Latest Odisha News

BREAKING NEWS

ସ୍ପେନରେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି

ମାଡ୍ରିଡ: କରୋନା ଭାଇରସର କରାଳ କବଳରୁ ସ୍ପେନ ଖସୁଛି । ୨ ସପ୍ତାହ ବ୍ୟାନ ପରେ ଏବେ ସେଠାରେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି । ସରକାର ଲକଡାଉନ ନିୟମରେ କେତେକ କୋହଳ କରିଛି । ସୋମବାର କେତେକ କମ୍ପାନୀକୁ ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି । ସ୍ଥାନୀୟ ପୋଲିସ ମେଟ୍ରୋ ଷ୍ଟେଶନରେ ହଜାର ହଜାର ମାସ୍କ ବାଂଟିଛି ।

ସୋମବାର ଏଠାରେ  ୩୪୭୭ ରୋଗୀ ଚିହ୍ନଟ ହୋଇଛନ୍ତି । ଯାହାକି ୧୫ ଦିନ ମଧ୍ୟରେ ସବୁଠାରୁ କମ୍ । ରିପୋର୍ଟ ମୁତାବକ ୧.୭ ମିଲିୟନ ଲୋକେ ସେମାନଙ୍କ କର୍ମ କ୍ଷେତ୍ରକୁ ଫେରିଛନ୍ତି । ସମସ୍ତ କର୍ମଜିବୀ ଦାୟିତ୍ୱ ସହକାରେ ମାସ୍କ ପିନ୍ଧି ସଂକ୍ରମିତ ଯେପରି ନ ହେବେ ସେଥିପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.