Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସମ୍ମୁଖରୁ ଆସନ୍ତୁ ପ୍ରବେଶ କରିବା ଓ ଜାଣିବା ପ୍ରଭୁଙ୍କୁ ଘେରି ରହିଥିବା ପାର୍ଶ୍ଵ ଦେବାଦେବୀଙ୍କ ସମ୍ପର୍କରେ । ଖାଲି ଦେବlଦେବୀଙ୍କ ସମ୍ପର୍କରେ…

ଗୋବରରେ ଦୀପ ପ୍ରସ୍ତୁତ କରୁଛନ୍ତି ଶିକ୍ଷକ

ବ୍ରହ୍ମପୁର: ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗୀ ହାଇସ୍କୁଲର କମ୍ପୁଟର୍‌ ଶିକ୍ଷକ ନଳିନୀକାନ୍ତ ସାହୁ ଗୋବରରେ ଦୀପ ପ୍ରସ୍ତୁତ କରୁଛନ୍ତି। ଏଥି ସହିତ ପ୍ରଦୁଷଣ ମୁକ୍ତ ଦୀପାବଳି ନେଇ ବାର୍ତ୍ତା ଦେଉଛନ୍ତି। ତାଙ୍କର ଏଭଳି କାର୍ଯ୍ୟକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଥିବା ସହ ଅନେକ…

କୁନୁରର ଡଲଫିନ୍ ନୋଜ୍ ପର୍ଯ୍ୟଟକଙ୍କୁ କରେ ଆକୃଷ୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତରେ ଏପରି ଅନେକ ପର୍ଯ୍ୟଟନସ୍ଥଳ ଅଛି, ଯେଉଁଠାର ସୁନ୍ଦର ଦୃଶ୍ୟ ମନରେ ଚିରସ୍ମରଣୀୟ ହୋଇ ରହିଯାଏ। ଆଜି ଆମେ ଆଲୋଚନା କରିବା କୁନୁର ହିଲ୍ ଷ୍ଟେସନ ସମ୍ପର୍କରେ। ଏଠାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବିମୋହିତ କରେ। କୁନୁର ତାମିଲନାଡୁରେ ଅବସ୍ଥିତ। କୁନୁର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଆଦି ସ୍ୱରୂପ ଶ୍ରୀନୃସିଂହଙ୍କୁ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ମଧ୍ୟରେ ବିଭିନ୍ନ ନାମରେ ଓ ବିଭିନ୍ନ ରୂପରେ ବିରାଜିତ ହୋଇଥିବାର ବିବରଣୀ ଆମେ ଜାଣିଲେ। ଏତେ ସବୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୧୭ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ନୃସିଂହ ଉପାସନାର ପ୍ରଚଳନ ଅତ୍ୟନ୍ତ ପ୍ରାଚୀନ ଓ ଗୁରୁତ୍ୱ ପୂର୍ଣ୍ଣ। ସେହିପରି ଶ୍ରୀକ୍ଷେତ୍ରରେ ନୃସିଂହ ଠାକୁରଙ୍କ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୧୬  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଓ ଶ୍ରୀ ନୃସିଂହ ଏକ ଓ ଅଭିନ୍ନ ଭାବରେ ଅନେକ ଶାସ୍ତ୍ର ଓ ପୁରାଣ ବର୍ଣ୍ଣନା କରିଛନ୍ତି । ଅଧିକାଂଶ ଶାସ୍ତ୍ର ଶ୍ରୀନୃସିଂହଙ୍କୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ…

ଟଏଲେଟ ସହ ଯୋଡି ଦିଆଗଲା ହ୍ୟାଣ୍ଡ ୱାଶ୍ ବେସିନ୍, ଫଟୋ ଭାଇରାଲ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସମୟ ଯେତେ ଗଡୁଛି ଆଗାମୀ ଭବିଷ୍ୟତ ଏକ ଭଲ ଏବଂ ସ୍ଥାୟୀ ଦିଗକୁ ଗତି କରିବାକୁ ଚେଷ୍ଟା କରୁଛି। ବସ୍ତୁକୁ ପ୍ରଭାବଶାଳୀ ଏବଂ ଦକ୍ଷ ଉପଯୋଗକୁ ବଢାଇବା ପାଇଁ ଅନେକ ଉଦ୍ଭାବନ ଏବଂ ଆବିଷ୍କାର କରାଯାଉଛି। ଆପଣ ନିଶ୍ଚିତ ଭାବୁଥିବେ ହଠାତ୍ କାହିଁକି ଆମେ ଏ ବିଷୟରେ ଆଲୋଚନା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୧୫  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନବକଳେବର ନୀତିରେ ନୃସିଂହ ମନ୍ତ୍ର ପ୍ରୟୋଗ କଥା ଆଲୋଚନା କରୁଥିଲେ। ଆସନ୍ତୁ ଜାଣିବା ସେ ମନ୍ତ୍ର । ଓଁ ଉଗ୍ରଂବୀରଂ ମହାବିଷ୍ଣୁଂ, ଜଳନ୍ତଂ…

ଭାରତର ସ୍କଟଲ୍ୟାଣ୍ଡକୁ କେବେ ବୁଲିଯାଇଛନ୍ତି କି ?

ଓଡ଼ିଶା ସମ୍ୱାଦ ବ୍ୟୁରୋ: ଭ୍ରମଣ କରିବାକୁ ଭଲପାଉଥିବା ଲୋକେ ପ୍ରାୟତଃ ସୁନ୍ଦର ସ୍ଥାନ ଖୋଜନ୍ତି। ଆଜି ଆମେ ଭ୍ରମଣକାରୀଙ୍କୁ ଏକ ସୁନ୍ଦର ସ୍ଥାନ ବିଷୟରେ କହିବାକୁ ଯାଉଛୁ। ଏହି ସ୍ଥାନଟି ଏତେ ସୁନ୍ଦର ଯେ ଏହାକୁ ‘ସ୍କଟଲ୍ୟାଣ୍ଡ୍ ଅଫ୍ ଇଣ୍ଡିଆ’ର ମାନ୍ୟତା ଦିଆଯାଇଛି। ଏହି ସ୍ଥାନଟି…

ମୁମ୍ବାଇରେ ପାଳିତ ହେଲା କୁମାର ପୂର୍ଣ୍ଣିମା ଉତ୍ସବ

ମୁମ୍ବାଇ : ଓଡ଼ିଶା ବାହାରେ ରହି ଓଡ଼ିଆତ୍ୱକୁ ବଜାୟ ରଖିବା ପାଇଁ ପ୍ରବାସୀ ଓଡ଼ିଆମାନେ ସବୁବେଳେ ପ୍ରୟାସ ଜାରି ରଖିଥାନ୍ତି । ନିକଟରେ ନବୀ ମୁମ୍ବାଇ ଅଞ୍ଚଳରେ ତିରିଶ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାର୍ଯ୍ୟ କରି ଆସୁଥିବା ସାମାଜିକ ସଂସ୍ଥା ବମ୍ବେ ଓଡ଼ିଆ ଓମେନ୍ସ ଆସୋସିଏସନ୍ସ ବା ବୋଆ ପକ୍ଷରୁ…