Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଭୂମିକମ୍ପର ଭବିଷ୍ୟବାଣୀ କରିବ ନାସା-ଇସ୍ରୋର ମିଳିତ ମିଶନ, ଖୁବ ଶୀଘ୍ର ଲଞ୍ଚ ହେବ ନିସାର

ବେଙ୍ଗାଲୁରୁ: ନାସା ଏବଂ ଇସ୍ରୋର ମିଳିତ ଭାବରେ ସିନ୍ଥେଟିକ୍ ଆପର୍ଚର୍ ରାଡାର୍ (NISAR) ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ମିଶନ୍ ୨୦୨୪ ରେ ଆରମ୍ଭ ହେବ ଯାହା ପୃଥିବୀ ଉପରେ ନଜର ରଖିବ ଏବଂ ପରିବେଶର ପରିବର୍ତ୍ତନକୁ ଅନୁଧ୍ୟାନ କରିବ। ବିଶେଷ କଥା ହେଉଛି ଭୂକମ୍ପ ଏବଂ ଅନ୍ୟାନ୍ୟ…

ସପ୍ତମାତୃକାର ପଞ୍ଚମ ଦିନରେ ମାଁ ଭଦ୍ରକାଳୀଙ୍କ ଜଗଦ୍ଧାତ୍ରୀ ବେଶ

ଭଦ୍ରକ: ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ପଞ୍ଚମ ଦିନରେ ଆଜି ମା’ଙ୍କର ଜଗଦ୍ଧାତ୍ରୀ ବେଶ ଅନୁଷ୍ଠିତ ହୋଇଛି । ଜଗଦ୍ଧାତ୍ରୀ ବେଶରେ ମା’ଙ୍କର ଆଜି ବାଘ ବାହନ ଥିବା ବେଳେ ମୁଖ ମଣ୍ଡଳ କୃଷ୍ଣ ବର୍ଣ୍ଣ ଥିଲା । ମା’ ନାଲି ପାଟ ବସ୍ତ୍ର ପରିଧାନ କରିଥିବା ବେଳେ ସ୍ୱର୍ଣ୍ଣ ରୌପ୍ୟ ଅଳଙ୍କାରରେ…

ଜାତୀୟ ପ୍ରେସ ଦିବସ: ମୁକ୍ତ ଗଣମାଧ୍ୟମ ସୁସ୍ଥ ଗଣତନ୍ତ୍ରର ଏକ ଅବିଚ୍ଛେଦ୍ୟ ଅଙ୍ଗ

ଭୁବନେଶ୍ଵର: ଆଜି ଜାତୀୟ ପ୍ରେସ ଦିବସ । ସାମ୍ବାଦିକମାନେ ହେଲେ ସମାଜର ଜାଗ୍ରତ ପ୍ରହରୀ | ଯଦି ଜାଗ୍ରତ ପ୍ରହରୀ ନିଜ କର୍ତ୍ତବ୍ୟରୁ ବିଚ୍ୟୁତ ହୁଏ ତେବେ ସମାଜ ଆଗକୁ ବଢିପାରେ ନାହିଁ। ନିରପକ୍ଷ  ଓ ନିର୍ଭୀକ ସମ୍ବାଦ ପରିବେଷଣ ସବୁ ସାମ୍ବାଦିକଙ୍କ ଆଭିମୁଖ୍ଯ ହେବା ଉଚିତ୍ । ମୁକ୍ତ ଗଣମାଧ୍ୟମ…

୫୬ବର୍ଷ ହେବ ଜାରି ରହିଛି ଅଖଣ୍ଡ ରାମାୟଣ ପାଠ: ଭକ୍ତଙ୍କ ସହ ନିଜେ ବସି ରାମାୟଣ ଶୁଣନ୍ତି ହନୁମାନ

ଜବଲପୁର: ଭାରତ ଏକ ମନ୍ଦିର ମାଳିନୀର ଦେଶ  । ଏଠାରେ ଅନେକ ମଠ ମନ୍ଦିର ରହିଛି  । ବହୁ ଧର୍ମାବଲମ୍ବୀର ଲୋକ ଏଠାରେ ବସବାସ କରନ୍ତି  । ପ୍ରତ୍ୟେକ ଦିନ ଅନେକ ସଂଖ୍ୟାରେ ପର୍ଯ୍ୟଟକ ଐତିହାସିକ ସ୍ଥଳୀ କୁହନ୍ତୁ ବା ମଠ ମନ୍ଦିର ବୁଲିବାକୁ ଯାଆନ୍ତି  । କିନ୍ତୁ ଏସବୁ ମନ୍ଦିର ପଛରେ ଯେଉଁ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଆତ୍ମା ସ୍ଵରୂପ ଶ୍ରୀଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଆତ୍ମା ସ୍ୱରୂପ ଶ୍ରୀ ଜଗନ୍ନାଥ । ଆଜି ପର୍ଯ୍ୟନ୍ତ ଆମେ ଆଲୋଚନା କଲେ ମୁଖ୍ୟତଃ ଶ୍ରୀମନ୍ଦିରରେ ବିରାଜିତ ଶ୍ରୀଜଗନ୍ନାଥଙ୍କ ବିଷୟରେ । ଏଠି ଗୋଟିଏ ଭାଗବତ ଉକ୍ତି ମନେପଡୁଛି : “ସକଳ ପ୍ରାଣୀ…

ନିଆରା ପରମ୍ପରା: ଲୋକଙ୍କ ଉପରେ ଗାଈ ଚାଲିଲେ ପୂରଣ ହୁଏ ମାନସିକ

ପ୍ରତ୍ୟେକ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ରହିଛି । ଏହି ସବୁ ପରମ୍ପରାକୁ ବର୍ଷ ବର୍ଷ ଧରି ଲୋକେ ମାନି ଆସିଥାନ୍ତି । ତେବେ ମଧ୍ୟ ପ୍ରଦେଶର ଏମିତି ଏକ ନିଆରା ପରମ୍ପରା ରହିଛି, ଯାହାକୁ ଲୋକେ ପିଢି ପିଢି ପାଳନ କରି ଆସୁଛନ୍ତି । ଲୋକଙ୍କ ଉପରେ ଗାଈ ଚଢିଲେ ମାନସିକ ପୂରଣ ହୋଇଥାଏ ବୋଲି…

କୁକୁର ବାଟ ନ ଛାଡ଼ିବାରୁ ଲ୍ୟାଣ୍ଡିଂ କଲାନି ବିମାନ

ବେଙ୍ଗାଲୁରୁ : କୁକୁର ପାଇଁ ଗୋଆର ଦୋବାଲିନ୍ ବିମାନବନ୍ଦରରେ ଯାତ୍ରୀ ହଟହଟା । କୁକୁର ଯୋଗୁ ଅନେକ ଯାତ୍ରୀ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ବିମାନବନ୍ଦରରେ କୁକୁର ବାଟ ନ ଛାଡ଼ିବାରୁ ଲ୍ୟାଣ୍ଡିଂ କରି ନ ପାରି ଫେରିଗଲା ବିମାନ । ବିମାନଟି ଅବତରଣ କରୁଥିବା ବେଳେ ହଠାତ୍ ଗୋଟେ କୁକୁର ଆସିଯବାରୁ…

ଦୁନିଆର ସବୁଠୁ ବଡ଼ ନାମ: ପଢ଼ିବାକୁ ଲାଗିବ ଘଣ୍ଟେ ସମୟ

ସ୍ୱିଡେନ: ପ୍ରତ୍ୟେକ ବ୍ୟକ୍ତିଙ୍କ ନାମ ହେଉଛି ତାଙ୍କର ପରିଚୟ । ତାଙ୍କ ନାମ ମଧ୍ୟ ତାଙ୍କର ଭାବମୂର୍ତ୍ତି ଉପରେ ବହୁତ ପ୍ରଭାବ ପକାଇଥାଏ । ଏହି କାରଣରୁ ମାତାପିତାମାନେ ସେମାନଙ୍କ ପିଲାମାନଙ୍କର ନାମକୁ ଭାବିଚିନ୍ତି ନାମକରଣ କରିଥାନ୍ତି । ଏମିତି ନାମ ବଛା ହୋଇ ଦିଆଯାଇଥାଏ ଯେମିତି କି…

କାହିଁକି ପାଳନ କରାଯାଏ ପଞ୍ଚୁକ ବ୍ରତ, ଜାଣନ୍ତୁ ଏହାର ମାହାତ୍ମ୍ୟ ଓ ପୂଜା ବିଧି

ଭୁବନେଶ୍ଵର: କାର୍ତ୍ତିକ ମାସର ଶେଷ ପାଞ୍ଚଦିନରେ ପାଳନ କରାଯାଏ ପଞ୍ଚୁକ ବ୍ରତ । କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପାଞ୍ଚ ଦିନକୁ ପଞ୍ଚୁକ କୁହାଯାଏ । ଆସନ୍ତା ୨୨ରୁ ତାରିଖରୁ ଆରମ୍ଭ ହେବ ପଞ୍ଚୁକ । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ କରିପାରନ୍ତି ନାହିଁ, ସେମାନେ…

ସୀମିତ ହେବ ହ୍ୱାଟସଆପର ଚାଟ୍ ବ୍ୟାକଅପ ଷ୍ଟୋରେଜ, ଏହି ନିୟମରେ ପରିବର୍ତ୍ତନ ଆଣିବ କମ୍ପାନୀ

ନୂଆଦିଲ୍ଲୀ: ହ୍ବାଟସଆପ୍ ଏବଂ ଗୁଗୁଲ ଖୁବ୍ ଶୀଘ୍ର ଚାଟ୍ ବ୍ୟାକଅପ୍ ପାଇଁ ଅସୀମିତ ଷ୍ଟୋରେଜ୍ କୋଟା ଶେଷ କରିବାକୁ ଯାଉଛନ୍ତି । ବର୍ତ୍ତମାନ ଆପଣ ହ୍ବାଟସଆପ୍ ରେ ବହୁ ପରିମାଣର ଡାଟା ବ୍ୟାକଅପ୍ କରୁଛନ୍ତି, କିନ୍ତୁ ଖୁବ୍ ଶୀଘ୍ର କମ୍ପାନୀ ଏହାକୁ କେବଳ ୧୫ ଜିବିରେ ସୀମିତ କରିବାକୁ ଯାଉଛି ।…