Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ନବଦୁର୍ଗା: କାତ୍ୟାୟନୀ ବେଶରେ ପୂଜା ପାଉଛନ୍ତି ମା’

ଭୁବନେଶ୍ଵର: ପୀଠେ ବିରାଜିତ ମହାମାୟା । ଆଜି ମଣ୍ଡପରେ ମାଆଙ୍କ ଷଷ୍ଠୀ ପୂଜା ହେଉଥିବା ବେଳେ ପୀଠରେ ସପ୍ତମୀ ପୂଜା ପାଳନ ହେଉଛି । ଜଗତଜନନୀଙ୍କ ଆଗମନ ପାଇଁ ସବୁଠି ଉତ୍ସବର ପରିବେଶ । ବେଲଗଛ ମୂଳେ ଷଷ୍ଠୀ ପୂଜା କରାଯିବା ପରେ ମା’ଙ୍କୁ ମଣ୍ଡପକୁ ଆବାହନ କରାଯିବ । ନଦୀରୁ ପବିତ୍ର ଜଳ ଅଣାଯାଇ…

ଆସୁଛନ୍ତି ମହାମାୟା, ଆଜି ପୀଠରେ ସପ୍ତମୀ, ମଣ୍ଡପରେ ମାଆଙ୍କ ଷଷ୍ଠୀ ପୂଜା

ଭୁବନେଶ୍ଵର: ଆସୁଛନ୍ତି ମହାମାୟା । ଆଜି ପୀଠରେ ମାଆଙ୍କ ସପ୍ତମୀ ପୂଜା, ମଣ୍ଡପରେ ପାଳନ ହେବ ଷଷ୍ଠୀ ପୂଜା । ଜଗତଜନନୀଙ୍କ ଆଗମନ ପାଇଁ ସବୁଠି ଉତ୍ସବର ପରିବେଶ । ବେଲଗଛ ମୂଳେ ଷଷ୍ଠୀ ପୂଜା କରାଯିବା ପରେ ମା’ଙ୍କୁ ମଣ୍ଡପକୁ ଆବାହନ କରାଯିବ । ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ମା’ଙ୍କୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଫାଲଗୁନ ମାସର ପର୍ବପର୍ବାଣୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଗୋଟିଏ ବର୍ଷ ମଧ୍ୟରେ ପାଳିତ ହେଉଥିବା ସମସ୍ତ ପର୍ବ ପର୍ବାଣୀ ବିଷୟରେ ଆଲୋଚନା ଜାରି ରହିଛି। ବର୍ତ୍ତମାନ ଆମେ ଫାଲଗୁନ ମାସ କଥା…

ପ୍ରତି ୭୬-୭୯ ବର୍ଷରେ ଥରେ ଆସେ ହେଲି ଧୂମକେତୁ, ଆକାଶରେ ହେବ ଉଲକା ବର୍ଷା !

ନୂଆଦିଲ୍ଲୀ: ଫେରିବ କି ହେଲି ଧୂମକେତୁ ? ଆକାଶରେ ହେବ କି ଉଲକା ବର୍ଷା ? ଯଦି ସତରେ ହେଲି ଧୂମକେତୁ ଫେରେ ତେବେ ରବିବାର କିମ୍ବା ସୋମବାର ସକାଳେ ଆକାଶରେ ହେବ ଉଲକା ବର୍ଷା। ପ୍ରତି ୭୬ ରୁ ୭୯ ବର୍ଷରେ ଥରେ ଆସେ ଏହି ହେଲି ଧୂମକେତୁ। ଏପରି ହେଲେ, ହେଲି ଧୂମକେତୁ ପରି ସମଗ୍ର ଆକାଶ ଆଲୋକିତ…

ଶକ୍ତିପୀଠର କାହାଣୀ: ଶ୍ରୀମନ୍ଦିର ଚତୁର୍ଭୁଜା ଦେବୀ ମା’ ବିମଳା

ଭୁବନେଶ୍ଵର: ମା’ ଆସୁଛନ୍ତି । ଖୁସିରେ ନାଚୁଛି ଧର। । ହସୁଛି କାସତଣ୍ଡି ଫୁଲ । ଆରମ୍ଭ ହୋଇଛି ମା’ଙ୍କ ନବଦିନାତ୍ମକ ପୂଜା । ସମସ୍ତ ଶକ୍ତିପୀଠରେ ଚାଲିଛି ନବରାତ୍ର ପୂଜା । ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ । ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ପରିବେଶ । ଷୋଡ଼ଶ ଉପଚାରରେ…

ନବଦୁର୍ଗା: ସ୍କନ୍ଦମାତା ବେଶରେ ପୂଜା ପାଉଛନ୍ତି ମା’

ଭୁବନେଶ୍ଵର: ଖିଲିଖିଲି ହସୁଛି କାଶତଣ୍ଡି ଫୁଲ । ଏବେ ଖାଲି ଅପେକ୍ଷା ମା'ଙ୍କ ଆଗମନକୁ । ଆଉ ଦିନ କେଇଟା ପରେ ଦୁର୍ଗାପୂଜା । ଧରାବତରଣ କରିବେ ମା' ଦୁର୍ଗତିନାସିନି ଦୂର୍ଗା । ସେଥିପାଇଁ ଏବେ ସମସ୍ତ ଦେବୀ ପୀଠରେ ମା ଙ୍କ ନବରାତ୍ରୀ ପୂଜା । ଏହି ଅବସରରେ ସକାଳୁ ବିଭିନ୍ନ ଦେବୀ ପୀଠ ମାନଙ୍କରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ମାଘ ମାସର ପର୍ବପର୍ବାଣୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ମାସରେ ବିଭିନ୍ନ ପର୍ବପର୍ବାଣୀ ବିଷୟରେ ଆଲୋଚନା ଜାରି ରହିଛି। ଏହି କ୍ରମରେ ଆଜି ଆଲୋଚନା କରିବା ମାଘ ମାସ ବିଷୟରେ । ଶ୍ରୀ ପଞ୍ଚମୀ ବା ବସନ୍ତ…

ଅଜବ ଗାଡ଼ି: ଆଗରୁ ଟ୍ରାକ୍ଟର, ପଛରୁ ଦେଖିଲେ ବସ୍‌; ଭିଡ଼ିଓ ଭାଇରାଲ

ଆଜିକାଲି ସୋସିଆଲ ମିଡ଼ିଆରେ ଅଜବ ଅଜବ ଭିଡ଼ିଓସବୁ ଦେଖିବାକୁ ମିଳୁଛି । ଯାହାକୁ ଦେଖିଲେ ବି ଆମକୁ ବିଶ୍ୱାସ କରିବା କଷ୍ଟକର ହୋଇପଡ଼େ । ଏବେ ଠିକ୍ ସେମିତି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ରାସ୍ତାରେ ଯାଉଥିବା ଏକ ଗାଡ଼ିର…

୧୬ ସନ୍ତାନର ମା’ହେଲେଣି ମହିଳା, ଏବେ ଅଛନ୍ତି ଗର୍ଭବତୀ, ଆଗକୁ ଆହୁରି ଇଛା

ନ୍ୟୁୟର୍କ: ମା’ ହେବାର ଅନୁଭୂତି ପ୍ରତ୍ୟେକ ମହିଳାଙ୍କ ପାଇଁ ସ୍ୱତନ୍ତ୍ର । କିନ୍ତୁ ଏହି ଅଭିଜ୍ଞତା ମଧ୍ୟ ବହୁତ କଷ୍ଟକର । ଗର୍ଭଧାରଣ ସମୟ ଏବଂ ତା’ପରେ ପିଲାମାନଙ୍କୁ ବଢାଇବା ଆଦୌ ସହଜ ନୁହେଁ । ଗର୍ଭାବସ୍ଥାରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଘଟେ । ଏହି କାରଣରୁ, ଅନେକ ମହିଳା ଗୋଟିଏ…

ଦୁନିଆର ସବୁଠାରୁ ବୟସ୍କା ସୁପର ମଡ଼େଲ

କଥାରେ ଅଛି ବୟସ କେବଳ ଏକ ସଂଖ୍ୟା । ବଢୁଥିବା ବୟସରେ ଅନେକ ଲୋକ ହତାଶ ହୋଇ ନିଜ ଜୀବନକୁ ପରିସ୍ଥିତି ଉପରେ ଛାଡିଦିଅନ୍ତି । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ବୟସକୁ ଏକ ସଂଖ୍ୟା ଭାବରେ ବିବେଚନା କରିବା ସହ ନିଜ ସଉକରେ ଆଗକୁ ବଢିବାକୁ ପସନ୍ଦ କରନ୍ତି । ଜଣେ ବୃଦ୍ଧା ୯୫ ବର୍ଷ ବୟସରେ ବି…