Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କେବଳ ବୃଦ୍ଧଙ୍କୁ ଡେଟ୍ କରନ୍ତି ଯୁବତୀ, ପ୍ରତିବଦଳରେ ରୋଜଗାର କରନ୍ତି କୋଟି କୋଟି ଟଙ୍କା

ଲଣ୍ଡନ: ଏକବିଂଶ ଶତାବ୍ଦୀରେ ଡେଟିଂର ଅର୍ଥ ବହୁତ ବଦଳିଛି । ଦିନ ଗଡିବା ସହିତ ଲୋକମାନଙ୍କର ଚିନ୍ତାଧାରା ବି ବଦଳିଛି । ଏବେ ସେମାନଙ୍କ ପାଇଁ ପ୍ରେମ, ସ୍ନେହର ଅର୍ଥ କିଛି ନାହିିଁ । ଲୋକେ କାଜୁଆଲ୍ ଡେଟିଂକୁ ପସନ୍ଦ କରିବା ଆରମ୍ଭ କରିଛନ୍ତି । ଆଜିର ସମୟରେ କାଜୁଆଲ୍ ଡେଟିଂ ପାଇଁ ଶାରୀରିକ…

ଏମିତି ଏକ ଗାଁ: ଯେଉଁଠି ବିକ୍ରି ହୁଏ ନାହିଁ କ୍ଷୀର

ହରିୟାଣା: ମହଙ୍ଗା ଯୁଗରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ । ଡାଲି ଏବଂ ପନିପରିବା ସବୁକିଛିର ମୂଲ୍ୟ ବୃଦ୍ଧି ପାଉଛି । କ୍ଷୀର ଏବଂ କଦଳୀ ଦର ମଧ୍ୟ ବୃଦ୍ଧି ପାଇଛି । ଏବେ ବଜାରରେ ୧ ଲିଟର କ୍ଷୀରର ମୂଲ୍ୟ ପ୍ରାୟ ୬୦ ଟଙ୍କା ହେଲାଣି । ଗାଁଗୁଡ଼ିକରେ ମଧ୍ୟ କ୍ଷୀରର ମୂଲ୍ୟ ଲିଟର ପିଛା ୪୦ ରୁ…

ମାଛ ପାଟିରୁ ମିଳିଲା ଅଜବ ଜୀବ, ଲୋକେ ଦେଖି ଭୟଭୀତ

ନ୍ୟୁୟର୍କ: ଦୁନିଆରେ ଅନେକ ପ୍ରକାରର ଜୀବ ଦେଖିବାକୁ ମିଳିଥାନ୍ତି । କେତେକ ଗଭୀର ସମୁଦ୍ରରେ ରହୁଥିବା ବେଳେ ଆଉ କେତେକ ସ୍ଥଳଭାଗରେ କିମ୍ବା ବାୟୁରେ ରହିଥାନ୍ତି । ପ୍ରତ୍ୟେକ ଜୀବ ଖାଦ୍ୟ ପାଇଁ ଅନ୍ୟ ଉପରେ ନିର୍ଭର କରିଥାନ୍ତି । କେହି କେହି ଉଦ୍ଭିଦ ଖାଉଥିବା ବେଳେ ଆଉ କେହି କୀଟପତଙ୍ଗ ଖାଇ…

ମେଦବହୁଳତା କମ୍ କରିବାକୁ ଉଦ୍ୟମ କଲା ଯୁବକ, ୭ ମାସ ପରେ ବାପା-ମା’ ବି ଚିହ୍ନିପାରିଲେନି

ଆୟର୍ଲାଣ୍ଡ: ଆଜିକାଲି ମେଦବହୁଳତା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । କାରଣ ପରିବର୍ତ୍ତିତ ଜୀବନଶୈଳୀ, ଘରେ ଓ ଅଫିସରେ କାର୍ଯ୍ୟର ଚାପ ତଥା ଖାଦ୍ୟପେୟ କାରଣରୁ ବିଭିନ୍ନ ବୟସର ଲୋକେ ମେଦବହୁଳତାର ଶୀକାର ହେଉଛନ୍ତି । ସେହି କାରଣରୁ ଜିମ୍‌,ବେଲି ଫ୍ୟାଟ୍‌ଲସ୍‌, ଗୋ ପରଫେକ୍ଟ ଭଳି…

ବାପାର ଆଖି ଆଗରେ ପୁଅକୁ ଖାଇଗଲା ସାର୍କ

ଇଜିପ୍ଟ: ବାପା ପାଲଟି ଯାଇଥିଲା ଅସହାୟ । କାରଣ ବାପାର ଠିକ୍ ସାମ୍ନାରେ ପୁଅକୁ ଖିନ୍‌ଭିନ୍ କରି ଖାଇଗଲା ସମୁଦ୍ର ଶିକାରୀ ସାର୍କ । ଏବେ ଏମିତି ଏକ ଲୋକହର୍ଷଣକାରୀ ଘଟଣା ସୋସିଆଲ ମିଡିଆରେ ଘୁରି ବୁଲୁଛି, ଯାହାକୁ ନେଇ ଢେର ଚର୍ଚ୍ଚା । ଏହି ଘଟଣା ଘଟିଛି ଇଜିପ୍ଟର ଏକ ପର୍ଯ୍ୟଟନସ୍ଥଳୀରେ ।…

କଫି ଶପ୍‌ରେ ବସି ଅନ୍‌ଲାଇନ୍‌ରେ କଲେ ଅର୍ଡର, ୪୦୦ ବଦଳରେ ଦେଲେ ୧୯୦ ଟଙ୍କା

ବିଜ୍ଞାନର ଉନ୍ନତି କାରଣରୁ ଏବେ ସବୁକ୍ଷେତ୍ରର ଟେକ୍ନୋଲୋଜିର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି । ବିଶେଷକରି ଗୋଟିଏ ଫୋନ କଲରେ ଘର ପାଖରେ ପହଞ୍ଚି ଯାଉଛି ସବୁ ସୁବିଧା । ଲୋକଙ୍କ ପସନ୍ଦ ପାଇଁ ଏବେ ଅନ୍‌ଲାଇନ୍ ଡ଼େଲିଭରିକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ଦିଆଯାଉଥିବା ଅଫର ପ୍ରତି…

ଆଶ୍ଚର୍ଯ୍ୟ : ମଣିଷ ଭଳି ରୋବୋ ବି କରୁଛି ଶ୍ୱାସକ୍ରିୟା

ୱାଶିଂଟନ: ବିଜ୍ଞାନର ଉନ୍ନତି କାରଣରୁ ଧୀରେ ଧୀରେ ବଦଳିବାରେ ଲାଗିଛି ଲୋକଙ୍କ ଜୀବନଧାରା । ଏବେ କର୍ମଚାରୀଙ୍କ ବଦଳରେ ବିକଳ୍ପ ପାଲଟି ଯାଉଛି ରୋବୋ । ହୋଟେଲଠାରୁ ଆରମ୍ଭ କରି କାର ଶୋରୁମ,ପେଟ୍ରୋଲ ପମ୍ପ ସବୁଠି ରୋବୋର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି । ଆବଶ୍ୟକତା ବଢୁଥିବାରୁ ଏହାକୁ ନେଇ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରୀତିନୀତି ଯେତିକି ବ୍ୟାପକ ଓ ମାର୍ମିକ, ସେହିପରି ସେହି ରୀତିନୀତିକୁ ପାଳନ କରୁଥିବା ଓ ପୀଢ଼ି ପରେ ପୀଢ଼ିଙ୍କୁ ସେହି ସେବା ବିଷୟରେ ଜ୍ଞାନ ପ୍ରଦାନ ପୂର୍ବକ ପୁନଃ ସେହି…

ପତଞ୍ଜଳି ଲେହେଙ୍ଗା: ଗଛ ଡ଼ାଳରେ ପ୍ରସ୍ତୁତ ଲେହେଙ୍ଗା ପିନ୍ଧି ଯୁବକ କଲେ ଡ଼୍ୟାନ୍ସ

ପୂର୍ବରୁ ସାଧାରଣତଃ ଲୋକମାନେ ପ୍ରତିଭା ଆଧାରରେ ପ୍ରସିଦ୍ଧ ହେଉଥିଲେ । କିନ୍ତୁ ଏବେ ସୋସିଆଲ ମିଡ଼ିଆ ହେଉଛି ବଡ଼ ପ୍ଲାଟଫର୍ମ, ଯେଉଁଠି ସାଧାରଣ ଲୋକଟିଏ ବି ରାତାରାତି ପ୍ରସିଦ୍ଧ ହୋଇପାରୁଛନ୍ତି । ଅନେକ ଲୋକ ସେମାନଙ୍କର ଅଜବ ଆଚରଣ ଯୋଗୁଁ ଭାଇରାଲ ହେଉଛନ୍ତି । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ…

ପାଟି ବଦଳରେ ନାକରେ ବଂଶୀ ବଜାନ୍ତି ବସନ୍ତ କୁମାର

ରାଜସ୍ଥାନ: ଦୁନିଆରେ ଏପରି ଅନେକ କଳାକାର ଅଛନ୍ତି, ଯେଉଁମାନେ ନିଜ ଚମତ୍କାର କଳା ମାଧ୍ୟମରେ ସମସ୍ତଙ୍କୁ ଆକର୍ଷିତ କରିଥାନ୍ତି । ଅନେକ କଳାକାର ସେମାନଙ୍କ ପାଟିରେ ବଂଶୀ ବଜାଉଥିବା ଦେଖିଥିବେ, କିନ୍ତୁ ଆପଣ କେବେ ଦେଖିଛନ୍ତି, କିଏ ନାକରେ ବଂଶୀ ବଜାଇବା ? କିନ୍ତୁ ଏମିତି ଜଣେ ବ୍ୟକ୍ତି…