Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଦୈନିକ ସଂକ୍ରମଣ ସହ ମୃତ୍ୟୁରେ ବି କରୋନାର ନୂଆ ରେକର୍ଡ, ୨୪ ଘଣ୍ଟାରେ ୨୨ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନାର ପ୍ରକୋପ ଜାରି ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ସର୍ବାଧିକ ୧୨ ହଜାର ୩୯୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସର୍ବାଧିକ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୨୭୩କୁ ବୃଦ୍ଧି ପାଇଛି । ରାଜ୍ୟର କରୋନ ମୃତ୍ୟୁହାର ଜାତୀୟ ହାରର…

ସବୁ ରେକର୍ଡ ଭାଙ୍ଗିଲା ଦୈନିକ ସଂକ୍ରମଣ, ସପ୍ତାହକ ପରେ ପୁଣି ୧୨ ହଜାରରୁ ଅଧିକ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ଆଜି ସବୁ ରେକର୍ଡକୁ ଅତିକ୍ରମ କରିଛି । ସପ୍ତାହକ ପରେ ପୁଣି ଥରେ ରାଜ୍ୟରେ ଦୈନିକ ସଂକ୍ରମଣ ମାମଲା ୧୨ ହଜାର ପାର୍ କରିଛି । ଗତ ୭ ତାରିଖରେ ରାଜ୍ୟରେ ୧୨ ହଜାର ୨୩୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଗତ ୨୪ ଘଣ୍ଟାରେ ୧୨ ହଜାର ୩୯୦ଟି ସଂକ୍ରମଣ…

ଦ୍ୱାରକାଧୀଶଙ୍କ ଭବ୍ୟ ମନ୍ଦିର

ଗୁଜୁରାଟ: ୪ ଧାମରୁ ମୁଖ୍ୟ ପଶ୍ଚିମର ଦ୍ୱାରକା ଧାମ । ଯେଉଁଠି ଲୀଳା କରନ୍ତି ବିଷ୍ଣୁ । ସମୁଦ୍ରକୂଳରେ ପ୍ରାଚୀନ ନଗରୀ । ଯେଉଁଠି ଲୁଚି ରହିଛି ରହସ୍ୟ । ହେଲେ ସେଠି ରହିଛି ଏକ ଭବ୍ୟ ମନ୍ଦିର । ଯେଉଁଠି ବିଷ୍ଣୁଙ୍କ ଅବତାର ପୂଜା ପାଉଛନ୍ତି । ସେହି ଦେବ ସ୍ଥାନରେ ରହିଛି ଲୋକଙ୍କର ଆସ୍ଥା ଓ…

ଅପହଞ୍ଚ ଇଲାକାରେ ବିକାଶ

ମାଲକାନଗିରି: ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ବିକାଶକୁ ନେଇ କେତେ କଣ୍ ଯୋଜନା । ରାଜ୍ୟ ସରକାର ଉନ୍ନତି ନେଇ ଡିଣ୍ଡିମ ପିଟୁଥିବା ବେଳେ ଆଜି ଆମେ ଏହାର ବାସ୍ତବ ଚିତ୍ର ଆପଣଙ୍କୁ ଦେଖାଇବାକୁ । ରାଲେଗାଡା ପଞ୍ଚାୟତରେ ଏମିତି ଅନେକ ଗାଁ ରହିଛି ଯେଉଠି ଆଜି ପର୍ଯ୍ୟନ୍ତ କୌଣସି ସରକାରି…

ସାତ ରଙ୍ଗର ‘ରେନ୍ ବୋ’ ନଦୀ

ନାଲି, ଧଳା, ଗୋଲାପୀ ଆଉ ନାରଙ୍ଗୀ ଏମିତି ବହୁତ ରଙ୍ଗର ହୋଇଛି ସମ୍ମିଶ୍ରଣ । ଏହା ରଙ୍ଗ ନୁହେଁ ଏ ହେଉଛି ଇନ୍ଦ୍ରଧନୁର ସାତ ରଙ୍ଗ ନେଇ ନଦୀର ଜଳ । ଆଖିକୁ ବିଶ୍ୱାସ ନହେଲେ ବି ସତ । ଏହି ନଦୀର ଜଳ ଇନ୍ଦ୍ର ଧନୁର ସାତ ରଙ୍ଗର ସମ୍ମିଶ୍ରଣ । ପ୍ରାକୃତିକ ମନୋରମ ପରିବେଶ ଭିତରେ ସାତ ରଙ୍ଗରେ…

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୮୬୬୫ ଆକ୍ରାନ୍ତ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ଆଉ ୮୬୬୫ ଜଣ। ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଆଜିର ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେଲେଣି ୪ ଲକ୍ଷ ୮୨ ହଜାର ୩୪୫ ଜଣ ଆକ୍ରାନ୍ତ।…

“ଆତ୍ମନିର୍ଭର ବର” ନିଜ ବିବାହରେ ସାଜିଲା ବ୍ୟାଣ୍ଡବାଲା

ଭୁବନେଶ୍ୱର: ବ୍ୟାଣ୍ଡବାଜା ବିନା ବାହାଘର ଅଧୁରା । କରୋନା ମହାମାରୀ ସମୟରେ ଧୁମ୍‌ଧାମ୍‌ରେ ବିବାହ ବି ଏକ ସ୍ୱପ୍ନ କିମ୍ବା କଳ୍ପନା ସଦୃଶ । ଅନେକ ଲୋକ ବିବାହକୁ ସ୍ଥଗିତ ରଖିଥିଲାବେଳେ କିଛି କୋର୍ଟ ମ୍ୟାରେଜ ଓ ଭର୍ଚୁଆଲ୍ ମ୍ୟାରେଜକୁ ବାଧ୍ୟ ହୋଇ ଚୟନ କରୁଛନ୍ତି । ଏପରିକି କିଛି ଲୋକ ପିପିଇ…

କରୋନାକୁ ପରାସ୍ତ କଲେ ୯୮ ବର୍ଷୀୟା ବୃଦ୍ଧା

ଭୁବନେଶ୍ୱର: ପରିଣତ ବୟସ ଓ ଦୃଢ ମନୋବଳ ଆଗରେ ହାର ମାନିଲା କରୋନା ସଂକ୍ରମଣ । କେଭିଡ୍‌-୧୯ର ଦ୍ୱିତୀୟ ଲହରକୁ ଚିରି ବିଜୟୀ ହୋଇଛନ୍ତି ଜଣେ ୯୮ ବର୍ଷୀୟା ବୃଦ୍ଧା । କରୋନାରେ ସଂକ୍ରମିତ ହୋଇ ଏହି ବୃଦ୍ଧା ଜଣକ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଅନ୍ନପୂର୍ଣ୍ଣା…

ଘାରିଲା କରୋନା ଭୟ, ଆତ୍ମସମର୍ପଣ କଲେ ମାଓ ଦମ୍ପତ୍ତି

ମାଲକାନଗିରି: କରୋନା ଚଡକରେ ଭୟଭୀତ ଲାଲ ସେନା । କେତେବେଳେ ଭାକ୍ସିନ୍ ଲୁଟୁଛି ତ ପୁଣି କେତେବେଳେ ଯବାନଙ୍କ ରକ୍ତରେ ଖେଳୁଛି ଖୁନୀ ଖେଳ । ହେଲେ ଏହି ଧାରାରେ ଏକ ଚକିତକର ଘଟଣା ସାମ୍ନାକୁ ଆସିଛି । ଲାଲ ସେନାରେ ସାମିଲ ହୋଇ ବିପ୍ଳବୀ ସାଜିଥିବା ଏକ ମାଓ ଦମ୍ପତ୍ତି ଆତ୍ମ ସମର୍ପଣ କରିଛନ୍ତି ।…

କରୋନାକୁ ପରାସ୍ତ କଲେ ୧୦୩ ବର୍ଷୀୟ ସ୍ୱାଧିନତା ସଂଗ୍ରାମୀ

କର୍ଣ୍ଣାଟକ: ବୟସ ୧୦୩ । ପରିଚୟ ଏଚ୍‌.ଏସ୍ ଦୋରସ୍ୱାମୀ । ଦିନେ ଏହି ଗାନ୍ଧିବାଦୀ ଦେଶର ସ୍ୱାଧିନତା ପାଇଁ ସଂଗ୍ରାମ କରିଥିଲେ । ତେବେ ଗତକାଲି ଏହି ସ୍ୱାଧିନତା ସଂଗ୍ରାମୀ କରୋନା ସହ ଲଢି ବିଜୟୀ ହୋଇଛନ୍ତି । କରୋନାରେ ସଂକ୍ରମିତ ହୋଇ ଦୋରସ୍ୱାମୀ ଗତ ଶୁକ୍ରବାର ବେଙ୍ଗାଳୁରୁର ଶ୍ରୀ ଜୟଦେବା…