Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

୮୨ ବର୍ଷ ପରେ ଅକ୍ଷୟ ତୃତୀୟାରେ ଦୁର୍ଲଭ ସଂଯୋଗ; ଏହି ରାଶିଙ୍କ ଦୂର ହେବ ଚିନ୍ତା

ଭୁବନେଶ୍ବର:ଆସନ୍ତା ୩୦ ତାରିଖରେ ଚଳିତ ବର୍ଷ ଅକ୍ଷୟ ତୃତୀୟା ପାଳନ ହେବ । ଅର୍ଥାତ୍ ଏପ୍ରିଲ ୩୦ରେ ଅକ୍ଷୟ ତୃତୀୟା ପାଳନ କରାଯିବ । ତେବେ ଚଳିତ ଅକ୍ଷୟ ତୃତୀୟାରେ ସର୍ବାର୍ଥ ସିଦ୍ଧି ଯୋଗ,ଶୋଭନ ଯୋଗ ଓ ରବି ଯୋଗ ସୃଷ୍ଟି ହେଉଛି । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଆଶ୍ଚର୍ଯ୍ୟଜନକ…

ଶ୍ରୀ ଭାଗବତ ସାର ୧୨: ଶ୍ରୀକୃଷ୍ଣ ଭକ୍ତିରେ ପରିପୂର୍ଣ୍ଣ ଶ୍ରୀମଦ ଭାଗବତ ଗ୍ରନ୍ଥ ହିଁ ଆମର ଆଧାର ଗ୍ରନ୍ଥ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ସ୍ୱୟଂ ଭଗବାନ ସ୍ୱରୂପ ବ୍ୟାସଦେବଙ୍କ ଆନ୍ତରରେ କିପରି ସ୍ପୁରିତ ହେଲା ତାହା ଅବଗତ ହେବା ପରେ ଏତିକି ସ୍ପଷ୍ଟ ହେଲା ଯେ ଶ୍ରୀକୃଷ୍ଣ ହିଁ ପରମ ସତ୍ୟ ଏବଂ ନିଷ୍କାମ ଭକ୍ତି ପାଇବା ପାଇଁ ଏହି ପରମ ସତ୍ୟଙ୍କ…

ଇନଷ୍ଟାଗ୍ରାମ ଆଣିଲା ଏହି ମଜାଳିଆ ନୂଆ ଫିଚର..

ଭୁବନେଶ୍ବର: ଇନଷ୍ଟାଗ୍ରାମ ଏକ ନୂଆ ଫିଚର ଲଞ୍ଚ କରିଛି, ଯାହାର ନାମ ହେଉଛି 'ବ୍ଲେଣ୍ଡ (Blend)'। ସାଙ୍ଗଙ୍କ ମଧ୍ୟରେ ରିଲ୍‌କୁ ଅଧିକ ବ୍ୟକ୍ତିଗତ ଓ ମଜାଳିଆ କରିବା ଉଦ୍ଦେଶ୍ୟରେ ଏହି ନୂଆ ଫିଚର ଆଣିଛି ପ୍ଲାଟଫର୍ମ । ଦୁଇ ୟୁଜର ରିଲ୍‌ ପରସ୍ପର ମଧ୍ୟରେ ପ୍ରାଇଭେଟ୍‌ ଫିଡ୍‌ (Private Feed)…

ଗୁଗୁଲ୍ ସର୍ଚ୍ଚର URL ପରିବର୍ତ୍ତନ ହେଉଛି କି? ୟୁଜର୍ସଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ..

ନୂଆଦିଲ୍ଲୀ: ବ୍ରାଉଜିଂ ଏବଂ ସର୍ଚ୍ଚ ଇଞ୍ଜିନଗୁଡ଼ିକୁ ଉନ୍ନତ କରିବା ପାଇଁ କମ୍ପାନୀଗୁଡ଼ିକ ସମୟ ସମୟରେ ସେମାନଙ୍କର ନିୟମଗୁଡ଼ିକୁ ଅପଡେଟ୍ କରିଚାଲିଛନ୍ତି । ଏକ ବଡ଼ ଟେକ୍ କମ୍ପାନୀ ଘୋଷଣା କରିଛି ଯେ ଏହା ସର୍ଚ୍ଚ ଡୋମେନରେ କିଛି ନୂତନ ପରିବର୍ତ୍ତନ ଆଣିବାକୁ ଯାଉଛି । ଗୁଗୁଲ୍ ଏହାର ସର୍ଚ୍ଚ…

ଆସିଗଲା ପିଏମ ମୋଦୀ ଏସି ଯୋଜନା, ଏଥିରେ ମିଳୁଛି ଜବରଦସ୍ତ ଫାଇଦା

ଭୁବନେଶ୍ୱର:  ଏପ୍ରିଲରୁ ଓଡ଼ିଶା ସମେତ ପୂରା ଭାରତରେ ତାତି ରେକର୍ଡ ଭାଙ୍ଗୁଛି। ଗରମ ଯେତେ ବଢ଼ୁଛି, ଏୟାର କଣ୍ଡିସନର (ଏସି) ବିକ୍ରି ମଧ୍ୟ ସେତେ ବଢ଼ିବାରେ ଲାଗିଛି। ଏକ ରିପୋର୍ଟ ଅନୁସାରେ, ୨୦୨୧-୨୨ରେ ଦେଶରେ ୮୪ ଲକ୍ଷ ଏସି ବିକ୍ରି ହୋଇଥିବା ବେଳେ, ୨୦୨୩-୨୪ରେ ଏହା ୧.୧ କୋଟିକୁ ବୃଦ୍ଧି…

ଓଡ଼ିଶାରେ ପ୍ରାଇଭେଟ ଜବ୍ କରୁଥିବା ଲୋକଙ୍କ ଦରମା କେତେ ହେବା ଉଚିତ୍ ? କ’ଣ କହୁଛନ୍ତି ବିଶେଷଜ୍ଞ

ଭୁବନେଶ୍ୱର: ଓଡ଼ିଶାରେ ପ୍ରାଇଭେଟ ସେକ୍ଟରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବେସିକ୍ ଦରମା ନେଇ ବିଭିନ୍ନ ସମୟରେ ଆଲୋଚନା ହୁଏ। ଦେଶରେ ବଢୁଥିବା ମୁଦ୍ରାସ୍ଫୀତି ଅନୁସାରେ ଦରମା ମଧ୍ୟ ସେହି ଅନୁସାରେ ବଢୁଛି କି? ଏହି ପ୍ରଶ୍ନ ବେଳେ ବେଳେ ସମସ୍ତଙ୍କ ମନରେ ଆସେ। ରାଜ୍ୟରେ ବଢୁଥିବା…

ପୋଷ୍ଟାଲ୍ ସ୍କିମରେ ୨୦ ହଜାର ଆୟ ! ଏହି ଯୋଜନାରେ ବଢ଼ିଆ ସୁବିଧା

ଆଜିର ଦ୍ରୁତ ଗତିରେ ଚାଲୁଥିବା ଜୀବନରେ ସମସ୍ତେ ନିଜର ଆୟ ବୃଦ୍ଧି ଓ ସଞ୍ଚୟର ମାର୍ଗ ଖୋଜୁଛନ୍ତି। ବିଶେଷ କରି ଅବସର ପରେ ବୃଦ୍ଧ ବୟସରେ ନିୟମିତ ଆୟର ଆବଶ୍ୟକତା ଆହୁରି ବଢ଼ିଯାଏ। ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପୋଷ୍ଟ ଅଫିସ ସିନିୟର ସିଟିଜେନ୍‌ ସେଭିଂ ସ୍କିମ୍‌ (SCSS) ଏକ…

୨୭ବର୍ଷ ପରେ ଶନିଦେବ ନିଜ ନକ୍ଷତ୍ରରେ କରୁଛନ୍ତି ପ୍ରବେଶ; ୩ ଅକ୍ଚୋବର ଯାଏଁ ରହିବ ପ୍ରଭାବ

ଭୁବନେଶ୍ବର:ରାଶି ମାନଙ୍କ ଉପରେ ନ୍ୟାୟର ଦେବତା ଶନିଙ୍କ ଚଳନ ବେଶ ପ୍ରଭାବ ପକାଏ । ଏପଟେ ଗତ ୨୭ ବର୍ଷ ପରେ ଶନିଦେବ ନିଜ ନକ୍ଷତ୍ର ଉତ୍ତରାଭାଦ୍ରପଦରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହି ପରିବର୍ତ୍ତନ ୨୮ ଏପ୍ରିଲ ୨୦୨୫ ସକାଳ ୭ଟା୫୨ ମିନିଟରେ ହେବ ଓ ଏହାର ପ୍ରଭାବ ୩ ଅକ୍ଚୋବର ୨୦୨୫…

ଶ୍ରୀ ଭାଗବତ ସାର ୧୧: ଭଗବତ ଭାବ ବର୍ଜିତ ହେଲେ ନିଷ୍କାମ କର୍ମର ମଧ୍ୟ ମୂଲ୍ୟ ନଥାଏ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ସ୍ୱୟଂ ନାରାୟଣଙ୍କ ଠାରୁ ବା ଦ୍ୱାରା ସୄଷ୍ଟ ବୋଲି ଆମେ ଅବଗତ ହେଲେ, ଏହା ମଧ୍ୟ ଜାଣିଲେ ଯେ ଏହା ବ୍ରହ୍ମା ଓ ନାରଦଙ୍କ ଦ୍ୱାରା ସଂସାରର କଲ୍ୟାଣ ଉଦ୍ୟେଶରେ ବିସ୍ତାରିତ ଓ ପ୍ରସାରିତ ହେବା ଉଦ୍ୟେଶରେ…

ଓଡ଼ିଶାରେ ଗୋଟିଏ ଦିନ ହେଲିକପ୍ଟର ବୁକିଂ କେତେ ଟଙ୍କା ପଡ଼ିବ? ଭୁବନେଶ୍ୱରରୁ ପୁରୀକୁ ଏତେ….

ଗୋଟିଏ ଦିନ ପାଇଁ ହେଲିକପ୍ଟର ବୁକିଂ କରିବାର ମୂଲ୍ୟ ବିଭିନ୍ନ କାରଣ ଉପରେ ନିର୍ଭର କରେ, ଯେପରିକି ହେଲିକପ୍ଟରର ପ୍ରକାର, ଯାତ୍ରାର ଦୂରତା, ସମୟ, ଗନ୍ତବ୍ୟ ସ୍ଥାନ, ଏବଂ ସେବା ପ୍ରଦାନକାରୀ କମ୍ପାନୀ। ଓଡ଼ିଶା ତଥା ଭାରତର ପ୍ରେକ୍ଷାପଟରେ, ହେଲିକପ୍ଟର ବୁକିଂର ମୂଲ୍ୟ ସାଧାରଣତଃ ଘଣ୍ଟା…