Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଜାମୁକୋଳି ଖାଇଲେ ଦୂର ହେବ ଏହି ଜଟିଳ ରୋଗ…!

ଭୁବନେଶ୍ବର: ଏବେ ବଜାରକୁ ଆସିଯାଇଛି ଜାମୁକୋଳି  । ଏହା ଖାଇବାକୁ ଯେତେ ସ୍ବାଦିଷ୍ଟ ସେତିକି ପୋଷକତତ୍ତ୍ବରେ ଭରପୂର ଅଟେ । ଏହା ସ୍ୱାଦରେ ଖଟାମିଠା ହୋଇଥାଏ। ଏହା ଏକ କମ୍ କ୍ୟାଲୋରୀ ଫଳ, ତେଣୁ ଏହାର ସେବନ ଓଜନ ହ୍ରାସ ଏବଂ ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ। କେବଳ…

ଶ୍ରୀ ଭାଗବତ ସାର ୫୨: ଏଇତ ପରମ ଫଳ ପରମ ପୁରୁଷାର୍ଥ, ଯାର ଆଗେ ତୃଣ ତୁଲ୍ୟ ଚାରି ପୁରୁଷାର୍ଥ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥ ଆମଙ୍କୁ ଶିକ୍ଷା ଦେଲା ଯେ ଅତୁଟ ଭକ୍ତି ଯୋଗେ ହିଁ ଭଗବତ ପ୍ରାପ୍ତ ହୁଅନ୍ତି। ଜୀବର ପରମ ଇଚ୍ଛା ଚତୁଷ୍ଟୟ ପୁରୁଷାର୍ଥ ପ୍ରାପ୍ତ କରିବା ଅର୍ଥାତ ସଂସାର ମଧ୍ୟରେ ରହି ଧର୍ମ, ଅର୍ଥ, କାମ ଓ ମୋକ୍ଷ ପ୍ରାପ୍ତିର…

ଶୀତ ଦିନ ତୁଳନାରେ ଗରମ ଦିନେ ଅଧିକ କାହିଁକି ଚଢ଼େ ମଦ ନିଶା? ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ

ଭୁବନେଶ୍ୱର: ଗୋଟିଏ ସମୟ ଥିଲା ଯେତେବେଳେ ମଦ୍ୟପାନ କେବଳ ପୁରୁଷମାନଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ ଥିଲା। ପାର୍ଟି, ଖୁସି କିମ୍ବା ଦୁଃଖରେ ମଦ୍ୟପାନ ସେମାନଙ୍କର ସାଙ୍ଗ ହେଉଥିଲା। କିନ୍ତୁ ସମୟ ବଦଳିଛି। ଏବେ ମଦ୍ୟପାନ କେବଳ ପୁରୁଷମାନଙ୍କ ମଧ୍ୟରେ ସୀମିତ ନାହିଁ, ମହିଳାମାନେ ମଧ୍ୟ ଏହାକୁ ସେବନ…

ଆପଣାନ୍ତୁ ଏହି ସରଳ ଅଭ୍ୟାସ, ପାଖ ମାଡିବନି କରୋନା

ନୂଆଦିଲ୍ଲୀ: ଏବେ ବି ଟଳିନି କୋରୋନା ବିପଦ। ଆମର ସାମାନ୍ୟ ଅସାବଧାନତା ଯୋଗୁଁ ପୁଣି ଆକ୍ରମଣ କରିପାରେ ଏହି ସଂକ୍ରମଣ। ତେଣୁ, ଆମେ ଆମର ଦୈନନ୍ଦିନ ଜୀବନରେ କିଛି ସରଳ ଅଭ୍ୟାସକୁ ଅନ୍ତର୍ଭୁକ୍ତ କରିବା ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ଏହା କରନ୍ତି, ତେବେ କରୋନା ଆପଣଙ୍କ ପାଖ ମାଡିବନି। ସର୍ବଦା…

କେମିତି ଭାରତ ହାତରୁ ଖସିଯାଇଥିଲା ପିଓକେ?

ନୂଆଦିଲ୍ଲୀ: ପହଲଗାମରେ ପାକିସ୍ତାନର ବର୍ବରତା ଏବଂ ତା’ପରେ ଅପରେସନ ସିନ୍ଦୂର ମାଧ୍ୟମରେ ଭାରତର ପ୍ରତିଶୋଧ । ହେଲେ ଏବେ ଅସ୍ତ୍ରବିରତି । ବନ୍ଧୁକ ସ୍ଥିର ଅଛି ସତ କିନ୍ତୁ ପରିବେଶ ଉତ୍ତେଜନାପୂର୍ଣ୍ଣ ରହିଛି । ନିଲର୍ଜ ଭାବେ ପାକିସ୍ତାନ ନିଜ ଦେଶବାସୀଙ୍କୁ ଭ୍ରମିତ କରିବା ପାଇଁ ବିଜୟର ଏକ…

ଶ୍ରୀ ଭାଗବତ ସାର ୫୧: ଆସନ୍ତୁ ଜାଣିବା ଭଗବାନଙ୍କର ଷଢ଼ ଗୁଣ ବା ଭଗର ସଂଜ୍ଞା..

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କର ଆଧାର ପୁରୁଷ ଭଗବାନ ଶ୍ରୀକୃଷ୍ଣ, ଆମେ ପୂର୍ବରୁ ଭଗ ଯୁକ୍ତ ଭଗବାନ ଵିଷୟରେ ଆଲୋଚନା କରିଛେ। ଏଥିରେ ଷଢ଼ ଐଶ୍ୱର୍ଯ୍ୟ ଅର୍ଥାତ ସମ୍ପୂର୍ଣ ଐଶ୍ୱର୍ଯ୍ୟ, ସମ୍ପୂର୍ଣ ବୀର୍ଯ୍ୟ, ସମ୍ପୂର୍ଣ ଯଶ ସମ୍ପୂର୍ଣ ଶ୍ରୀ,…

ଫେରିଛି କୋଭିଡ; ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ପିଅନ୍ତୁ ଏହି କାଢା

ଭୁବନେଶ୍ବର: କୋଭିଡ-୧୯ ସଂକ୍ରମଣ ପୁଣି ଥରେ ମୁଣ୍ଡ ଟେକିଛି। ଧୀରେଧୀରେ ବ୍ୟାପିବାରେ ଲାଗିଛି। ଭାରତରେ କୋଭିଡ-୧୯ ଦୁଇଟି ନୂତନ ଭାରିଆଣ୍ଟ୍ NB.1.8.1 ଏବଂ LF.7 ଚିହ୍ନଟ ହୋଇଛି । ମଙ୍ଗଳବାର ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୭ ଛୁଇଁଛି। ଏବେ ସୁଦ୍ଧା ଦେଶରେ ୧୧ ଜଣଙ୍କର ମୃତ୍ୟୁ…

ଶ୍ରୀ ଭାଗବତ ସାର ୫୦: ଶ୍ରୀମଦ ଭାଗବତଙ୍କୁ କେବଳ ଜଣେ ପରମ ବୈଷ୍ଣବ ସଠିକ ଭାବରେ ବ୍ୟକ୍ତ କରିପାରିବେ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କୁ କେବଳ ଜଣେ ପରମ ବୈଷ୍ଣବ ସଠିକ ଭାବରେ ବ୍ୟକ୍ତ କରିପାରିବେ। ଏକଥା କହିବାର ତାତ୍ପର୍ଯ୍ୟ ହେଲା ଶ୍ରୀମଦ ଭାଗବତଙ୍କ ଦ୍ବିବିଧ ରୂପର ଅନୁଭବ ଯଥା 1.ଗ୍ରନ୍ଥ ଭାଗବତ 2.ଭକ୍ତ ଭାଗବତ। ଏହି କଥାକୁ ଆମେ ହୃଦୟର ସହ ବିଚାର…

ବର୍ଷା ଦିନେ କାହିଁକି ଲୋକଙ୍କୁ ଭାବୁକ କରାଏ? ବୈଜ୍ଞାନିକ କରାଣ ଜାଣିଲେ ହୋଇଯିବେ ତାଜୁବ

ଭୁବନେଶ୍ୱର: ବର୍ଷା ଋତୁ ଆସିଲେ ପ୍ରକୃତି ଏକ ନୂଆ ରୂପ ନେଇଥାଏ। ଚାରିଆଡ଼େ ସବୁଜିମା, ଝିପଝିପ ବର୍ଷା ଏବଂ ମାଟିର ସୁଗନ୍ଧ ମନକୁ ଏକ ଅଜଣା ଖୁସି ଦେଇଥାଏ। କିନ୍ତୁ ଅନେକ ଲୋକ ଏହି ସମୟରେ ଭାବୁକ ହୋଇପଡ଼ନ୍ତି। କେତେବେଳେ ମନ ଉଦାସ ଲାଗେ, ତ କେତେବେଳେ ପୁରୁଣା ସ୍ମୃତି ମନକୁ ଆସେ। ତେବେ ଏପରି…

୧୦,୦୦୦ ଟଙ୍କା ତଳକୁ ଖସି ଆସିଲା ୱାନପ୍ଲସ୍ ସ୍ମାର୍ଟଫୋନର ଦାମ, ଚମତ୍କାର ଅଫର

ଭୁବନେଶ୍ୱର : ଚମତ୍କାର ଡିଜାଇନ୍‌, ଉଚ୍ଚମାନର ପରଫରମାନ୍ସ, ଉନ୍ନତ କ୍ୟାମେରା ଓ ଫାଷ୍ଟ ଚାର୍ଜିଂ ସହିତ OnePlus 13 ସ୍ମାର୍ଟଫୋନରେ ଏକ ଆକର୍ଷଣୀୟ ଡିଲ୍‌ ଆସିଛି। ଚଳିତ ବର୍ଷର ଆରମ୍ଭରେ ଲଞ୍ଚ ହୋଇଥିବା ଏହି ଫ୍ଲାଗଶିପ ହ୍ୟାଣ୍ଡସେଟ୍‌ ନିଜ ସେଗମେଣ୍ଟରେ ସବୁଠାରୁ ଶ୍ରେଷ୍ଠ ସ୍ମାର୍ଟଫୋନ୍‌…