Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କେରଳ ଫେରନ୍ତା ଜଣେ ବ୍ୟକ୍ତିଙ୍କ ସହ ଗଞ୍ଜାମରେ ୧୯ ଆକ୍ରାନ୍ତ

ବ୍ରହ୍ମପୁର: ଗଞ୍ଜାମରେ କରୋନା ପଜିଟିଭ ମାମଲା ୪୭କୁ ବୃଦ୍ଧି ପାଇଥିବା ବେଳେ ଗୁରୁବାର ଦିନ ଜିଲ୍ଲାରେ ୧୯ ଜଣ ନୂତନ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ କେରଳ ଫେରନ୍ତା ହୋଇଥିବା ବେଳେ ଅନ୍ୟ ସମସ୍ତେ ସୁରଟରୁ ଫେରିଥିବା ନେଇ ଜଣାପଡ଼ିଛି।…

୭ ଦିନ, ୭ ଜିଲ୍ଲାରେ ୬୫ ସୁରତ ଫେରନ୍ତା ପଜିଟିଭ୍

ଭୁବନେଶ୍ୱର : ପଶ୍ଚିମଂବଙ୍ଗ ପରେ ଚିନ୍ତା ବଢାଇଲେଣି ସୁରତ ଫେରନ୍ତା । ପ୍ରତିଦିନ ସାମ୍ନାକୁ ଆସୁଛି ପଜିଟିଭ୍ କେସ୍ । କେତେବେଳେ ୭ ତ କେତେବେଳେ ୧୭ । ସୁରତ ଫେରନ୍ତାଙ୍କ ସଂଖ୍ୟା ଉପରମୁହାଁ । ସାତ ଦିନରେ ରାଜ୍ୟର ତିନିଟି ଜୋନରୁ ୬୫ ସୁରତ ଫେରନ୍ତା କରୋନା ସଂକ୍ରମିତ ହୋଇଛନ୍ତି ।…

ରାଉରକେଲାରେ ସୁସ୍ଥ ହେଲେ ଆଉ ଜଣେ କରୋନା ରୋଗୀ

ରାଉରକେଲା: ରାଉରକେଲାରେ ଆଉ ଜଣେ କୋଭିଡ-୧୯ ରୋଗୀ ସୁସ୍ଥ ହୋଇଛନ୍ତି। ଯାହା ଫଳରେ ଓଡିଶାର ଏବେ ଆରୋଗ୍ୟଙ୍କ ସଂଖ୍ୟା ୬୩କୁ ଛୁଇଁଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ଟ୍ବିଟ କରାଯାଇଛି।…

ଜାଣନ୍ତୁ, ‘କନ୍ୟାକୁମାରୀ’ ନାମକରଣ ହେବା ପଛରେ କ’ଣ ରହିଛି ରହସ୍ୟ !

ଭୁବନେଶ୍ୱର: ଭାରତୀୟ ସାହିତ୍ୟରେ ଅନେକ ପୌରାଣିକ କଥାବସ୍ତୁ ରହିଛି, ଯାହାକି ସମଗ୍ର ବିଶ୍ୱରେ ଏହା ଆଦୃତି ଲାଭ କରିପାରିଛି । ରାମାୟଣ ଓ ମହାଭାରତ ବ୍ୟତୀତ ଆହୁରି ଅନେକ ପୌରାଣିକ ଗ୍ରନ୍ଥ ଭାରତୀୟ ସାହିତ୍ୟକୁ ଋଦ୍ଧିମନ୍ତ କରିପାରିଛି । ଭଗବାନ ଶିବଙ୍କ ଉପରେ ଅନେକ କଥାବସ୍ତୁ ଶିବ ପୁରାଣରେ…

୨୬ କର୍ମଚାରୀ କରୋନା ପଜିଟିଭ, କ୍ୟାଡିଲା ଫାର୍ମାର ପ୍ଲାଣ୍ଟ ବନ୍ଦ

ଅହମ୍ମଦାବାଦ: ଦେଶର ସବୁଠାରୁ ବଡ ଫାର୍ମା କମ୍ପାନୀ ମଧ୍ୟରୁ କ୍ୟାଡିଲା ଫାର୍ମାସ୍ୟୁଟିକାଲ୍ସର ୨୬ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ଅହମ୍ମଦାବାଦରେ ଏହାର ଉତ୍ପାଦନ କାରଖାନା ବନ୍ଦ କରାଯାଇଛି। ପ୍ରାପ୍ତ ସୂଚନାନୁଯାୟୀ କାରଖାନାର ସମସ୍ତ ୯୫ ଜଣ କର୍ମଚାରୀ କ୍ବାରେନଣ୍ଟାଇନରେ ରହିବା…

ଗଞ୍ଜାମରେ ଦ୍ବିତୀୟ ସର୍ବାଧିକ କରୋନା ସକ୍ରିୟ ମାମଲା

ବ୍ରହ୍ମପୁର: ୧୯ ସୁରଟ ଫେରନ୍ତା ବ୍ୟକ୍ତିଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିବା ପରେ ଓଡ଼ିଶାରେ ଦ୍ବିତୀୟ ସର୍ବାଧିକ କରୋନା ସକ୍ରିୟ ମାମଲା ଗଞ୍ଜାମରେ ରେକର୍ଡ ହୋଇଛି। ପ୍ରଥମ ସ୍ଥାନରେ ଯାଜପୁର (୫୪) ରହିଛି। ସୂଚନାଯୋଗ୍ୟ, ପ୍ରାୟ ୫୦ ଦିନଧରି ଏହି ଜିଲ୍ଲା ଗ୍ରୀନ୍ ଜୋନରେ ରହିବା…

ରାଜ୍ୟରେ ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୨୪୫, ତିନିଟି ଜିଲ୍ଲାରେ କେବଳ ୧୫୨

ଭୁବନେଶ୍ୱର : ରାଜ୍ୟରେ କାୟା ବୃଦ୍ଧି କରୁଛି କରୋନା । ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୨୪୫ ଛୁଇଁଛି । କେବଳ ତିନିଟି ଜିଲ୍ଲାରେ ଏହି ସଂଖ୍ୟା ୧୫୨ ରହିଛି । ଏଗୁଡିକ ମଧ୍ୟରେ ଯାଜପୁରରେ ସଂଖ୍ୟା ୫୫, ଖୋର୍ଦ୍ଧାରେ ୫୦ ହୋଇଯାଇଥିବା ବେଳେ ଗଂଜାମ ଖୁବ୍ ଶୀଘ୍ର ୫୦…

ଆମେରିକାରେ ୭୫ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ୱାଶିଂଟନ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଶ୍ୱବ୍ୟାପୀ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଆମେରିକାରେ ମୃତ୍ୟୁ ସଂଖ୍ୟା ୭୫,୫୪୩ରୁ ଅଧିକ ଟପିଲାଣି । ଏହାବ୍ୟତିତ ୨ ଲକ୍ଷରୁ ଅଧିକ ରୋଗୀ ସୁସ୍ଥ ହୋଇଥିବା ବେଳେ ୧୨ଲକ୍ଷରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ଆଶଙ୍କା…

ଆଜି ଚିହ୍ନଟ ସମସ୍ତ ୨୬ ପଜିଟିଭ ସୁରତ ଫେରନ୍ତା: ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଶୁକ୍ରବାର ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୨୬ ଜଣ କରୋନା ପଜିଟିଭ । ଆଜି ପଜିତିଭ ଚିହ୍ନଟ ସମସ୍ତ ବ୍ୟକ୍ତି ସୁରତ ଫେରନ୍ତା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । 1st Health Update, 8th May. 19 Cases in Ganjam All…

କରୋନା ଅପଡ଼େଟ୍‌: ଓଡ଼ିଶା,ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ଶୁକ୍ରବାର ସକାଳ ୬ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୬୨ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି…