Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଗୁରୁକୂଳ ଉତ୍ସବ ୨୦୨୩ ଉଦଯାପିତ

ଭୁବନେଶ୍ୱର : ଗୁରୁ ରାମହରି ଦାସ ଓଡ଼ିଶୀ ଗୁରୁକୁଳ ପକ୍ଷରୁ ଆୟୋଜିତ ଗୁରୁକୁଳ ଉତ୍ସବ-୨୦୨୩ ଉଦଯାପିତ ହୋଇଯାଇଛି । ତିନିଦିନ ଧରି ଅନୁଷ୍ଠିତ ଏହି ଗୁରୁକୂଳ ଉତ୍ସବର ଅନ୍ତିମ ସନ୍ଧ୍ୟାରେ ଗୁରୁ ଅରୁଣା ମହାନ୍ତି ଏବଂ ଗୁରୁ ବିଜୟ କୁମାର ଜେନା ଅତିଥି ଭାବରେ ଯୋଗ ଦେଇଥିଲେ । ଗୁରୁକୂଳର ସଚିବ ଗୁରୁ…

ଗୁରୁକୁଳ ଉତ୍ସବ ୨୦୨୩ ଦ୍ୱିତୀୟ ସନ୍ଧ୍ୟାରେ ଦର୍ଶକ ବିଭୋର

ଭୁବନେଶ୍ୱର : ଗୁରୁ ରାମହରି ଦାସ ଓଡ଼ିଶୀ ଗୁରୁକୁଳ ପକ୍ଷରୁ ଆୟୋଜିତ ଗୁରୁକୁଳ ଉତ୍ସବ-୨୦୨୩ ର ଦ୍ଵିତୀୟ ସନ୍ଧ୍ୟାକୁ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଚିବପ୍ରବୋଧ କୁମାର ରଥ ଆନୁଷ୍ଠାନିକ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ଏହି କାର୍ଯକ୍ରମରେ ଦ୍ବୈତ ହିନ୍ଦୁସ୍ତାନୀ କଣ୍ଠ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରତି ଭକ୍ତି ନିବେଦନ ଆମକୁ ତିନୋଟି ଚରମ ଉପଲବ୍ଧି ପ୍ରାପ୍ତ କରାଏ  । ଯଥା :  ସିଦ୍ଧି, ମୁକ୍ତି, ଓ ନିତ୍ୟ ଆନନ୍ଦ । ଏହାର ପ୍ରମାଣ ତନ୍ତ୍ର ଶାସ୍ତ୍ରରେ “ସିଦ୍ଧୟଃ…

ଗୁରୁକୁଳ ଉତ୍ସବ-୨୦୨୩ ଉଦଘାଟିତ

ଭୁବନେଶ୍ୱର : ଗୁରୁ ରାମହରି ଦାସ ଓଡ଼ିଶୀ ଗୁରୁକୁଳ ପକ୍ଷରୁ ଗୁରୁକୁଳ ଉତ୍ସବ ୨୦୨୩ ଉଦଘାଟିତ ହୋଇଯାଇଛି । ଏହି ଉତ୍ସବରେ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର କୁଳପତି ପ୍ରସନ୍ନ କୁମାର ସ୍ବାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କଳା ସଂସ୍କୃତି ଓ ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ଗୁରୁକୁଳର ଅବଦାନ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଗୋପୀ ଭାବ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କଠାରେ ଅନୁରାଗ ପ୍ରକାଶ କରିବା ହିଁ ଭକ୍ତି, ଏକଥା କହିବା ମାତ୍ରେ ସମସ୍ତେ କହିବେ। ଏହାତ ସ୍ୱାଭାବିକ କଥା । ଆରାଧ୍ୟ ଶ୍ରୀଜଗନ୍ନାଥଙ୍କ ପାଖରେ କାହାର ଅନୁରାଗ ନାହିଁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଭକ୍ତିର ନିଦର୍ଶନ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କଠାରେ ନିଜର ଅନୁରୂକ୍ତି ବା ଅନୁରାଗ ପ୍ରକାଶ କରିବା ହିଁ ଭକ୍ତିର ନିଦର୍ଶନ ଏହା ଜାଣିବା ପରେ ଏହି ଅନୁରାଗ କିପରି ପ୍ରକାଶ କରିବା ବା ଏହାର ପ୍ରକୃତ ଉପାୟ କଣ ତାହା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଅନୁରକ୍ତି ହିଁ ଭକ୍ତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଶଙ୍ଖ ନାଭି ମଣ୍ଡଳରେ ଆମେ ଉପସ୍ଥିତ ହେବାପରେ ଶ୍ରୀଜଗନ୍ନାଥଙ୍କ ପ୍ରତି ଯେଉଁ ଅନୁରାଗ ଜାତ ହୁଏ। ତାହା ହିଁ ଭକ୍ତି ବୋଲି ମହାତ୍ମା ଶାଣ୍ଡିଲ୍ୟ ମତ ପ୍ରକାଶ କରି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶଙ୍ଖ ନାଭି ମଣ୍ଡଳ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ କ୍ଷେତ୍ର ମହାତ୍ମ୍ୟ ବର୍ଣ୍ଣନା କରିବା ସମୟରେ, ଇତିହାସର ଜଣେ ଅନନ୍ୟ ଭକ୍ତ ସାରିଆ ଭିକଙ୍କ କାଳଜୟୀ ରଚନା “ଥକା ମନ ଚାଲ ଯିବା, ଚକା ନୟନ ଦେଖିବା “କୁ ଉପସ୍ଥାପିତ…

ଆଜି ଚୈତ୍ର ମାସ ପ୍ରଥମ ମଙ୍ଗଳବାର, ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା’ ମଙ୍ଗଳା

କାକଟପୁର: ଆଜି ଚୈତ୍ର ମାସ ପ୍ରଥମ ମଙ୍ଗଳବାର । ଆଜିଠୁ ଆରମ୍ଭ ହେଉଛି କାକଟପୁର ମାଆ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା । ଏକ ମାସ ଧରି ଚାଲିବ ଏହି ଯାତ୍ରା । ଆଜି ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳା । ଏନେଇ ଚଳଚଞ୍ଚଳ ହୋଇଉଠିଛି…

ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରଥମ ହୋଲି, ଭକ୍ତ ଓ ଭଗବାନଙ୍କ ପ୍ରସ୍ତୁ ହେଉଛି ୫୬ ଭୋଗ

ଅଯୋଧ୍ୟା: ଗତ ୨-୩ ଦିନ ଧରି ଅଯୋଧ୍ୟା ରାମ ମନ୍ଦିର ଲୋକମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ପ୍ରଭୁ ଶ୍ରୀରାମଲାଲାଙ୍କ ସହ ଦୀର୍ଘ ୪୯୫ ପରେ ହୋଲି ଖେଳିବାକୁ ଭକ୍ତମାନେ ବ୍ୟାକୁଳ । ରାମ ମନ୍ଦିର ଟ୍ରଷ୍ଟ ଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ଭକ୍ତଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ…