Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଲକ୍‌-ଡାଉନ୍ ଭଙ୍ଗ; ମାଡ ବଦଳରେ ମିଳୁଛି ଯୋଗାସନ ଦଣ୍ଡ !

ମହାରାଷ୍ଟ୍ର: ଲକ୍‌-ଡାଉନ୍ ଭାଙ୍ଗି ସକାଳେ କରୁଥିଲେ ପ୍ରାତଃ ଭ୍ରମଣ । ଧରାପଡିଥିଲେ ପୋଲିସ ହାତରେ । ହେଲେ ମାଡ ବଦଳରେ ଦଣ୍ଡ ସ୍ୱରୂପ ମିଳିଥିଲା ଯୋଗାସନ କରିବା ପାଇଁ ନିର୍ଦ୍ଦେଶ । ପୁଣେ ପୋଲିସର ଏପରି ପଦକ୍ଷେପ ସାରା ଭାରତରେ ଚର୍ଚ୍ଚା ସାଉଣ୍ଟିଛି । #WATCH Maharashtra: Police…

ବୁଲା ପଶୁ ପକ୍ଷୀଙ୍କ ଅନ୍ନଦାତା ସାଜିଛି ‘ବଡି ଦିଦି’

ମାଲକାନଗିରି: କରୋନା ଯୋଗୁଁ ଚାରିଆଡେ ତାଲାବନ୍ଦ । ରାସ୍ତଘାଟ ସବୁ ଶୂନଶାନ । କେହି ନାହାନ୍ତି ଅଛନ୍ତି କେବଳ ପଶୁ ପକ୍ଷୀ। କରୋନା ଯୋଗୁଁ କେବଳ ମଣିଷ ନୁହନ୍ତି ପଶୁ ପକ୍ଷୀ ମଧ୍ୟ ସଙ୍କଟରେ ଅଛନ୍ତି । ଲକଡାଉନ୍ ଯୋଗୁଁ ବୁଲା ପଶୁ ପକ୍ଷୀମାନେ ଏବେ ଖାଇବାକୁ ପାଉ ନାହାନ୍ତି । ଏମାନେ ଯେପରି…

ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ ଖୋଲାଯିବ ଟେଷ୍ଟିଂ ଲ୍ୟାବ: ମନ୍ତ୍ରୀ

ଭୁବନେଶ୍ୱର: ଦିନକୁ ଦିନ ବ୍ୟାପୁଥିବା ମହାମାରୀ କରୋନାକୁ ରୋକିବା ପାଇଁ ରାଜ୍ୟ ସରକାର ଅଂଟା ଭିଡିଛନ୍ତି । କରୋନା ସନ୍ଦିଗ୍ଧଙ୍କ କିପରି ଅଧିକରୁ ଅଧିକ ନନୂମା ପରୀକ୍ଷା କରାଯାଇ ପାରିବ ସେ ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ ଟେଷ୍ଟିଂ ଲ୍ୟାବ…

ଢୋଲ ବଜାଇ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଛି ପାକିସ୍ତାନ !

ପାକିସ୍ତାନ: ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି ପାକିସ୍ତାନୀ ହସ୍ପିଟାଲର ଏହି ଭିଡିଓ । ଏହି ଭିଡିଓଟିକୁ ପୂର୍ବତନ ଭାରତୀୟ କ୍ରିକେଟର ତଥା ସାଂସଦ ଗୌତମ ଗାମ୍ଭୀର ଶେୟାର କରିଛନ୍ତି । ଭିଡିଓରେ କିଛି ଡାକ୍ତର କରୋନାଭାଇରସ୍ ୱାର୍ଡରେ ଢୋଲ ବଜାଇ ନାଚିବାରେ ଦେଖିବାକୁ ମିଳିଛି ।…

୧୫ ଦିନିଆ କ୍ୱାରେଣ୍ଟିନ୍‌ରେ ରହିବେ ଡାକ୍ତର: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଦିନ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ଏହି ସଂଖ୍ୟା ୬୦ରେ ପହଂଚିଥିବା ବେଳେ ୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଏହି କରୋନା ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅଜିତ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଯେଉଁ…

ସୁନ୍ଦରଗଡ଼ର ବିଶ୍ରାରେ କଣ୍ଟେନମେଣ୍ଟ ଅବଧି ଆହୁରି ୪୮ ଘଣ୍ଟା ବଢିଲା

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାର ବିଶ୍ରା ଟାଉନରେ କୋଭିଡ-୧୯ ସଂକ୍ରମଣ ପାଇଁ ଲାଗୁ ହୋଇଥିବା କଣ୍ଟେନମେଣ୍ଟ ଅବଧିକୁ ଆହୁରି ୪୮ ଘଣ୍ଟା ବୃଦ୍ଧି କରିବାକୁ ସୁନ୍ଦରଗଡ ପ୍ରଶାସନ ଗୁରୁବାର ନିଷ୍ପତ୍ତି ନେଇଛି। “ଏହି ଆଦେଶ ତୁରନ୍ତ କାର୍ଯ୍ୟକାରୀ ହେବ ଏବଂ କଣ୍ଟେନମେଣ୍ଟ ଜାରି ରହିବ। ଏହି…

କରୋନା ପାଇଁ ସପ୍ତପଦୀ…

କୋଭିଡ-୧୯ ମହାମାରୀର ପ୍ରକୋପକୁ କମାଇବା ପାଇଁ ଦେଶରେ ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇ ଏପ୍ରିଲ ୧୪ରେ ସରିବାକୁ ଥିବା ୨୧ଦିନିଆ ଲକ୍ ଡାଉନ୍ ର ଅବଧିକୁ କେନ୍ଦ୍ର ସରକାର ଶେଷରେ ପୁଣି ୧୯ ଦିନ ବୃଦ୍ଧିକରିଛନ୍ତି| ଏହି ମର୍ମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଟେଲିଭିଜନ ଜରିଆରେ ସମ୍ବୋଧନ କରି ଏହାର…

ଲକ୍‌ଡାଉନ୍ ନୁହେଁ କରୋନା ଭୂତାଣୁର ସ୍ଥାୟୀ ସମାଧାନ: ରାହୁଲ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମିତ ସଂଖ୍ୟା । ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ନେଇ ନୂଆ ଗାଇଡଲାଇନ୍ ମଧ୍ୟ ଜାରି ହୋଇସାରିଛି । ତେବେ ବିରୋଧୀ ଏହାକୁ ନେଇ ବାରମ୍ବାର ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏହାରି ଭିତରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି କରୋନା ଓ…

ସୋସିଆଲ ମିଡିଆରେ ଏପରି କାହିଁକି କହିଲେ ସୁପରଷ୍ଟାର୍ ସଲମାନ୍ ଖାନ୍ !

ମୁମ୍ବାଇ: ସୋସିଆଲ୍ ମିଡିଆରେ ଆଉ ଏକ ସଚେତନତା ଭିଡିଓ ଶେୟାର କଲେ ବଲିଉଡ ଦବଙ୍ଗ ସଲମାନ୍ ଖାନ୍ । କରୋନାକୁ ହରେଇବା ପାଇଁ ଘରେ ରହିବା ସହ ସରକାରୀ ନିର୍ଦ୍ଦେଶକୁ ମାନିବାକୁ ଲୋକଙ୍କୁ କଲେ ଅନୁରୋଧ । View this post on Instagram…

ଲକ୍‌ଡାଉନ : ଖୋର୍ଦ୍ଧା ଜିଲ୍ଲାର ସ୍କୁଲଗୁଡିକରେ ଇ-ଲର୍ଣ୍ଣିଂ ଜରିଆରେ ହେବ ପାଠପଢା

ଭୁବନେଶ୍ୱର: ଲକ୍‌ଡାଉନ ସମୟରେ ସ୍କୁଲ କଲେଜ ବନ୍ଦ ରହିଥିବାରୁ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଛି । ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ଇ-ଲର୍ଣ୍ଣିଂ ଜରିଆରେ ପାଠପଢା ଆରମ୍ଭ ହେବା ପାଇଁ ଆୟୋଜନ ହୋଇଛି । ଶିକ୍ଷା ସଂଯୋଗ ଆପ୍ ଜରିଆରେ ଦ୍ୱିତୀୟ ଶ୍ରେଣୀରୁ ଦଶମ…