Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ରାଜ୍ୟରୁ ୩୭୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହାର ୯୮%

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କରୋନା କାୟା କମୁଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଖସୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ୩୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୧୫ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୬୨ଟି । ୨୭ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ନୂଆ…

ବିଶ୍ୱ କରୋନା; ୨୪ ଘଣ୍ଟାରେ ୬.୭୫ ଲକ୍ଷ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ରେକର୍ଡ ସ୍ତରରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୬.୭୫ ଲକ୍ଷ ନୂଆ ମାମଲା ରେକର୍ଡ ହୋଇଛି ଏବଂ ୧୨,୬୪୩ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ସର୍ବାଧିକ କ୍ଷତି ସହିଛି।…

ଦେଶରେ ୯୫ ଲକ୍ଷ କରୋନା ସଂକ୍ରମିତ, ସୁସ୍ଥ ହେଲେଣି ୯୦ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ଆକ୍ଟିଭ କେସ୍ । ଦୈନିକ ସଂକ୍ରମଣ କମ୍, ସୁସ୍ଥ ହେଉଛନ୍ତି ଅଧିକ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୩୬ହଜାର ୫୯୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୪୨ହଜାର ୯୧୬ ସଂକ୍ରମିତ । ଦେଶରେ କରୋନା ପଜିଟିଭ୍ ସଂଖ୍ୟା ୯୫ଲକ୍ଷ ୭୧ହଜାର…

ଦେଶରେ କରୋନା ସ୍ଥିତି ନେଇ ଆଜି ସର୍ବଦଳୀୟ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି କ'ଣ ରହିଛି ? ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସୁଛି ସର୍ବଦଳୀୟ ବୈଠକ । କୋଭିଡ୍ ସ୍ଥିତି ସମ୍ପର୍କରେ ସବୁ ଦଳର ନେତାଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଏହାସହ କେନ୍ଦ୍ର ସରକାରଙ୍କ ଭ୍ୟାକସିନ୍ ପ୍ଲାନ ସମ୍ପର୍କରେ ବି…

କୋଣାର୍କ ଉତ୍ସବର ତୃତୀୟ ସଂଧ୍ୟା: ଓଡ଼ିଶୀ ଓ କୁଚିପୁଡ଼ିରେ ନାଚରେ ଦୁଲୁକିଲା ମଞ୍ଚ 

କୋଣାର୍କ: ଅର୍କକ୍ଷେତ୍ର କୋଣାର୍କର ମୁକ୍ତାକାଶ ମଞ୍ଚରୁ ଶିବଲୀଳାର ପ୍ରସଙ୍ଗ ସହ ବର୍ଷା ଅଭିସାରର ଅଭିନୟ ବର୍ଷୀ ଯାଇଥିବା ବେଳେ ଚନ୍ଦ୍ରଭାଗା ବେଳାଭୂମିରେ ପର୍ଯ୍ୟାବରଣ, ବନ୍ୟଜନ୍ତୁ ସଂରକ୍ଷଣ ଓ କୋରନା ସଚେତନତାର ବର୍ତ୍ତା ଦେଉଥିଲା ବାଲୁକାକଳା ପରିପାଟୀ ।କୋଣାର୍କ ଉତ୍ସବର ତୃତୀୟ ସଂଧ୍ୟା…

ଓଡ଼ିଶାର ତାଳପତ୍ର ପୋଥି ପାଣ୍ଡୁଲିପି ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ସମଗ୍ର ବିଶ୍ୱରେ ଭାରତ ସର୍ବାଧିକ ପୋଥି ପାଣ୍ଡୁଲିପିର ଗନ୍ତାଘର । ଏହି ପାଣ୍ଡୁଲିପିଗୁଡିକ ଭାରତର ବିଭିନ୍ନ ଭାଷାରେ ଧର୍ମ, ଦର୍ଶନ, ବିଜ୍ଞାନ, କଳା ଓ ସାହିତ୍ୟ ଇତ୍ୟାଦି ବିଷୟରେ ଲିଖିତ ହୋଇଅଛି । ଏଗୁଡିକ ତାଳପତ୍ର, କାଠ, କାଗଜ, ପଥର, ବାଉଁଶପତ୍ର, ରୂପା, ପିତ୍ତଳ, ବକ୍କଳ ଓ…

ଓଡ଼ିଶାରୁ ସୁସ୍ଥ ହେଲେ ୬୨୯ କରୋନା ରୋଗୀ; ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୬୨୯ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। https://twitter.com/HFWOdisha/status/1334497832481349632?s=19 ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।…

କରୋନା ଟିକା ନେବେ ପୂର୍ବତନ ରାଷ୍ଟ୍ରପତି, ଟିଭିରେ ହେବ ଲାଇଭ୍ !

ଓ୍ୱାସିଂଟନ୍: ଲୋକଙ୍କ ପାଖରେ ପହଞ୍ଚିବ କରୋନା ଭ୍ୟାକସିନ୍ । ଏନେଇ ବିଭିନ୍ନ ଦେଶ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଲୋକଙ୍କ କରୋନା ଟିକା ନେବା ସମୟ ଆସିଗଲାଣି । ବ୍ରିଟେନରେ କିଛି ଦିନରେ ଟୀକାକରଣ କରାଯିବ । ଫାଇଜର ଭ୍ୟାକସିନ୍ ବ୍ୟବହାର କରିବା ପାଇଁ ବ୍ରିଟେନ ସରକାର ଅନୁମତି ଦେଇଛନ୍ତି ।…

ଭାରତରେ କେବେ ମିଳିବ କରୋନା ଭ୍ୟାକସିନ; ଉତ୍ତର ଦେଲେ ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଭାରତରେ କରୋନା ଟିକା ମିଳିବା ନେଇ ଖୁସି ଖବର ଦେଇଛନ୍ତି ଏମ୍ସ ଦିଲ୍ଲୀର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ। ସେ ସୂଚନା ଦେଇ କହିଛନ୍ତି ଯେ ଭାରତରେ କରୋନା ଟିକା ପରୀକ୍ଷା ଶେଷ ପର୍ଯ୍ୟାୟରେ ଅଛି। ଏହି ମାସ ଶେଷ କିମ୍ବା ଆସନ୍ତା ମାସ ଆରମ୍ଭରେ ସଫଳତା ମିଳିବାର ଆଶା ରହିଛି।…

ଆରମ୍ଭ ହେଲା ମାର୍ଗଶିର ମାସର ମାଣବସା ଗୁରୁବାର ପୂଜା

ଭୁବନେଶ୍ୱର: ଆରମ୍ଭ ହୋଇଛି ଓଡ଼ିଆ ଘରର ମାଣବସା ଓଷା । ଏହା ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ । ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ୟ ପୂଜା କରାଯାଏ । ମାର୍ଗଶିର ମାସରେ ଓଡ଼ିଆ ସାଧବା ନାରୀମାନେ ଏହି ଓଷା ପାଳନ କରିଥାନ୍ତି । ଏହି ପୂଜା ଅନ୍ୟ ଦେଶ…