୍ତମାନ ଜାରି ରହିବ । ଜୁନ ମାସ ସୁଦ୍ଧା ଏହା ଭାରତରେ ସର୍ବୋଚ୍ଚ ଶିଖର ସ୍ପର୍ଶ କରିବ । କିନ୍ତୁ ଏହା ପରେ ଏହାର ପ୍ରଭାବ ଧୀରେ ଧୀରେ ହ୍ରାସ ପାଇବା ଆରମ୍ଭ କରିବ ବୋଲି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ…

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଶଙ୍କା; ଓଡ଼ିଶା ହୋଇପାରେ ‘କରୋନା ହଟ୍‌ସ୍ପଟ୍‌’ !

ନୂଆଦିଲ୍ଲୀ: ଗୋଟିଏ ଦିନରେ ରାଜ୍ୟରେ ୩୪ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଆଗାମୀ ଦିନରେ ଓଡ଼ିଶା କରୋନା ହଟ୍‌ସ୍ପଟ୍ ହେବା ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ । ଦେଶରେ ଏବେ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଉତ୍ତର ପ୍ରଦେଶରେ ଦ୍ରୁତଗତିରେ କରୋନା…