Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଲଞ୍ଚ ହେଲା Android 16; ନୋଟିଫିକେସନରେ ମିଳିବ ଲାଇଭ୍ ଲୋକେସନ୍ ଆହୁରି…

ନୂଆଦିଲ୍ଲୀ: ଗୁଗୁଲ୍ ବୁଧବାର ଦିନ ନିଜର ନୂତନ ମୋବାଇଲ୍ ଅପରେଟିଂ ସିଷ୍ଟମ୍ ଆଣ୍ଡ୍ରଏଡ୍ ୧୬ ରୋଲ୍ ଆଉଟ୍ କରିଛି, ଯାହାର ଆରମ୍ଭ ପିକ୍ସେଲ ଡିଭାଇସ ସହ କରିଛି । ଏହି ଅପଡେଟ୍‌ରେ ଲାଇଭ୍ ଆକ୍ଟିଭିଟିଜ୍ ଭଳି ରିଅଲ୍-ଟାଇମ୍ ଫିଚର୍ ଏବଂ ଆଡଭାନ୍ସଡ୍ ପ୍ରୋଟେକ୍ସନ୍ ଭଳି ସିକ୍ୟୁରିଟି ଫିଚର ରହିଛି।…

ବିମାନର ଇନ୍ଧନ ଟାଙ୍କି କେଉଁଠି ଥାଏ, ଦୁର୍ଘଟଣା ପରେ କିପରି ଲାଗେ ନିଆଁ? ଜାଣନ୍ତୁ…

ନୂଆଦିଲ୍ଲୀ: ଗୁଜୁରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାଟି ଅହମ୍ମଦାବାଦର ମେଘାନିନଗର ଅଞ୍ଚଳରେ ଘଟିଛି। କୁହାଯାଉଛି ଯେ ବିମାନଟି ଉଡ଼ାଣ ଭରିବାର ତୁରନ୍ତ ଅଳ୍ପ ସମୟରେ ଭିତରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହା ପରେ ଲୋକମାନେ ଆକାଶରେ ଧୂଆଁ…

ବିମାନ ଦୁର୍ଘଟଣା ହେଲେ ପ୍ରଥମେ ଖୋଜାଯାଏ ଏହି ଜିନିଷ…..

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦରେ ବଡ ବିମାନ ଦୁର୍ଘଟଣା ଘଟିଛି । ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏୟାର ଇଣ୍ଡିଆର ଯାତ୍ରୀବାହୀ ବିମାନ ବୋଇଂ ଡ୍ରିମଲାଇନର ୭୮୭ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଅହମ୍ମଦାବାଦର ମେଘାନି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନ ଦୁର୍ଘଟଣା ପରେ…

ଶ୍ରୀ ଭାଗବତ ସାର ୬୫: ପଞ୍ଜୁରୀ ଭିତରେ ଶୁକପକ୍ଷୀ ଶ୍ରୀରାଧାଙ୍କଠାରୁ କୃଷ୍ଣ ଭକ୍ତି ଗାଥା ଶୁଣି ପକ୍ଷୀ ଜନ୍ମରୁ ମୁକ୍ତି…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଓ ମହାମୁନି ଶୁକଦେବଙ୍କ ସମ୍ପର୍କ ଅତ୍ୟନ୍ତ ନିବିଡ଼ ତଥାପି ଶୁକଦେବଙ୍କ ଜନ୍ମ ବୃତ୍ତାନ୍ତ ଓ ଶ୍ରୀମଦ ଭାଗବତ ପ୍ରାପ୍ତି ଆଜିବି ଗବେଷଣା ସାପେକ୍ଷ ବିଷୟ ହୋଇରହିଛି। କେବଳ କିଛି କିମ୍ବଦନ୍ତୀକୁ ଆଧାର କରି ଲୋକ ମୁଖରେ…

କେଉଁ ଦେଶର ଲୋକେ ସବୁଠାରୁ ଅଧିକ ମୋବାଇଲ ଫୋନ୍ ବ୍ୟବହାର କରନ୍ତି? ଜାଣନ୍ତୁ ଭାରତର ସ୍ଥାନ କେତେ…

ନୂଆଦିଲ୍ଲୀ: ଆଜିର ଦିନରେ ମୋବାଇଲ୍ କେବଳ ଏକ ଉପକରଣ ନୁହେଁ, ବରଂ ଏହା ଜୀବନ ସାଥୀ ପାଲଟିଛି। ଏବେ ମୋବାଇଲ୍ ଫୋନ୍ ଆଉ କେବଳ କଲ୍ କରିବାର ଏକ ମାଧ୍ୟମ ନୁହେଁ, ବରଂ ଏହା ଏକ କ୍ୟାମେରା, ଏକ ଶିକ୍ଷକ, ଏକ ଗେମିଂ ଡିଭାଇସ୍ ଏବଂ ସାମାଜିକ ଜଗତ ସହିତ ସଂଯୋଗ ସ୍ଥାପନ କରିବାର ସହଜତମ ଉପାୟ। ଅନେକ…

ଏପରି ଆପଣଙ୍କ iPhone ରେ ନୂଆ ଅପରେଟିଂ ସିଷ୍ଟମ iOS 26 ଇନଷ୍ଟଲ୍ କରନ୍ତୁ…

ଭୁବନେଶ୍ବର: ଆପଲ୍ ଆନୁଷ୍ଠାନିକ ଭାବରେ ଲାଟେଷ୍ଟ ଅପରେଟିଂ ସିଷ୍ଟମ iOS 26 ର ପ୍ରଥମ ଡେଭଲପର୍ ଅପଡେଟ୍ ଜାରି କରିଛି। ଏହି ଅପଡେଟ୍ ଆଇଫୋନକୁ ଏକ ସମ୍ପୂର୍ଣ୍ଣ ନୂତନ ଲୁକ୍ ଦେଉଛି ଏବଂ ଏଥିରେ ଅନେକ AIଫିଚର ମଧ୍ୟ ଯୋଡାଯାଇଛି। ଆପଲ୍‌ iOS 26 ଅପଡେଟ୍‌ ସହିତ ଆଇଫୋନକୁ ଅନେକ ନୂଆ ଦକ୍ଷତା…

ଶ୍ରୀ ଭାଗବତ ସାର ୬୪: ଶ୍ରୀମଦ ଭାଗବତର ପ୍ରଚାର ପ୍ରସାରରେ ଶୁକଦେବଙ୍କ ଭୂମିକା ନିଶ୍ଚିତ ସ୍ୱୀକାର୍ଯ୍ୟ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଶୁକଦେବଙ୍କ ଜନ୍ମ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନିରବ ଥିବା ସମୟରେ ଶିବପୁରାଣ, ଲିଙ୍ଗ ପୁରାଣ ଓ ପଦ୍ମକଳ୍ପ ଟୀକା ଭାଗବତରୁ ଆନିତ ପ୍ରଥମ କିମ୍ବଦନ୍ତୀଟି ଗ୍ରହଣୀୟ ହୁଏ ନାହିଁ। କାରଣ ଅନେକ ଗବେଷକ ମତ ଦିଅନ୍ତି ଯଦି ମୃତ…

ଅସମ୍ଭାଳ ତାତିରେ ଛଟପଟ ଦେଶବାସୀ: ସର୍ବାଧିକ କେତେ ତାପମାତ୍ରା ସହିପାରେ ମଣିଷ?

ନୂଆଦିଲ୍ଲୀ: ପ୍ରତିବର୍ଷ ପରି, ଚଳିତ ବର୍ଷ ମଧ୍ୟ ପ୍ରବଳ ଗରମ ହେଉଛି। ଉତ୍ତର ଭାରତର ଅନେକ ରାଜ୍ୟରେ ପାରଦ ନିରନ୍ତର ବୃଦ୍ଧି ପାଉଛି। ଜୁନ୍ ପ୍ରାମ୍ଭରେ, ଦିଲ୍ଲୀବାସୀ ଗରମରେ ଛଟପଟ ହେଉଥିଲେ। ପାଣିପାଗ ବିଭାଗ ଅନୁଯାୟୀ ସୋମବାର ଦିଲ୍ଲୀର ତାପମାତ୍ରା ୪୩.୪ ଡିଗ୍ରୀ ରେକର୍ଡ କରାଯାଇଥିଲା।…

ଜେମିନିରେ ଆସିଲା “Scheduled Actions” ଫିଚର; ଜାଣନ୍ତୁ କିପରି ଭବିଷ୍ୟତର କାମ କରେ…

ନୂଆଦିଲ୍ଲୀ: AI ୟୁଜରଙ୍କ ପାଇଁ ଏକ ସହାୟକ ପାଲଟିଛି, ଯାହା ୟୁଜରଙ୍କ କାର୍ଯ୍ୟଗୁଡ଼ିକୁ ମଧ୍ୟ ସିଡ୍ୟୁଲଡ୍‌ କରିପାରିବ। Google ର AI ଆପ୍ Gemini ରେ ସମାନ ଏକ ଫିଚର ଯୋଡାଯାଇଛି, ଯାହାକୁ Schedule Actions କୁହାଯାଏ। ଗୁଗଲ୍‌ର AI ଆସିଷ୍ଟାଣ୍ଟ ଜେମିନି ଏପରି ଏକ ନୂଆ ଫିଚର ଆଣିଛି, ସେହି…

ଶ୍ରୀ ଭାଗବତ ସାର ୬୩: ଶୁକଦେବଙ୍କୁ ସମ୍ପୂର୍ଣ୍ଣ ଭାଗବତର ପ୍ରଥମ ବକ୍ତା ଭାବରେ ବର୍ଣ୍ଣନା କରାଯାଏ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ପ୍ରଥମ ଅଧ୍ୟାୟ ତୃତୀୟ ଶ୍ଳୋକ ସ୍ୱୟଂ ଭାଗବତଙ୍କ ସଂଜ୍ଞା ନିରୂପଣ କରି ଲେଖାଯାଇଛି। "ନିଗମକଳ୍ପତରୋଗର୍ଲିତଂ ଫଳଂ ଶୁକମୁଖାଦମୃଦଦ୍ରଵ ସଂଯୁତମ୍ ପିଵତ ଭାଗବତଂ ରସମାଲୟଂ ମୁହୁରହୋ ରସିକା ଭୁବି ଭାବୁକାଃ"…