Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଧ୍ୱଂସମୁଖରେ ଗନ୍ଧମାର୍ଦ୍ଦନର ପୁରାତନ କୀର୍ତ୍ତି; ଐତିହ୍ୟ ସମ୍ପନ୍ନ ପଣ୍ଡାଘର ନିବାସ, ରଜାବସା

ପଦ୍ମପୁର: ବରଗଡ଼ ଜିଲ୍ଲାର ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିରକୁ ପାଟଣା ରାଜା ବୈଜଳଦେବ ନିର୍ମାଣ କରିଥିଲେ । ଐତିହାସିକ ଙ୍କ ମତ ଅନୁସାରେ ୧୩ ଶହ ଶତାବ୍ଦୀରେ ଏହି ମନ୍ଦିର ନିର୍ମିତ ହୋଇଥିଲା  । ଲିଙ୍ଗରାଜ ମନ୍ଦିର ର ନିର୍ମାଣ ର ସମସାମୟିକ ନୃସିଂହନାଥ…

ଫସି ରହିଥିବା ଶ୍ରମିକଙ୍କ ପାଇଁ ଏସ୍‌ଓପି ଜାରି କଲେ ସରକାର

ନୂଆଦିଲ୍ଲୀ: ତାଲାବନ୍ଦ ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କ ପାଇଁ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଗୃହମନ୍ତ୍ରାଳୟ ପକ୍ଷରୁ ଏସ୍‌ଓପି ଜାରି କରି କୁହାଯାଇଛି ଯେ, ରାଜ୍ୟ ଭିତରେ ଦାଦନ ଶ୍ରମିକ ଅନ୍ୟ ସ୍ଥାନକୁ ଚାହିଁଲେ ଯିବା ଆସିବା କରିପାରିବେ । ଶ୍ରମିକଙ୍କୁ…

ଢେଙ୍କାନାଳରୁ ପୁରୀ ଶ୍ରୀକ୍ଷେତ୍ର; ବାଇକ୍‌ରେ ଭକ୍ତ ଆଣୁଛନ୍ତି ତୁଳସୀ !

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନାରେ ତୁଳସୀ ଏକ ଅପରିହାର୍ଯ୍ୟ ଦ୍ରବ୍ୟ । ସମସ୍ତ ପୁଷ୍ପ ଅପେକ୍ଷା ତୁଳସୀ ପ୍ରତି ଶ୍ରୀଜଗନ୍ନାଥଙ୍କର ଶ୍ରଦ୍ଧା ଅଧିକ ମାତ୍ରାରେ ରହିଥାଏ । ଦୈନିକ ଭକ୍ତମାନେ ବିଭିନ୍ନ ସ୍ଥାନରୁ ତୁଳସୀ ଆଣି ଶ୍ରୀମନ୍ଦିରରେ ଯୋଗାଇଦେଇ ଥାଆନ୍ତି । ଏବେ ଲକ୍‌ଡାଉନ୍…

ଘରମାଲିକ ଦେଖାଇଲେ ମାନବିକତା, ୭ ଭଡାଟିଆଙ୍କୁ ଘରଭଡା ଛାଡ କଲେ

ଭୁବନେଶ୍ୱର: ଲକ୍‌ଡାଉନ ସମସ୍ତଙ୍କ ଆର୍ଥିକ ମାନଦଣ୍ଡକୁ ଦୋହଲାଇ ଦେଇଛି । ଏହି ପରୀପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘରମାଲିକମାନଙ୍କୁ ମାନବିକତା ଦୃଷ୍ଟିରୁ ଘର ଭଡା ଛାଡ କିମ୍ବା ଟାଳିବା ନେଇ ପରାମର୍ଶ ଦେଇଥିଲେ । ଏହି କ୍ରମରେ ଭୁବନେଶ୍ୱର ବରମୁଣ୍ଡାର ସୌଦାମିନୀ ସାମନ୍ତରାୟ ନାମକ…

ବେଲଜିୟମ ବୈଜ୍ଞାନିକଙ୍କ ପରୀକ୍ଷଣ ଆଶ ସୃଷ୍ଟି କଲା, କାମେଲିଡ୍ସ ବ୍ଲଡ ମୋଲେକ୍ୟୁଲସ କରୋନା ଭାଇରସକୁ ଭଲ କରିବ !

ନୂଆଦିଲ୍ଲୀ: ବେଲଜିୟମର ଜଣେ ବୈଜ୍ଞାନିକ ଦୀର୍ଘ ଦିନ ଧରି ଗବେଷଣା କରିବା ପରେ ରବିବାର ସାରା ବିଶ୍ୱକୁ ଆଶା ଦେଖାଇଛନ୍ତି । କାମେଲିଡ୍ସ ଶରୀରରେ ଥିବା ବ୍ଲଡ ମଲିକ୍ୟୁଲ କରୋନା ଭାଇରସକୁ ରୋକିବାରେ ସହାୟ ହେବ । ଏହା ସେ ପରୀକ୍ଷା କରିବା ପ୍ରମାଣ ମଧ୍ୟ କରିପାରିଛନ୍ତି । ଡେଲିମେଲ, ଦି…

୨ ମାସ ମଧ୍ୟରେ ଦକ୍ଷିଣ କୋରିଆରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ତଳକୁ ଖସିଛି

ସିଓଲ: ଚୀନ ପରେ ଦକ୍ଷିଣ କୋରିଆ କରୋନା ଭାଇରସ ଜାଲରେ ପଡି ଯାଇଥିଲା । ତେବେ ଉଚିତ ପଦକ୍ଷେପ ଯୋଗୁ ଦକ୍ଷିଣ କୋରିଆ କରୋନାକୁ ଜିତିବା ପାଇଁ ନିକଟତର ହେଲାଣି । ୨ ମାସ ପରେ ପ୍ରଥମ ଥର ପାଇଁ ଏଠାରେ ୨୦ରୁ କମ୍ ନୂଆ କେସ୍ ଆସିଛି । ପ୍ରତିଦିନ ୩୦ରୁ ଅଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ…

ସାମାଜିକ ଦୂରତା ରକ୍ଷା ବେଳେ ମନୁଷ୍ୟର ମନସ୍ଥିତି…

ପ୍ରଥମ ପର୍ଯ୍ୟାୟ ୨୧ ଦିନିଆ ତାଲାବନ୍ଦ ଘୋଷଣାର ଦି’ସପ୍ତାହ ଯିବା ପରଠୁ ଆମ ଦେଶରେ କିଛି ଲୋକଙ୍କ ଭିତରେ ଗୃହବନ୍ଦୀଜନିତ ବିରକ୍ତି ଦେଖାଦେଇଥିବା ବିଷୟ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିଲା| ଏବେ ଏହା ଅବସାଦରେ ପରିଣତ ହୋଇଥିବା କୁହାଯାଉଛି| ସେମାନେ କୁଆଡ଼େ ଘୋର ମାନସିକ ଅଶାନ୍ତିରେ କାଳ…

ରସୁଲପୁର ବିଡିଓ ଓ ତହସିଲଦାରଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ଆଉ ପାଞ୍ଚ ଗିରଫ

ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ଗୋପୀନାଥପୁର ଗାଁରେ ରସୁଲପୁର ବିଡିଓ ଓ ତହସିଲଦାରଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ସଂପୃକ୍ତ ଆଉ ୫ଜଣଙ୍କୁ ପୋଲିସ ଗିରଫ କରିଛି । ଶନିବାର ଏହି ଘଟଣାରେ ୩ଜଣକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲା । ଆକ୍ରମଣ ଘଟଣା ପରେ ଗୋପୀନାଥପୁର ଗାଁର ମୁସଲିମ…

କରୋନା ମୁକାବିଲା: ପଞ୍ଚାୟତ ସ୍ତରରେ କଡାକଡି ହେବ ପଞ୍ଜୀକରଣ

କରୋନା ଯୁଦ୍ଧରେ ବିଜୟ ପାଇଁ ରାଜ୍ୟ ସରକାର ଅଂଟା ଭିଡିଛନ୍ତି । ତୃଣମୂଳସ୍ତରକୁ ଏହା ବ୍ୟାପିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଏକ ବଡ଼ ନିଷ୍ପତି ନେଇଛନ୍ତି । ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଶାର ଲକ୍ଷାଧିକ ଶ୍ରମିକ ଓ ଲୋକଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ସରକାର ଉଦ୍ୟମ…

ଝଡ଼ର ଇଗଲ୍‌: ଉଠିବାକୁ ହେଲେ…

(ଝଡ଼ର ଇଗଲ୍ – ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଏହି ଆଲେଖର ସୃଷ୍ଟି । ଓଡ଼ିଶା ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁରଙ୍କ ଦ୍ୱାରା ଲିଖିତ ଏହି ଆଲେଖ ସମୁଦାୟ ଏଗାରଟି କଡ଼ିରେ ବିଭକ୍ତ । ‘ଓଡ଼ିଶା ସମ୍ବାଦ’ ପକ୍ଷରୁ  ପ୍ରତିଦିନ ଧାରାବାହିକ ଭାବେ…