Latest Odisha News
Browsing Category

ଅନ୍ୟାନ୍ୟ

ପବିତ୍ର ମହାବିଷୁବ ସଂକ୍ରାନ୍ତି, ଘରେ ଘରେ ଚଉରା ମୂଳେ ବନ୍ଧାହେବ ବସୁନ୍ଧରା ଠେକି

ଭୁବନେଶ୍ଵର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଏକ ଆନନ୍ଦ ଉଲ୍ଲାସର ଦିନ। ପଣା ସଂକ୍ରାନ୍ତି ଅବସରରେ ଆଜିଠାରୁ ନୂତନ ପଞ୍ଜିକା ଓଡ଼ିଶାରେ ଲାଗୁ ହେଉଥିବାରୁ ଏହାକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିର୍ଗୁଣ ନିରାକାର ସ୍ୱରୂପ ଆରାଧନା ବିଷୟ ଆମେ ଆଲୋଚନା କରିବା ପରିପ୍ରେକ୍ଷୀରେ କିଛି ବିଶେଷଣର ପ୍ରୟୋଗ କରିଥିଲେ । ଆଜି ତାର ସଠିକ ବିଶ୍ଳେଷଣ କରିବା । ଅକ୍ଷର :-…

ବିଶ୍ଵ ଛେନାପୋଡ ଦିବସ, ଜିଆଇ ଟ୍ୟାଗକୁ ଆଉ କେତେଦିନ…

ଭୁବନେଶ୍ଵର: ମିଠା, ନାଁ ଶୁଣୁ ଶୁଣୁ ନା ନା ପ୍ରକାରର ସ୍ୱାଦିଷ୍ଟ ମିଠା ମନକୁ ଆସିଯାଏ । ଓଡିଆଙ୍କ ପରମ୍ପରା ତ ପିଠା ଆଉ ମିଠାରୁ ଜଣା ପଡିଯାଏ । ପଖାଳ ଦିବସ, ରସୋଗଲା ଦିବସ ଭଳି ଆଜି ହେଉଛି ଛେନା ପୋଡ ଦିବସ । ଛେନାପୋଡ ନାଁ ଶୁଣିଲେ ପାଟିରେ ପାଣି ଆସିଯାଏ । ଥରେ ଯିଏ ଏହାର ସ୍ୱାଦ ପାଇଛି ଆଉ…

ଆଜି ଇଦ୍, ଚଳଚଞ୍ଚଳ ମସଜିଦ

ଭୁବନେଶ୍ବର: ସାରା ଦେଶରେ ପାଳନ ହେବ ଆଜି ଇଦ୍। ଇସ୍ଲାମିକ କ୍ୟାଲେଣ୍ଡର ହିଜରୀ ଅନୂସାରେ,ରମଜାନ ମାସ ୨୯ ଦିନ କିମ୍ବା ୩୦ ଦିନର ହୋଇଥାଏ। କିନ୍ତୁ ଚଳିତ ବର୍ଷ ୨୯ ଦିନରେ ଇଦ୍ ଚାନ୍ଦ ଦେଖାନଯିବାରୁ ଏଥର ରମଜାନ ୩୦ ଦିନ ପାଳନ ହୋଇଛି । ଅର୍ଥାତ ୩୦ ଦିନରେ ଚାନ୍ଦ ଦେଖାଯାଇଥିବାରୁ ଆଜି ସାରା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମହିମା ପ୍ରସଙ୍ଗ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହିମା ବର୍ଣ୍ଣନା କରିବାକୁ ଯାଇ ଭକ୍ତଟିଏ ତାଙ୍କୁ ପ୍ରହ୍ଲାଦ ରକ୍ଷାକାରି, ରାବଣାମାରୀ, କଂସାରୀ, ଅଘ -ତମ ନାଶକାରି ତଥା ତାରଣ -ମାରଣ କାରି ଓ ସର୍ବୋପରି ଅନାଥର ନାଥ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସିଦ୍ଧି, ମୁକ୍ତି, ଓ ନିତ୍ୟ ଆନନ୍ଦ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରତି ଭକ୍ତି ନିବେଦନ ଆମକୁ ତିନୋଟି ଚରମ ଉପଲବ୍ଧି ପ୍ରାପ୍ତ କରାଏ । ଯଥା : ସିଦ୍ଧି, ମୁକ୍ତି, ଓ ନିତ୍ୟ ଆନନ୍ଦ । ଏହାର ପ୍ରମାଣ ତନ୍ତ୍ର ଶାସ୍ତ୍ରରେ “ସିଦ୍ଧୟଃ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନିରାକାରରୁ ସାକାର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ନିରାକାରରୁ ସାକାର ହେବା ପାଇଁ ଉଭୟ ପିଣ୍ଡ ଓ ବ୍ରହ୍ମlଣ୍ଡ ର ସୃଷ୍ଟି ରଚିଲେ । ଏଭଳି ଭାବତରେ ବ୍ରହ୍ମlଣ୍ଡ ଓ ପିଣ୍ଡକୁ ଗଢିଲେ ଯେ ଉଭୟ ସଂରଚନା ଦୃଷ୍ଟିରୁ…

ଫାଷ୍ଟାଗ୍ ରିଚାର୍ଜ ପାଇଁ ଗୁଗୁଲରେ ସର୍ଚ୍ଚ କରିବା ପଡ଼ିଲା ମହଙ୍ଗା, ଆକାଉଣ୍ଟରୁ କଟିଲା ୨.୪ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ବର୍ତ୍ତମାନ ସାଧାରଣ ଲୋକେ ସମସ୍ତ ଗାଡ଼ିରେ ଫାଷ୍ଟାଗ ବ୍ୟବହାର କରୁଛନ୍ତି। ଗାଡ଼ିଟି ଟୋଲ ଟ୍ୟାକ୍ସରେ ପହଞ୍ଚିବା ମାତ୍ରେ ଫାଷ୍ଟାଗ ମାଧ୍ୟମରେ ଏହାର ଟୋଲ କଟିଥାଏ । ଏଭଳି ପରିସ୍ଥିତିରେ, ଫାଷ୍ଟାଗ୍ ସମ୍ବନ୍ଧୀୟ ସ୍କାମଗୁଡ଼ିକ ଯଥେଷ୍ଟ ବୃଦ୍ଧି ପାଉଛି। ଗତ କିଛି ଦିନରୁ ଫାଷ୍ଟାଗ୍…

ଅପ୍ରେଲ ୮ ତାରିଖରେ ମହାକାଶରେ ଦୃଶ୍ୟମାନ ହେବାକୁ ଯାଉଛି ପୂର୍ଣ୍ଣ ସୂର୍ଯ୍ୟପରାଗ ,ଏହାକୁ ନେଇଁ କ’ଣ କହିଲେ…

ଭୁବନେଶ୍ୱର: ଅପ୍ରେଲ ୮ ତାରିଖରେ ମହାକାଶରେ ଦୃଶ୍ୟମାନ ହେବାକୁ ଯାଉଛି ପୂର୍ଣ୍ଣ ସୂର୍ଯ୍ୟପରାଗ । ଦିନରେ ଘୋଟିଯିବ ଅନ୍ଧକାର । ସୂର୍ଯ୍ୟପରାଗ କେଉଁ କେଉଁ ଦେଶରେ ଦୃଶ୍ୟମାନ ହେବ ଏବଂ ଏହା ହେବାର କାରଣ କଣ ହୋଇଥାଏ ଆସନ୍ତୁ ଜାଣିବା ବୈଜ୍ଞାନିକଙ୍କ ମତ ଅନୁସାରେ, ଆସନ୍ତାକାଲି ହେବାକୁ ଯାଉଥିବା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଦାରୁବ୍ରହ୍ମ ଓ ଗୁରୁବ୍ରହ୍ମ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରମ ଆରାଧ୍ୟ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ କଥା କହିବା ସହ ମୋର ପୂଜ୍ୟ ଦୀକ୍ଷା ଗୁରୁ ସ୍ୱାମୀ ଚେତନାନନ୍ଦ ସରସ୍ବତୀଙ୍କ ବ୍ରହ୍ମଲିନ ହେବାପରର କାର୍ଯ୍ୟକ୍ରମରେ ବ୍ୟସ୍ତ ଥିଲି । ଏତେ ଦିନ ଧରି ମୋର…