Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଯୁବକଙ୍କ କମାଲ: ୪୫ ହଜାର ଟଙ୍କାରେ ରୋଲ୍ସ ରଏସ

କେରଳ: ୪୫ ହଜାର ଟଙ୍କାରେ ରୋଲ୍ସ ରଏ୍‌ସ । ଏହା ଶୁଣିବା ପରେ ଆପଣଙ୍କୁ ଟିକେ ଖଟକା ଲାଗିପାରେ । କାରଣ ଏବେ ଆପଣ ଭାବୁଥିବେ ଏତେ ଦାମୀ କାର ପୁଣି ୪୫ ହଜାର ଟଙ୍କାରେ । ହଁ.. । ଘଟଣାଟି ପୁରା ସତ । କେରଳ ଜଣେ ଯୁବକ ଏଭଳି କିିଛି କରି ଚର୍ଚ୍ଚାକୁ ଆସିଛନ୍ତି । ଏହି କାରର ଭିଡ଼ିଓ ଓ ଫଟୋ ଏବେ…

ରହସ୍ୟମୟ ଏହି ପୁସ୍ତକ: ଯାହାର ଓଜନ ୮୫ କିଲୋ, ପଢୁ ପଢୁ ଲୋକେ ହୋଇଯାଆନ୍ତି ପାଗଳ

ନୂଆଦିଲ୍ଲୀ: ବିଶ୍ୱରେ ଅନେକ ପୁସ୍ତକ ଓ ଗ୍ରନ୍ଥ ରହିଛି । ସେଥିମଧ୍ୟରୁ ଆପଣମାନେ ଅନେକ ପ୍ରକାରର ପୁସ୍ତକ ମଧ୍ୟ ପଢିଥିବେ । କିନ୍ତୁ କେବେ ଆପଣ ଦୁନିଆର ସବୁଠାରୁ ଭୟଙ୍କର ପୁସ୍ତକ ପଢିଛନ୍ତି କି? ଏବେ ମଧ୍ୟ ରହସ୍ୟଘେରରେ ଏହି ୭୦୦ ବର୍ଷ ପୁରୁଣା ପୁସ୍ତକ । କୁହାଯାଏ କି ଏହା ସୈତାନମାନଙ୍କର…

ଏହି ମହାନାୟକଙ୍କ କଥାରେ ଗୋଟିଏ ଓଳି ଖାଦ୍ୟ ଛାଡିଥିଲେ ଦେଶବାସୀ, ଜାଣନ୍ତୁ ଏହାର କାରଣ…

ଭୁବନେଶ୍ଵର: ଆଜି ଅର୍ଥାତ୍ ଅକ୍ଟୋବର ୨ ତାରିଖରେ ଭାରତ ମାଆ ପାଇଥିଲା ୨ଟି ମହାନ ବ୍ୟକ୍ତିତ୍ୱ । ଏହି ଦିନ ଜନ୍ମ ଗ୍ରହଣ କରିଥିଲେ ଦେଶର ଜାତୀୟ ପିତା ମହାତ୍ମା ଗାନ୍ଧୀ ଓ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ । ଗୋଟିଏ ଦିନରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜନ୍ମ । ଦେଶର…

ୟୁଟ୍ୟୁବରଙ୍କ ଗାଁ: ଅଛନ୍ତି ୧୧୦୦ରୁ ଅଧିକ ୟୁଟ୍ୟୁବର

ଛତିଶଗଡ଼ : ଆଜିକାଲି ୟୁଟ୍ୟୁବ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆୟର ଉତ୍ସ ପାଲଟିଛି । ଛତିଶଗଡର ଏପରି ଏକ ଗାଁ ରହିଛି, ଯେଉଁଠି ଶହେ କି ପାଞ୍ଚ ଶହ ନୁହେଁ, ଅଛନ୍ତି ୧୧୦୦ରୁ ଅଧିକ ୟୁଟ୍ୟୁବର । ଏହି ଗାଁ ଏବେ ୟୁଟ୍ୟୁବରଙ୍କ ଗାଁ ଭାବେ ବେଶ୍ ପରିଚିତ । ଛତିଶଗଡର ରାଜଧାନୀ ରାୟପୁରଠାରୁ ୪୫…

୫ ଫୁଟ ୩ ଇଞ୍ଚର ଜୋତା ତିଆରି କଲେ ବ୍ୟକ୍ତି , ବିଶ୍ୱ ରେକର୍ଡ଼ କରିବାକୁ ଟାର୍ଗେଟ

ମଧ୍ୟପ୍ରଦେଶ: ପରିସ୍ଥିତି ଯାହା ହେଉନା କାହିଁକି, ସ୍ୱପ୍ନ ବଡ଼ ହେବା ଉଚିତ୍ । ମଧ୍ୟପ୍ରଦେଶର ବୁରହାନପୁରରୁ ଏଭଳି ଏକ ରୋଚକ ଖବର ସାମ୍ନାକୁ ଆସିଛି । ଏଠାକାର ଜଣେ ବ୍ୟକ୍ତି ନିଜ ନାମକୁ ଗିନିଜ୍ ବୁକ୍ ଅଫ ରେକର୍ଡ଼ରେ ସାମିଲ କରିବାକୁ ଚାହୁଁଛନ୍ତି । ସେଥିଲାଗି ସେ ୫ ଫୁଟ୍ ୩ ଇଞ୍ଚର ଏକ ଜୋତା…

ଇଞ୍ଜିନିୟରଙ୍କ କମାଲ: ଆପାର୍ଟମେଣ୍ଟ ମଝିରେ ଯାଉଛି ଟ୍ରେନ୍ , ବାସିନ୍ଦାଙ୍କୁ ଶୁଭୁନି ଶବ୍ଦ

ଚୀନ: ଦୁନିଆରେ ଅନେକ ଅଦ୍ଭୁତ ସାମଗ୍ରୀ ଅଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । କେତେକ ପ୍ରକୃତି ଦ୍ୱାରା ନିର୍ମିତ ହୋଇଥିବାବେଳେ ଆଉ କେତେକ ମନୁଷ୍ୟ ଦ୍ୱାରା ନିର୍ମିତ । ଏପରି ଏକ ଅନନ୍ୟ ସାମଗ୍ରୀ ଚୀନ୍‌ରେ ଦେଖିବାକୁ ମିଳିଛି । ଏଠାରେ ଏକ ଟ୍ରେନ୍ ଲାଇନ୍ ଆପାର୍ଟମେଣ୍ଟ ମଝି ଦେଇ ଯାଇଛି ।…

ଲେମ୍ବୁ ବିକ୍ରି କରି ଚର୍ଚ୍ଚାରେ ଚାଷୀ: କେବଳ ୧୦ଟି ଲେମ୍ବୁ ଗଛରୁ ୩ ଲକ୍ଷ ଟଙ୍କା ଆୟ

ପାଟନା: ଲୋକମାନେ ଭାବନ୍ତି ଯେ ବିହାରର କୃଷକମାନେ କେବଳ ଧାନ, ଗହମ, ଡାଲି ଏବଂ ତେଲ ମଞ୍ଜି ପରି ପାରମ୍ପାରିକ ଫସଲ ଚାଷ କରନ୍ତି, କିନ୍ତୁ ତାହା ନୁହେଁ। ବିହାରର କୃଷକମାନେ ବର୍ତ୍ତମାନ ଉଦ୍ୟାନ କୃଷି ପ୍ରତି ମଧ୍ୟ ଆଗ୍ରହ ଦେଖାଉଛନ୍ତି। ଏହି କାରଣରୁ ଅନେକ ଚାଷୀଙ୍କ ଆୟ ବୃଦ୍ଧି ପାଇଛି।…

ଲଗାତାର ଏକ୍ସରୁ କମୁଛି ୟୁଜର୍ସଙ୍କ ସଂଖ୍ୟା, ଦୈନିକ ହ୍ରାସ ପାଉଛି ୩ କୋଟି ସକ୍ରିୟ ଉପଭୋକ୍ତା

ୱାଶିଂଟନ: ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ନେଇ ୟୁଜର୍ସ ନିରାଶ ହୋଇଥିବା ପରି ମନେ ହେଉଛି। ଦୈନିକ ସକ୍ରିୟ ଉପଭୋକ୍ତା ଏହି ପ୍ଲାଟଫର୍ମ କ୍ରମାଗତ ଭାବେ ହ୍ରାସ ପାଉଛି। ଏନେଇ ଏକ୍ସ ସିଇଓ ଲିଣ୍ଡା ୟାକାରିନୋ ସୂଚନା ଦେଇଛନ୍ତି। ସେ ପ୍ରକାଶ କରିଛନ୍ତି ଏଲନ ମସ୍କଙ୍କର ଏକ୍ସ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ପହୁଡ଼

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରାଜଭୋଗ ଓ ମଧ୍ୟାହ୍ନ ଭୋଗ ବିଷୟରେ ଆଲୋଚନା କରିବା ପରେ ସମୟ ମିଳିଲେ ହେଉଥିବା ଦିବା ପହୁଡ଼ ବିଷୟରେ ଆଲୋଚନା କରିବା। ଶ୍ରୀମନ୍ଦିରରେ ରାଜଭୋଗ ବା କୋଠ ଭୋଗ…

ରେଳ ଧାରଣାରେ ରିଲ୍ସ ବନାଉଥିବା ବେଳେ ଟ୍ରେନ୍ ଦେଲା ଧକ୍କା, ଯୁବକ ଗୁୁରୁତର

ଉତ୍ତରପ୍ରଦେଶ : ଆଜିକାଲି ଅନେକ ଯୁବପିଢୀ ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ପାଇଁ କୌଣସି ବି କାମ କରିବାକୁ ପଛାଉ ନାହାନ୍ତି । ଏମିତି କି କିଛି ପିଲା ନିଜ ଜୀବନକୁ ବାଜି ଲଗାଇ ମଧ୍ୟ ଭିଡ଼ିଓ ବନାଉଛନ୍ତି । ଏବେ ଉତ୍ତରପ୍ରଦେଶର ଜଣେ ଯୁବକ ଲୋକପ୍ରିୟ ହେବା ପାଇଁ ରେଳ ଧାରଣାରେ ଭିଡ଼ିଓ କରି ନିଜ…