Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଯୁବକଙ୍କ ଆଶ୍ଚର୍ଯ୍ୟଜନକ ଷ୍ଟଣ୍ଟ: ବିନା ସହାୟତାରେ ସିଡ଼ି ଛିଡା କରି ଚଢିଲେ

ଆଜିକାଲି ସୋସିଆଲ ମିଡିଆରେ ଆମେ ଅଜବ ଭିଡ଼ିଓ ଦେଖିବାକୁ ପାଇଥାଉ,ଯାହାକୁ ଦେଖିଲେ ବିଶ୍ୱାସ କରିବା କଷ୍ଟକର ହୋଇପଡ଼େ । ନିକଟରେ ଏମିିତି ଏକ ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ ଜଣେ ବ୍ୟକ୍ତି ବିନା ସହାୟତାରେ ସିଡ଼ିକୁ ଠିଆ କରି ଚମତ୍କାର ଭାବେ ଚଢୁଛନ୍ତି । ଆଶ୍ଚର୍ଯ୍ୟଜନକ କଥା ହେଉଛି ସେ ଏହି…

କମଳା ରଙ୍ଗର କୁମ୍ଭୀର ଠାପ: ଦେଖିବାକୁ ବହୁତ ସୁନ୍ଦର, ବୈଜ୍ଞାନିକଙ୍କୁ କଲା ଆଶ୍ଚର୍ଯ୍ୟ

ନେପାଳ: ସାଧାରଣତଃ ଲୋକେ କୁମ୍ଭୀରକୁ ଦେଖିଲେ ଭୟ କରନ୍ତି । ଏମାନଙ୍କର ରୂପ ଏତେ ଭୟଙ୍କର ଯେ, ପାଖରେ କିମ୍ବା ଫଟୋରେ ଲୋକେ ଦେଖିଲେ ବି ଭୟ କରନ୍ତି । ଏମାନେ ସାଧାରଣତଃ ମାଟିଆ ରଙ୍ଗର ହୋଇଥାନ୍ତି । କିନ୍ତୁ ଏବେ ନେପାଳରେ କମଳା ରଙ୍ଗର କୁମ୍ଭୀର ଠାବ କରାଯାଇଛି, ଯାହା ଦେଖିବାକୁ ଖୁବ୍ ସୁନ୍ଦର…

କିଙ୍ଗ୍ କୋବ୍ରା ଲୁଣକୁ ଭୟ କରନ୍ତି, ଏହାକୁ ସ୍ପଷ୍ଟ କରି ଦେଖାଇଲେ ଯୁବକ

କିଙ୍ଗ କୋବ୍ରା ଦୁନିଆର ସବୁଠାରୁ ବିଷାକ୍ତ ସାପ ଭାବରେ ପରିଗଣିତ ହୁଏ । ଲୋକମାନେ ଏହାର ନାଁ ଶୁଣିଲେ ହିଁ ଡ଼ରନ୍ତି । ଯଦି ଏହା କୌଣସି ସ୍ଥାନରେ ଦେଖାଯାଏ, ତେବେ ଅବସ୍ଥା ବିଗିଡିଯାଏ । ଭାରତର ଅଧିକାଂଶ ଅଞ୍ଚଳରେ ପ୍ରାୟତଃ ଏହି ସାପ ନଜରକୁ ଆସିଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ…

ଶରୀରରେ ବୃଦ୍ଧି ପାଉଛି କି କୋଲେଷ୍ଟ୍ରଲ ? ଜାଣନ୍ତୁ ନିୟନ୍ତ୍ରଣ କରିବାର ଉପାୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଶରୀରରେ ଉଭୟ ଭଲ ଏବଂ ଖରାପ କୋଲେଷ୍ଟ୍ରଲ ରହିଥାଏ। ସାଧାରଣ ସ୍ତରରେ ଏହା ଶରୀର ପାଇଁ ଏକ ଜରୁରୀ ପଦାର୍ଥ। ଯଦି ରକ୍ତରେ ଏହାର ଉପସ୍ଥିତି ଅତ୍ୟଧିକ ହୋଇଯାଏ, ତେବେ ଏହା ଏକ ନିରବ ଘାତକ ପାଲଟିଯାଏ। ଯାହା ଲୋକଙ୍କ ହୃଦଘାତ ହେବାରେ ଆଶଙ୍କା ଦେଇଥାଏ। କୋଲେଷ୍ଟ୍ରଲ ଶରୀରର…

ଚିନ୍ତା ବଢାଉଛି ମଧୁମେହ ରୋଗ, ଭାରତରେ ୧୦ କୋଟିରୁ ଅଧିକ ଆକ୍ରାନ୍ତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଖରାପ ଜୀବନଶୈଳୀ ଯୋଗୁଁ ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ହେଉଛି। ଏହି ରୋଗ ମଧ୍ୟରେ ମଧୁମେହ ରୋଗୀ ସଂଖ୍ୟା ବେଶ୍ ବୃଦ୍ଧି ପାଇଛି। ଗତ କିଛି ବର୍ଷ ମଧ୍ୟରେ ଭାରତରେ ଲଗାତାର ଭାବେ ବଢୁଛି ମଧୁମେହ ରୋଗୀଙ୍କ ସଂଖ୍ୟା। ଏପରିକି ଭାରତକୁ ଏବେ ଡାଇବେଟିକ୍ କ୍ୟାପିଟାଲ…

ଆଣ୍ଡ୍ରଏଡ୍ ସ୍ମାର୍ଟଫୋନକୁ ବିପଦ, ୬୦ ହଜାରରୁ ଅଧିକ ଆଣ୍ଡ୍ରଏଡ୍ ଆପରେ ମାଲୱେର ପ୍ରବେଶ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସ୍ମାର୍ଟଫୋନ ବ୍ୟବହାରକାରୀ ହୋଇଯାଆନ୍ତୁ ସାବଧାନ। କାରଣ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ଏକ ମାଲୱେର ବିପଦ ମାଡି ଆସୁଛି। ହ୍ୟାକରମାନେ ଆମ ସ୍ମାର୍ଟଫୋନରେ ଏହି ମାଲୱେର ଜରିଆରେ ଆମ ଗୋପନୀୟ ତଥ୍ୟ ଚୋରି କରିବାକୁ ଚେଷ୍ଟା କରନ୍ତି। ନିକଟରେ ସାଇବର ସିକ୍ୟୁରିଟି ଫର୍ମ…

ଏମିତି ମଡ଼େଲ: ଯିଏ ଗୋଡ଼ର କେଶ ଦେଖାଇ କରନ୍ତି ରୋଜଗାର

ଫିଲିଫାନ୍ସ: ପ୍ରତ୍ୟେକ ଲୋକ ଟଙ୍କା ରୋଜଗାର କରିବାକୁ କଠିନ ପରିଶ୍ରମ କରିଥାନ୍ତି । ହେଲେ ଆଜିକାଲି ସୋସିଆଲ ମିଡ଼ିଆରେ ଭିଡ଼ିଓ ସେୟାର କରି ଟଙ୍କା ରୋଜଗାର କରିବା ସହଜ ହୋଇଗଲାଣି । ଏବେ ଜଣେ ଯୁବତୀ ମଧ୍ୟ ସୋସିଆଲ ମିଡ଼ିଆରେ ନିଜର ଭିଡ଼ିଓ ସେୟାର କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ…

ଝିଅର ଜନ୍ମ ଦିନରେ ମାଆ ଦେଲେ ସିଗାରେଟ୍ ପ୍ୟାକେଟ ଉପହାର

ସ୍ପେନ: ଗୋଟେ ପିଲା ପାଇଁ ତା ମାଆର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମା ନିଜ ସନ୍ତାନର କେଉଁଟା ଠିକ୍ ଏବଂ କେଉଁଟା ଭୁଲ, ତା ଉପରେ ନଜର ରଖିଥାଏ । କୌଣସି ମା ନିଜ ସନ୍ତାନ ପାଇଁ ଭୁଲ ନିଷ୍ପତ୍ତିି ନେଇପାରିବ ନାହିଁ । କିନ୍ତୁ ଆଜିର ଦୁନିଆରେ ସବୁକିଛି ସମ୍ଭବ । ପୂର୍ବରୁ ପିଲାମାନେ…

ଲେହେଙ୍ଗା ବଦଳରେ ଅଲଟ୍ରାମାନ ସୁଟ୍‌ ପିନ୍ଧିଲେ କନ୍ୟା : ଲୋକେ ଦେଖି ଆଶ୍ଚର୍ଯ୍ୟ

ଚୀନ: ସମସ୍ତଙ୍କ ଜୀବନରେ ବିବାହ ଏକ ବିଶେଷ ମୁହୂର୍ତ୍ତ । ତେଣୁ ସମସ୍ତେ ନିଜ ବିବାହକୁ ନିଆରା ଢଙ୍ଗରେ କରିବାକୁ ଚାହିଁଥାନ୍ତି । ନିଜର ବିବାହର ସମସ୍ତ ମୁହୂର୍ତ୍ତକୁ ସ୍ମୃତି କରିରଖିବାକୁ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି । ଏବେ ଜଣେ ଯୁବତୀ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଯାଇ ଏମିତି…

୮ ବର୍ଷ ବାଳକର କମାଲ: ୩ ମିନିଟ୍‌ରେ ୧୧୦୦ ପନ୍‌ଚ ମାରି ବିଶ୍ୱ ରେକର୍ଡ଼

ହରିୟାଣା: ଯେଉଁ ବୟସରେ ସାଙ୍ଗସାଥୀ ସହ ଖେଳିବା କଥା, ସେହି ବୟସରେ ବିଶ୍ୱ ରେକର୍ଡ଼ କରିବା କମ୍ କଥା ନୁହେଁ । ହରିୟାଣାର ଜଣେ ୮ ବର୍ଷର ବାଳକ ମାତ୍ର ୩ ମିନିଟ୍‌ରେ ୧୧୦୦ ପନ୍‌ଚ ମାରି ବିଶ୍ୱ ରେକର୍ଡ଼ କରି ସମସ୍ତଙ୍କୁ ଚକିତ କରିଛନ୍ତି । କେବଳ ସେତିକି ନୁହେଁ, ସେ ୮ଟି ବିଶ୍ୱ ରେକର୍ଡ଼ କରିବା…