Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ପାକିସ୍ତାନୀ ହ୍ୟାକର୍ସଙ୍କ ଟାର୍ଗେଟରେ ଭାରତୀୟ, ଆଣ୍ଡ୍ରଏଡ୍ ୟୁଜର୍ସ ହୋଇଯାଆନ୍ତୁ ସାବଧାନ !

ନୂଆଦିଲ୍ଲୀ: ଟେକ୍ନୋଲଜି ଜରିଆରେ ଦୃତଗତିରେ ଅଗ୍ରସର ହେଉଛି ବିଶ୍ୱ। ହେଲେ ଏହା ଆମ ପାଇଁ ଯେତିକି ଉପକାର ସେତିକି ଅପକାର ମଧ୍ୟ। ଆଜିକାଲି ଉନ୍ନତ ଧରଣର ଟେକ୍ନୋଲଜି ବ୍ୟବହାର କରି ଆମ ସିଷ୍ଟମ ଏବଂ ମୋବାଇ ହ୍ୟାକ କରୁଛନ୍ତି ହ୍ୟାକର। ଏଥିପ୍ରତି ଜନସାଧାରଣ ସତର୍କ ହେବା ଆବଶ୍ୟକ। ହ୍ୟାକିଂ ଘଟଣା…

ମେଟ୍ରୋ ଟ୍ରେନ୍‌ରେ ଶାହାରୁଖଙ୍କ ‘ଯବାନ’ ଲୁକ୍‌ରେ ଯୁବତୀ, ଯାତ୍ରୀ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆର ବଢୁଥିବା ଧାରା ଲୋକଙ୍କୁ ରିଲ ଏବଂ ଭିଡିଓ ତିଆରି କରିବା ପଛରେ ପାଗଳ କରିଦେଇଛି । କେତେବେଳେ, କେଉଁଠାରେ ଏବଂ କିପରି ଏକ ରିଲ୍ ତିଆରି କରିବେ ସେନେଇ ସମସ୍ତେ ପାଗଳ । ସର୍ବସାଧାରଣ ସ୍ଥାନଗୁଡିକୁ ସେମାନଙ୍କର ସୋସିଆଲ୍ ମିଡିଆ ମାଧ୍ୟମ କରିଛନ୍ତି । ଆଉ ମେଟ୍ରୋ…

୨୦,୦୦୦ କୀଟରେ ଦେବୀ ପ୍ରତିମା : ତିଆରି କରିବାକୁ ଲାଗିଥିଲା ୬ ବର୍ଷ

ଜାପାନ: ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଭାସ୍କର୍ଯ୍ୟ ଦେଖିବାକୁ ମିଳିଥାଏ । ସେଥିମଧ୍ୟରୁ କିଛି ଭାସ୍କର୍ଯ୍ୟ ଆମକୁ ଆଶ୍ଚର୍ଯ୍ୟ ମଧ୍ୟ କରିଥାଏ । ତେବେ ଜାପାନରେ ଏମିତି କିଛି ଅଦ୍ଭୁଦ ଭାସ୍କର୍ଯ୍ୟ ଦେଖିବାକୁ ମିଳେ, ଯାହା ସମସ୍ତଙ୍କୁ ଚକିତ କରିଦିଏ । ୨୦ ହଜାର ବିଭିନ୍ନ ପ୍ରକାର କୀଟରେ…

ଅଜଗର ସାପ ସହ ସର୍ଫିଙ୍ଗ୍ ମହଙ୍ଗା ପଡ଼ିଲା, ଭରିଲେ ୧,୫୦୦ ଡଲାର ଜରିମାନା

ଅଷ୍ଟ୍ରେଲିଆ: ପ୍ରତ୍ୟେକ ଲୋକଙ୍କର ସଉକ ଭିନ୍ନ ଭିନ୍ନ । କିଏ ବିଭିନ୍ନ ସ୍ଥାନ ବୁଲିବାକୁ ଭଲ ପାଆନ୍ତି ତ ଆଉ କିଏ ପଶୁପକ୍ଷୀ ପାଳିବାକୁ ଭଲ ପାଆନ୍ତି । ଆଉ କେହି ସାପ ପାଳିବାକୁ ବି ରୁଚି ରଖନ୍ତି । ସେମାନେ ସାପ ଧରିବା ସହ ଖେଳିବାକୁ ପସନ୍ଦ କରନ୍ତି । ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ…

ଚାପଗ୍ରସ୍ତ ଚାକିରି ଏବଂ ସ୍ୱଳ୍ପ ଦରମା ପାଉଥିବା ପୁରୁଷଙ୍କଠାରେ ହୃଦଘାତର ଆଶଙ୍କା ଦୁଇଗୁଣ ଅଧିକ: ରିସର୍ଚ୍ଚ

ନ୍ୟୁୟୋର୍କ: ଆଜିକାଲି ଅଧିକ ଟଙ୍କା ରୋଜଗାର କରିବା ପାଇଁ ପୁରୁଷମାନେ ଅତ୍ୟଧିକ ସମୟ ଅଫିସରେ ଅତିବାହିତ କରନ୍ତି। ଅଧିକ ଟଙ୍କା ପାଇବା ପାଇଁ ନିର୍ଦ୍ଧାରିତ ସମୟ ଯାଏ କାମ ସାରିବା ପରେ ମଧ୍ୟ ଅତିରିକ୍ତ ସମୟ ନେଇ କାମ କରନ୍ତି। ଫଳରେ ଚାକିରିଟି ଚାପଗ୍ରସ୍ତ ହୋଇଯାଏ। ଅନ୍ୟପଟେ ସ୍ୱଳ୍ପ ବେତନ…

ହୋଟେଲ ରୁମ୍ ବୁକିଂ କରିବା ସମୟରେ ଆପଣ ମଧ୍ୟ ଏହି ଭୁଲ୍ କରନ୍ତି କି ?

ହୋଟେଲରେ ରୁମ ବୁକିଂ କରିବା ଭ୍ରମଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। କିନ୍ତୁ ଏଥିରେ, ଲୋକମାନେ ଏପରି ଅନେକ ଛୋଟ ଛୋଟ ଭୁଲ କରନ୍ତି ଯାହା ସେମାନଙ୍କର ଯାତ୍ରାର ମଜା ନଷ୍ଟ ହୋଇଯାଏ। ଯଦି ଆପଣ ମଧ୍ୟ ଏକ ଯାତ୍ରା ଯୋଜନା କରୁଛନ୍ତି, ତେବେ ହୋଟେଲ ରୁମ୍ ବୁକ୍ କରିବା ସମୟରେ ଏହି ଭୁଲରୁ ଦୂରେଇ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଭକ୍ତ ଓ ସେବକଙ୍କ କଥା

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅବକାଶ ନୀତି ବର୍ଣ୍ଣନା ସରିଲା। ଏବେ ଜାଣିବା ପ୍ରଭୁଙ୍କର ଭକ୍ତ ଓ ସେବକଙ୍କ କଥା। ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ନିଜ ପାଇଁ ରୀତିନୀତି କରିନାହାନ୍ତି। ବିଶେଷ…

ଗୋଟିଏ ଗାଁରେ ଗୋଟିଏ ପରିବାର

ଆସାମ: ଆଧୁନିକତାର ଛାପରେ ଧୀରେ ଧୀରେ ଲୋପ ପାଇବାକୁ ବସିଛି ଗାଁ ସଂସ୍କୃତି । ପୂର୍ବ ଭଳି ଆଉ ଗାଁରେ ଦେଖିବାକୁ ମିଳୁନାହିଁ ନିଚ୍ଛକ ଗାଁର ପ୍ରତିଛବି । ପରିମାଣସ୍ୱରୂପ ନିଜର ସତ୍ତା ହରାଇବାକୁ ବସିଛି ଗାଁର ଚଳଣି । ଲୋକେ ସହରମୁହାଁ ହେଉଥିବାରୁ ଏଭଳି ସ୍ଥିତି ଉପୁଜୁଛି । ଆପଣ ଜାଣିଲେ…

ନୀଳ ରଙ୍ଗର ଅକ୍ଟୋପାସ ଦେଖିବାକୁ ସୁନ୍ଦର, କିନ୍ତୁ ମିନିଟ୍‌ରେ ନେଇପାରେ ଜୀବନ

ସିଡ଼ିନ୍ : ସମୁଦ୍ର ଭିତରେ ବିଭିନ୍ନ ପ୍ରକାର ଜୀବ ଅଛନ୍ତି, ଯାହା ଆମକୁ ଅଜଣା । ଖାସ୍‌କରି ସେମାନଙ୍କ ସହିତ ଜଡିତ ବିପଦ ବିଷୟରେ ଆମେ କିଛି ଜାଣି ନଥାନ୍ତି । ଏମିତି ଏକ ଜୀବ ବିଷୟରେ କହିବାକୁ ଯାଉଛୁ, ଯାହା ଜଣେ ସୁସ୍ଥ ବ୍ୟକ୍ତିଙ୍କୁ କିଛି ମିନିଟ୍ ମଧ୍ୟରେ ମାରିଦେଇପାରେ । ଅଷ୍ଟ୍ରେଲିଆର…

ଗଣଦେବତା ଶ୍ରୀଗଣେଶଙ୍କ ଉପାସନା

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  କେଉଁ ପ୍ରାଚୀନ କାଳରୁ ଧର୍ମ ମାନବ ଜୀବନର ଆତ୍ମ ବିକାଶର ସାର୍ବଭୌମ ସାରଥି ସାଜିଛି । ଚକ୍ର ବିହୀନ ରଥ ଯେପରି ଗତିହୀନ, ଅନୁରୂପ ଭାବରେ ଧର୍ମ ଓ ନୀତିର ଅଭାବରେ ଏକ ସୁସ୍ଥ ସୁନ୍ଦର ସମାଜ ଗଠନ କରିବା ଅସମ୍ଭବ । ତେଣୁ ଯୁଗ ଯୁଗ ଧରି ଭାରତ ମାଟିରେ ଧର୍ମ…