Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ରାଜ୍ୟରେ ୨୪ ଘଣ୍ଟାରେ ପରୀକ୍ଷଣ ହୋଇଛି ୫୧ ହଜାରରୁ ଉର୍ଦ୍ଧ୍ବ ନମୁନା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୫୧ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୫୧,୮୨୪ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୪୨,୩୬୬ ଜଣଙ୍କର ଆଣ୍ଟିଜେନ, ୯୩୫୨ ଟି ଆରଟିପିସିଆର୍ ଓ ୧୦୬ ଟି ଟ୍ରୁନଟ୍‌ ପରୀକ୍ଷା…

କିପରି କରିବେ ନିଜ ମନକୁ ଆୟତ୍ତ…

ଭୁବନେଶ୍ୱର: ମନକୁ ଜୟ କରିବା ନିମନ୍ତେ ୫ଟି ମୁଖ୍ୟ ପ୍ରୟୋଗ କରାଯାଇଥାଏ । ଅନ୍ୟାନ୍ୟ ସାଧନା ଏହି ୫ଟି ପ୍ରୟୋଗ ଭବା ବା ବିଭକ୍ତ ନିମନ୍ତେ ଉଦ୍ଦିଷ୍ଟ । ସଠିକ୍ ଜ୍ଞାନ: ପ୍ରକୃତି ସମାଜ ଚଳଣି ଆବଶ୍ୟକତା, ଇନ୍ଦ୍ରିୟଗୁଡିକର ପ୍ରଭାବ ଆଦି ମନକୁ ନିୟନ୍ତ୍ରଣ କରିବା ଆବଶ୍ୟକତା ରହିଛି , ଏସବୁ…

ଆଜି ମହାଳୟା; କାହିଁକି ଓ କିପରି ହୁଏ ପାଳନ, ଜାଣନ୍ତୁ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା। ଆଜି ଦିନରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିବାର ପରମ୍ପରା ରହିଛି। ଆଶ୍ଵିନ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ମହାଳୟା ପଡିଥାଏ । ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ…

ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ସୁସ୍ଥ, ଡିସଚାର୍ଜ ହେଲେ ୪୧୨୧ କରୋନା ରୋଗୀ

ଭୁବନେଶ୍ୱର: ଆଜି ଗୋଟିଏ ଦିନରେ ରାଜ୍ୟରେ ଦୁଇଟି ବଡ ରେକର୍ଡ । ଗତ ୨୪ ଘଂଟାରେ ୪୨୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେହି ଅନୁପାତରେ ସୁସ୍ଥ ହୋଇଛନ୍ତି ରୋଗୀ । ଆଜି ରାଜ୍ୟରୁ ୪୧୨୧ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା…

ଭୁବନେଶ୍ୱରରୁ ଆଜି ଆଉ ୩୬୨ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ପୁଣି ରାଜଧାନୀ ଭୁବନେଶ୍ୱରରୁ ବାହାରିଛନ୍ତି ପଜିଟିଭ । ଭୁବନେଶ୍ୱର ମହାନଗର ନିଗମରୁ ୩୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୁଧବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୭୬ ଜଣ ରହିଥିବା ବେଳେ ୨୮୬ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୪୦୬ ଜଣ…

‘ଉପଯୁକ୍ତ ମେଡିକାଲ ବ୍ୟବସ୍ଥା ସହ ଟ୍ୱିନସିଟିକୁ ଆସନ୍ତୁ କରୋନା ରୋଗୀ’

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଥିସହ କଟକରେ ମଧ୍ୟ ସମାନ ସ୍ଥିତି ରହିଛି । ଟ୍ୱିନସିଟିରେ ଦିନକୁ ଦିନ କରୋନା ପ୍ରକୋପ ଦ୍ରୁତ ଗତିରେ ବଢ଼ିଛି । ଏହାମଧ୍ୟରେ ଟ୍ୱିନ୍‌ ସିଟିକୁ ଆସୁଥିବା କୋଭିଡ୍‌ ରୋଗୀଙ୍କୁ ପରାମର୍ଶ…

ଡିସିପିଙ୍କୁ ଜଣାଅ ମୂର୍ତ୍ତିର ଉଚ୍ଚତା: ହାଇକୋର୍ଟ

କଟକ: କଟକରେ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ନେଇ ହାଇକୋର୍ଟରେ ହୋଇଥିବା ମାମଲାର ଆଜି ଶୁଣାଣି ହୋଇଛି । କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ପୂଜା କମିଟି ମୂର୍ତିର ଉଚତା ନେଇ ଡିସିପିଙ୍କୁ ଜଣାଇବେ । ଆଜି ସନ୍ଧ୍ୟା ୭ଟା ସୁଦ୍ଧା ପ୍ରତ୍ୟେକ କମିଟି ସେମାନେ କରିଥିବା ମୂର୍ତିର ଉଚତା ନେଇ…

ବିନା ଭକ୍ତରେ ହେବ ମାଣିକେଶ୍ୱରୀଙ୍କ ଛତର ଯାତ୍ରା

ଭବାନୀପାଟଣା: ଏଥର ବିନା ଭକ୍ତରେ ହେବ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା । କୋଭିଡ ଗାଇଡଲାଇନ୍ ଅନୁସାରେ ପୁଜାରୀ ଓ ସହଯୋଗୀଙ୍କୁ ନେଇ ମା’ଙ୍କ ଛତର ନିର୍ଦ୍ଧାରିତ ସମୟରେ ମନ୍ଦିରରେ ପହଂଚିବ । ଏଥିସହ ପଶୁବଳି ମଧ୍ୟ ପଡିବ ନାହିଁ । ଛତର ଯାତ୍ରା ଦିନ ପୁରା…

ଖୁସି ଖବର, ଭାରତକୁ ଆସିବ ୧୦ କୋଟି କରୋନା ଟିକା

ନୂଆଦିଲ୍ଲୀ: ଭାରତକୁ ଆସିବ ୧୦ କୋଟି କରୋନା ଟିକା । ଋଷର ପ୍ରଥମ କରୋନା ଟିକା ସ୍ପୁଟନିକ୍‌-ଭି ଭାରତକୁ ଆସିବ । ଋଷିଆଠୁ ଭାରତ କୋଭିଡ୍-୧୯ ସ୍ପୁଟନିକ୍-ଭି ଭାକସିନ୍‌ର ୧୦୦ ମିଲିୟନ ଡୋଜ୍ ଆଣିବ । ପ୍ରମୁଖ ଫାର୍ମା କମ୍ପାନୀ ଡାକ୍ତର ରେଡ୍ଡି ଲ୍ୟାବ୍ ଏହି ଭାକସିନ୍ କିଣିବ ବୋଲି ସୂଚନା ମିଳିଛି…

କୋଭିଡ ପରିଚାଳନାରେ ରାଜ୍ୟ ସରକାର ଫେଲ୍‌: ତାରା

ଭୁବନେଶ୍ୱର: କୋଭିଡ କେୟାର ସେଂଟର ଏବଂ ଟିଏମ୍‌ସି ବନ୍ଦ କରିବା ପ୍ରସଙ୍ଗରେ ସରକାରଙ୍କ ଉପରେ ଗର୍ଜିଲେ ବିରୋଧୀ । କଟକ, ଭୁବନେଶ୍ୱରକୁ ନଆଣିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ତାରା ପ୍ରସାଦବାହିନୀ ପତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ…