Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ରାକ୍ଷୀ ପୂର୍ଣ୍ଣିମାର ତାରିଖକୁ ନେଇ ବଢିଲା ଦ୍ଵନ୍ଦ, ଶ୍ରୀମନ୍ଦିରରେ କେଉଁ ଦିନ ପାଳନ ହେବ ରକ୍ଷା ବନ୍ଧନ

ପୁରୀ: ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମା । ପ୍ରସ୍ତୁତ ଚାଲିଛି ମହାପ୍ରଭୁଙ୍କ ପାଇଁ ବିଶ୍ୱର ସର୍ବବୃହତ ରାକ୍ଷୀ । ଶ୍ରୀମନ୍ଦିର ପାଟରା ବିଶୋୟୀ ସେବକଙ୍କ ଦ୍ୱାରା ପ୍ରସ୍ତୁତ ଏହି ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳ ଅଲିଅଳି ଭଉଣୀ ମା ସୁଭଦ୍ରା ବଡଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ପିନ୍ଧାଇବେ।…

ଆସନ୍ତାକାଲି ପବିତ୍ର ରାକ୍ଷୀ ପୂର୍ଣ୍ଣିମା: ଜଗା-ବଳିଆଙ୍କୁ ପାଟ ରାକ୍ଷୀ ବାନ୍ଧିବେ ଗେହ୍ଲି ଭଉଣୀ ସୁଭଦ୍ରା

ପୁରୀ: ଆସନ୍ତାକାଲି ସ୍ନେହ ଓ ବନ୍ଧନର ପର୍ବ ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଜୀବନ ସାରା ନିଜର ସୁରକ୍ଷା ପାଇଁ ଭାଇ ହାତରେ ଭଉଣୀ ବାନ୍ଧିବ ସେହ୍ନର ଡ଼ୋରି । ସେପଟେ ରାକ୍ଷୀ ବାନ୍ଧି ଜୀବନସାରା ଭଉଣୀକୁ ସୁରକ୍ଷାର ପ୍ରତିଶ୍ରୃତି ଦେବ ଭାଇ । ଏନେଇ ସବୁଆଡ଼େ ଚାଲିଛି ଜୋରଦାର ପ୍ରସ୍ତୁତି।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସେବକ ଶୁଦ୍ଧି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ପୂଜିତ ଶ୍ରୀଜୀଉମାନଙ୍କ ପୂଜା ବିଧିର ଆଲୋଚନା ଭିତରେ ଗୋଟିଏ ମୂଖ୍ୟ ଓ ଅତି ଦରକାରୀ ବିଷୟ ସମସ୍ତେ ଜାଣିବା ଆବଶ୍ୟକତା ଅଛି। କାରଣ ପୂଜକ ସାଧାରଣରେ…

କନିଆ ବଜାର: ଯେଉଁଠି ବିକ୍ରି ହୁଅନ୍ତି କନିଆ, ଟଙ୍କା ଦେଇ କିଣନ୍ତି ଲୋକେ

ବୁଲଗେରିଆ: ଆପଣ ଅନେକ ପ୍ରକାରର ବଜାର ଦେଖିଥିବେ ନିଶ୍ଚୟ । ପନିପରିବା, ଫଳମୂଳ ହେଉ ବା ପୋଷାକ ସବୁ ବଜାର ଅଲଗା ଅଲଗା ହୋଇଥାଏ । କିନ୍ତୁ ଆପଣ କେବେ କନିଆ ବଜାର ଦେଖିଛନ୍ତି କି? ଆପଣ ଏବେ ଭାବୁଥିବେ ଯେ, ଏ ସମୟରେ ମହିଳାମାନଙ୍କୁ ବିକ୍ରୟ କରିବାକୁ ଅନୁମତି ଦିଆଯାଇଛି କି? କିନ୍ତୁ…

ଓମଲେଟ୍ ଫେଷ୍ଟିଭାଲ: ଏଠାରେ ୧୫ ହଜାର ଅଣ୍ଡାରେ ପ୍ରସ୍ତୁତ ହୁଏ ଗୋଟେ ବିରାଟକାୟ ଓମଲେଟ୍‌

ଫ୍ରାନ୍ସ: ଛୋଟ ହୁଅନ୍ତୁ ବା ବଡ଼ ସମସ୍ତେ ଅଣ୍ଡା ଓମଲେଟ୍ ଖାଇବାକୁ ଭଲ ପାଇ ଥାଆନ୍ତି । ଗୋଟେ କି ଦୁଇଟି ଅଣ୍ଡାରେ ପ୍ରସ୍ତୁତ ଓମଲେଟକୁ ସମସ୍ତେ ଖାଇଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,ଏମିତି ଏକ ଓମଲେଟ୍ ଫେଷ୍ଟିଭାଲ ଅଛି, ଯେଉଁଠାରେ ୧୫ ହଜାର ଅଣ୍ଡାରେ ପ୍ରସ୍ତୁତ ହୁଏ ଗୋଟେ…

ଲାଇଭ ଟେଲିକାଷ୍ଟରେ ଆଙ୍କରଙ୍କୁ ପ୍ରପୋଜ କଲେ ରିପୋର୍ଟର

ୱାଶିଂଟନ: ପ୍ରେମର କିଛି ସୀମା, ସରହଦ ନାହିଁ । କେଉଁଠି ,କେତେବେଳେ ଓ କେଉଁଭଳି ପରିସ୍ଥିତିରେ ପ୍ରେମ ହୋଇଯାଏ, ତାହା ସମସ୍ତଙ୍କୁ ଅଜଣା । ଆଧୁନିକ ସମାଜରେ ପ୍ରେମମାନିଆ ଏବେ ଖୁବ୍ ଚର୍ଚ୍ଚାରେ । ଅର୍ଥାତ୍ ଏବର ଯୁବପିଢି ନିଜର ପ୍ରେମ ଜାହିର ପାଇଁ କିଛି ବି କରିପାରନ୍ତି । ଏମିତି ଏକ ଘଟଣା…

ଅନନ୍ୟ ପାର୍ଲର : ଯେଉଁଠାରେ ମଣିଷ ନୁହଁନ୍ତି, ଭଗବାନ ନିଅନ୍ତି ମେକଅପ୍

ମୁଜାଫରନଗର: ଆଜିକାଲି ପୁରୁଷ ହୁଅନ୍ତୁ ବା ମହିଳା ନିଜକୁ ସୁନ୍ଦର ଦେଖାଯିବା ପାଇଁ ପାର୍ଲର ଯାଇଥାନ୍ତି । ଏହାସହିତ ବଜାରରେ ମିଳୁଥିବା ବିଭିନ୍ନ ସାମଗ୍ରୀ ମଧ୍ୟ ବ୍ୟବହାର କରିଥାନ୍ତି । ଏଥିରେ କୌଣସି ନୂଆ କଥା ନାହିଁ । କିନ୍ତୁ ଆପଣ କେବେ ଶୁଣିଛନ୍ତି ଭଗବାନଙ୍କର ମଧ୍ୟ ପାର୍ଲର ଅଛି? ହଁ…

ଏମିତି ରେଷ୍ଟୁରାଣ୍ଟ, ଯେଉଁଠି ଶୌଚାଳୟ ପ୍ୟାନ୍ ଆକୃତିର ବାସନରେ ଖାଦ୍ୟ ପରସା ଯାଏ

ଇସ୍ରାଏଲ: ସାଧାରଣତଃ ପ୍ରତ୍ୟେକ ରେଷ୍ଟୁରାଣ୍ଟରେ ପରିଷ୍କାର ବାସନରେ ଖାଦ୍ୟ ପରସା ଯାଇଥାଏ । ଯଦି କୌଣସି ରେଷ୍ଟୁରାଣ୍ଟରେ ଅପରିଷ୍କାର ଭାବେ ଖାଦ୍ୟ ପରସା ଯାଏ, ତେବେ ଲୋକେ ସେଠାକୁ ଯିବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଇସ୍ରାଏଲରେ ଏପରି ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠି ଏମିତି ପାତ୍ରରେ…

ଭଉଣୀ ସୁଭଦ୍ରାଙ୍କ ତରଫରୁ ବଡଭାଇ ଶ୍ରୀବଳଦେବଜୀଉଙ୍କ ପାଖକୁ ଆସିଲା ପାଟରାକ୍ଷୀ

କେନ୍ଦ୍ରାପଡା: କେନ୍ଦ୍ରାପଡାକୁ ଶ୍ରୀକ୍ଷେତ୍ର ପୁରୀରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଭଉଣୀ ସୁଭଦ୍ରାଙ୍କ ପକ୍ଷରୁ ତୁଳସୀ କ୍ଷେତ୍ରର ଆରଧ୍ୟ ପ୍ରଭୁ ତଥା ବଡଭାଇ ଶ୍ରୀବଳଦେବଜୀଉଙ୍କ ପାଖକୁ ଆସିଛି ପାଟରାକ୍ଷୀ । ପୁରୀ ଶ୍ରୀମନ୍ଦିରର ମା’ ସୁଭଦ୍ରାଙ୍କ ବାଡଗ୍ରାହୀ ତଥା ଅନ୍ତର୍ଜାତୀୟ ପାଟରା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଷୋଳ ବିଧାନ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଅନୁସୃତ ପୂଜା ପଦ୍ଧତି ଆଲୋଚନା ମାଧ୍ୟମରେ ଆମେ ଜାଣିଲେ ସମୁଦାୟ ଚାରି ଗୋଟି ବିଧିରେ ଏହା ପାଳିତ ହୁଏ। କିନ୍ତୁ ପ୍ରକୃତରେ ପ୍ରତିଦିନ ଦୁଇଟି ବିଧି…