Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଏହି ୫ମଞ୍ଜି ଆପଣଙ୍କ ଦୁର୍ବଳ ହାଡ଼କୁ କରିବ ଶକ୍ତ

ଭୁବନେଶ୍ବର: ଶରୀରରେ ସଠିକ୍ ପୋଷକତତ୍ତ୍ବ ଅଭାବରୁ ହାଡ଼ ଦୁର୍ବଳ ହେବାକୁ ଲାଗେ। ଖରାପ ଜୀବନଶୈଳୀ ଏବଂ ଖରାପ ଖାଦ୍ୟପେୟ ଏହାର ପ୍ରମୁଖ କାରଣ। ଶରୀରରେ କ୍ୟାଲସିୟମର ଅଭାବ ହେତୁ ହାଡ଼ ଦୁର୍ବଳ ହୋଇଯାଏ। କିନ୍ତୁ ଯଦି ଏହା ସବୁବେଳେ ହୋଇଥାଏ, ତେବେ ଶରୀର ଅନେକ ସ୍ୱାସ୍ଥ୍ୟ ସମସ୍ୟାର ଶିକାର ହୁଏ।…

ବଜାରର ଭେଜାଲ ଲିଚୁ ଏପରି ଚିହ୍ନନ୍ତୁ …

ଭୁବନେଶ୍ବର: ଏବେ ବଜାରରେ ଲିଚୁ ବହୁତ ମିଳୁଛି । ଗ୍ରୀଷ୍ମ ଋତୁର ଫଳ ହୋଇଥିବାରୁ ଏହି ସମୟରେ ବଜାରରେ ମିଳେ ଓ ଲୋକେ ମିଠା ଲିଚୁକୁ ମନଖୁସିରେ ଖାଇଥାଆନ୍ତି । କିନ୍ତୁ ଜାଣିଛନ୍ତି କିଛି ବିକ୍ରେତା ଲିଚୁର ସୌନ୍ଦର୍ଯ୍ୟ ଏବଂ ସେଲଫ ଲାଇଫ୍ ବୃଦ୍ଧି କରିବା ପାଇଁ କୃତ୍ରିମ ଭାବରେ ରଙ୍ଗ କିମ୍ବା…

ଶ୍ରୀ ଭାଗବତ ସାର ୪୫: ଶ୍ରୀକୃଷ୍ଣଙ୍କ ନିକଟରେ ଆତ୍ମ ସମର୍ପଣ ଯେଉଁ ମଧୁରାରତି ରସର ଅସ୍ୱାଦନ କରାଏ ତାହାହିଁ ନିତ୍ୟରାସର…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣିତ ରାସର ଆଲୋଚନା ପ୍ରସଙ୍ଗରେ ଆମେ ପ୍ରଥମେ ଜାଣିଲେ ରାସର ଆଙ୍ଗିକ ସ୍ୱରୂପ ବିଷୟରେ। ଏଵେ ଦ୍ଵିତୀୟ ଆତ୍ମିକ ସ୍ୱରୂପ:- ନିତ୍ୟ ରାସ ପୀଠ ବୃନ୍ଦାବନରେ କୃଷ୍ଣବଲ୍ଳଭା ଗୋପୀ ମାନଙ୍କ ସହିତ ରାସବିହାରି…

୨୩ ବର୍ଷରେ ୨୫ ସ୍ବାମୀ….ଧରା ପଡିଲା ଲୁଟେରୀ କନିଆ

ଲକ୍ଷ୍ନୌ: ବୟସ ମାତ୍ର ୨୩ । ହେଲେ ଏପର୍ଯ୍ୟନ୍ତ ୨୫ ଜଣଙ୍କ ସହ ବିବାହ ବନ୍ଧନରେ ବୟନ୍ଧି ହୋଇସାରିଲେଣି । ପ୍ରଥମେ ପ୍ରଲୋଭନ ଦେଖାଇ ବିବାହ କରିବା ଆଉ ପରେ ଟଙ୍କା, ସୁନା ନେଇ ପଳେଇବା…ଲୁଟେରୀ କନିଆର କିଛି ଏପରି ଚାଞ୍ଚଲ୍ୟ ଘଟଣା ଏମେ ସମସ୍ତଙ୍କୁ ଚକିତ କରିଛି । ବଲିଉଡ୍ ଚଳଚ୍ଚିତ୍ର…

ଗୁଳୁଗୁଳି ଭିତରେ ଏସି କିଣିବାକୁ ଯୋଜନା କରୁଛନ୍ତି..ଧ୍ୟାନରେ ରଖନ୍ତୁ ଏହି କଥା

ଭୁବନେଶ୍ବର:ରାଜ୍ୟରେ ଗୁଳୁଗୁଳିଆ ଜାରି ରହିଛି । ଏହି ପ୍ରବଳ ଗରମ ଓ ଗୁଳୁଗୁଳିକୁ ମାତ୍ ଦେବା ପାଇଁ ଏୟାର କଣ୍ଡିସନର (AC) କିଣିବାକୁ ଯୋଜନା କରୁଛନ୍ତି କି? ତେବେ ଏସି କିଣିବା ପୂର୍ବରୁ କିଛି ଜରୁରୀ ଜିନିଷ ବିଷୟରେ ଜାଣି ରଖିବା ଉଚିତ, ଯେପରିକି ଶକ୍ତି ସଂରକ୍ଷଣ, ଦୀର୍ଘକାଳୀନ ସଞ୍ଚୟ ଏବଂ…

ଘିମିରି ସମସ୍ୟାରୁ ମୁକ୍ତି ଦେବ ଏହି ପତ୍ର…

ଭୁବନେଶ୍ବର: ଗରମ ଦିନେ କିଛି ବ୍ୟକ୍ତିଙ୍କ ଠାରେ ଘିମିରି ଏକ ବଡ଼ ସମସ୍ୟା ସୃଷ୍ଟି କରିଥାଏ । ଖରାଦିନେ ଆମ ଦେହରୁ ପ୍ରବଳ ମାତ୍ରାରେ ଝାଳ ବୋହିଥାଏ । ତେଣୁ ଝାଳ ଚର୍ମରେ ଲାଗିବା କାରଣରୁ ଆମ ଦେହରେ ଘିମିରି ହୋଇଥାଏ । ଅଧିକାଂଶ ଛୋଟ ପିଲାଙ୍କ ଠାରେ ଘିମିରି ସମସ୍ୟା ଦେଖାଦେଇଥାଏ ।…

ଶ୍ରୀ ଭାଗବତ ସାର ୪୪: ଶ୍ରୀକୃଷ୍ଣ ଓ ନିତ୍ୟସିଦ୍ଧା ବ୍ରଜାଙ୍ଗନାଙ୍କ ମଧ୍ୟରେ ସଂଗଠିତ ସମବ୍ୟବହାର ଲୀଳା ହିଁ ନିତ୍ୟରାସର…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣ୍ଣିତ ନିତ୍ୟରାସ ପ୍ରସଙ୍ଗ ଆଲୋଚନା ଅବସରରେ ଆମେ ଶ୍ରୀରାଧା ତତ୍ୱ ଓ ନିତ୍ୟରାସର ସ୍ୱରୂପ ବିଷୟରେ ସମ୍ୟକ ଆଲୋଚନା ଜାରି ରଖିଛେ। ଏଵେ ଜାଣିବା ପ୍ରଥମ ସ୍ୱରୂପ ଅବା ଆଙ୍ଗିକ ସ୍ୱସ୍ତୁପ:- ସାଧାରଣତଃ ରାସର ଏହା…

ଉଚ୍ଚ ଶିକ୍ଷା ପାଇଁ ଓଡ଼ିଶାରେ ବ୍ୟାଙ୍କ ଋଣ କିପରି ପାଇବେ? ଜାଣନ୍ତୁ ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଛି। ଆଉଁ ଏମିତି ସମୟରେ ଅନେକ ପିଲା ଉଚ୍ଚ ଶିକ୍ଷା ପାଇଁ ସ୍ୱପ୍ନ ଦେଖୁଥିବେ ନିଶ୍ଚିତ। ହେଲେ ଅନେକ ପିଲାଙ୍କ ପାଇଁ ଟଙ୍କା ବାଧକ ସାଜିଥିବ। ଉଚ୍ଚ ଶିକ୍ଷା ଆଜିର ଯୁବପିଢ଼ିର ସ୍ୱପ୍ନ ଓ କ୍ୟାରିଅର ଗଠନର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ହେଲେ…

ଆର୍ଟସ୍ ପଢ଼ିଲେ ମିଳିବ ବଡ଼ ଚାକିରି ! ଜାଣନ୍ତୁ କେମିତି

ଭୁବନେଶ୍ୱର: ‘ମୋ ପିଲା ଆର୍ଟସ ପାଠ ପଢ଼ୁଛି। ବଡ଼ ଚାକିରି କରିପାରିବନି’। ଓଡ଼ିଶାରେ ଅବିଭାବକଙ୍କ ମନରେ ଏପରି ଧାରଣା ରହିଆସିଛି। ଅନେକ ଲୋକ କୁହନ୍ତି ଯେଉଁମାନଙ୍କର ପାଠ ଭଲ ହୁଏ ନାହିଁ ସେମାନେ କଳା ବା ଆର୍ଟସ ପାଠ ପଢ଼ନ୍ତି।  ସେମିତି ପିଲାଙ୍କ ମନରେ ମଧ୍ୟ ଧାରଣା ଥାଏ ଯେ ଆର୍ଟସ ବା କଳା…

ଗୁଗୁଲ୍ ଆଣିଲା ସ୍ମାର୍ଟ ଚଷମା;ଏବେ ଚଷମା ଦେବ ପ୍ରଶ୍ନର ଉତ୍ତର

ନୂଆଦିଲ୍ଲୀ:Google I/O 2025 ଇଭେଣ୍ଟରେ କମ୍ପାନୀ AI ଉପରେ ଫକୋସ ଦେଉଥିବାର ଦେଖିବାକୁ ମିଳିଥିଲା। ଗୁଗୁଲ୍ ଏହି ଇଭେଣ୍ଟ ସମୟରେ Android XR ଚଷମା ପ୍ରଦର୍ଶନ କରିଥିଲା । କମ୍ପାନୀ ସ୍ମାର୍ଟ ଚଷମାରେ ଜେମିନି ଏଆଇ(Gemini AI) ମଧ୍ୟ ବ୍ୟବହାର କରିଛି। ଏହି ସ୍ମାର୍ଟ ଚଷମା ପିନ୍ଧିଥିବା…