Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଯୁଦ୍ଧ ବିଚଳିତ କରୁଛି କି?, ଆପଣାନ୍ତୁ ଏହି ଉପାୟ….

ଭୁବନେଶ୍ୱର : ବଢ଼ିଚାଲିଛି ଭାରତ – ପାକିସ୍ତାନ ଉତ୍ତେଜନା। ଯୁଦ୍ଧ ଘୋଷଣା ହୋଇନଥିଲେ ବି ସ୍ଥିତି ପୁରା ଯୁଦ୍ଧର। ଲଗାତାର ପାକିସ୍ତାନ ପକ୍ଷରୁ ଆକ୍ରମଣ ଜାରି ରହିଥିବା ବେଳେ, ଏହାର ଜବାବ ଦେଇଚାଲିଛି ଭାରତ। ଆଉ ପୁଣି ପାକିସ୍ତାନ ଉପରେ କିଛି ବଡ଼ ପ୍ରହାର ନେଇ ପ୍ରସ୍ତୁତ ହେଉଛି। ବଢୁଥିବା ଏଇ…

ଶ୍ରୀ ଭାଗବତ ସାର ୩୧: ଜୀବ ନିଜର କୃତକର୍ମର ଫଳ ଭୋଗିବା ପାଇଁ ସଂସାର ଚକ୍ରରେ ବାରମ୍ବାର ପତିତ ହୁଏ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥ କେବଳ ଈଶ୍ୱର ଭକ୍ତି ଶିଖାଇ ନଥାଏ ଏହା ଜୀବର ଉତ୍ପତି କାରଣ ଓ କର୍ମ ବନ୍ଧନ ମଧ୍ୟ ଦର୍ଶାଇ ଥାଏ ଏହି କର୍ମ ବାସନାର ହେଉଛି ଷଷ୍ଠ ଲକ୍ଷଣ। ଊତ୍ତି:- ଶ୍ରୀଜଗନ୍ନାଥ ଦାସଙ୍କ ଭାଷାରେ "କର୍ମବାସନା ଊତ୍ତି ନାମ"…

ଶ୍ରୀ ଭାଗବତ ସାର ୩୦: ମନୁଷ୍ୟଙ୍କୁ ସତକର୍ମ ବିଷୟରେ ମାର୍ଗ ଦେଖାଇବା ପାଇଁ ଉତ୍ପତି ହୁଏ ମନୁଗଣ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ପଞ୍ଚମ ଲକ୍ଷଣ ହେଉଛି ମନ୍ୱନ୍ତର। ମନ୍ୱନ୍ତର ଏକ କାଳର ଗଣନା, ତେବେ ଏହା ସାଧାରଣ ମଣିଷଙ୍କ କାଳର ଗଣନା ନୁହେଁ। ଜଣେ ମନୁଙ୍କ ରାଜତ୍ୱ କାଳକୁ ମନ୍ୱନ୍ତର କୁହାଯାଏ। ଏଵେ ଆସନ୍ତୁ ଜାଣିବା ମନୁଙ୍କ ଵିଷୟରେ।…

ଶ୍ରୀ ଭାଗବତ ସାର ୨୯: ଅଧର୍ମର ବିନାଶ ଓ ଧର୍ମ ସଂସ୍ଥାପନ ପାଇଁ ଯୁଗେ ଯୁଗେ ପ୍ରଭୁଙ୍କର ଅବତାର ଲୀଳା ହୁଏ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ବିଭିନ୍ନ ଲକ୍ଷଣ ଆଲୋଚନା ପ୍ରସଙ୍ଗରେ ଏକ ବିଶେଷ ଲକ୍ଷଣ ହେଲା "ପୋଷଣ "। ୪. ପୋଷଣ:- ସର୍ଗ, ବିସର୍ଗ, ସ୍ଥିତି ପରେ ପୋଷଣ ଅର୍ଥାତ ସଚରାଚର ସୃଷ୍ଟି କରିସାରିଲେଣି ତାର ପାଳନର ପ୍ରବନ୍ଧ ହୋଇସାରିଛି ଏଵେ ସକଳ…

ଶ୍ରୀ ଭାଗବତ ସାର ୨୮: ଶ୍ରୀମଦ ଭାଗବତ ଆମକୁ ସୃଷ୍ଟିର ମର୍ଯ୍ୟାଦା ଓ ଶୃଙ୍ଖଳା ରକ୍ଷାର ଜ୍ଞାନ ପ୍ରଦାନ କରେ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ଦଶ ଲକ୍ଷଣ ଆଲୋଚିତ ହେବା ପରିପ୍ରେକ୍ଷୀରେ ଆମେ ପ୍ରଥମ ଲସକ୍ଷ ସର୍ଗ ଜାଣିଲେ। ୨.ବିସର୍ଗ:- ସ୍ୱୟଂ ପରମ ପୁରୁଷଙ୍କ ଠାରୁ ସୄଷ୍ଟ ସମସ୍ତ ବିଷୟ ସର୍ଗ ହେଲା କିନ୍ତୁ ଅନ୍ତର୍ଯ୍ୟାମୀ ଗର୍ଭୋଦକଶାୟୀ ଶ୍ରୀବିଷ୍ଣୁଙ୍କ…

କାହିଁକି ଗ୍ରୀଷ୍ମ ଋତୁରେ ୟୁରିନ ଇନଫେକ୍ସନ ହେବାର ଆଶଙ୍କା ଅଧିକ ?

ଭୁବନେଶ୍ବର: ଗ୍ରୀଷ୍ମ ଋତୁରେ ପ୍ରାୟତଃ ୟୁରିନ ଇନଫେକ୍ସନର ସମସ୍ୟା ଦେଖାଯାଏ। ଏହାର ଲକ୍ଷଣ ଏତେ କମ୍ ଥାଏ ଯେ ସଂକ୍ରମଣ ହୋଇଛି କି ନାହିଁ ତାହା ମଧ୍ୟ ବ୍ୟକ୍ତି ଜାଣିପାରେ ନାହିଁ । ୟୁରିନ ଇନଫେକ୍ସନ /ପରିସ୍ରା ସଂକ୍ରମଣ ଦୀର୍ଘ ଦିନ ଧରି ଶରୀରରେ ରହିଲେ ଅନେକ ଗମ୍ଭୀର ରୋଗ ହେବାର ଆଶଙ୍କା…

ତାଳସଜ ଖାଇଲେ ହେବ ଓଜନ ହ୍ରାସ..!

ଭୁବନେଶ୍ବର:ବଜାରରେ ଏବେ ତାଳସଜ ବହୁତ ମିଳିଲାଣି । ଏହା ଖାଇବାକୁ ଯେତେ ଭଲ ଲାଗେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ ହୋଇଥାଏ । ଫାଇବର, ଭିଟାମିନ୍ A, ଭିଟାମିନ୍ K ପରି ପୋଷକତତ୍ତ୍ବ ତାଳସଜରେ ପ୍ରଚୁର ପରିମାଣରେ ମିଳିଥାଏ । ଆପଣ ଏହାକୁ ଖାଇଲେ ଶରୀର ତୁରନ୍ତ ହାଇଡ୍ରେଟ୍ ହୋଇଯାଏ ଏବଂ…

ଶ୍ରୀ ଭାଗବତ ସାର ୨୭: ଶ୍ରୀମଦ ଭାଗବତଙ୍କର ଦଶବିଦ୍ଧ ତତ୍ୱ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ଦଶ ଲକ୍ଷଣ ଯଥା ୧.ସର୍ଗ ୨.ବିସର୍ଗ ୩.ସ୍ଥିତି ୪.ପୋଷଣ ୫.ଊତି ୬.ମନ୍ୱନ୍ତର ୭.ଈଶାନୁକଥା ୮.ନିରୋଧ ୯.ମୁକ୍ତି ୧୦.ଆଶ୍ରୟ ଏହାକୁ ଭାଗବତଙ୍କର ଦଶବିଦ୍ଧ ତତ୍ୱ ବୋଲି ମଧ୍ୟ କୁହାଯାଏ। ଏସବୁର ତାତ୍ୱିକ…

ଶ୍ରୀ ଭାଗବତ ସାର ୨୬: ଅବିନାଶୀ ତତ୍ତ୍ୱଙ୍କୁ ଚି଼ହ୍ନାଇ ଦେଇ ଭୋଗୀ ମଣିଷଙ୍କୁ ଯୋଗୀରେ ପରିଣତ କରେ ଭାଗବତ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ସଂଗତି କୌଣସି ସତସଙ୍ଗ ଠାରୁ କମ ନୁହେଁ। କାରଣ ଏହା ଅବିନାଶୀ ତତ୍ତ୍ୱଙ୍କୁ ଚି଼ହ୍ନାଇ ଦେଇ ଭୋଗୀ ମଣିଷଙ୍କୁ ଯୋଗୀରେ ପରିଣତ କରିଦିଏ। ଶ୍ରୀମଦ ଭାଗବତରେ ପ୍ରଦତ୍ତ ଉପଦେଶ ଗୁଡିକ ଭବରୋଗ ଦୂର କରିବା ପାଇଁ ଔଷଧ ରୂପେ…

ଏସି ଏହିପରି ଭାବେ ଆମ ଶରୀରକୁ ପହଞ୍ଚାଏ କ୍ଷତି…!

ଭୁବନେଶ୍ବର: ଗ୍ରୀଷ୍ମ ଦିନର ପ୍ରଚଣ୍ଡ ଖରା ସମସ୍ତଙ୍କୁ ଅସ୍ତବ୍ୟସ୍ତ କରି ଦେଇଥାଏ । ଆଜିକାଲି ସାଧାରଣ ପଙ୍ଖା ଏହି ଗରମରୁ ମୁକ୍ତି ଦେଉନାହିଁ । ତେଣୁ ପ୍ରତ୍ୟେକ ଘରେ, ଅଫିସରେ, ଗାଡିରେ ସବୁଠି ଏସି ଲଗାଯାଉଛି । ଲୋକମାନେ ଏସିରେ ରହିବାରେ ଏତେ ଅଭ୍ୟସ୍ତ ହୋଇଯାଉଛନ୍ତି ଯେ ଏହା ବିନା ବଞ୍ଚିବା…