Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶ୍ରୀକ୍ଷେତ୍ରରେ ଶ୍ରୀରାମ ଜନ୍ମରୁ ପାରମ୍ପରିକ ସାହିଯାତ ଆରମ୍ଭ

 ପୁରୀ:  ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପାରମ୍ପରିକ ସାହିଯାତ | ଶ୍ରୀମନ୍ଦିର ରୀତିନୀତି ସହ ସମ୍ପୃକ୍ତ ଏହି ସାହିଜାତରେ ଶ୍ରୀରାମ ଜନ୍ମ ଠାରୁ ଆରମ୍ଭ କରି ରାମାଭିଷେକ ପର୍ଯ୍ୟନ୍ତ ଚାଲିବ | ଗତକାଲି ପ୍ରଥମ ଦିନରେ କାଳିକାଦେବୀ ସାହି ପକ୍ଷରୁ ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମନୀତି କରାଯାଇଥିବା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୩୯  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟଭି ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ତଥା ଶ୍ରୀବିଗ୍ରହମାନଙ୍କରେ ଥିବା ସ୍ୱତନ୍ତ୍ରତା ଆମେ ବିଚାରକୁ ନେଇ ଗତକାଲି ବାଇଶି ପାହାଚ ଉପରେ କିଛି ପ୍ରଶ୍ନ କରିଥିଲେ ।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୩୮ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଓ ମର୍ଯ୍ୟାଦା ପୁରୁଷ ଶ୍ରୀରାମ, ଜଣେ ଅବତାରୀ ଓ ଜଣେ ଅବତାର । ଅବଶ୍ୟ ଅନେକ କ୍ଷେତ୍ରରେ ଅବତାରୀ ଓ ଅବତାର ଉଭୟଙ୍କୁ ସମାନ କରାଯାଇଛି । ଏହା ଆତ୍ମା ପରମାତ୍ମା…

ଲୋକସଭା ଦର୍ଶକଙ୍କ ପାଇଁ ଖୁବ୍ ଶୀଘ୍ର ଖୋଲିବ, କହିଲେ ବାଚସ୍ପତି

ଗୁଆହାଟ୍ଟୀ: ଖୁବ୍ ଶୀଘ୍ର ସାଧାରଣ ଲୋକଙ୍କ ପାଇଁ ଖୋଲିବ ଲୋକସଭା ଦର୍ଶକ ଗ୍ୟାଲେରୀ । କୋଭିଡ ପାଇଁ ଦୁଇ ବର୍ଷ ହେଲାଣି ଏହା ଉପରେ ପ୍ରତିବନ୍ଧକ ଲାଗିଥିଲା । ଏନେଇ ଲୋକସଭା ବାଚସ୍ପତି ଶନିବାର ସୂଚନା ଦେଇଛନ୍ତି । ଗୁଆହାଟ୍ଟୀ ଗସ୍ତରେ ଯାଇ ବାଚସ୍ପତି ଓମ ବିର୍ଲା ଏହି ସୂଚନା ଦେଇଛନ୍ତି ।…

ବୁଷ୍ଟର ଡୋଜର ଦିନକ ଆଗରୁ କମିଗଲା ଟୀକା ଦର

ଭୁବନେଶ୍ୱର: ସାରା ଦେଶରେ ଏପ୍ରିଲ ୧୦ରୁ କରୋନା ଟୀକାର ବୁଷ୍ଟର ଡୋଜ ଦିଆଯିବ । ଏହାର ଦିନକ ପୂର୍ବରୁ କମିଯାଇଛି ଟୀକାର ଦର । ସରକାର ଉଭୟ କୋଭିସିଲ୍ଡ ଓ କୋଭାକ୍ସିନ ଟୀକାକୁ ସର୍ବସାଧାରଣ ପାଇଁ ମାଗଣା କରିଛନ୍ତି । କିନ୍ତୁ ସ୍ୱେଚ୍ଛାକୃତ ଭାବେ ବେସରକାରୀ ଡାକ୍ତରଖାନାରେ ନେଉଥିବା…

ମରିଚି କୁଣ୍ଡ ପାଣି: ୧ଲକ୍ଷ ୭୭ହଜାର ଟଙ୍କାରେ ନିଲାମ ହେଲା ୨ କଳସ

ଭୁବନେଶ୍ୱର : ସରିଛି ରୁକୁଣା ରଥ ପ୍ରତିଷ୍ଠା। ମହାଖଳାରେ ଠିଆ ହୋଇଥିବା ରଥରେନେତ ବନ୍ଧା ହେବା ସହିତ ମରୀଚି କୁଣ୍ଡର ଜଳରେ ପ୍ରତିଷ୍ଠା କରାଯାଇଛି। ଶନିବାର ବିଧି ଅନୁସାରେ ପୂଜାର୍ଚ୍ଚନା ହେବା ପରେ ରଥରେ ସଖି, ଘୋଡା ଯୋଚା ଯାଇଛି। ପବିତ୍ର ଅଶୋକାଷ୍ଟମୀରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୩୭  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଏମିତି ସାଧାରଣ ଭାବରେ କେହି ପରଂବ୍ରହ୍ମ କହିନାହାନ୍ତି, ସ୍କନ୍ଦ ପୁରାଣ ସ୍ପଷ୍ଟ ଭାବରେ ବର୍ଣ୍ଣନା କରିଛି " ଦାରବୀ ମୂର୍ତ୍ତିରେ ଷେତି ପ୍ରତିମା…

ଅଶୋକାଷ୍ଟମୀ

ସୁକାନ୍ତ ପଣ୍ଡା  ହିନ୍ଦୁ ଧର୍ମୀୟ ପରମ୍ପରାରେ ରଥଯାତ୍ରା ଏକ ଅନନ୍ୟ ଉତ୍ସବ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ସାରା ବିଶ୍ବର ଏକ ପ୍ରମୁଖ ଲୋକପ୍ରିୟ ଧର୍ମୀୟ ଉତ୍ସବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆମ ଦେଶର ଅନେକ ଭାଗରେ ବିଶେଷତଃ ଦକ୍ଷିଣାଞ୍ଚଳ ରାଜ୍ୟ ମାନଙ୍କର ଅନେକ…

କୋଭିଡ ମୃତ୍ୟୁର ଆର୍ଥିକ ସହାୟତା ପାଇଁ ମେ ୨୮ ସୁଦ୍ଧା ଆବେଦନ, ମିଳିବ ୫୦ ହଜାର

ଭୁବନେଶ୍ୱର: କୋଭିଡ ଜନିତ ମୃତ୍ୟୁ ପାଇଁ ସରକାରଙ୍କ ପକ୍ଷରୁ ଆତ୍ମୀୟ ସ୍ୱଜନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ୫୦ ହଜାର ଟଙ୍କାର ଏହି ସହାୟତା ସକାଶେ ଆବେଦନ ପ୍ରକ୍ରିୟା ଦୁଇ ପ୍ରକାର ରହିଛି । ଉଭୟ ଅଫଲାଇନ ଓ ଅନଲାଇନ ଜରିଆରେ ମୃତକଙ୍କ ସଂପର୍କୀୟ ଆବେଦନ କରିପାରିବେ । ଅନଲାଇନରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୩୬ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଏକ ବିଶେଷ ଲୀଳା ଆଜି ସମ୍ପାଦିତ ହୁଏ। "ହରି ଉତଥାପନ ନୀତି "। ଏହି ନୀତି କଥା ଆଲୋଚନା କରିବା ପୂର୍ବରୁ ମନରେ ପ୍ରଶ୍ନ ଉଠେ ହରି କଣ ଶୋଇଥିଲେ କି? ତେବେ…