Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଚିନ୍ତା ବଢ଼ାଉଛି ଟିକା ସଙ୍କଟ, କାଲି ୧୦ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର : ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ିବା ସହ ଗୋଟିଏ ପରେ ଗୋଟିଏ ଜୀବନ ନେଉଛି ମହାମାରୀ । ଏଭଳି ସ୍ଥିତିରେ ସଂକ୍ରମଣକୁ ରୋକିବା ପାଇଁ ଟିକାକରଣକୁ ବ୍ୟାପକ କରାଯାଇଛି । ହେଲେ ଟିକା ସଙ୍କଟ ଟିକାକରଣରେ ସାଜିଛି ବାଧକ ।…

କେରଳରେ ମେ’ ୨୩ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌

କେରଳ : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେରଳରେ ବଢ଼ିଲା ଲକଡାଉନ୍ । ମେ ୮ ତାରିଖରୁ ଲାଗୁ ହୋଇଥିବା ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଅବଧିକୁ ମେ ୨୩ ତାରିଖ ପର୍ଯ୍ୟନ୍ତ ବଢ଼ାଇଛନ୍ତି ରାଜ୍ୟ ସରକାର । କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌ ଏନେଇ ଘୋଷଣା କରିଛନ୍ତି । ସେହିପରି ୪…

ବ୍ଲାକ ଫଙ୍ଗସ ଚିହ୍ନଟ ପାଇଁ ଗଠନ ହେଲା କମିଟି

ଭୁବନେଶ୍ବର : ମହାମାରୀ କରୋନା ମଧ୍ୟରେ ଏବେ ଚିନ୍ତା ବଢ଼ାଇଲାଣି ବ୍ଲାକ୍ ଫଙ୍ଗସ ସଂକ୍ରମଣ । ରାଜ୍ୟରେ ବ୍ଲାକ୍ ଫଙ୍ଗସ ସଂକ୍ରମିତ ଚିହ୍ନଟ ହେବା ପରେ ତତ୍ପର ହୋଇଛନ୍ତି ସରକାର । ବ୍ଲାକ୍ ଫଙ୍ଗସ ଚିହ୍ନଟ ପାଇଁ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି ସରକାର । ଏହି କମିଟି ବ୍ଲାକ ଫଙ୍ଗସ୍‌…

ଭୁବନେଶ୍ବରରୁ ଚିହ୍ନଟ ହେଲେ ୯୮୮ ପଜିଟିଭ୍

ଭୁବନେଶ୍ବର : କରୋନା ମହାମାରୀ ସମୟରେ ଚିନ୍ତା ବଢ଼ାଇଛି ରାଜଧାନୀ ଭୁବନେଶ୍ବର । ହଟସ୍ପଟ ପାଲଟିଥିବା ଭୁବନେଶ୍ବରରୁ ପ୍ରତିଦିନ ଚିହ୍ନଟ ହେଉଛନ୍ତି ସର୍ବାଧିକ ଆକ୍ରାନ୍ତ । ଯାହାକୁ ନେଇ ରାଧାନୀବାସୀଙ୍କ ଚିନ୍ତା ବଢ଼ିଛି । ଏଭଳିସ୍ଥିତିରେ ଆଜି ପୁଣି ଚିହ୍ନଟ ହୋଇଛନ୍ତି ୯୮୮ ସଂକ୍ରମିତ ।…

ରାଜ୍ୟରୁ ସୁସ୍ଥ ହେଲେ ୯୩୨୯ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଉପରମୁହାଁ କରୋନା ସଂକ୍ରମଣ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ଭୟଭୀତ ହେଲେଣି ଲୋକେ । ବଢୁଥିବା ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଥିବା ବେଳେ, ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ଆଉ ୯୩୨୯ କରୋନା ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ…

ମାଲକାନଗିରିରେ ଆରମ୍ଭ ହେଲା ହୋମ୍ ଡେଲିଭରି ବ୍ୟବସ୍ଥା

ମାଲକାନଗିରି: କରୋନା ମହାମାରୀରେ ରାଜ୍ୟର ଅନ୍ୟ ଜିଲ୍ଲାଠାରୁ ଢେର ଆଗରେ ରହିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ପ୍ରଥମେ ସଂକ୍ରମଣ ରୋକିବାକୁ ସୀମା ସିଲ୍‌, ପରେ କରୋନା ରୋଗୀଙ୍କ ସମ୍ବନ୍ଧରେ ସଂପର୍କୀୟ କିମ୍ବା ପରିବାର ଲୋକଙ୍କୁ ଅବଗତ କରାଇବା ପାଇଁ ଇ-ସାକ୍ଷାତ ବ୍ୟବସ୍ଥା । ଆଉ ଏବେ…

କୋଭିଡ୍ କଟକଣାରେ ପାଳନ ହେଲା ପବିତ୍ର ଇଦ ପର୍ବ

କେନ୍ଦ୍ରାପଡା: କରୋନା ମହାମାରୀର ଦ୍ୱିତୀୟ ଲହରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଦତ୍ତ କୋଭିଡ୍ କଟକଣାକୁ ସମ୍ମାନ ଜଣାଇଛନ୍ତି କେନ୍ଦ୍ରାପଡାର ଇସଲାମ ଧର୍ମୀ । କୋଭିଡ୍ କଟକଣା ଅନୁଯାୟୀ କେନ୍ଦ୍ରାପଡା ସହରରେ ପବିତ୍ର ଇଦ ପର୍ବ ପାଳନ କରିଛନ୍ତି ମୁସଲିମ୍ ସମ୍ପ୍ରଦାୟ । ଗୋଟିଏ ମାସ…

କଟକରେ ଆଜି ହେବନି ଟୀକାକରଣ

କଟକ: ଇଦ୍-ଉଲ୍-ଫିତର ଛୁଟିଦିନକୁ ଦୃଷ୍ଟିରେ ରଖି ଶୁକ୍ରବାର ଦିନ କଟକ ସହରରେ ଟୀକାକରଣ କରାଯାଉ ନାହିଁ। ଏନେଇ କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) କମିଶନର ଅନନ୍ୟା ଦାସ ଟ୍ବିଟ କରି ସୂଚନା ଦେଇଛନ୍ତି। ଏହା କେବଳ କଟକ ସହରରେ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ,…

ଭାରତରେ ୨୪ ଘଣ୍ଟାରେ ୩ ଲକ୍ଷ ୪୩ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ, ୪ ହଜାର ମୃତ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶୁକ୍ରବାର ଦିନ ଏହି ସଂଖ୍ୟା ୨,୪୦,୪୬,୮୦୯କୁ ଛୁଇଁଥିବା ନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି। କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା…

ରାଉରକେଲାରେ ୧୮+ ବର୍ଗଙ୍କୁ ଟିକାକରଣ, ଦ୍ୱିତୀୟ ଦିନରେ ନେଲେ ୩୨୬୩ ଜଣ

ରାଉରକେଲା: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଉରକେଲା ମହାନଗର ନିଗମରେ ୧୮ରୁ ୪୪ ବର୍ଷ ବର୍ଗଙ୍କୁ କୋଭିଡ୍ ଟିକା ଦିଆଯାଉଛି। ଗୁରୁବାର ଦିନ ମୋଟ ୩୨୬୩ ଜଣ ଟିକା ନେଇଛନ୍ତି। ସୂଚନା ଅନୁଯାୟୀ, ଟିକାକରଣ ପାଇଁ ରାଉରକେଲା ସହରରେ ୮ଟି କେନ୍ଦ୍ର କରାଯାଇଛି। ଯେଉଁମାନେ ଅନଲାଇନ ପଞ୍ଜୀକରଣ…