Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କୋଣାର୍କ ମହୋତ୍ସବର ୨ୟ ସନ୍ଧ୍ୟା; ଶାସ୍ତ୍ରୀୟ ମଣିପୁରୀରେ ଶ୍ୱାସତ ପ୍ରେମ ପରିବେଷକୁ କଲା ଆବେଗମୟ

କୋଣାର୍କ : ଓଡ଼ିଶା ପର୍ଯ୍ୟଟନ ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ କ୍ଷ୍ୟାତି ସମ୍ପନ୍ନ କୋଣାର୍କ ଉତ୍ସବର ଦ୍ୱିତୀୟ ସଂଧ୍ୟା ନୈସର୍ଗିକ ସୁଷମା ଓ ଅପ୍ରାକୃତ ପ୍ରେମର ଭାବଧାରାକୁ ସ୍ପଷ୍ଟ କରିଥିଲା ବେଳେ ନୃତ୍ୟଶିଳ୍ପୀଙ୍କ ନିଖୁଣ ନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା । କୋଭିଡ଼ କଟକଣାର ଅନୁପାଳନରେ…

ଲୁପ୍ତ ପ୍ରାୟ ପାରମ୍ପରିକ ଲୋକନୃତ୍ୟ ‘ତାମସା’ ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର,…

ଆସନ୍ତା ସପ୍ତାହରୁ ରୁଷିଆରେ ଗଣଟିକାକରଣ, ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି

ମସ୍କୋ: କରୋନା ଲଢେ଼ଇ ଭିତରେ ଗୋଟିଏ ପରେ ଗୋଟିଏ ଖୁସି ଖବର। ଏବେ ଖୁସି ଖବର ଦେଇଛି ଋଷ୍। ଆସନ୍ତା ସପ୍ତାହରୁ ରୁଷିଆରେ ଆରମ୍ଭ ହେବ ଟିକାକରଣ ଅଭିଯାନ। ଏନେଇ ଆଜି ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମର ପୁଟିନ। ଇଂଲଣ୍ଡ ଓ ଋଷିଆରେ ଏକାସଙ୍ଗେ ଆରମ୍ଭ ହେବ ଟିକାକରଣ। ଆସନ୍ତା କିଛି…

ଖୁବ୍‌ ଶୀଘ୍ର ସାଧାରଣ ଲୋକଙ୍କୁ ବି ମିଳିବ କରୋନା ଟୀକା; ବ୍ରିଟେନରେ ‘ପିଫାଇଜର୍‌ ବାୟୋନ୍‌ଟେକ୍‌’…

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁଁ ବିଶ୍ୱବାସୀ ଭୟଭୀତ ହୋଇପଡିଛନ୍ତି। କରୋନା ସଂକ୍ରମଣ ବଢିବା ସହିତ କରୋନା ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ, ବିଶ୍ୱବାସୀ ଉତ୍ସାହର ସହ କରୋନା ଟିକାକୁ ଅପେକ୍ଷା କରିଛନ୍ତି। ଏଥି ସହିତ, ଲୋକଙ୍କ ଏହି…

କରୋନାର କରାଳ ରୂପ; ବିଶ୍ୱରେ କରୋନା ସଂକ୍ରମଣ ସଂଖ୍ୟା ୬.୪ କୋଟି ପାର୍‌

ନୂଆଦିଲ୍ଲୀ: ସାରା ବିଶ୍ୱରେ ସାଂଘାତିକ ଭାବରେ କରୋନା ଭୂତାଣୁ ସଂକ୍ରମଣ ବଢିବାରେ ଲାଗିଛି। ବିଶ୍ୱର‌େ ଏପର୍ଯ୍ୟନ୍ତ କରୋନା ଜନିତ ସଂକ୍ରମଣ ୬.୪ କୋଟି ପାର୍‌ କରିଥିବା ବେଳେ ଏପର୍ଯ୍ୟନ୍ତ ୧୪.୬ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ବିଶ୍ୱର‌େ ମୋଟ କରୋନା ମାମଲା ୬ କୋଟି ୪୧…

ଦେଶରେ ଲକ୍ଷେ ୩୮ ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା କାୟା ନିୟନ୍ତ୍ରଣ ଭିତରେ ରହିଛି । ଯଦିଓ ନିର୍ଦ୍ଦିଷ୍ଟ ଭାବରେ କିଛି ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୬ହଜାର ୬୦୪ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୯୪ଲକ୍ଷ ୯୯ହଜାର ୪୨୪କୁ ବୃଦ୍ଧି ପାଇଛି…

ହିନ୍ଦୁ ଧର୍ମରେ ମାର୍ଗଶିର ମାସର ବୈଶିଷ୍ଟ୍ୟ…

ଭୁବନେଶ୍ୱର: ହିନ୍ଦୁ ଧର୍ମ ଅନୁସାରେ ବର୍ଷର ନବମ ମାସ ହେଲା ମାର୍ଗଶିର ମାସ । ପୁରାଣ ଅନୁଯାୟୀ, ମାର୍ଗଶିର ମାସରେ ବ୍ରତ ଆଦି କଲେ ଭଗବାନଙ୍କ କୃପା ଲାଭ ହୋଇଥାଏ ।ଏହି ମାସରେ ବ୍ରତ, ପୂଜା ଆଦି କଲେ ଭଗବାନ ଶ୍ରୀ କୃଷ୍ଣଙ୍କ କୃପା ପ୍ରାପ୍ତି ହୋଇଥାଏ ।କାର୍ତ୍ତିକ ପରି ଏହି ମାସର ମଧ୍ୟ ରହିଛି…

ଭାରତରେ ଋଷ ଭ୍ୟାକସିନ୍ ସ୍ପୁଟନିକ୍-୫ର କ୍ଲିନିକାଲ ଟ୍ରାଏଲ

ନୂଆଦିଲ୍ଲୀ: ଋଷ ଭ୍ୟାକସିନ୍ ସ୍ପୁଟନିକ୍-୫ର କ୍ଲିନିକାଲ ଟ୍ରାଏଲ ଭାରତରେ ଆରମ୍ଭ ହୋଇଛି । ଡକ୍ଟର ରେଡ୍ଡିଜ୍ ଲାବରୋଟୋରିଜ୍ ଲିମିଟେଡ ଓ ଆରଡିଆଇଏଫ୍ ଏନେଇ ଘୋଷଣା କରିଛନ୍ତି । ସେଣ୍ଟ୍ରାଲ ଫାର୍ମାସ୍ୟୁଟିକାଲ ଲାବ୍ରୋଟାରୀରୁ ଜରୁରୀ ଅନୁମତି ପାଇବା ପରେ କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଥିବା…

ଆରମ୍ଭ ହେଲା କୋଣାର୍କ ମହୋତ୍ସବ; ପ୍ରଥମ ସନ୍ଧ୍ୟାରେ ଓଡ଼ିଶୀ ଓ ଭାରତନାଟ୍ୟମରେ ଶିବ ଆରାଧନା

କୋଣାର୍କ: ଓଡ଼ିଶା ପର୍ଯ୍ୟଟନ ବିଭାଗ ନିବେଦିତ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ସହଯୋଗରେ ଆୟୋଜିତ କୋଣାର୍କ ଉତ୍ସବ ୨୦୨୦ ଉଦ୍‍ଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ଼ିଜିଟାଲ ମୋଡ୍‍ରେ ଶୁଭ ଉଦ୍‍ଘାଟନ କରି କୋଣାର୍କ ଉତ୍ସବର ସଫଳତା କାମନା…

ଓଡ଼ିଶାରୁ ସୁସ୍ଥ ହେଲେ ୬୬୯ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୬୬୯ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। https://twitter.com/HFWOdisha/status/1333757734416642048?s=19…