Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ମହିଳାଙ୍କୁ ମୃତ ଭାବି କବର ଦେଇଦେଲେ ଲୋକେ, ୧୧ ଦିନ ପରେ ହେଲେ ଉଦ୍ଧାର

ବ୍ରାଜିଲ୍‌: ଜୀବନ୍ତ ମହିଳାଙ୍କୁ କବର ଦେଇଦେଲେ ଲୋକେ । ଦିନେ କି ଦୁଇ ଦିନ ନୁହେଁ ୧୧ ଦିନ  ଧରି ସେ କଫିନ ଭିତରେ ଜୀବିତ ଥିଲେ । କଫିନ ଭିତରୁ ବାହାରକୁ ବାହାରିବା ପାଇଁ ସେ ବହୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇ୍‌ଥିଲେ । ଶେଷରେ ତାଙ୍କର କାନ୍ଦ ଶୁଣି ଲୋକମାନେ ତାଙ୍କୁ ୧୧ଦିନ ପରେ କବର…

ପ୍ରେମିକଙ୍କ ନାଁ ଟାଟୁ କରିଥିଲେ ଯୁବତୀ, ବ୍ରେକ୍‌ଅପ୍ ପରେ ଟାଟୁକୁ ଏମିତି କଲେ ବିଗିଡ଼ିଗଲା ସ୍ୱାସ୍ଥ୍ୟ

ଆଜିକାଲିକା ଜୀବନଶୈଳୀରେ ଦେହରେ ଟାଟୁ କରିବା ଏକ ସାଧାରଣ କଥା । ଆଉ ଯିଏ ପ୍ରେମ କରୁଛି ସ୍ୱଭାବିକ ଭାବେ ନିଜ ପ୍ରିୟ ମଣିଷର ନାଁ ଶରୀରରେ ଟାଟୁରେ ଉତ୍ତାରିଥାଏ । ପ୍ରେମରେ ଯଦି ବ୍ରେକ୍‌ଅପ୍ ହୁଏ ତେବେ ଏହା ଅନେକଙ୍କୁୁ ବ୍ୟଥିତ କରିଥାଏ । ଏମିତି ଏକ ଘଟଣା ଘଟିଛି, ଯେଉଁଠି ବ୍ରେକ୍‌ଅପ ପରେ…

ଅଜବ ପ୍ରାଣୀ ଠାବ: ମାଟି ତଳୁ ଖୋଳି ଖାଏ ମୃତଦେହ

ଛତିଶଗଡ: ଦୁନିଆରେ ଅନେକ ପ୍ରାଣୀ ଅଛନ୍ତି । ଆଉ ପ୍ରତ୍ୟେକ ପ୍ରାଣୀଙ୍କ ବିଷୟରେ ଜାଣିବା ବି ସମ୍ଭବ ନୁହେଁ । ଏବେ ଛତିଶଗଡ଼ରେ ଏକ ଅଜବ ପ୍ରାଣୀ ଠାବ କରାଯାଇଛି, ଯିଏ ମାଟି ତଳେ ପୋତା ଯାଇଥିବା ମଣିଷର ମୃତ ଦେହକୁ ଖୋଳି ଖାଇଥାଏ । ଏହାକୁ ମଣିଷ ଖିଆ ପ୍ରାଣୀ ବୋଲି କହିଥାନ୍ତି ସ୍ଥାନୀୟ ଲୋକେ ।…

ଉତ୍ତର ଭାରତର ତିନୋଟି ରହସ୍ୟମୟ ସ୍ଥାନ, ଯାହା ପର୍ଯ୍ୟଟକ ମାନଙ୍କର ପ୍ରଥମ ପସନ୍ଦ

ନୂଆଦିଲ୍ଲୀ: ସଂସ୍କୃତି, ଖାଦ୍ୟ ଏବଂ ପ୍ରାକୃତିକ ସୋନ୍ଦର୍ଯ୍ୟ ଦୃଷ୍ଟିରୁ ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ବେଶ୍ ମନୋରମ । ଏହି ରାଜ୍ୟଗୁଡିକ ସେମାନଙ୍କର ସୁନ୍ଦର ଉପତ୍ୟକା, ଜଳପ୍ରପାତ, ବିସ୍ତୃତ ପାହାଡ଼ିଆ ଅଞ୍ଚଳ ଏବଂ ଚିତ୍ରକଳା ଦୃଶ୍ୟ ପାଇଁ ମଧ୍ୟ ଜଣାଶୁଣା । ଏହାର ସୌନ୍ଦର୍ଯ୍ୟ ଦେଶ ତଥା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଉପାଧି ଭୋଗ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଛପନ ଭୋଗ ପ୍ରସଙ୍ଗର ପ୍ରାଞ୍ଜଳ ଆଲୋଚନା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷକ ତଥା ପ୍ରବାଚକ ଶ୍ରୀଯୁକ୍ତ ସଦାଶିବ ରଥଶର୍ମାଙ୍କ ଦ୍ୱାରା…

ଦୁନିଆର ଅଜବ ଜନଜାତି; ଏମାନଙ୍କ ପରମ୍ପରା ରୀତିନୀତି ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…

ଭୁବନେଶ୍ଵର: ଦୁନିଆରେ ଭିନ୍ନ ଭିନ୍ନ ଜାତି ଏବଂ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି। ଯେଉଁମାନଙ୍କର ପରମ୍ପରା ଏବଂ ରୀତିନୀତି ମଧ୍ୟ ଅଲଗା ହୋଇଥାଏ। ଏମିତିକି ବିବାହରେ ମଧ୍ୟ ଅଜବ ରୀତିନୀତି ପାଳନ କରିଥାନ୍ତି ଏହି ଭିନ୍ନ ଭିନ୍ନ ଜନଜାତିର ଲୋକେ। ତେବେ ଆଜି ଆମେ ଆପଣଙ୍କୁ ଏପରି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଛପନ ଭୋଗର ତାଲିକା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଛପନ ଭୋଗ ବିଷୟରେ ଆଲୋଚନା ଜାରି ରହିଛି। ଅନ୍ୟତମ ପ୍ରlବନ୍ଧିକ ଓ ଗବେଷକ ସୂର୍ଯ୍ୟନାରାୟଣ ଦାଶ ତାଙ୍କ ଲିଖିତ ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ (ପ୍ରଥମ ସ୍ତବକ )ରେ…

୮୨ ବର୍ଷ ବୟସରେ ବିବାହ କଲେ ବୃଦ୍ଧ, ହନିମୁନ୍‌ରେ ବି ଗଲେ

ନ୍ୟୁଜଲ୍ୟାଣ୍ଡ: ବୃଦ୍ଧ ହେବାର ଅର୍ଥ ନୁହେଁ ଯେ ଜୀବନ ଶେଷ ହୋଇଯାଇଛି । ସାଧାରଣତଃ ଅବସର ପରେ ଲୋକମାନେ ଭାବନ୍ତି ବର୍ତ୍ତମାନ ଜୀବନର ଶେଷ ପର୍ଯ୍ୟାୟ ଚାଲିଛି । କିନ୍ତୁ ଏବେ ଜଣେ ୮୨ ବର୍ଷୀୟ ବୃଦ୍ଧ ୮୧ ବର୍ଷୀୟ ବୃଦ୍ଧାଙ୍କୁ ପ୍ରେମ କରି ବିବାହ କରିଛନ୍ତି । ଯାହା ଏବେ ସୋସିଆଲ ମିଡ଼ିଆରେ…

ନିଆରା ଢଙ୍ଗରେ ସ୍ୱାଧୀନତା ଦିବସ ପାଳିତ: ପଶୁପତିନାଥ ମନ୍ଦିରରେ କରାଗଲା ଦୁବ ଅଭିଷେକ

ମଧ୍ୟପ୍ରଦେଶ: ନିଆରା ଢଙ୍ଗରେ ପାଳିତ ହେଲା ସ୍ୱାଧୀନତା ଦିବସ । ମଧ୍ୟପ୍ରଦେଶରେ ଥିବା ପଶୁପତିନାଥ ମନ୍ଦିରରେ ଦୁବ ଅଭିଷେକ କରାଯାଇ ମଙ୍ଗଳବାର ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । ଏହି ସମୟରେ ଭକ୍ତମାନେ ଦେଶର ସମୃଦ୍ଧି ଏବଂ ସୁଖଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ । ଏଠାରେ ଦୁବ ଅଭିଷେକଏକ…

୩ ବିପଜ୍ଜନକ କୀଟ, ଯାହାର ସଂସ୍ପର୍ଶରେ ଆସିଲେ ମୃତ୍ୟୁ ନିଶ୍ଚିତ

ଦୁନିଆରେ ଅନେକ ପ୍ରକାରର କୀଟପତଙ୍ଗ ରହିଛନ୍ତି । ଇକୋସିଷ୍ଟମ୍ ପାଇଁ ସେମାନଙ୍କର ଅସ୍ତିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଇକୋସିଷ୍ଟମକୁ ସନ୍ତୁଳିତ ରକ୍ଷା ପାଇଁ କୀଟପତଙ୍ଗ ରହିବା ଜରୁରୀ । ଯଦି ଏହି କୀଟପତଙ୍ଗର ଅସ୍ଥିତ୍ୱ ଦୁନିଆରୁ ଲିଭିଯାଏ, ତେବେ ପ୍ରକୃତିରେ ଏକ ଅସନ୍ତୁଳନ ସୃଷ୍ଟି ହୁଏ ।…