Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆଲୋକର ପର୍ବ ଦୀପାବଳି

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଭାରତୀୟମାନଙ୍କର ଦୀପାବଳି ଏକ ଆଲୋକର ପର୍ବ । ଏହି ପର୍ବ ଅକ୍ଟୋବରର ଅଧାରୁ ନଭେମ୍ବର ଅଧା ଭିତରେ ପଡ଼ିଥାଏ । ହିନ୍ଦୁମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ ହୋଇ ଥିବାରୁ ଘରକୁ ରଙ୍ଗିନ୍ ସାଜସଜ୍ଜା ସହ ମାଟି ନିର୍ମିତ ଦୀପ ଜାଳି କରି ଏହି ପର୍ବକୁ ପାଳନ…

ଦୀପାବଳୀରେ କେଉଁ ସମୟରେ କରିବେ ମାଆ କାଳୀଙ୍କୁ ଆରାଧନା : କଣ ରହିଛି ପୂଜାବିଧି, ଶୁଭମୁହୁର୍ତ୍ତ

ନୂଆଦିଲ୍ଲୀ : ପ୍ରତ୍ୟେକ ଦେବାଦେବୀଙ୍କୁ ପୂଜା କରିବା ଲାଗି କିଛି ବିଶେଷ ସମୟ, ଦିନ ଏବଂ ତାରିଖ ରହିଛି । କୁହାଯାଏ  ଏହି ସମୟରେ ଭଗବାନଙ୍କୁ ପୂଜାର୍ଚ୍ଚନା କଲେ ଶୁଭ ଫଳ ମିଳିଥାଏ ।  ଆଜି ହେଉଛି ଆଲୋକର ପର୍ବ ଦୀପାବଳି  । ସବୁଠି ଭକ୍ତିମୟ ପରିବେଶ ମଧ୍ୟରେ ମାଆ କାଳିଙ୍କୁ ପୂଜାର୍ଚ୍ଚନା…

ଶ୍ରୀ ଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ : ମହାପ୍ରଭୁଙ୍କ ଆରାଧନା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରସନ୍ନତା ପାଇଁ ପ୍ରତ୍ୟେକ ବ୍ୟକ୍ତି ସଂସାରର ଆସକ୍ତି ବା ମୋହ, ରାଗ,ତଥା ଆକର୍ଷଣ (ସାଂସାରିକ ବନ୍ଧନ )ରହିତ ହୋଇ ନିଜର ଶରୀର, ଇନ୍ଦ୍ରିୟ, ମନ ଓ ବାଣୀକୁ ସମର୍ପିତ…

ଦୀପାବଳିରେ ରହିଛି ବଡବଡୁଆ ଡାକର ପରମ୍ପରା, ଜାଣନ୍ତୁ ଏହାର ମହତ୍ଵ

ଭୁବନେଶ୍ଵର: ଆଜି ଆଲୋକର ପର୍ବ ଦୀପାବଳି । ଅନ୍ଧାର ଉପରେ ଆଲୋକର ବିଜୟ । ଅସତ୍ୟ ଉପରେ ସତ୍ୟର ବିଜୟ । ଅଧର୍ମ ଉପରେ ଧର୍ମର ଜୟ । ସାରା ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପାଳନ ହେଉଛି ଦୀପାବଳି । ଲୋକେ ଘରେ ଘରେ ଦୀପ ଜାଳିବା ସହ ଇଷ୍ଟ ଦେବୀଙ୍କୁ ପୂଜା କରିଛନ୍ତି । ଉତ୍ତର ଭାରତରେ…

ମଦ ପିଇଛନ୍ତି କି ନାହିଁ କହିବ ମୋବାଇଲ

ନୂଆଦିଲ୍ଲୀ: ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହା ପ୍ରତ୍ୟେକ ମଦ ବୋତଲରେ ଲେଖାଯିବା ସହ ବିଭିନ୍ନ ପ୍ରକାର ବିଜ୍ଞାପନରେ ମଧ୍ୟ ଦର୍ଶାଯାଇଥାଏ । ଏସବୁ ପରେ ବି ଲୋକମାନେ ମଦ୍ୟପାନ କରନ୍ତି । କିନ୍ତୁ ଏବେ ଆପଣ ମଦ୍ୟପାନ କରିଛନ୍ତି କି ନାହିଁ ତାହା ଫୋନରେ କଥା ହେବାବେଳେ ଜଣାପଡିଯିବ ।…

ବାଘକୁ ଆଲିଙ୍ଗନ କରିବାରୁ ଯୁବକଙ୍କୁ ଦେଲା କାମୁଡ଼ି

ଆଜିକାଲି ଯୁବପିଢି ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ପାଇଁ କୌଣସି ବି କାମ କରିବାକୁ ପଛାଉ ନାହାନ୍ତି । ଏମିତି କି କିଛି ପିଲା ନିଜ ଜୀବନକୁ ବାଜି ଲଗାଇ ଭିଡ଼ିଓ ବନାଉଛନ୍ତି । ନିକଟରେ ଜଣେ ଯୁବକ ବାଘକୁ ଆଲିଙ୍ଗନ କରିବା ମହଙ୍ଗା ପଡ଼ିଛି । ଏହି ଭିଡ଼ିଓ ଭାଇରାଲ ହେବା ଲୋକେ ଦେଖି ଆଶ୍ଚର୍ଯ୍ୟ…

ସମାଧି ସ୍ଥଳରେ ବ୍ୟାୟାମ ଟ୍ରେନିଂ ଦିଅନ୍ତି ମଡ଼େଲ

ଲଣ୍ଡନ: ଆଜିକାଲି ବ୍ୟସ୍ତବହୁଳ ଜୀବନ ଭିତରେ ଲୋକେ ନିଜକୁ ଫିଟ୍ ରଖିବାକୁ ଚେଷ୍ଟା କରିଥାନ୍ତି । କେହି ପାର୍କରେ ଚାଲୁଥିବା ବେଳେ ଆଉ କିଏ ଜିମ୍ ଯାଇଥାନ୍ତି । ହେଲେ ଏବେ ଜଣାଶୁଣା ଜଣେ ମଡେଲ ଜିମ୍ ଛାଡ଼ି ସମାଧିସ୍ଥଳରେ ବାୟାମ କରୁଥିବା ଜଣାପଡ଼ିଛି । ଲଣ୍ଡନରେ ରୁହନ୍ତି ବ୍ରାଜିଲ୍‌ର ଜଣେ…

ଗାଈକୁ ବାଇକ୍‌ରେ ବସାଇ ବୁଲିବାକୁ ଗଲେ ଯୁବକ, ଭିଡ଼ିଓ ଭାଇରାଲ

ଆଜିକାଲିର ସମୟରେ ସୋସିଆଲ ମିଡିଆ ଏଭଳି ଏକ ପ୍ଲାଟଫର୍ମ , ଯେଉଁଠାରେ ପ୍ରତିଦିନ କିଛି ନା କିଛି ଅଜବ ଭିଡିଓ ଦେଖିବାକୁ ମିଳିଥାଏ । ସେଥିରୁ କିଛି ଭିଡିଓ ମଜାଦାର ହୋଇଥିବା ବେଳେ ଆଉ କିଛି ବିଶ୍ୱାସ କରିବା କଷ୍ଟକର ହୋଇପଡ଼େ । ତେବେ ଏବେ ସେମିତି ଏକ ଅବିଶ୍ୱାସନୀୟ ଭିଡିଓ ଭାଇରାଲ ହେଉଛି,…

ପୟା ଶ୍ରାଦ୍ଧ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ବଡବଡୁଆ ଡାକିବାପାଇଁ ଶ୍ରୀମନ୍ଦିର ନିକଟରେ ସ୍ଥାନ ଚିହ୍ନଟ

ପୁରୀ: ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି । ସେଥିପାଇଁ ଚଳଚଞ୍ଚଳ ଗାଁ ଠୁ ସହର । ସବୁଆଡେ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଝିଲମିଲ ଆଲୋକରେ ଝଲସୁଛି ସାରା ଅଞ୍ଚଳ । ଦୀପାବଳି ଦିନ ପୟାଶ୍ରାଦ୍ଧ ପଡିଥାଏ । ଏଥିପାଇଁ ପୁରୀରେ ହଜାର ହଜାର ଭକ୍ତଙ୍କ ଭିଡ଼ ହୋଇଥାଏ । ଏହି ଅବସରରେ ସିଂହ…

ଜାଣନ୍ତୁ ମଣି ପର୍ବତର ରହସ୍ୟ : ଯେଉଁଠି ଝୁଲା ଝୁଲୁଥିଲେ ପ୍ରଭୂ ଶ୍ରୀରାମ ଏବଂ ମାତା ସୀତା , ସ୍ମୃତିରେ ପାଳନ ହୁଏ…

ଅଯୋଧ୍ୟା : ଭାରତରେ ଅନେକ ଧାର୍ମିକ ସ୍ଥଳୀ ରହିଛି  । ସେଥିମଧ୍ୟରୁ ଅଯୋଧ୍ୟାରେ ଥିବା ମଣିପର୍ବତ ଅନ୍ୟତମ  । ପୌରାଣିକ ମତ ଅନୁଯାୟୀ ଏଠାରେ ଭଗବାନ ରାମ ଯେତେବେଳେ ମାତା ସୀତାଙ୍କୁ ବିବାହ କରି ଅଯୋଧ୍ୟା ଆସିଥିଲେ । ସେତେବେଳେ ରାଜା ଜନକ ମହାରାଜା ଦଶରଥଙ୍କୁ ଉପହାର ସ୍ବରୂପ ରେ ଅନେକ ମଣି…