Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆପଣଙ୍କ ଘର ଉତ୍ତର-ପୂର୍ବ ମୁହାଁ କି?

ଭୁବନେଶ୍ବର: ବାସ୍ତୁ ସିଦ୍ଧାନ୍ତକୁ ମାନି ଘରର ତିଆରି କରାଯାଏ ବା ଭୂମି କିଣାଯାଏ । ଦେଖିଥିବେ ଅନେକ ଭୂଖଣ୍ଡ ସିଧା ଦିଗକୁ ଥାଏ ଅର୍ଥାତ୍ ସିଧା ପୂର୍ବ, ପଶ୍ଚିମ, ଉତ୍ତର କିମ୍ୱା ଦକ୍ଷିଣ ଦିଗକୁ ଥାଏ। କିନ୍ତୁ ଅନେକ ଏମିତି ବି ଭୂଖଣ୍ଡ ବା ପ୍ଳଟ୍‌ ଥାଏ ଯାହା କୋଣକୁ ମୁହଁ କରିଥାଏ । ଅର୍ଥାତ୍…

ମଧୁମେହ ରୋଗୀ ପଇଡ଼ ପାଣି ପିଇଲେ କ’ଣ ହେବ ?

ଭୁବନେଶ୍ବର:ପଇଡ଼ ପାଣି କେବଳ ସ୍ବାଦିଷ୍ଟ ନୁହେଁ ବରଂ ଆମ ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । ଶରୀରକୁ ଏହା ଡିହାଇଡ୍ରେସନରୁ ରୋକିଥାଏ । ଏଥିରେ ଭିଟାମିନ୍, ମିନେରାଲ୍ସ ଏବଂ ଇଲେକ୍ଟ୍ରୋଲାଇଟ୍ ଭରପୂର ରହିଛି । ସେହିପରି ପୋଟାସିୟମ୍, ସୋଡିୟମ୍, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍, ଭିଟାମିନ୍ ସି,…

୧୦ହଜାରରୁ କମ୍ ମୂଲ୍ୟରେ ଭାରତରେ ଲଞ୍ଚ ହେଲା POCO M7 5G

ନୂଆଦିଲ୍ଲୀ: POCO ନିଜର M ସିରିଜ ସ୍ମାର୍ଟଫୋନ୍ M7 5G ଲଞ୍ଚ କରିଛି । କମ୍ ମୂଲ୍ୟରେ ଏକ ଭଲ ଫୋନ୍ ଖୋଜୁଥିବା ୟୁଜୁରଙ୍କୁ ଏହି ଫୋନ ଆକର୍ଷିତ କରିବ । ଏହି ଫୋନଟି ସ୍ନାପଡ୍ରାଗନ 4 ଜେନ୍‌ 2 ଚିପସେଟ୍‌, 5ଜି ନେଟୱର୍କ ସପୋର୍ଟ, 5160mAh ବ୍ୟାଟେରୀ, 50MP ପ୍ରାଇମେରି କ୍ୟାମେରା ସହ ଆସିଛି ।…

ସନଟ୍ୟାନରୁ ରକ୍ଷା ପାଇବା ପାଇଁ ବ୍ୟବହାର କରନ୍ତୁ ଘରୋଇ ଫେସ୍ ପ୍ୟାକ୍

ଭୁବନେଶ୍ଵର: ଖରାଦିନେ ଶରୀରରୁ ଅଧିକ ମାତ୍ରାରେ ଝାଳ ବାହାରିବା ଦ୍ୱାରା ସ୍କିନ ଅଠାଳିଆ ହୋଇଯାଏ। ଏଥିରୁ ମୁହଁରେ ବ୍ରଣ ବାହାରେ। ଏଥିପାଇଁ ଜରୁରୀ କି, ଆପଣ ତ୍ୱଚାକୁ ହାଇଡ୍ରେଟ ରଖନ୍ତୁ। ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକି ବହୁତ ଶସ୍ତା ତଥା ରୋଷେଇ ଘରେ…

ଏୟାରଟେଲର ୮୪ ଦିନିଆ ପ୍ଲାନ: ଓଟିଟି ଆପ୍ ସବସ୍କ୍ରିପସନ୍ ସହ ମିଳିବ ପ୍ରତିଦିନ ୨ଜିବି ଡାଟା

ଭୁବନେଶ୍ବର: ଲକ୍ଷଲକ୍ଷ ଗ୍ରାହକଙ୍କ ସୁବିଧା ପାଇଁ ଏୟାରଟେଲ ଅନେକ ପ୍ରକାରର ରିଚାର୍ଜ ପ୍ଲାନ ଆଣିଥାଏ  । କମ୍ପାନୀ ପାଖରେ କମ୍ ଦିନର ପ୍ଲାନ ଠାରୁ ଆରମ୍ଭ କରି ମହଙ୍ଗା, ଶସ୍ତା ସମସ୍ତ ପ୍ରକାରର ପ୍ଲାନ ଉପଲବ୍ଧ। ତେବେ ଯଦି ଆପଣ ଏୟାରଟେଲ ସିମ୍ ବ୍ୟବହାର କରୁଛନ୍ତି ତେବେ ଆପଣ ଏହି ପ୍ଲାନର ଲାଭ…

ଏକ ମାସ ଧରି ପିଅନ୍ତୁ କିସମିସ୍ ପାଣି, ଶରୀରରେ ହେବ ଅହେତୁକ ପରିବର୍ତ୍ତନ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତେ କିଛି ନା କିଛି ରୋଗର ଶିକାର ହେଉଛନ୍ତି । କାରଣ ବର୍ତ୍ତମାନ ଲୋକେମାନେ ଯେଉଁସବୁ ଖାଦ୍ୟ ଖାଉଛନ୍ତି ତାହା ଶରୀରକୁ ବହୁତ ଖରାପ କରିଦେଉଛି । ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ବାହାର ଯେଉଁସବୁ ଖାଦ୍ୟ ମିଳୁଛି ଅର୍ଥାତ୍ ଫାଷ୍ଟଫୁଡ୍ ଜାତୀୟ…

ଡେଟା ଚୋରି କରୁଛି ବ୍ରାଉଜର ଏକ୍ସଟେନସନ୍….ଜଲଦି ଡିଲିଟ୍ କରନ୍ତୁ

ନୂଆଦିଲ୍ଲୀ: ଅନେକ ଲୋକ ନିଜ କାମକୁ ସହଜ କରିବା ପାଇଁ ବ୍ରାଉଜରରେ ଏକ୍ସଟେନସନ ଇନଷ୍ଟଲ କରନ୍ତି । କିଛି ଏକ୍ସଟେନସନ୍ ବହୁତ ଉପଯୋଗୀ ଏବଂ କେବଳ ଗୋଟିଏ କ୍ଲିକ୍‌ରେ ଏହା ସେ କାର୍ଯ୍ୟକୁ କରିପାରେ, ଯାହା ସାଧାରଣ ବ୍ରାଉଜରରେ ଟିକିଏ ସମୟ ନେଇଥାଏ ।  କିନ୍ତୁ ଅନେକ ସମୟରେ ଏହି ଏକ୍ସଟେନସନ୍…

ଭେଣ୍ଡି ମଣିଷର କ୍ୟାନସର ସେଲ ବୃଦ୍ଧିକୁ ରୋକିଥାଏ !

ଭୁବନେଶ୍ବର:ଏବେ ଖରା ଦିନ ଆସିଯିବ । ଏହି ଋତୁରେ ଭେଣ୍ଡିର ଉତ୍ପାଦନ ଅଧିକ ମାତ୍ରାରେ ହୋଇଥାଏ । ତେବେ ଜାଣିଛନ୍ତି କି ଏହି ଭେଣ୍ଡି ଖାଇବାକୁ ଯେତିକି ସୁଆଦିଆ ସେତିକି ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ବୋଲି । ଏହି ଭେଣ୍ଡି କିଛି ଘାତକ ରୋଗରୁ ଦୂରେଇ ରଖିବ । ଏହି ପରିବାରେ ଭିଟାମିନ୍-ଏ,…

କେଶରେ ଚମକ ଆଣିବ ଦେଶୀ ଘିଅର ଏହି ମାସ୍କ..

ଭୁବନେଶ୍ବର: ପ୍ରଦୂଷଣ ଯୋଗୁଁ କେଶ ଝଡିବା, କେଶ ରୁକ୍ଷ ହେବା ଓ ଦୋମୁଁହା କେଶ ସମସ୍ୟା ଅଧିକ ଦେଖାଯାଉଛି । ତେବେ କେଶକୁ ସୁନ୍ଦର କରିବା ପାଇଁ ବଜାରରେ ଅନେକ କେମିକାଲ ପ୍ରଡକ୍ଟ ମିଳୁଛି । କିନ୍ତୁ ଏହାଦ୍ବାରା କେଶ ପରେ ଆହୁରି ଖରାପ ହେବାକୁ ଲାଗୁଛି । ତେଣୁ ପ୍ରାକୃତିକ ଉପାୟରେ କେଶ…

ରାତିରେ ଘର ପୋଛୁଛନ୍ତି କି ?

ଭୁବନେଶ୍ବର: ବାସ୍ତୁଶାସ୍ତ୍ର ନିୟମ ମାନିଲେ ଜୀବନରେ ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ । ତେବେ ଜାଣିଛନ୍ତି କି ବାସ୍ତୁଶାସ୍ତ୍ରରେ ଘରକୁ ସଫା-ସୁତୁରା ରଖିବାର ଅନେକ ମହତ୍ତ୍ୱ ରହିଛି । ଘର ପୋଛିବାର ଶୈଳୀ ନେଇ ବାସ୍ତୁ ଶାସ୍ତ୍ରରେ କିଛି ଉପାୟ  ରହିଛି । ଏହି ନିୟମରେ ଘର ପୋଛିବା ଦ୍ୱାରା…