Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଭାରତରେ ଧୀରେ ଧୀରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିଲ୍ଲୀ-ମୁମ୍ବାଇ ଅଧିକ ସମ୍ବେଦନଶୀଳ

ନୂଆଦିଲ୍ଲୀ: ଭାରତରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଶ୍ୱର ଅନ୍ୟ ଦେଶମାନଙ୍କ ଅପେକ୍ଷା ଭାରତରେ ଆକ୍ରନ୍ତଙ୍କ ସଂଖ୍ୟା କମ୍ । କିନ୍ତୁ ସ୍ଥିତି ଚିନ୍ତାଜନକ । ଗୁରୁବାର ଦେଶରେ ୧୦୦୭ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହ ଆଜି ପର୍ଯ୍ୟନ୍ତ ସମୁଦାୟ…

[ଦେଖନ୍ତୁ ଭିଡିଓ] ପଣାସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପବିତ୍ର ପଣାସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସେ ଏକ ଭିଡିଓ ବାର୍ତ୍ତା ଦେଇ କହିଛନ୍ତି, ପବିତ୍ର ପଣାସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷ ଅବସରରେ ଆପଣମାନଙ୍କୁ ଅଭିନନ୍ଦନ ଜଣାଉଛି।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୨  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ତ୍ରିମୁର୍ତ୍ତୀ ବା ଚତୁର୍ଦ୍ଧା ମୂର୍ତ୍ତି ଏହି ପ୍ରସଙ୍ଗରେ ଆଦିକବି ସାରଳା ଦାସଙ୍କ ତ୍ରିମୁର୍ତ୍ତୀ ବର୍ଣ୍ଣନା ପରି ବା ତାହାରି ଅଵଲମ୍ବନରେ କବି ନୀଳାମ୍ବର…

[ଦେଖନ୍ତୁ ଭିଡିଓ] ପାରମ୍ପରିକ ସାହିଯାତର ତୃତୀୟ ଦିବସ ଏକାଦଶୀ ତିଥିରେ ସୀତାବିବାହ

ପୁରୀ:  ଶ୍ରୀରାମ ନବମୀ ଠାରୁ ଶ୍ରୀକ୍ଷେତ୍ରରେ ପାରମ୍ପରିକ ସାହିଯାତ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ରୀତିନୀତି ସହ ଜଡିତ ସାହିଯାତର ତୃତୀୟ ଦିବସ ଏକାଦଶୀ ତିଥିରେ ସୀତାବିବାହ ପ୍ରସ୍ତାବ ଓ ପର୍ଶୁରାମ ଅନୁଷ୍ଠିତ ହୋଇଯାଇଛି । ହରଚଣ୍ଡୀ ସାହି ଆଖେଡା ପକ୍ଷରୁ ଏହି ଚରିତ୍ର ଗୁଡିକ ପରିବେଷଣ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୧ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ତ୍ରିମୁର୍ତ୍ତୀ ରୁପ, ଚତୁବୃହ୍ୟ ରୁପ ଅବା ରତ୍ନବେଦିରେ ପୂଜିତ ସପ୍ତବରଣ ସ୍ୱରୂପ ଆମେ ଆଲୋଚନା କରିଲେ। ମୁଖ୍ୟତଃ ଏହି ମୂର୍ତ୍ତି ତତ୍ତ୍ୱର ପୌରାଣିକ ବିଶ୍ଲେଷଣ…

[ଦେଖନ୍ତୁ ଭିଡିଓ] ରହସ୍ୟମୟୀ ଗଛରେ ଇନ୍ଦ୍ରଧନୁର ସାତ ରଙ୍ଗ

ଭୁବନେଶ୍ୱର : ପ୍ରକୃତିର ବିଚିତ୍ର ନିୟମ। ଆଖି ସାମନାରେ ଦେଖିଲେ ବି ତାର ଅସ୍ତିତ୍ୱ ସମ୍ପର୍କରେ ବୁଝି ହୁଏନି । ଏମିତି ଏକ ବିଚିତ୍ର ଗଛ। ଯେଉଁଥିରୁ ବକ୍କଳ ବାହାରିଲା ପରେ ଗଛରେ ଇନ୍ଦ୍ରଧନୁର ଭ୍ରମ ସୃଷ୍ଟିି ହୋଇଥାଏ । ଏହା ବି ଏକ ସାଧାରଣ ଗଛ ହେଲେ ଏଥିରେ ଇନ୍ଦ୍ରଧନୁର ସାତ ରଙ୍ଗର ସମାହାର।…

୪୦ ମିଲିଅନ ଭାରତୀୟ ଟୀକା ୟୁରୋପ ଓ ଅଷ୍ଟ୍ରେଲିଆକୁ ରପ୍ତାନୀ ହୋଇଛି

ଭୁୁବନେଶ୍ୱର: ଭାରତରେ ପ୍ରଥମ ଥର ପ୍ରସ୍ତୁତ ଟୀକା, ଯାହା ୟୁରୋପୀୟ ଦେଶ ଗୁଡ଼ିକୁ ବିକ୍ରି କରାଯାଇଛି । କେବଳ ୟୁରୋପ ନୁହେଁ । ଦ୍ୱୀପ ମହାଦେଶ ଅଷ୍ଟ୍ରେଲିଆକୁ ମଧ୍ୟ ଭାରତୀୟ ଟୀକା ରପ୍ତାନୀ କରାଯାଇଛି । ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ବୁଷ୍ଟର ଡୋଜ ପାଇଁ ୨୦୦ ମିଲିଅନ କୋଭିସିଲ୍ଡ ଟୀକା ଷ୍ଟକ୍…

ଚକୋ ଚିପ୍ସ ବଦଳରେ ପିମ୍ପୁଡ଼ି ଚିପ୍ସ ବିସ୍କୁଟ ଖାଇଦେଲେ ତରୁଣୀ

ଭୁବନେଶ୍ୱର: ମିଠା ବିସ୍କୁଟ ଆଉ କୁକିସ୍ ପ୍ରାୟ ଲୋକ ପସନ୍ଦ କରନ୍ତି । ଚକୋ ଚିପ୍ସ ନହେଲେ ଚିନି, ଡ୍ରାଏ ଫ୍ରୁଟ୍ ସିଡ୍ସ କୁକିସ ଆଉ ବିସ୍କୁଟର ମଜା ତ ପୂରା ନିଆରା । ଏମିତି ବିସ୍କୁଟର ବି କିଛି ତିକ୍ତ ଅନୁଭୂତି ସଭିଙ୍କର ଥିବ ନିଶ୍ଚୟ । ବେଳେବେଳେ କେହି କେବେ ସିପା କିମ୍ବା ଫିମ୍ପି…

କର୍ମଚାରୀଙ୍କୁ ୧୦୦ଟି କାର୍ ଉପହାର ଦେଲା ଚେନ୍ନାଇର ଆଇଟି କମ୍ପାନୀ

ଚେନ୍ନାଇ: କରୋନା ମହାମାରୀ ଭିତରେ ସାରା ବିଶ୍ୱ ଆର୍ଥିକ ମାନ୍ଦାବାସ୍ଥାକୁ ଆସିଗଲା । ପ୍ରଭାବିତଙ୍କ ସଂଖ୍ୟା ମାତ୍ରାଧିକ । ହେଲେ କିଛି ଅଣପ୍ରଭାବିତ ସଂସ୍ଥା ଏହି ଆଳରେ ଦରମା କାଟ୍ ସୁଯୋଗ ପାଇଗଲେ । କିନ୍ତୁ ଏମିତି କିଛି ସଂସ୍ଥା ଅଛନ୍ତି, ଏଭଳି ଦୁର୍ଦ୍ଦିନ ଭିତରେ ବି କର୍ମଚାରୀଙ୍କ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୦ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରତ୍ନବେଦୀ ପାର୍ଶ୍ଵରେ ପହଞ୍ଚି ସାରିଲେ ଶରୀରର ଆନନ୍ଦମୟ କୋଷ ଜାଗ୍ରତ ହୋଇ ଦେହlତୀତ ଭାବ ସହ ସୁକ୍ଷ୍ମ ଶରୀରର ଅନୁଭୂତି ଆସେ। ସାଧକ ଓ ଯୋଗୀ ଋଷି…