Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପରିଦର୍ଶନ ନବୀକରଣ କୃତ ସମ୍ମିଳନୀ କକ୍ଷ …

ମୁଖ୍ୟ ଶାସନ ସଚିବଙ୍କ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପରିଦର୍ଶନ ନବୀକରଣ କୃତ ସମ୍ମିଳନୀ କକ୍ଷ ଉଦଘାଟିତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଦ୍ୱାରା ଲୋକସେବା ଭବନ ସ୍ଥିତ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗରେ ନବୀକରଣ କରାଯାଇଥିବା ସମ୍ମିଳନୀ କକ୍ଷ…

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଡାର୍କ ପାର୍ଲେ-ଜିର ଫଟୋ, ଅପେକ୍ଷାରେ ଲୋକେ

ନୂଆଦିଲ୍ଲୀ; ବର୍ତ୍ତମାନ ମାର୍କେଟରେ ଭଳି କି ଭଳି ବିସ୍କୁଟ ଉପଲବ୍ଧ । ଟେଷ୍ଟ, ଫ୍ଲେଭର ଏପରିକି ଦରରେ ମଧ୍ୟ ଜଣେ ଜଣଙ୍କ ପଛରେ ଦୌଡିବାରେ ଲାଗିଛି । କିନ୍ତୁ ପୁରୁଣା କାଳର ସେଇ ଆଇକନିକ ବିସ୍କୁଟ ପାର୍ଲେ-ଜିର ଟେଷ୍ଟ ଏବଂ ପରିଚୟ ଅନ୍ୟ ଖୋଜିଲେ ମଧ୍ୟ ଅନ୍ୟ କୌଣସି ବ୍ରାଣ୍ଡର ବିସ୍କୁଟରେ…

ଆପଣଙ୍କ ତଥ୍ୟ ଚୋରି କରିପାରେ ଏଆଇ ୱର୍ମ, ଜାଣନ୍ତୁ କିପରି

ନୂଆଦିଲ୍ଲୀ; ଦ୍ରୁତ ଗତିରେ ବିସ୍ତାର କରୁଛି ଡିଜିଟାଲ୍ ଦୁନିଆ । ଏବଂ ଏହି ଅଭିବୃଦ୍ଧିର ସବୁଠାରୁ ଆଗରେ ରହିଛି କୃତ୍ରିମ ବୁଦ୍ଧିମତା (AI) ଦ୍ୱାରା ଚାଲୁଥିବା ଚାଟବଟ୍ - ଚାଟ୍ ଜିପିଟି, ଜେମିନି, କୋପିଲଟ୍ ଇତ୍ୟାଦି | ଆମେ ସବୁକ୍ଷେତ୍ରରେ AI ପ୍ଲାଟଫର୍ମ ଦ୍ୱାରା ଆବଦ୍ଧ ଯାହା ଆମର ଅଧିକାଂଶ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ତ୍ରିମୁର୍ତ୍ତୀ ରୁପ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ତ୍ରିମୁର୍ତ୍ତୀ ରୁପ, ଚତୁବୃହ୍ୟ ରୁପ ଅବା ରତ୍ନବେଦିରେ ପୂଜିତ ସପ୍ତବରଣ ସ୍ୱରୂପ ଆମେ ଆଲୋଚନା କରିଲେ। ମୁଖ୍ୟତଃ ଏହି ମୂର୍ତ୍ତି ତତ୍ତ୍ୱର ପୌରାଣିକ ବିଶ୍ଲେଷଣ ଆମେ…

ଓଡ଼ିଶା ଲଳିତ କଳା ଏକାଡେମୀର ମହିଳା ଚିତ୍ରଶିଳ୍ପୀ ଶିବିର ଉଦ୍‌ଘାଟିତ

ଭୁବନେଶ୍ୱର : ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଓଡ଼ିଶା ଲଳିତ କଳା ଏକାଡେମୀ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ମହିଳା ଚିତ୍ରଶିଳ୍ପୀ ଶିବିର ସ୍ଥାନୀୟ ପାନ୍ଥନିବାସଠାରେ ଉଦ୍‌ଘାଟିତ ହୋଇଯାଇଛି । ଏକାଡେମୀର ସଚିବ ପଞ୍ଚାନନ ସାମଲ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସୁକ୍ଷ୍ମ ଶରୀରର ଅନୁଭୂତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରତ୍ନବେଦୀ ପାର୍ଶ୍ଵରେ ପହଞ୍ଚି ସାରିଲେ ଶରୀରର ଆନନ୍ଦମୟ କୋଷ ଜାଗ୍ରତ ହୋଇ ଦେହାତୀତ ଭାବ ସହ ସୁକ୍ଷ୍ମ ଶରୀରର ଅନୁଭୂତି ଆସେ। ସାଧକ ଓ ଯୋଗୀ ଋଷି ମାନେ ଶରୀରରେ ସାତଟି…

ଭାରତର ଏହି ରାଜ୍ୟର ସମସ୍ତ ଲୋକ ଧନୀ, ଘରେ ଘରେ ଅଛି ମର୍ସିଡିଜ୍

ନୂଆଦିଲ୍ଲୀ: ଭାରତରେ ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ ଦୃଷ୍ଟିରୁ ବିବିଧତା ଦୃଶ୍ୟମାନ ହୁଏ | ଦୁନିଆର କୌଣସି ଦେଶରେ ଏପରି ବିବିଧତା ନାହିଁ । ଆମ ଦେଶର ଲୋକମାନେ ରଙ୍ଗ, ରୂପ, ଭାଷା ଆଦି ସବୁଥିରେ ଭିନ୍ନ ଅଟନ୍ତି । ସେହିପରି ଆମ ଦେଶର କିଛି ରାଜ୍ୟ ଗରିବ ଶ୍ରେଣୀରେ ଥିବା ବେଳେ ଅନ୍ୟ କିଛି…

କେବଳ ଭାରତ ନୁହଁ, ଏହି ସବୁ ଦେଶରେ ମଧ୍ୟ ଖେଳାଯାଇଥାଏ ହୋଲି…

ନୂଆଦିଲ୍ଲୀ: ହୋଲି ପର୍ବ ହେଉଛି ରଙ୍ଗ ଏବଂ ଆନନ୍ଦ ଉଲ୍ଲାସର ପର୍ବ । ଏହି ପର୍ବ ଜୀବନରେ ରଙ୍ଗୀନ ସୁଖ ସହିତ ଯୋଡିଥାଏ । କେବଳ ଏତିକି ନୁହେଁ, ସମ୍ପର୍କରେ ମଧୁରତା ବଢାଇବାରେ ଏହି ପର୍ବର ମଧ୍ୟ ମହତ୍ବ ରହିଛି । ତେଣୁ, ହୋଲି ପର୍ବକୁ ନେଇ ପ୍ରତ୍ୟେକ ବର୍ଗରେ ସୁଖ ଏବଂ ଉତ୍ସାହ ଅଛି । କିନ୍ତୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସର୍ବ ପୁରାତନ ସ୍ଥାନ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଲୀଳା କ୍ଷେତ୍ର ଶ୍ରୀକ୍ଷେତ୍ର ବା ପୁରୁଷୋତ୍ତମ କ୍ଷେତ୍ର ତଥା ଶଙ୍ଖକ୍ଷେତ୍ର ମଧ୍ୟରେ ସର୍ବ ପୁରାତନ ସ୍ଥାନ ହିସାବରେ ଯେଉଁ କେତୋଟି ସ୍ଥାନ କଥା ମନକୁ ଆସେ, ତା…

କେଉଁ ରୋଗରେ ଅର୍ଜୁନ ଗଛର ଚୋପା ବ୍ୟବହାର କରାଯାଏ? କିପରି କରିବେ ଏହାର ସେବନ ଜାଣନ୍ତୁ…

ନୂଆଦିଲ୍ଲୀ: ଆୟୁର୍ବେଦରେ ଅର୍ଜୁନ ଗଛ ଚୋପା ବା ଛାଲର ବିଶେଷ ମହତ୍ବ ରହିଛି । ଏହି ଗଛର ଚୋପା ପୋଷକ ତତ୍ତ୍ବ ଏବଂ ଫାଇଟୋକେମିକାଲ୍ସରେ ଭରପୂର ଅଟେ । ଏହାକୁ ଅନେକ ହର୍ବାଲ ଉପଚାରରେ ଏକ ଅତ୍ୟାବଶ୍ୟକ ଉପାଦାନ କରିଥାଏ । ଅର୍ଜୁନ ଛାଲରେ ଫ୍ଲୋଭୋନୋଏଡ୍, ଟୈନିନ୍, ଟ୍ରାଇଟରପେନୋଇଡସ୍ ଏବଂ…