Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

୧୦୬ ବର୍ଷ ବୟସରେ ବି ବୃଦ୍ଧା ଆଙ୍କୁଛନ୍ତି ସୁନ୍ଦର ଟାଟୁ

ଫିଲିପାଇନ୍ସ: ସାଧାରଣତଃ ୭୦-୮୦ ବର୍ଷ ବୟସ ପରେ ଲୋକଙ୍କ ଅବସ୍ଥା ଏପରି ହୋଇଯାଏ ଯେ, ସେମାନେ ଠିକ୍ ଭାବେ ଉଠିବା, ବସିବା ଏବଂ ଚାଲି ପାରନ୍ତି ନାହିଁ । ବିଶେଷକରି ଆଖି ଏବଂ କାନର ଶକ୍ତି ବହୁତ ଦୁର୍ବଳ ହୋଇଯାଏ । ତଥାପି, ଜଣେ ମହିଳା ଅଛନ୍ତି ଯିଏ ୧୦୬ ବର୍ଷ ବୟସରେ ମଧ୍ୟ ଟାଟୁ କରିବା ଭଳି…

ଅଜବ ଯାଆଁଳା ଭଉଣୀ: ସମାନ ଦେଖାଯିବା ପାଇଁ କରିଛନ୍ତି ଅସ୍ତ୍ରୋପଚାର, ଗୋଟେ ପୁଅକୁ ଭଲ ପାଆନ୍ତି

ଅଷ୍ଟ୍ରେଲିଆ: କଥାରେ ଅଛି ବଡ଼ ଭଉଣୀ ମାଆ ସମାନ । ବଡ଼ ଭଉଣୀ ମା’ ପରି ସାନଭଉଣୀର ଯତ୍ନ ନିଏ । କିନ୍ତୁ ଏମିତି ଏକ ଯାଆଁଳା ଭଉଣୀ ଅଛନ୍ତି,ଯିଏ ସବୁ ସମାନ କରିବା ସହ କେହି କାହାକୁ ଛାଡ଼ି ରହି ପାରନ୍ତି ନାହିଁ । ଏମିତି କି ଗୋଟିଏ ବୟଫ୍ରେଣ୍ଟକୁ ଭଲ ପାଉଥିବାରୁ ଏବେ ଏହି ଯାଆଁଳା ଭଉଣୀ ଚର୍ଚ୍ଚାରେ…

କୁକୁରର ଧୁମ୍‌ଧାମରେ ପାଳନ ହେଲା ଜନ୍ମଦିନ, ନିମନ୍ତ୍ରିତ ହେଲେ ବହୁ କୁକୁର

ଦୁନିଆରେ ପଶୁପ୍ରେମୀଙ୍କ ଅଭାବ ନାହିଁ । ଲୋକମାନେ କୁକୁର ଏବଂ ବିଲେଇମାନଙ୍କୁ ରଖିବାକୁ ଏତେ ଭଲ ପାଆନ୍ତି ଯେ, ବେଳେବେଳେ ସେମାନଙ୍କୁ ନିଜ ଜୀବନରେ ସ୍ୱତନ୍ତ୍ର ସ୍ଥାନ ଦେଇଥାନ୍ତି । ଯେଉଁମାନେ ପଶୁମାନଙ୍କୁ ରଖନ୍ତି ସେମାନେ ତାଙ୍କୁ ନିଜ ପିଲାମାନଙ୍କ ପରି ଯତ୍ନ ନିଅନ୍ତି । ଯଦି ଏହି ପୋଷା…

ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କ ଦୁଇଦିନିଆ କର୍ମଶାଳା ତଥା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲ୍ଲାର ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କୁ ନେଇ ଆୟୋଜିତ ହୋଇଥିବା ଦୁଇଦିନିଆ କର୍ମଶାଳା ତଥା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି କର୍ମଶାଳାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏବଂ…

ଗୌତମ ବୁଦ୍ଧଙ୍କ ମୁକ୍ତ ବିଚାର

'ବୁଦ୍ଧ ପୂର୍ଣ୍ଣିମା' ଉପଲକ୍ଷେ ରାଜଲକ୍ଷ୍ମୀ ତ୍ରିପାଠୀଙ୍କ ଆଲେଖ୍ୟ  ମହାନୁଭବ ମହାତ୍ମା ବୁଦ୍ଧଙ୍କ ବିଚାର ଏକ ମୁକ୍ତ ବିଚାର। ଏକ ମୁକ୍ତ ସ୍ବାଧୀନ ଜୀବନଜୀଇଁବାର ମାର୍ଗ। ସ୍ବାମୀ ବିବେକାନନ୍ଦଙ୍କ ଭାଷାରେ ବୁଦ୍ଧ ଜଣେ ବ୍ୟକ୍ତି ନୁହନ୍ତି ସେ ଏକ ଉପଲବ୍ଧି। ବୁଦ୍ଧତ୍ବ ଏକ ଜ୍ଞାନାଲୋକ ଯାହା…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ଓ ବିଚିତ୍ର ସେଵାର ପରମ୍ପରାକୁ ଅନୁଧ୍ୟାନ କଲେ ଆଶ୍ଚର୍ଯ୍ୟ ଲାଗେ। ସତରେ ଏତେ ପ୍ରକାର ସେବକ ଗୋଷ୍ଟି ତିଆରି କରିବାର ପ୍ରକୃତ ବିନ୍ଧାଣି କିଏ। କାହା…

ଅଦ୍ଭୁତ ଦୃଶ୍ୟ: ତାରା ଗିଳିଦେଲା ଗ୍ରହକୁ

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ଶୁକ୍ରବାର ଏକ ଅଦ୍ଭୂତପୂର୍ଣ୍ଣ ଦୃଶ୍ୟ ରେକର୍ଡ କରିଛନ୍ତି । ଯେଉଁଥିରେ ଏକ ନଷ୍ଟ ହେଉ ଯାଉଥିବା ନକ୍ଷତ୍ର କିପରି ଗୋଟିଏ ଗ୍ରହକୁ ଗିଳି ଦେଉଛି ତାହା ଦେଖିବାକୁ ମିଳିଛି । ଗ୍ରହର ଆକୃତି ବୃହଷ୍ପତି ପରି ହୋଇଥିବା ବେଳେ ନକ୍ଷତ୍ର ସୂର୍ଯ୍ୟଙ୍କ ସଦୃଶ । ଏହି…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ସେବା ପରମ୍ପରା ଭିତରେ ଅନେକ ସେବକ ଏଭଳି ଭାବରେ ଅଛନ୍ତି ଯେ ଯାହାଙ୍କ ବିଷୟରେ ଆମେ ସାଧାରଣତଃ ଖୁବ କମ ଜାଣିଥାଉ। କିନ୍ତୁ ଏହି ସେବକମାନଙ୍କ ସେଵା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। .ସେଥିମଧ୍ୟରୁ ମଣ୍ଡଣି ସେବା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଓ ସେବକ ଏହି କ୍ରମରେ ଆମେ ଆଜି ଆଲୋଚନା କରିବା ଦୁଇ ସେବକଙ୍କ ବିଷୟରେ ପାଣିଆପଟ ଓ ଦର୍ପଣିଆ -ବଇରଖିଆ. ଉଭୟ ସେବା ବଂଶାନୁକ୍ରମିକ ତଥା ଶାଢ଼ୀବନ୍ଧା ସେବା ।…

ମଣିଷ ପାଲଟିଗଲା କୁକୁର: ପାଣି ପରି ଖର୍ଚ୍ଚ କଲେ ଟଙ୍କା

ଜାପାନ: ସମସ୍ତଙ୍କର ସଉକ ଭିନ୍ନ ଭିନ୍ନ ରହିଥାଏ । ଆଉ କିଛି ଲୋକ ନିଜ ସଉକକୁ ପୂରଣ କରିବା ପାଇଁ ପାଣି ପରି ପଇସା ଖର୍ଚ୍ଚ କରିବାକୁ ପଛାନ୍ତି ନାହିଁ । ଜାପାନର ଏମିତି ଜଣେ ଯୁବକ ନିଜ ସଉକକୁ ପୂରଣ କରିବାକୁ ଯାଇ ନିଜକୁ କୁକୁର ବନାଇ ଦେଇଛନ୍ତି । ଏଥିଲାଗି ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି…