Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କେଦାରନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ‘ଓଡ଼ିଆ ଭାଗବତରେ ସୁଭାଷିତ’ ଶୀର୍ଷକ ୱେବିନାର ଆୟୋଜିତ

ଭୁବନେଶ୍ୱର : କେଦାରନାଥ ଗବେଷଣା ପ୍ରତିଷ୍ଠାନ ଆନୁକୂଲ୍ୟରେ କେଦାର ସ୍ମାରକୀ ବକ୍ତୃତାମାଳା କାର୍ଯ୍ୟକ୍ରମରେ 'ଓଡ଼ିଆ ଭାଗବତରେ ସୁଭାଷିତ' ଶୀର୍ଷକରେ, ୱେବିନାର ମାଧ୍ୟମରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ପୂର୍ବତନ ଆଇଏଏସ ଅଧିକାରୀ ରଘୁନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି…

ଆଜିଠୁ ବ୍ୟାଙ୍କରେ ସକାଳ ୧୦ରୁ ୨ଟା ଗ୍ରାହକ ସେବା, କରୋନା ଯୋଗୁ କଟକଣା

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ବ୍ୟାଙ୍କରେ ଗ୍ରାହକ ସେବା ସମୟରେ ପରିବର୍ତ୍ତନ ହୋଇଛି । ଆଜିଠାରୁ ବ୍ୟାଙ୍କଗୁଡିକ ସକାଳ ୧୦ଟାରୁ ଅପରାହ୍ଣ ୨ଟା ଯାଏ ଗ୍ରାହକ ସେବା ଯୋଗାଇବେ । ବିଭିନ୍ନ ବ୍ୟାଙ୍କର କର୍ମଚାରୀ ଓ ଅଧିକାରୀ ସଂକ୍ରମିତ ବି ହେଲେଣି । ଏଭଳି ସ୍ଥିତିରେ…

ଆଜି ରାଜ୍ୟରୁ ୬୫୯୯ କରୋନା ପଜିଟିଭ୍, ଗଞ୍ଜାମରେ ଦିନକରେ ସଂକ୍ରମଣ ବଢ଼ିଲା ୭୦%

ଭୁବନେଶ୍ୱର: ଗତକାଲି କମିଥିଲା । ଆଜି ରାଜ୍ୟରେ ପୁଣି ବଢ଼ିଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬ହଜାର ୫୯୯ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୩୮୨୭ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୭୭୨ଟି ରହିଛି । ଖୋର୍ଦ୍ଧା ଜିଲ୍ଲାରୁ…

ଟିକା ଅର୍ଡର କଲେ ରାଜ୍ୟ ସରକାର

ଭୁବନେଶ୍ବର : ରାଜ୍ୟବାସୀଙ୍କୁ ମାଗଣାରେ ମିଳିବ କରୋନା ଟିକା । ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଗଣା ଟିକାକରଣ ନେଇ ଘୋଷଣା କରିବା ପରେ ଦୁଇ କମ୍ପାନୀଙ୍କୁ ଟିକା ଅର୍ଡର କରିଛନ୍ତି ରାଜ୍ୟ ସରକାର । ୩ କୋଟି ୭୭ ଲକ୍ଷ ଡୋଜ କୋଭିସିଲ୍ଡ ଟିକା ପାଇଁ ଅର୍ଡର…

କୋଭିଡ ନିୟମ ମାନିବାକୁ ହାତଯୋଡ଼ି ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କରୋନା ମହାମାରୀ ସମୟରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ଭଳି ମହାମାରୀ ସମୟରେ ସାରା ଭାରତ ଏକ କଠିନ ପରିସ୍ଥିତି ମଧ୍ୟରେ ଗତି କରୁଛି । ଏହାକୁ ଏକ ଯୁଦ୍ଧକାଳୀନ ପରିସ୍ଥିତି ବୋଲି କହିଲେ ଭୁଲ ହେବନାହିଁ । କୋଭିଡ ସଂକ୍ରମଣରେ ଭାରତ ଆଜି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ରାଜ୍ୟବାସୀଙ୍କୁ ମାଗଣାରେ ମିଳିବ ଟିକା

ଭୁବନେଶ୍ବର : କରୋନା ଭଳି ମହାମାରୀ ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ରା୍ୟବାସୀଙ୍କ ମାଗଣାରେ ମିଳିବ କରୋନା ଟିକା । ଆସନ୍ତା ମେ’ ୧ ତାରିଖରେ ସାରା ଦେଶରେ ୧୮ ବର୍ଷରୁ ଅଧିକ ବୟସ ବର୍ଗଙ୍କୁ କରୋନା ଟିକା ଦିଆଯିବ । ଏହି ଅବସରରେ ଆମ ରାଜ୍ୟରେ ମଧ୍ୟ ଟିକାକରଣ…

ଅକ୍ସିଜେନ୍ ଅଭାବରୁ ପୁଣି ଚାଲିଗଲା ୪ ଜଣଙ୍କ ଜୀବନ

ଗୁରୁଗ୍ରାମ : ମହାମାରୀ କରୋନାକୁ ନେଇ ଏବେ ସାରା ଦେଶରେ ଆତଙ୍କ ଆଉ ଆତଙ୍କ । ଦିନକୁ ଦିନ ପଜିଟିଭ୍ ସଂଖ୍ୟା ବଢୁଥିବାରୁ ଭୟଭୀତ ହେଲେଣି ଲୋକେ । ଏହାରି ଭିତରେ ଲୋକଙ୍କୁ ଆହୁରି ଭୟଭୀତ କରି ପକାଇଛି ଅକ୍ସିଜେନ୍ ଅଭାବ । ହସପିଟାଲରେ ଅକ୍ସିଜେନ୍ ଲଗାତର ଭାବେ ରୋଗୀଙ୍କ ମୃତ୍ୟୁ ହେଉଥିବା…

ନର୍ଲା ପଞ୍ଚାୟତକୁ ୭ ଦିନିଆ ସଟଡାଉନ ଘୋଷଣା

ଭବାନୀପାଟଣା : ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଛି । ଖାସକରି ପଶ୍ଚିମ ଓଡ଼ିଶାରେ ଏବେ ଉପରମୁହାଁ ଭାଇରସ । ତେବେ କଳାହାଣ୍ଡି ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ନର୍ଲା ପଞ୍ଚାୟତରେ ସପ୍ତାହକ…

ଦେଶର ୪ ବରିଷ୍ଠ ଡାକ୍ତର ଦେଲେ ପରାମର୍ଶ, ୯୨ରୁ ତଳକୁ ଖସିଲେ ଦରକାର ଅକ୍ସିଜେନ୍

ନୂଆଦିଲ୍ଲୀ : ସାରା ଦେଶରେ ମହାମାରୀ କରୋନାକୁ ନେଇ ଆତଙ୍କ । ଏଭଳି ସ୍ଥିତିରେ ଦେଶର ଖ୍ୟାତନାମା ଡାକ୍ତର ପୁଣି ଏହି ପ୍ରସଙ୍ଗରେ କରିଛନ୍ତି ଆଲୋଚନା । ଭର୍ଚୁଆଲରେ ହୋଇଥିବା ବୈଠକରେ ଦିଲ୍ଲୀ ଏମସର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆଙ୍କ ସମେତ ମେଦାନ୍ତ ହସ୍ପିଟାଲର ଚେୟାରମ୍ୟାନ୍ ଡ. ନରେଶ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୩ ହଜାର ୪୬୪ ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର: ସଂକ୍ରମଣ ଭଳି ଆରୋଗ୍ୟ ହାରରେ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଆଜି ରାଜ୍ୟରୁ ଆଉ ୩ ହଜାର ୪୬୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩ ଲକ୍ଷ ୬୨ ହଜାର ୯୩୧କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ…