Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବାଳମୁକୁନ୍ଦ ରୁପ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବାଳମୁକୁନ୍ଦ ରୁପ ଧରି ବଟ ପତ୍ରରେ ଶୟନ ଓ ପ୍ରଳୟ ଜଳରେ ଭାସି ଆସୁଥିବା ମାର୍କଣ୍ଡେୟ ଋଷିଙ୍କୁ ଉଦ୍ଧାର କରି ନିଜ ଉଦର ମଧ୍ୟରେ ପ୍ରବେଶ କରାଇ ବିଶ୍ୱବ୍ରହ୍ମlଣ୍ଡ…

ୟୁଟ୍ୟୁବକୁ ଟକ୍କର ଦେବ ଏକ୍ସ, ମସ୍କ ଜାରି କରିବେ ଟେଲିଭିଜନ୍ ଆପ

ନୂଆଦିଲ୍ଲୀ: ୟୁଟ୍ୟୁବକୁ କଡା ଟକ୍କର ଦେବ ଏକ୍ସ । ସୋସିଆଲ ମିଡିଆ କମ୍ପାନୀରେ କାର୍ଯ୍ୟ କରୁଥିବା ଜଣେ ଅଜ୍ଞାତ ବ୍ୟକ୍ତିଙ୍କୁ ଦର୍ଶାଇ ଫର୍ଚ୍ୟୁନ କହିଛି ଯେ ଏଲୋନ୍ ମସ୍କଙ୍କ X ଆସନ୍ତା ସପ୍ତାହରେ ଆମାଜନ ଏବଂ ସାମସଙ୍ଗ ସ୍ମାର୍ଟ ଟେଲିଭିଜନ ପାଇଁ ଏକ ଟେଲିଭିଜନ ଆପ୍ ଲଞ୍ଚ କରିବାକୁ ପ୍ରସ୍ତୁତି…

ଓଡ଼ିଶା ଲଲିତ କଳା ଏକାଡ଼େମର ରାଜ୍ୟସ୍ତରୀୟ ମହିଳା ଚିତ୍ର ଶିଳ୍ପୀ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଶା ଲଲିତ କଳା ଏକାଡ଼େମୀ , ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ସ୍ଥାନୀୟ ପାନ୍ଥନିବାସଠାରେ ଆୟୋଜିତ ରାଜ୍ୟସ୍ତରୀୟ ନାରୀ ଚିତ୍ରଶିଳ୍ପୀ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପରଂବ୍ରହ୍ମ ସ୍ୱରୂପ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରକଟ ହେବାର ଠିକ ପୂର୍ଵରୁ ନୀଳାଚଳରେ ନୀଳମାଧବ ପୂଜିତ ହେଉଥିଲେ କିନ୍ତୁ ଅତ୍ୟନ୍ତ ଗୋପନୀୟ ଭାବରେ କେବଳ ଦେବତା ଓ ଶବର ରାଜା ବିଶ୍ୱାବସୁ ହିଁ ପ୍ରଭୁଙ୍କର ପୂଜାର…

ବିକ୍ରମ ବେତାଳ କାହାଣୀରେ ଥିବା ରାଜା ଭାରତର କେଉଁ ଅଞ୍ଚଳରେ କରୁଥିଲେ ଶାସନ

ଭୁବନେଶ୍ଵର: ଛୋଟ ବେଳେ ଆମେମାନେ ପ୍ରାୟତଃ ବିକ୍ରମ ବେତାଳ ଗପ ତ ନିଶ୍ଚୟ ଶୁଣିଥିବା । ଏବେ ମଧ୍ୟ ପିଲା ମାନେ ଟେଲିଭିଜନ, ୟୁଟ୍ୟୁବରେ ଆଦିରେ ବିକ୍ରମ ବେତାଳ ଗପ ଦେଖିବାକୁ ପାଉଛନ୍ତି । କିନ୍ତୁ ରାମାନନ୍ଦ ସାଗରଙ୍କ ଟିଭି ସିରିଏଲ ବିକ୍ରମ ବେତାଳ ବହୁତ ଲୋକପ୍ରିୟ ହୋଇପାରିଥିଲା । କିନ୍ତୁ ଆପଣ…

ମହିଳା ଦିବସ ଅବସରରେ ଭିନ୍ନ ଶୈଳୀରେ ଶୁଭେଚ୍ଚା ଜଣେଇଲା ଗୁଗୁଲ

ନୂଆଦିଲ୍ଲୀ: ମାର୍ଚ୍ଚ ୮ ଆନ୍ତର୍ଜାତୀୟ ମହିଳା ଦିବସକୁ ଗୁଗୁଲ୍ ଏକ ରଚନାତ୍ମକ ଡୁଡଲ୍ ସହିତ ପାଳନ କରିଛି । ଚଳିତ ବର୍ଷ, ଚିତ୍ରଶିଳ୍ପୀ ସୋଫି ଡିଆଓଙ୍କ ଦ୍ଵାରା ନିର୍ମିତ ଏହି ଡୁଡଲ୍, ବିଭିନ୍ନ ପିଢିର ମହିଳାମାନଙ୍କ କାହାଣୀ ଏବଂ ଅନୁଭୂତି ବଖାଣୁଥିବା ଏକ ହୃଦୟସ୍ପର୍ଶୀ ଦୃଶ୍ୟ ଉପସ୍ଥାପନ…

ମହାଦେବଙ୍କ ଚମତ୍କାର ମନ୍ଦିର, ପ୍ରତିବର୍ଷ ବଢେ ଶିବ ଲିଙ୍ଗ

ଭୋପାଲ: ଆଜି ପବିତ୍ର ମହାଶିବରାତ୍ରୀ । ସାରା ଦେଶ ଚଳଚଞ୍ଚଳ । ଶୈବାଳୟ ସମ୍ମୁଖରେ ଲାଗିଛି ଭକ୍ତଙ୍କ ଲମ୍ବା ଲାଇନ । ଗଗନ ପବନ ସବୁ ଆଜି ଶିବମୟ ।ଆମ ଦେଶରେ ହଜାର ହଜାର ମନ୍ଦିର ଅଛି, ଏହି ମନ୍ଦିରଗୁଡିକ ମଧ୍ୟରୁ କେତେକ ପ୍ରାଚୀନ ଏବଂ କେତେକ ଚମତ୍କାରୀ। ଆଜି ଆମେ ଆପଣଙ୍କୁ ଏପରି ଏକ ମନ୍ଦିର…

ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୪: ଏହି ମହିଳା ଦିବସରେ କରନ୍ତୁ ଏକ ପ୍ରତିଜ୍ଞା, ଋତୁସ୍ରାବ ସ୍ଵଚ୍ଛତା ପ୍ରତି ନିଅନ୍ତୁ…

ଭୁବନେଶ୍ଵର: ଆଜି ଆନ୍ତର୍ଜାତୀୟ ମହିଳା ଦିବସ । ମହିଳାମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ କରାଇବା ଏବଂ ସେମାନଙ୍କ ଜୀବନରେ ଉନ୍ନତି ଆଣିବା ଲକ୍ଷ୍ୟରେ ପାଳନ କରାଯାଏ ଆନ୍ତର୍ଜାତୀୟ ମହିଳା ଦିବସ। ଆଜିର ମହିଳାଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆସିଛି | ଜଣେ ମହିଳା ଗୃହିଣୀ ହୁଅନ୍ତୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମୁକ୍ତି ମଣ୍ଡପ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ମଧ୍ୟରେ ଜଗମୋହନର ଠିକ ଦକ୍ଷିଣ ପାର୍ଶ୍ଵରେ କୂର୍ମବେଢା ପ୍ଲଟ ନମ୍ବର ୮୨ ରେ ଏହି ଆଲୋଚ୍ୟ ମୁକ୍ତି ମଣ୍ଡପ ରହିଛି। କେହି କେହି ମୁକ୍ତି ମଣ୍ଡପର ଷୋହଳ…

‘ଯୋଗାଯୋଗ କ୍ଷେତ୍ରରେ ମହିଳାମାନଙ୍କ ସଫଳତା’

ଭୁବନେଶ୍ୱର: ଆଜି ଆନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ପବ୍ଲିକ ରିଲେସନ ସୋସାଇଟି ଅଫ୍ ଇଣ୍ଡିଆର ଭୁବନେଶ୍ୱର ଶାଖା ପକ୍ଷରୁ ଯୋଗାଯୋଗ କ୍ଷେତ୍ରରେ ମହିଳାମାନଙ୍କ ସଫଳତା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ଆନ୍ତର୍ଜାତୀୟ ମହିଳା ଦିବସ ଥିମ୍ ସହିତ ସମତାଳରେ ଏହା ଆୟୋଜିତ…