Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ୱାଗନଆରର ପ୍ରତ୍ୟେକ ମଡେଲରେ ୬-ଏୟାରବ୍ୟାଗ୍ ସୁରକ୍ଷା

ହାଇଦ୍ରାବାଦ:ଭାରତର ସର୍ବାଧିକ ବିକ୍ରି ହେଉଥିବା କାର ମାରୁତି ସୁଜୁକି ୱାଗନଆର (Maruti Suzuki WagonR)ଏବେ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ହୋଇଯାଇଛି। ଏବେ ମାରୁତି ୱାଗନଆରର ପ୍ରତ୍ୟେକ ମଡେଲରେ ଛଅଟି ଏୟାରବ୍ୟାଗ ରହିବ। ଗତ ୪ ଆର୍ଥିକ ବର୍ଷ ଧରି ଭାରତୀୟ ବଜାରରେ ମାରୁତି ୱାଗନଆର…

ଯଦି ରାତିସାରା ୧.୫ ଟନ୍ ଏସି ଚଲାଯାଏ ତେବେ ବିଦ୍ୟୁତ୍ ବିଲ୍ କେତେ ହେବ? ଜାଣନ୍ତୁ

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ପ୍ରବଳ ଗରମ ଆରମ୍ଭ ହୋଇଯାଇଛି । ଦିଲ୍ଲୀ ଏନସିଆରରେ ପାରଦ ୪୦ ଅତିକ୍ରମ କରିଛି । ଏପରି ପରିସ୍ଥିତିରେ ଏବେ ଘରେ ଏସି ବିନା ରହିବା କଷ୍ଟକର ହୋଇଯିବ । ସାଧାରଣତଃ ଅଧିକାଂଶ ଲୋକ ୧.୫ ଟନ୍ ଏସି ଲଗାନ୍ତି । ତଥାପି, ଆପଣଙ୍କ ବେଡରୁମ ଆକାର ଅନୁସାରେ ଏସି ଲଗାଇବା…

ଜଙ୍ଗଲ ଭିତରେ ବାଘ ମୁହଁରୁ ରକ୍ଷା କରନ୍ତି ଏହି ଦେବୀ, ଭିନ୍ନ ଏକ ଅଲୌକିକ ଘଟଣା

ପଶ୍ଚିମବଙ୍ଗ ଓ ବଙ୍ଗଳାଦେଶ ସୀମାରେ ରହିଛି ସୁନ୍ଦରବନ, ବିଶ୍ୱର ସର୍ବବୃହତ ସୁନ୍ଦରୀ ଜଙ୍ଗଲ ଭାବେ ପରିଚିତ, କେବଳ ତା’ର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ରୟାଲ ବେଙ୍ଗଲ ଟାଇଗର ପାଇଁ ନୁହେଁ, ବରଂ ମାଁ ବନବିବିଙ୍କ ଅଲୌକିକ ଉପସ୍ଥିତି ଓ ଘଟଣାଗୁଡ଼ିକ ପାଇଁ ମଧ୍ୟ ଚର୍ଚ୍ଚିତ। ଏହି ଅଞ୍ଚଳର ଲୋକଙ୍କ…

ଓଡ଼ିଶାରେ ରହିଛି ଏସିଆ ମହାଦେଶର ବୃହତ୍ତମ ଶିବଲିଙ୍ଗ, ରାବଣ ଏଇଠି କରିଥିଲେ ଭୁଲ

ବାଲେଶ୍ୱର: ଓଡ଼ିଶାରେ ରହିଛି ଏସିଆ ମହାଦେଶର ବୃହତ୍ତମ ଶିବଲିଙ୍ଗ। ବାଲେଶ୍ଵର ଭୋଗରାଇରେ ରହିଛି ଏହି ଶିବ ଲିଙ୍ଗ। ଯାହା ବାବା ଭୁଷଣ୍ଡେଶ୍ୱର ମନ୍ଦିର ନାଁରେ ସମସ୍ତେ ଜାଣନ୍ତି। ଏହି ମନ୍ଦିରରେ ଥିବା ଶିବଲିଙ୍ଗର ଲମ୍ବ ୧୨ ଫୁଟ ଏବଂ ଚଉଡ଼ା ୧୪ ଫୁଟ ଅଟେ, ଯାହାକୁ ଏକ କଳା ଗ୍ରାନାଇଟ ପଥରରେ…

ଯାତ୍ରା ସମୟରେ ଏହିସବୁ ଦେଖିଲେ ଶୁଭ…

ଭୁବନେଶ୍ବର: ଯାତ୍ରା ପାଇଁ ଘରୁ ବାହାରିବା ପୂର୍ବରୁ ଭଗବାନଙ୍କୁ ପ୍ରଣାମ ହୋଇ ଗୁରୁଜନଙ୍କ ଆଶୀର୍ବାଦ ନେଇ ଘରୁ ବାହାରିବା କଥା ଆମେ ଶୁଣି ଆସିଛୁ । ଏପରି କରିବା ମଧ୍ୟ ଉଚିତ୍ । କୁହାଯାଏ ଯେ ଭଗବାନଙ୍କୁ ପ୍ରଣାମ କରି ବାହାରିଲେ ସବୁ କାମ ଶୁଭ ହୋଇଥାଏ। ସେହିପରି ଜ୍ୟୋତିଷଶାସ୍ତ୍ରରେ ଏପରି…

ଧଳା ନୁହେଁ ବ୍ରାଉନ୍ ସୁଗାର ବ୍ୟବହାର କରନ୍ତୁ..

ଭୁବନେଶ୍ବର:ଆମେମାନେ ସାଧରଣଭାବେ ଘରେ ଧଳା ଚିନିକୁ ବ୍ୟବହାର କରିଥାଉ । କିନ୍ତୁ ଜାଣିଛନ୍ତି କି ବ୍ରାଉନ୍ ଚିନି ଧଳା ଚିନି ଠାରୁ ବେଶ୍ ଭଲ । ହଁ ଆଜ୍ଞା ଧଳା ଚିନି ବିଶୋଧିତ ହୋଇଥାଏ ଯାହା ମୋଟାପଣ, ହୃଦ ରୋଗ, ଟାଇପ୍-୨ ମଧୁମେହ, ଯକୃତ ରୋଗ,ଷ୍ଟ୍ରେସ୍ ଭଳି ଅନେକ ସମସ୍ୟା ସୃଷ୍ଟି କରିପାରେ।…

ବ୍ରେନ ଟ୍ୟୁମର କାହିଁକି ହୁଏ?

ଭୁବନେଶ୍ବର: ବ୍ରେନ ଟ୍ୟୁମର ହେଲେ ମସ୍ତିଷ୍କ କୋଷିକାଗୁଡିକ ଅସ୍ବାଭାବିକ ଭାବେ ବୃଦ୍ଧି ହୋଇଥାଏ । ଏହି ଗମ୍ଭୀର ରୋଗ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କମାନଙ୍କ ମଧ୍ୟରେ ଦେଖାଯାଇପାରେ । ତେବେ ବ୍ରେନ ଟ୍ୟୁମର ହେଲେ କ୍ୟାନ୍ସର ହେବାର ଆଶଙ୍କା ବଢିଯାଏ । ଜାଣି ରଖନ୍ତୁ ବ୍ରେନ ଟ୍ୟୁମର ଦୁଇ…

ଭାରତର କିଛି ରହସ୍ୟମୟ ସ୍ଥାନ, ଯେଉଁଠି ବୈଜ୍ଞାନିକ ବି ତାଜୁବ ହୋଇଛନ୍ତି

ଭାରତ, ଯାହା ତାର ସଂସ୍କୃତି, ଇତିହାସ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବିଶ୍ୱବିଖ୍ୟାତ । କେବଳ ଏତିକି ନୁହେଁ ଅନେକ ରହସ୍ୟମୟ ସ୍ଥାନରେ ଭରପୂର ଭାରତ ଯାହା ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ଓ ଐତିହାସିକଙ୍କ ପାଇଁ ରୋଚକ ହୋଇ ରହିଛି। ଏହି ସ୍ଥାନଗୁଡ଼ିକରେ ଲୁଚି ରହିଥିବା ଏମିତି କିଛି ରହସ୍ୟ ଯାହା…

ରାତି ଅଧରେ ଚିିଲିକା ମଝିରୁ ଅଜଣା ଚିତ୍କାର ! ହଠାତ୍ ଜଳିଉଠୁଛି ଆଲୁଅ…

ଓଡ଼ିଶାର ପ୍ରସିଦ୍ଧ ଚିଲିକା ହ୍ରଦ, ଯାହା ଏସିଆର ସବୁଠାରୁ ବଡ଼ ଲବଣଯୁକ୍ତ ଜଳାଶୟ ଭାବେ ପରିଚିତ, ଅନେକ ରହସ୍ୟମୟ ଓ ଆକର୍ଷଣୀୟ ଦ୍ୱୀପରେ ଭରପୂର। ଏହା ମଧ୍ୟରେ ଭୂତୁଡ଼ି ଦ୍ୱୀପ ଅନେକ ରହସ୍ୟମୟ ଘେରରେ ରହିଛନ୍ତି। ଏହି ଦ୍ୱୀପ ଚିଲିକା ହ୍ରଦର ମଝିରେ ରହିଛି, ଯାହା ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ…

ଅଫରୋଡ୍‌ ଫିଚର ସହ KTMର ଏହି ବାଇକ୍ ହେବ ଲଞ୍ଚ; ଜାଣନ୍ତୁ ପ୍ରାଇସ..

ନୂଆଦିଲ୍ଲୀ: KTM ଭାରତୀୟ ବଜାରରେ ଏହାର ନୂତନ ବାଇକ୍ 390 Enduro R ଲଞ୍ଚ କରିବାକୁ ପ୍ରସ୍ତୁତ। ଏହି ବାଇକଟି ୩୯୦ ଆଡଭେଞ୍ଚରର ନୂତନ ଜେନେରେସନ ମଡେଲ ପରି । ଏହା ଏକ ଅଫ୍‌-ରୋଡ୍‌ କେନ୍ଦ୍ରିତ ବାଇକ ହୋଇଥିବାବେଳେ ଏଥିରେ ନୂଆ KTM 390 Adventureର ଅଧିକାଂଶ ପାର୍ଟକୁ ବ୍ୟବହାର କରାଯାଇଛି ।…