Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଅଦ୍ଭୁତ କୂଅ, ଯାହାର ପାଣିରେ ସ୍ନାନ କଲେ ଭଲ ହୁଏ ବିଭିନ୍ନ ରୋଗ

ବିହାର: ସାଧାରଣତଃ ଗ୍ରାମାଞ୍ଚଳ ହେଉ ବା ସହରାଞ୍ଚଳରେ ଅନେକ କୂଅ ଥିବା ନିଶ୍ଚୟ ଆପଣ ଦେଖିଥିବେ । ହେଲେ ବିହାରରେ ଏମିତି ଏକ କୂଅ ଅଛି, ଯାହାର ପାଣିରେ ଗାଧୋଇଲେ ଶରୀରରେ ଥିବା ବିଭିନ୍ନ ରୋଗ ଭଲ ହୋଇଥାଏ । ଏଥିଲାଗି ପ୍ରତ୍ୟେକ ଦିନ ଏହି କୂଅ ନିକଟରେ ଲୋକଙ୍କ ଭିଡ଼ ଜମିଥାଏ । ବିହାରର…

ଆପାର୍ଟମେଣ୍ଟ ନା ପଞ୍ଚାୟତ ! ୩୬ ମହଲା ବିଲ୍ଡିଂରେ ରହୁଛନ୍ତି ୩୦ ହଜାର ଲୋକ

ନୂଆଦିଲ୍ଲୀ: ଆଶ୍ଚର୍ଯ୍ୟ ମାତ୍ର ସମ୍ଭବ, ଅବିଶ୍ୱାସ ଲାଗୁଥିଲେ ମଧ୍ୟ ବିଶ୍ୱାସ କରିବାକୁ ବାଧ୍ୟ। ଆକର୍ଷଣୀୟ ଓ ଅଜବ। ସାରା ଦୁନିଆରେ ଅନେକ ଜିନିଷ ଅଛି ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରେ ଓ ବିସ୍ମିତ କରିଦିଏ। ସାରା ବ୍ରହ୍ମାଣ୍ଡରେ ଏପରି ଅନେକ ଚକିତ ଓ ଚମକିତ କରିବା ଭଳି ଘଟଣା ମାନ ନିତିଦିନ…

ଏହି ଘଣ୍ଟାରେ ଅଛି ସାରା ବ୍ରହ୍ମାଣ୍ଡ ! ଚନ୍ଦ୍ର ଓ ମଙ୍ଗଳ ଗ୍ରହରୁ ୧୨ ଉଲକାପିଣ୍ଡରେ ହୋଇଛି ସଜେଇ

ନୂଆଦିଲ୍ଲୀ: ଘଣ୍ଟା ପିନ୍ଧୁଥିବା ଲୋକସଂଖ୍ୟା କମୁଥିବା ବେଳେ ବର୍ତ୍ତମାନ ସମୟରେ ଦାମୀ ଓ ଡିଜିଟାଲ ଘଣ୍ଟା ପିନ୍ଧିବା ନୂଆ ଟ୍ରେଣ୍ଡ ହେଲାଣି। ମାତ୍ର ଆପଣ ଲକ୍ଷେ କିମ୍ବା ୧୦ ଲକ୍ଷ ଅଧିକ ବେଶୀ ଘଣ୍ଟା କଥା ଶୁଣିଥିବେ କିମ୍ବା ଦେଖିଥିବେ। ମାତ୍ର ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆରେ ଏପରି…

ପିତୃପକ୍ଷରେ ଦାନ କରନ୍ତୁ ଏହି ୭ଟି ଚମତ୍କାରୀ ଜିନିଷ, ପାଇବେ ଶୁଭ ଫଳ…

ଭୁବନେଶ୍ଵର: ଗ୍ରହ ମାନଙ୍କର ରାଜା ସୂର୍ଯ୍ୟ ଯେବେ କନ୍ୟା ରାଶିକୁ ଚଳିଥାନ୍ତି ସେତେବେଳେ ମହାଳୟା ପକ୍ଷରେ ପିତୃପୁରୁଷଙ୍କୁ ଅତ୍ୟଧିକ କ୍ଷୁଧା ଲାଗିଥାଏ । ଏବଂ ଧର୍ମରାଜଙ୍କ ନିର୍ଦ୍ଦେଶ କ୍ରମେ ସେମାନେ ପୃଥିବି ପୃଷ୍ଠରେ ନିଜ ଘରକୁ ଆସିଥାନ୍ତି । ନିଜ ସନ୍ତାନ ମାନଙ୍କ ଦ୍ଵାରା ଦିଆଯାଇଥିବା…

ଅକ୍ଟୋବର ମାସରେ ବୁଲି ଯାଆନ୍ତୁ ଭାରତର ଏହି ୫ଟି ସ୍ଥାନ, ତୁରନ୍ତ ପ୍ରସ୍ତୁତ କରନ୍ତୁ ଯୋଜନା…

ନୂଆଦିଲ୍ଲୀ: ଅକ୍ଟୋବର ମାସ ବୁଲାବୁଲି ପାଇଁ ସବୁଠାରୁ ଉତ୍ତମ ମାସ ବୋଲି ବିବେଚନା କରାଯାଏ । ଏହି ମାସରେ ବୁଲାବୁଲି ପାଇଁ ଉତ୍ତମ ପାଗ ସହ ଅନେକ ଛୁଟିଦିନ ମଧ୍ୟ ମିଳିଥାଏ । ତେଣୁ ଯଦି ଆପଣ ଅକ୍ଟୋବର ମାସରେ ବୁଲାବୁଲି ପାଇଁ ଯୋଜନା କରୁଛନ୍ତି, ତେବେ ଆମେ ଆପଣଙ୍କୁ କିଛି ଭଲ ସ୍ଥାନ ବିଷୟରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ରାତ୍ର ଭୋଗ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ଦୈନିକ ପୂଜା ବିଧି ମଧ୍ୟରେ ଆମେ ସନ୍ଧ୍ୟା ଆଳତି ବିଷୟରେ ଜାଣି ସାରିଲେ। ବର୍ତ୍ତମାନ ଆଲୋଚନା କରିବା ରାତ୍ର ଭୋଗ ବିଷୟରେ। ଠିକ ମଣିଷଙ୍କ ଭଳି…

ହାଇ ହିଲ୍ ସଦୃଶ ଚର୍ଚ୍ଚ ,ଯାହା ପର୍ଯ୍ୟଟକଙ୍କୁ କରୁଛି ଆକୃଷ୍ଟ

ତାଇୱାନ: ଦି ଗ୍ରେଟ ୱାଲ ଅଫ ଚାଇନା ହେଉ ବା ତାଜମହଲ ପରି ଭାସ୍କର୍ଯ୍ୟ, ଏସବୁ ବିଷୟରେ ନିଶ୍ଚୟ ଆପଣ ଜାଣିଥିବେ । ଶହ ଶହ ବର୍ଷ ପରେ ବି ସ୍ୱତନ୍ତ୍ର ଡ଼ିଜାଇନ୍‌ରେ ନିର୍ମିତ ଏସବୁ ଭାସ୍କର୍ଯ୍ୟ ବିଶ୍ୱବାସୀଙ୍କ ସଦାସ୍ମରଣୀୟ । ତେବେ ଭାସ୍କର୍ଯ୍ୟ କଥା ଛାଡ଼ନ୍ତୁ ବିଶ୍ୱରେ ଏମିତି କିଛି ସୁଦୃଶ୍ୟ…

ପୋଲିସ ଗାଡ଼ିରୁ ମଦ ବୋତଲ ଝାମ୍ପି ନେଲା ମାଙ୍କଡ଼

କାନପୁର: ଉତ୍ତରପ୍ରଦେଶର କାନପୁରରୁ ଗାନ୍ଧୀ ଜୟନ୍ତୀ ଦିନ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଗାନ୍ଧୀ ଜୟନ୍ତୀ ଅବସରରେ ଏକ ମାଙ୍କଡ଼ ପୋଲିସ ଗାଡ଼ିରୁ ମଦ ବୋତଲ ଝାମ୍ପି ନେଇ ପୋଲିସର ମୁଖା ଖୋଲି ଦେଇଛି । ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ…

ପ୍ରେମିକାଙ୍କ କାମୁଡ଼ା ଦାଗକୁ ସ୍ମୃତି କରି ରଖିବା ପାଇଁ ହାତରେ ଟାଟୁ କଲେ ପ୍ରେମିକ

ନୂଆଦିଲ୍ଲୀ: ଆଜିକାଲି ଯୁବପିଢୀଙ୍କ ନିଜ ଶରୀରର ବିଭିନ୍ନ ସ୍ଥାନରେ ଟାଟୁ କରିବା ଏକ ପ୍ରକାର ଫ୍ୟାଶନ ହୋଇଯାଇଛି । ସେହିପରି ପ୍ରେମୀଯୁଗଳ ନିଜ ନିଜର ସାଥୀଙ୍କୁ କେତେ ଭଲ ପାଆନ୍ତି ତାହାକୁ ନିଜ ଶରୀରରେ ଟାଟୁ କରି ପ୍ରମାଣ କରି ଦେଖାଇଥାନ୍ତି । ଏବେ ଏକ ପ୍ରେମୀଯୁଗଳଙ୍କ ଭିଡ଼ିଓ ସୋସିଆଲ…

ପିଞ୍ଜରାରେ ରୁହନ୍ତି ଯୁବତୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନ୍ୟୁୟର୍କ: ଭଲ ଘର ଖଣ୍ଡିଏରେ ରହିବାକୁ ସାଧାରଣତଃ ସମସ୍ତଙ୍କର ଇଛା । ସେଥିଲାଗି ଲୋକେ ନିଜ ସ୍ୱପ୍ନର ଘର ତିଆରି କରିବାକୁ ନିଜ ଜୀବନକୁ ବାଜି ଲଗାଇ ଦିଅନ୍ତି । ହେଲେ ଏମିତି ଜଣେ ଯୁବତୀ ଅଛନ୍ତି, ଯିଏ ପିଞ୍ଜରା ଭିତରେ ରହିବାକୁ ପସନ୍ଦ କରନ୍ତି । ଏହାକୁ ନେଇ ଏବେ ସେ ଖୁବ୍ ଚର୍ଚ୍ଚାରେ । ଆଉ…