Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆସ ବୁଲିଯିବା ଓଡିଶା: ପ୍ରକୃତିରାଣୀର ଚିକ୍ ମିକ୍ ଝରଣା ପାଣିରେ ଆକର୍ଷିତ ପର୍ଯ୍ୟଟକ

ବଲାଙ୍ଗିର: ନୂଆବର୍ଷ ପାଖେଇ ଆସିବା କ୍ଷଣି ଓଡିଶାରେ ଆରମ୍ଭ ହୋଇଯାଏ ପିକନିକ୍ ବା ବଣଭୋଜି ଭ୍ରମଣ । ପ୍ରକୃତି କୋଳରେ କିଛି ସମୟ ଅତିବାହିତ ବାହିତ କରିବା ପାଇଁ କିଏ ବା ନ ଚାହେଁ । ପର୍ଯ୍ୟଟନ ଋତୁ ପାଇଁ ଚଳଚଞ୍ଚଳ ହୋଇପଡିଛି ଓଡିଶାର ସବୁ ପର୍ଯ୍ୟଟନ ସ୍ଥଳୀ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର…

ଧନତେରାସରେ କେତୋଟି ଏବଂ କେଉଁ ଝାଡୁ କିଣିବେ ? ଆସନ୍ତୁ ଜାଣିବା..

ନୂଆଦିଲ୍ଲୀ: କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ପାଳନ ହୋଇଥାଏ ଧନତେରାସ। ଆୟୁର୍ବେଦର ରଚୟିତା ଭଗବାନ ଧନ୍ଵନ୍ତରୀଙ୍କୁ ଆଜି ପୂଜା କରାଯାଏ। ଆଉ ହିନ୍ଦୁ ଧର୍ମରେ ଏହି ପବିତ୍ର ଦିନକୁ ସୌଭାଗ୍ୟ ବା ଧନର ଦିବସ ବୋଲି କୁହାଯାଏ। ଅନ୍ୟପଟେ ଦିପାବଳୀ ମଧ୍ୟ ଏହି ଦିନରୁ ଆରମ୍ଭ ହୁଏ।…

ଆଜି ଧନତେରାସ, ସୁନା ଦୋକାନରେ ପ୍ରବଳ ଭିଡ

ଭୁବନେଶ୍ଵର; ଆଜି କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ । ଆଜିର ତିଥିରେ ପାଳନ ହୋଇଥାଏ ଧନତେରାସ । ଆୟୁର୍ବେଦର ରଚୟିତା ଭଗବାନ ଧନ୍ଵନ୍ତରୀଙ୍କୁ ଆଜି ପୂଜା କରାଯାଏ । ହିନ୍ଦୁ ଧର୍ମରେ ଏହି ପବିତ୍ର ଦିନକୁ ସୌଭାଗ୍ୟ ବା ଧନର ଦିବସ ବୋଲି କୁହାଯାଏ । ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଁ…

ବଦ୍ରିନାଥ ଧାମରେ ଭଗବାନଙ୍କ ନିକଟରେ କାହିଁକି ବାଜେନି ଶଙ୍ଖ : କଣ ରହିଛି ପୌରାଣିକ ମତ, ଆସନ୍ତୁ ଜାଣିବା..

ନୂଆଦିଲ୍ଲୀ : ଭାରତରେ ଅନେକ ମନ୍ଦିର ରହିଛି । ବର୍ଷସାରା ଏଠାକୁ ଶହ ଶହ ପର୍ଯ୍ୟଟକଙ୍କର ସୁଅ ଛୁଟେ  । ଆସନ୍ତୁ ଆଜି ଜାଣିବା ବଦ୍ରିନାଥ ମନ୍ଦିର ସମ୍ପର୍କରେ କିଛି ଅଜଣା ତଥ୍ୟ । ଦେଶରେ ୪ ଧାମ ରହିଛି  । ଯାହା ମଧ୍ୟରେ ରହିଛି ବଦ୍ରିନାଥ ଧାମ  । ଦୁନିଆରେ ଅନେକ ହିନ୍ଦୁ ମନ୍ଦିର ରହିଛି  ।…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ସେବା ପୂଜାରେ ପୂଜକଙ୍କ ଲକ୍ଷଣ (୪)

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ପୂଜାରେ ନିଜକୁ ନିୟୋଜିତ କରିଥିବା ପୂଜକ/ଅର୍ଚ୍ଚକମାନଙ୍କ ଲକ୍ଷଣ ବିଷୟରେ ଆଲୋଚନା ଜାରିରହିଛି। ଦାରୁବ୍ରହ୍ମରୂପୀ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଯେ କଳିଯୁଗର…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ସେବା ପୂଜାରେ ପୂଜକଙ୍କ ଲକ୍ଷଣ (୩)

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ପୂଜାରେ ନିୟୋଜିତ ଥିବା ପୂଜକ ବା ସେବକମାନଙ୍କ ଲକ୍ଷଣ ବିଷୟରେ ଆଲୋଚନା ଜାରି ରହିଛି। ଏହି ଆଲୋଚନା ବର୍ତ୍ତମାନର ପରିସ୍ଥିତିରେ ନିତାନ୍ତ ଜରୁରୀ ହୋଇଛି ଏଇଥିପାଇଁ…

ଘରଭଡ଼ା ପାଇଁ ଇଣ୍ଟରଭ୍ୟୁ ଦେଲେ ମହିଳା

ବେଙ୍ଗାଲୁର: ଆଜିକାଲି ଲୋକେ ଚାକିରି ହେଉ ବା ବ୍ୟବସାୟ ପାଇଁ ସହର ମୁହାଁ ହେଉଛନ୍ତି । ଘର କିଣିବା ସମ୍ଭବ ନ ହେବାରୁ ବାଧ୍ୟ ହୋଇ ଭଡ଼ା ଘରେ ରହିଥାନ୍ତି । ଏଥିଲାଗି ଭଡ଼ାଟିଆଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏବେ ନିକଟରେ ଘରମାଲିକ ଓ ଭଡ଼ାଟିଆଙ୍କୁ ନେଇ ଚକିତ କଲାଭଳି ଏକ ଘଟଣା…

କୁମ୍ଭୀରକୁ ରାନ୍ଧି ଖାଇଲେ ଯୁବତୀ, ଭିଡ଼ିଓ କଲେ ସେୟାର

ବେଜିଂ: ଚୀନ୍‌ରେ ଲୋକେ ଝିଟିପିଟି ହେଉ କି ଅସରପା ଖାଉଥିବା ଆପଣ ନିଶ୍ଚୟ ଶୁଣିଥିବେ ବା ଦେଖିଥିବେ । ସେଠାକାର ଲୋକଙ୍କ ଖାଦ୍ୟପେୟରେ କିଛି ଅସୁବିଧା ହୋଇ ନ ଥାଏ । କାରଣ ସେମାନେ ନ୍ୟୁଟ୍ରିଶନ ନାମରେ କୌଣସି ପ୍ରାଣୀଙ୍କୁ ବି ଖାଇଖାନ୍ତି । ଅନେକ ସମୟରେ ତ କୀଟକୁ କଞ୍ଚା ଖାଉଥିବା…

ଉଡି ଉଡି ଆସି ପାର୍ସଲ ଦେଲେ ଡେଲିଭରି ବଏ, ଲୋକେ ଚକିତ

ଦୁବାଇ: ଆଜିକାଲି ସୋସିଆଲ ମିଡ଼ିଆରେ ଅଜବ ଅଜବ ଭିଡ଼ିଓ ସବୁ ଦେଖିବାକୁ ମିଳୁଛି । ଯାହାକୁ ଦେଖିଲେ ବି ବିଶ୍ୱାସ କରିବା ସହଜ ହୁଏନାହିଁ । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି,ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଜଣେ ଡ଼େଲିଭରି ବଏ ଉଡ଼ି ଉଡ଼ି ଆସି ପାର୍ସଲ ଦେଉଛନ୍ତି । ଏହି ଭିଡ଼ିଓ…

କପାଳରେ ପ୍ରେମିକଙ୍କ ନାଁରେ ଟାଟୁ କଲେ ଯୁବତୀ, ଭିଡ଼ିଓ କଲେ ସେୟାର

ବ୍ରିଟେନ: ଆଜିକାଲି ଯୁବପିଢୀଙ୍କ ଶରୀରରେ ଟାଟୁ କରିବା ଏକ ପ୍ରକାର ଫ୍ୟାଶନ ହୋଇଗଲାଣି । ଆଉ ପ୍ରେମିକା-ପ୍ରେମିକ ନିଜର ଭଲ ପାଇବାକୁ ପ୍ରମାଣ ଦେବା ପାଇଁ ଶରୀରରେ ନିଜ ପ୍ରିୟ ଲୋକର ନାଁ ଟାଟୁ କରିଥାନ୍ତି । ହେଲେ ବ୍ରିଟେନର ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ନାମକୁ ନିଜ କପାଳରେ ସ୍ଥାୟୀ ଭାବେ…