Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଅଜବ ରେଷ୍ଟୁରାଣ୍ଟ: ବାରମ୍ବାର ୱେଟରଙ୍କୁ ଡ଼ାକିଲେ ଅଧିକ ବିଲ୍ ଦେବାକୁ ପଡ଼େ

ସ୍ପେନ୍‌: ପରିବାର ସଦସ୍ୟଙ୍କ ସହ ହେଉ ବା ସାଙ୍ଗମାନଙ୍କ ସହ ରେଷ୍ଟୁରାଣ୍ଟ ଯିବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । ସେଥିଲାଗି ବ୍ୟସ୍ତବହୁଳ ଜୀବନ ଭିତରୁ ସମୟ ବାହାର କରି ଟିକେ ଖୁସି ପାଇଁ ଲୋକେ ଖାଇବାକୁ ରେଷ୍ଟୁରାଣ୍ଟ ଯାଇଥାନ୍ତି । କିନ୍ତୁ ଏମିତି ଏକ ରେଷ୍ଟୁରାଣ୍ଟ ଅଛି,ଯାହାର ନିୟମ…

ଅନନ୍ୟ ମନ୍ଦିର: ଯେଉଁଠି ପୂଜା ପାଉଛନ୍ତି ଦୁଇ ଆତ୍ମା, କରୁଛନ୍ତି ଲୋକଙ୍କ ମାନସିକ ପୂରଣ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ବାଲିଆ ଜିଲ୍ଲାର ମାନିଆ ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ପ୍ରାଚୀନ ମନ୍ଦିର ରହିିଛି । ବର୍ତ୍ତମାନ ଏହି ମନ୍ଦିର ଲୋକଙ୍କ ପାଇଁ ବିଶ୍ୱାସର କେନ୍ଦ୍ରବିନ୍ଦୁ ପାଲଟିଛି । ଆମେ ପ୍ରସିଦ୍ଧ ନାଉକା ବାବାଙ୍କ ମନ୍ଦିର ବିଷୟରେ କହୁଛୁ । ଭକ୍ତମାନେ ଏଠାରେ ଯାହା ମାନସିକ…

ନିଆରା ପରମ୍ପରା: କନ୍ୟା ହସିବା ପର୍ଯ୍ୟନ୍ତ ତାଙ୍କ ଉପରେ ବର ପକାନ୍ତି ବିଡ଼ା ବିଡ଼ା ନୋଟ

ନାଇଜେରିଆ: ଦୁନିଆରେ ବିଭିନ୍ନ ସ୍ଥାନରେ ବିବାହ ପରମ୍ପରା ଭିନ୍ନ ଭିନ୍ନ ହୋଇଥାଏ । ଏହି ପରମ୍ପରାକୁ ପିଢି ପରେ ପିଢି ମାନି ଆସିଥାନ୍ତି । କିନ୍ତୁ ନାଇଜେରିଆରେ ଆୟୋଜିତ ଏକ ବିବାହ ଉତ୍ସବର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ନିଆରା ପରମ୍ପରା ରହିଛି,…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଅଧର ପଣା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରପାଣକ ବା ପଣା ଭୋଗ ବିଷୟରେ ଆଲୋଚନା କରି ଆମେ ଜାଣିଲେ ଯେ ମହାପ୍ରଭୁଙ୍କୁ ରଥ ଉପରେ ପ୍ରଦାନ କରାଯାଉଥିବା ପଣା ଭୋଗ ହିଁ ଅଧର ପଣା ଭାବରେ ବିଖ୍ୟାତ ହୋଇଛି।…

ଭେଜିଟେବଲ ମ୍ୟାନ, ଯିଏ ୩୦ ବର୍ଷ ଧରି ବଜାରରୁ କିଣିନାହାନ୍ତି ପନିପରିବା

ଲକ୍ଷ୍ନୌ: ବାସ୍ତବରେ ତାଙ୍କ ଉଦ୍ୟମକୁ ଯେତେ ପ୍ରଶଂସା କଲେ ବି କମ୍ ହେବ । କାରଣ ନିଜ ଉଦ୍ୟମ ଯୋଗୁ ସେ ପରିଚିତି ପାଇବା ସହ ଅନ୍ୟମାନଙ୍କୁ ମଧ୍ୟ ଉତ୍ସାହିତ କରି ଆସୁଛନ୍ତି । ଏହା ହେଉଛି ଉତ୍ତରପ୍ରଦେଶ ଲକ୍ଷେ୍ନା÷ର ଭେଜିଟେବଲ ମ୍ୟାନ ଭାବେ ପରିଚିତ ବିନୋଦ କୁମାର ପାଣ୍ଡେଙ୍କ କାହାଣୀ ।…

କନିଆ ମୁହଁରେ କେକ୍ ବୋଳିବା ମହଙ୍ଗା ପଡ଼ିଲା: ବିବାହର ଦିନକ ପରେ ବରକୁ ମିଳିଲା ଛାଡ଼ପତ୍ର ନୋଟିସ

କୁହାଯାଏ, ବିବାହ ହେଉଛି ଜନ୍ମ ଜନ୍ମାନ୍ତରର ବନ୍ଧନ । ସାରାଜୀବନ ଦୁଃଖସୁଖରେ ସାଥୀ ହେବା ପାଇଁ ଶପଥ ନିଅନ୍ତି । କିନ୍ତୁ ବେଳେବେଳେ ଏହି ବନ୍ଧନ ଗୋଟିଏ ଦିନରେ ହିଁ ଭାଙ୍ଗିଯାଇଥାଏ । ଏବେ ସେମିତି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ବର ଖୁସିରେ କନ୍ୟାର ମୁହଁରେ କେକ୍ ଲଗାଇ ଦେବାରୁ ତାଙ୍କୁ…

ପଥରରେ ପ୍ରସ୍ତୁତ ଖାଦ୍ୟର ବେଶ୍ ଚାହିଦା

ଚୀନ: ଆପଣ ନିଶ୍ଚିତ ଭାବରେ ଅନେକ ପ୍ରକାରର ଚାଇନିଜ୍ ଖାଦ୍ୟ ଖାଇଥିବେ । ଯେପରି- ଚାଉମେନ୍‌, ରୋଲ,ଚିକେନ ପକୋଡ଼ା, ମଞ୍ଚୁରିଆନ୍ ଏବଂ ସ୍ପ୍ରିଙ୍ଗ୍ ରୋଲ୍ ଇତ୍ୟାଦି । କିନ୍ତୁ ଆପଣ ସେହି ଚାଇନିଜ୍ ଖାଦ୍ୟ ବିଷୟରେ ଜାଣିଛନ୍ତି, ଯାହା ପଥରରେ ପ୍ରସ୍ତୁତ । ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡ଼ିଓ…

ସଜ୍ଜେଇ ହେଲା ଝିଟିପିଟି: ଭିଡ଼ିଓ ଭାଇରାଲ

ଦୁନିଆରେ ଅନେକ ଜୀବଜନ୍ତୁ ରହିଛନ୍ତି । ସେଥି ମଧ୍ୟରୁ ଏମିତି କିଛି ଜୀବ ଅଛନ୍ତି, ଯାହାକୁ ଆମେ ଭୟ କରିବା ସହ ଘୃଣା କରିଥାନ୍ତି । ସେଥିମଧ୍ୟରେ ଝିଟିପିଟି ଅନ୍ୟତମ । ଯଦି ଭୁଲରେ କେବେ ଝିଟିପିଟି କାହାରି ସାମ୍ନାକୁ ଆସିଯାନ୍ତି, ଲୋକେ ତାକୁ ଦେଖି ଡ଼େଇଁପଡ଼ିବା ସହ ଦୂରେଇ ଯାଆନ୍ତି । ଏହି…

ମହିଳାଙ୍କ କୋଳରେ ବସି ମୟୂର କରୁଛି ବିମାନ ଯାତ୍ରା, ଯିଏ ଦେଖୁଛି ଆଶ୍ଚର୍ଯ୍ୟ ହେଉଛି

ସାଧାରଣତଃ ପୋଷା କୁକୁର, ବିଲେଇକୁ କୋଳରେ ଧରି ଅନେକ ସମୟରେ ଲୋକେ ବିମାନ ଯାତ୍ରା କରିବାର ନଜିର ଅଛି । ଏହା ମଧ୍ୟ ଏକ ସାଧାରଣ କଥା ବୋଲି କୁହାଯାଇପାରେ । କିନ୍ତୁ ବିମାନରେ ପାଳିତ ମୟୁରକୁ କୋଳରେ ଧରି ଯାତ୍ରା କରିବା ହୁଏତ ଆମ ଭିତରୁ ଅନେକ ଦେଖି ନ ଥିବେ । ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ…

ନିଆରା ଢଙ୍ଗରେ ବିବାହ ବାର୍ଷିକୀ ପାଳିଲେ ବୃଦ୍ଧ ଦମ୍ପତ୍ତି: ଚଢିଲେ ସର୍ବୋଚ୍ଚ ପର୍ବତଶୃଙ୍ଗ

ନ୍ୟୁୟର୍କ: ଅଧିକାଂଶ ଲୋକ ନିଜ ବିବାହ ଓ ବିବାହ ବାର୍ଷିକୀକୁ ସ୍ମରଣୀୟ କରିବାକୁ ଚାହିଁଥାନ୍ତି । ଏଥିପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଚିନ୍ତାଧାରା ଆପଣାଇଥାନ୍ତି । କିନ୍ତୁ ନ୍ୟୁୟର୍କର ଏକ ବୃଦ୍ଧ ଦମ୍ପତି ସେମାନଙ୍କର ୬୬ ତମ ବିବାହ ବାର୍ଷିକୀକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଏହା…