Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶ୍ୟାମାମଣି ଦେବୀ ପାଇବେ ‘କଳିଙ୍ଗ ଭାରତୀ ସମ୍ମାନ’

ଭୁବନେଶ୍ବର : କଳିଙ୍ଗ ଭାରତୀ ଉତ୍କଳ ଛାତ୍ର ସାହିତ୍ୟ ସମାଜ ପକ୍ଷରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ୭୯ ତମ ଜୟନ୍ତୀ ଅବସରରେ ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀଙ୍କୁ ମର୍ଯ୍ୟାଦାଜନକ 'କଳିଙ୍ଗ ଭାରତୀ ସମ୍ମାନ' ପ୍ରଦାନ କରାଯିବ। ଜୀବନବ୍ୟାପୀ ସଙ୍ଗୀତ ସାଧନା ସହ ରୀତିଯୁଗୀୟ…

ଶୋରୁମ୍‌ରୁ ଚୋରି ହେଲା ୨୨୦ ହଳ ବ୍ରାଣ୍ଡେଡ୍ ଜୋତା, ହେଲେ ସବୁ ଥିଲା ଗୋଟିଏ ପାଦର

ପେରୁ: କାମଟି ଛୋଟ ହେଉ କି ବଡ଼ , ଏହା କରିବା ପାଇଁ କଠିନ ପରିଶ୍ରମ ଏବଂ ଉତ୍ସାହ ଆବଶ୍ୟକ କରେ । ଯଦି କୌଣସି କାମ ଉତ୍ସାହର ସହିତ କରା ନ ଯାଏ, ତାହାହେଲେ ସେହି ପରିଶ୍ରମର କୌଣସି ଲାଭ ନାହିଁ । ଆମେ ଆପଣଙ୍କୁ ଏହିପରି କିଛି ଚୋର ବିଷୟରେ କହିବୁ, ଯେଉଁମାନେ କମ୍ ପରିଶ୍ରମ କରି ଅଧିକ ରୋଜଗାର…

ଲିପଷ୍ଟିକ୍ ପରି ଓଠରେ ଚିଲି ଫ୍ଲେକ୍ ଲଗାଇଲେ ଯୁବତୀ: ଲୋକେ କହିଲେ ଏହା କେବଳ ମୂର୍ଖତା

ଫ୍ୟାଶନକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଅଜବ ଅଜବ ଭିଡ଼ିଓ ଦେଖିବାକୁ ମିଳେ । ସୋସିଆଲ ମିଡିଆରେ ଲୋକପ୍ରିୟ ହେବା ପାଇଁ ଏବଂ ଅନ୍ୟମାନଙ୍କଠାରୁ ଭିନ୍ନ ଦେଖାଯିବା ପାଇଁ ଯୁବକଯୁବତୀ ଏହିପରି ଫ୍ୟାଶନ ଧାରା ଗ୍ରହଣ କରୁଛନ୍ତି । ନିକଟରେ ଜଣେ ଯୁବତୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯିଏକି…

ଜନଜାତିଙ୍କ ଅଦ୍ଭୁତ ପାଦ: ଦେଖିବାକୁ ଠିକ୍ କପୋତ ପରି

ତାଞ୍ଜାନିଆ: ଦୁନିଆରେ ଅନେକ ପ୍ରକାରର ଜନଜାତି ବାସ କରନ୍ତି । ସେମାନେ ସାଧାରଣ ଲୋକଙ୍କଠାରୁ ନିଜକୁ ଦୂରେଇ ରଖିଥାନ୍ତିି । ଏହି ଜନଜାତିର ଜୀବନ ଶୈଳୀ, କଥାବାର୍ତ୍ତା, ଚାଲିଚଳନ ଓ ଖାଦ୍ୟପେୟ, ପୋଷାକ ସବୁ ଭିନ୍ନ । ଆଧୁନିକ ଯୁଗରେ ଯାହା ଘଟୁଛି, ଏହି ଲୋକମାନଙ୍କର ସେଥିପ୍ରତି କୌଣସି ସମ୍ପର୍କ…

ମହିଳା ତିଆରି କଲେ ମହଙ୍ଗା ପିଜା: ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନ୍ୟୁୟର୍କ: ସ୍କୁଲ ପିଲାଙ୍କଠାରୁ ଆରମ୍ଭ କରି କଲେଜ ଛାତଛାତ୍ରୀଙ୍କର ପିଜା ହେଉଛି ପ୍ରଥମ ପସନ୍ଦ ଖାଦ୍ୟ । ଏହି ପିଜାର ମୂଲ୍ୟ ବି ବହୁତ ମହଙ୍ଗା ନୁହେଁ । କିନ୍ତୁ ଆମେରିକାର ଜଣେ ମହିଳା ଏବେ ଏତେ ମହଙ୍ଗା ପିଜା ତିଆରି କରିଛନ୍ତି ଯେ, ତାହାର ମୂଲ୍ୟ ଜାଣିଲେ ଖାଇବା ତ ଦୂରର କଥା ଭାବିହେବ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ସେବିକା ଦେବଦାସୀ ବା ଭିତର ଗାଆଣୀ ଦେବଦାସୀଙ୍କ ବିଷୟରେ ଆଲୋଚନା ଜାରି ରହିଛି । ଦୈନଦିନ ସେବା ବିଷୟ ଆଲୋଚିତ ହୋଇଛି। ବର୍ତ୍ତମାନ ଆଲୋଚନା କରିବା ବିଭିନ୍ନ…

ନିମନ୍ତ୍ରଣ କାର୍ଡ଼ରେ ଅଜବ ସର୍ତ୍ତ : ଅତିଥିଙ୍କ ମଧ୍ୟରେ ଅସନ୍ତୋଷ, କହିଲେ ଏହା ଅପମାନଜନକ

ସମସ୍ତଙ୍କ ପାଇଁଁ ବିବାହ ହେଉଛି ସ୍ୱତନ୍ତ୍ର । ଏହି ଦିନକୁ ସ୍ମୃତି କରି ରଖିବାକୁ ସମେସ୍ତ ଚାହାଁନ୍ତି । ସେଥିଲାଗି ବହୁ ଦିନ ପୂର୍ବରୁ ପ୍ରସ୍ତୁତି ଚଳାଇଥାନ୍ତି । ବିବାହ ପୋଷାକ କିଣିବାଠାରୁ ଆରମ୍ଭ କରି ମଣ୍ଡପ ସାଜ୍ଜସଜ୍ଜା ସହିତ ଭୋଜିର ବ୍ୟବସ୍ଥା ମଧ୍ୟ କରାଯାଇଥାଏ । ଏଥିସହ ଅତିଥିମାନଙ୍କୁ…

ନିଆରା ଢଙ୍ଗରେ ବ୍ୟାଡ଼ମିଣ୍ଟନ ଖେଳ: ଗୋଟିଏ ରାକେଟ୍‌ରେ ଖେଳୁଛନ୍ତି ଦୁଇ ଯୁବତୀ

ସୋସିଆଲ ମିଡ଼ିଆରେ ଅଜବ ଅଜବ ଜିନିଷ ଦେଖିବାକୁ ମିଳିଥାଏ । ଆଉ କିଛି ଚମତ୍କାର ଖେଳ, ଷ୍ଟଣ୍ଟ, ଏପରିକି କିଛି ବ୍ୟକ୍ତିଙ୍କର ପ୍ରତିଭାର ଭିଡିଓ ମଧ୍ୟ ଦେଖିବାକୁ ମିଳିଥାଏ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହୋଇଛି, ଯେଉଁଥିରେ ଦୁଇ ଜଣ ଯୁବତୀ ଗୋଟିଏ…

କୁକୁର କଲା ରିଲ୍ସ , ଲୋକେ ଦେଖି ଆଶ୍ଚର୍ଯ୍ୟ

ଭାରତରେ ଟିକ୍‌ଟକ୍ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଅନେକ ପ୍ଲାଟଫର୍ମ ଏହାର ସ୍ଥାନ ନେବାକୁ ଚେଷ୍ଟା କଲା । କିନ୍ତୁ ଶେଷରେ ଇନଷ୍ଟାଗ୍ରାମର ଚାହିଦା ବେଶୀ ବଢିଗଲା । ଏବେ ସବୁଠୁ ଅଧିକ ରିଲ୍ସର ଧାରା ଆରମ୍ଭ ହୋଇଛି ଇନଷ୍ଟାଗ୍ରାମରେ । ରିଲ୍ସ କରିବାକୁ ଏବେ ସମସ୍ତେ ପାଗଳ ହୋଇଯାଇଛନ୍ତି । କେବଳ…

ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କଲେ ୧୧ ବର୍ଷର କୁନି ଝିଅ: ତାରା ଗଣିବାକୁ ରଖିଛନ୍ତି ସ୍ୱପ୍ନ

ମେକ୍ସିକୋ: ଯଦି ଆପଣଙ୍କୁ ପଚରାଯାଏ ଦୁନିଆର ସବୁଠାରୁ ବୁଦ୍ଧିମାନ ବ୍ୟକ୍ତି କିଏ? ନିଶ୍ଚିତ ଭାବରେ ଆପଣ ଆଲବର୍ଟ ଆଇନଷ୍ଟାଇନ କିମ୍ବା ଷ୍ଟିଫେନ୍ ହକିଙ୍ଗଙ୍କ ନାମ କହିବେ । କିନ୍ତୁ ମେକ୍ସିକୋର ଜଣେ କୁନି ଝିଅର ଜ୍ଞାନ ଉଭୟଙ୍କ ଅପେକ୍ଷା ତୀବ୍ର । ଏହି ଝିଅଟି ମାତ୍ର ୧୧ ବର୍ଷ ବୟସରେ…