Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ସଫଳତା ପାଇବାକୁ ହେଲେ ଆପଣଙ୍କ ଭିତରେ ଏହି ୩ଟି ଗୁଣ ରହିବା ନିହାତି ଆବଶ୍ୟକ, ଜାଣନ୍ତୁ…

ଭୁବନେଶ୍ଵର: ସଫଳତା ଏବଂ ବିଫଳତା ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି । ସମସ୍ତଙ୍କ ପାଇଁ ସଫଳତାର ରାସ୍ତା ସହଜ ନୁହେଁ । ସଫଳତା ପାଇବା ପାଇଁ ସମସ୍ତଙ୍କୁ କଠିନ ପରିଶ୍ରମ କରିବାକୁ ପଡିଥାଏ । ତଥାପି ସବୁ ଲୋକ ସଫଳତା ପାଇପାରନ୍ତି ନାହିଁ । ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରୟାସ, ଉତ୍ସର୍ଗୀକୃତ…

ଭୁଲରେ ବି ଘରେ ଲଗାନ୍ତୁ ନାହିଁ ଏହି ୫ଟି ଗଛ, ବ୍ୟବସାୟରେ ହେବ କ୍ଷତି

ଭୁବନେଶ୍ଵର: ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ ଗଛ ଲଗାଇବା ପରିବାର ସଦସ୍ୟଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ସେହିପରି ଏପରି କିଛି ଗଛ ଅଛି ଯାହାକୁ ଘରେ ଲଗାଇବା ଦ୍ଵାରା ପରିବାର ସଦସ୍ୟଙ୍କ ପ୍ରଗତିରେ ବାଧା ସୃଷ୍ଟି କରିପାରେ | କେବଳ ଏତିକି ନୁହେଁ, ଚାଲୁଥିବା ଭଲ ବ୍ୟବସାୟରେ ମଧ୍ୟ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଶ୍ରୀମନ୍ଦିର ସୁରକ୍ଷା

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ସଂରକ୍ଷଣ ପାଇଁ ଯେଉଁ ବହଳ ଚୂନର ଆସ୍ତରଣ ଦିଆ ଯାଇଥିଲା ସେ ବିଷୟରେ ଐତିହାସିକ କେଦାରନାଥ ମହାପାତ୍ର ତାଙ୍କ ରଚିତ "ଖୁରୁଧା ଇତିହାସ " ପୁସ୍ତକରେ…

ଆଜି ପବିତ୍ର ମାଘ ପୂର୍ଣ୍ଣିମା, କରନ୍ତୁ ଏହି କାମ ଭଗବାନ ବିଷ୍ଣୁଙ୍କର ମିଳିବ ଅଶେଷ କୃପା

ଭୁବନେଶ୍ବର: ଆଜି ପବିତ୍ର ମାଘ ପୂର୍ଣ୍ଣିମା । ଶାସ୍ତ୍ରରେ ସମସ୍ତ ପୂର୍ଣ୍ଣିମା ଗୁଡିକର ବିଶେଷ ମହତ୍ତ୍ୱ ରହିଛି କିନ୍ତୁ ମାଘ ପୂର୍ଣ୍ଣିମା ବିଶେଷ ଫଳପ୍ରଦ ବୋଲି ବିବେଚନା କରାଯାଏ । କାରଣ ଅନ୍ୟ ପୂର୍ଣ୍ଣିମା ଗୁଡିକରେ ଦେବି ଲକ୍ଷ୍ମୀ ଓ ଚନ୍ଦ୍ର ଦେବାତାଙ୍କୁ ପୂଜା କରାଯାଇଥାଏ ହେଲେ ମାଘ…

କୋରାପୁଟରେ ଜଳରଙ୍ଗ ଚିତ୍ରଶିଳ୍ପୀ ଶିବିର ଓ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ

କୋରାପୁଟ : ଓଡ଼ିଶା ଲଳିତ କଳା ଏକାଡେମୀ,ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଏବଂ କୋରାପୁଟ ଜିଲ୍ଲା ପ୍ରଶାସନ ସହଯୋଗରେ କୋରାପୁଟର ଦେଓମାଳୀଠାରେ ଏକ ରାଜ୍ୟ ସ୍ତରୀୟ ଯୁବ ଚିତ୍ରଶିଳ୍ପୀ ଶିବିର ଆୟୋଜିତ ହୋଇଯାଇଛି । ଏହି ଚିତ୍ରକଳା ପ୍ରଦର୍ଶନୀକୁ ପ୍ରଦର୍ଶନୀ…

ଆସନ୍ତୁ ଜାଣିବା ଭଗବାନଙ୍କ ନିକଟରେ ଭୋଗ ଲଗାଇବାର ନିୟମ

ଭୁବନେଶ୍ୱର: ସନାତନ ଧର୍ମରେ ଠାକୁର ପୂଜାର ଅନେକ ନିୟମ ରହିଛି। ବିଶ୍ୱାସର ସହ ପୂଜା କରିବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି କୁହାଯାଏ। ଆଉ ଭଗବାନ ତମ ଉପରେ ପ୍ରସନ୍ନ ରୁହନ୍ତି । ପୂଜା କରିବା ସମୟରେ ଦେବୀ ଦେବତାଙ୍କୁ ଭୋଗ ଲଗାଯାଏ। ଭଗବାନଙ୍କ ଆଗରେ ଦୀପ ଧୂପ ଦେବା ପରେ ମିଠା …

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଶ୍ରୀମନ୍ଦିର ଓ ପ୍ରତ୍ନତତ୍ତ୍ଵ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ନିର୍ମାଣ ଶୈଳୀ ଆଲୋଚନା ସମୟରେ ଆମେ ଜାଣିବାକୁ ପାଇଥିଲେ ଯେ ବର୍ତ୍ତମାନ ଦୃଶ୍ୟ ହେଉଥିବା ମନ୍ଦିର ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ଶ୍ରୀମନ୍ଦିର…

ହାର୍ଟ ଆଟାକ ଓ କାର୍ଡିୟକ ଆରେଷ୍ଟ ମଧ୍ୟରେ ପାର୍ଥକ୍ୟ କ’ଣ? ଜାଣନ୍ତୁ କେଉଁ ଲକ୍ଷଣରୁ କିପରି ବୁଝିବେ…

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ହାର୍ଟ ଆଟାକ ଏବଂ କାର୍ଡିୟକ ଆରେଷ୍ଟର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ହାର୍ଟ ଆଟାକ ଏବଂ କାର୍ଡିୟକ ଆରେଷ୍ଟର ଲକ୍ଷଣଗୁଡ଼ିକ ପ୍ରାୟତଃ ସମାନ ଅଟେ । ଏଭଳି ପରିସ୍ଥିତିରେ ଅଧିକାଂଶ ଲୋକ ହାର୍ଟ ଆଟାକ ଏବଂ କାର୍ଡିୟକ ଆରେଷ୍ଟର ପାର୍ଥକ୍ୟ ଜାଣିପାରନ୍ତି…

ବିଶ୍ବର ୭ଟି ଏପରି ସ୍ଥାନ ଯାହା ସୃଷ୍ଟି କରେ ସ୍ବର୍ଗର ଭ୍ରମ, ଥରେ ଯାଇ ବୁଲିକି ଆସନ୍ତୁ…

ନୂଆଦିଲ୍ଲୀ: ଦୁନିଆରେ ଏପରି ଅଦ୍ଭୁତ ପ୍ରାକୃତିକ ଦୃଶ୍ୟ ରହିଛି ଯାହା ଆଖିରେ ନଦେଖିଲେ ଆପଣ ବିଶ୍ବାସ କରିପାରିବେ ନାହିଁ । ଏହା ଦେଖିବା ପରେ ଆପଣ ମଧ୍ୟ ନିଶ୍ଚିତ ଭାବରେ ଜୀବନରେ ଥରେ ହେଲେ ସେହି ସ୍ଥାନକୁ ପରିଦର୍ଶନ କରିବାକୁ ଚାହିଁବେ । ପ୍ରକୃତି ନିଜେ ଏଗୁଡିକ ତିଆରି କରିଛି, ଯାହା…

ଭାରତର ସବୁଠାରୁ ବଡ ନଦୀ ଗଙ୍ଗା, କିନ୍ତୁ ଭାରତର ସବୁଠାରୁ ସଫା ନଦୀ…

ଶୀଲୋଙ୍ଗ: ଗଙ୍ଗା-ଯମୁନା ପରି ପ୍ରବାହିତ ଅନେକ ନଦୀ ଗୁଡିକୁ ସଫା ରଖିବା ପାଇଁ ପ୍ରତି ବର୍ଷ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତଥାପି ଏହି ନଦୀ ଗୁଡିକୁ ସମ୍ପୁର୍ଣ୍ଣ ଭାବରେ ସଫା କରାଯାଉନାହିଁ । ଯମୁନାର ଜଳ ଏତେ ଅପରିଷ୍କାର ଯେ ଲୋକମାନେ ଏହି ନଦୀ ଭିତରକୁ ଯିବାକୁ…